• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Car Scam
ଫିଟୁଛି ଡିସକାଉଣ୍ଟ ଗାଡ଼ି ରାକେଟର ଗୁମର; SI ନେଇଛନ୍ତି, କନେଷ୍ଟବଳ ଦେଇଛନ୍ତି

ଠକ ଦମ୍ପତିଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ନୟାପଲ୍ଲୀ ପୋଲିସ । ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି । ଠକେଇ ଟଙ୍କାରେ ଅଭିଯୁକ୍ତ ଅକ୍ଷୟ ବହୁ ମୂଲ୍ୟବାନ ଜମି କିଣିଥିବା ଜଣାପଡ଼ିଛି ।

  • Friday, 22 December 2023
Bhubaneswar Winter
ଜାଡ଼ରେ ଥରୁଛି ଓଡ଼ିଶା; ଫୁଟପାଥରେ ନିରାଶ୍ରୟର ଜୀବନ

କାଲୁଆ ରାତିରେ କେମିତି ଶୋଇଛି ସାହି ଗଳିର ସହର କଟକ । ଏଠି ବି ରାସ୍ତା କଡ଼, ଫୁଟଫାଥ୍ ସବୁଠି ସ୍ପଷ୍ଟ ନଜରକୁ ଆସିଥିଲେ ନିରାଶ୍ରୟ । ବୁଲି ବୁଲି ପହଞ୍ଚିଗଲୁ ବଡ଼ ମେଡିକାଲରେ । ଗଛ ମୂଳ, ପାର୍କିଂ ସ୍ଥଳ, ଡଷ୍ଟବିନ୍ ପାଖ । ଯୁଆଡ଼େ ଚାହିଁଲେ, ଲୋକ ଶୋଇଛନ୍ତି ।

  • Friday, 22 December 2023
News Fuse
କାହାକୁ ଏତେ ମାଡ଼?

ଏଇନେ ତ ଆମ୍ୱ କି ବରକୋଳି ସିଜିନ୍ ନୁହଁ । ଇଏ କୋଉ ଗଛକୁ ଟେକା ମାରୁଛନ୍ତି କି?

  • Friday, 22 December 2023
mobile game
ଛାତ୍ର ତିଆରି କଲେ ମୋବାଇଲ ଗେମ୍‌

କମ୍ପ୍ୟୁଟର କ୍ଲାସ୍‌ରେ ଗେମ୍‌ ଖେଳୁଥିଲେ। ଏବେ ନିଜେ ତିଆରି କଲେ ଗେମ୍‌। ସେ ପୁଣି ଜଣେ ସ୍କୁଲ ଛାତ୍ର । ହଁ ଆଜ୍ଞା ଗୋଟିଏ କି ଦୁଇଟି ନୁହେଁ କମ୍ପ୍ୟୁଟର କୋଡିଂ ବ୍ୟବହାର କରି ଛାତ୍ର ଜଣକ ତିଆରି କରିଛନ୍ତି ୪ଟି ଗେମ୍‌।

  • Friday, 22 December 2023
 cyber crime
ଆଡଲ୍ଟ ସାଇଟ୍ ଦେଖିବା ପଡ଼ିଲା ମହଙ୍ଗା

ପତ୍ନୀଙ୍କ ଅନୁପସ୍ଥିତିରେ ଆଡଲ୍ଟ ସାଇଟ୍ ଦେଖିବା ସ୍ୱାମୀଙ୍କୁ ପଡ଼ିଲା ମହଙ୍ଗା । ସାଇବର ଲୁଟେରା ପଠାଇଲେ ଖରାପ ଫଟୋ । ଦେଖନ୍ତୁ ତାପରେ କ'ଣ ହେଲା ।

  • Friday, 22 December 2023
Raghubar Das
ରାଜ୍ୟ ବୁଲୁଛନ୍ତି ରାଜ୍ୟପାଳ; ଲୋକଙ୍କ ଦୁଃଖ ବୁଝୁଛନ୍ତି

ଗତକାଲି ମାଲକାନଗିରି ଜିଲ୍ଲାର ମାଥିଲି ମେଡିକାଲରେ ରୋଗୀଙ୍କୁ ଭେଟି ସମସ୍ୟା ବୁଝିଥିଲେ ରାଜ୍ୟପାଳ । ପାଙ୍ଗାମ ଗାଁରେ ଅଙ୍ଗନବାଡି ନଥିବା ଜାଣିବା ପରେ କ୍ଷୋଭ ପ୍ରକାଶ କରିଥିଲେ ।

  • Thursday, 21 December 2023
Kamiya Jani
କାମିୟାଙ୍କୁ ମନ୍ଦିରକୁ ନେଲେ, ମହାପ୍ରସାଦ ଖୁଆଇଲେ !

