Holi
ରଙ୍ଗରେ ଭିଜୁଛି ସାରା ଦେଶ... ରଙ୍ଗରେ ଭିଜୁଛି ମନ ପ୍ରାଣ ଆତ୍ମା । ସବୁଠି ହସଖୁସି, ଉତ୍ସବ ଓ ସେଲିବ୍ରେସନ । ଦିନଟିଏ ରଙ୍ଗର ଭିଡ଼ରେ ମଜିବା, ହଜିବା ଆଉ ରଙ୍ଗୀନ ହେବାର ପ୍ରୟାସ ସବୁଠି । କିଏ ନିଜ ଇଷ୍ଟଙ୍କୁ ରଙ୍ଗ ଲଗାଇ ସେଲିବ୍ରେସନ କରୁଛି । ତ କିଏ ନିଜ ନିଜ ସାଙ୍ଗସାଥୀ ପ୍ରିୟଜନଙ୍କୁ ରଙ୍ଗ ଲଗାଇ କହୁଛନ୍ତି ହାପି ହୋଲି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)