ବିଜେପି ଅଭିଯୋଗ କରିଛି, କାମିୟା ଜାନି ଖୁଲ୍ଲମଖୁଲ୍ଲା ଗୋମାଂସ ଖାଇଥିବା ନିଜ ସୋସିଆଲ ମିଡିଆ ସାଇଡରେ ରହିଛି । ତେଣୁ ଶ୍ରୀମନ୍ଦିର ନିୟମ ଅନୁସାରେ ଗୋମାଂସ ଭକ୍ଷଣ କରିଥିବା ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଅପରାଧ କରିଛନ୍ତି ପାଣ୍ଡିଆନ ।

  • Thursday, 21 December 2023
Vibrio Cholerae
ହଇଜାର ବାହକ ସାଜିଛି ‘ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌’ !

‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‘ ପାଣି ଏତେ ବିଶୁଦ୍ଧ ଯେ ସିଧା ପାଇପରୁ ନିଅ କିମ୍ବା ମୁହଁ ଲଗେଇ ପିଅ । ହଇଜା ବ୍ୟାପିଥିବା ଷ୍ଟିଲସିଟି ରାଉରକେଲାର ପ୍ରାୟ ସବୁ ୱାର୍ଡ ଆଉ କଲୋନିରେ ବର୍ଷକ ତଳୁ ଆରମ୍ଭ ହୋଇଯାଇଛି, କାନକୁ ଶୁଣିବାକୁ ଓ ଆଖିକୁ ଦେଖିବାକୁ ରାଜ୍ୟ ସରକାରଙ୍କ ଏ ସୁନ୍ଦର ଯୋଜନା ।

  • Thursday, 21 December 2023
Cold Wave
ରାଜ୍ୟରେ ଅସହ୍ୟ ଜାଡ଼ରେ କଲବଲ ଜନଜୀବନ

ଉପକୂଳଠୁ ଉପାନ୍ତ, ରାଜ୍ୟର ସବୁଠି ରାଜୁତି କରୁଛି ଜାଡ଼। ସପ୍ତାହେ ହେଲା ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ ହେଉଥିବା ବେଳେ କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀକୁ ଖସି ଆସିଛି।

  • Thursday, 21 December 2023
Car Scam
ଧରାପଡ଼ିଲେ କାର୍ ସ୍କାମ୍ ମାଷ୍ଟରମାଇଣ୍ଡ ବଣ୍ଟି-ବବଲି ଯୋଡ଼ି

ଧରାପଡ଼ିଲେ କାର୍ ସ୍ମାମର ମାଷ୍ଟରମାଇଣ୍ଡ୍ ବଣ୍ଟି ଔର୍ ବବଲି ଯୋଡ଼ି। ଶତାଧିକ ଲୋକଙ୍କୁ ଚୂନ ଲଗାଇ ୪୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ଏହି ଦଂପତି ।

  • Thursday, 21 December 2023
Sri Jagannath is the Lord of Cultural Integration, says devotee
ଆଉ ଜଣେ ଭକ୍ତ ସାଲବେଗ

ଇଏ ବି ଜଣେ ଭକ୍ତ...କାଳିଆ ଦୁଆରେ ସମସ୍ତେ ସମାନ.... ମୁସଲିମ୍ ସଂପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରି ବେଶ ଚର୍ଚ୍ଚାରେ କୋଲକାତାର ଡକ୍ଟର ଶେଖ ମକବୁଲ ଇସଲାମ....

  • Thursday, 21 December 2023
People express happiness after enjoying their time in Eco retreat in Konark
ଆସିଛି ପର୍ଯ୍ୟଟନ ଋତୁ, ପର୍ଯ୍ୟଟକଙ୍କ ମନ ମୋହୁଛି ଅସ୍ତରଙ୍ଗ

ଅସ୍ତରଙ୍ଗରେ ରହିଛି ଅନେକ ପର୍ଯ୍ୟଟନସ୍ଥଳ। ଦେବୀ ନଦୀ ମୁହାଣରେ ଥିବା ବୋଟିଂ, ହେନ୍ତାଳ ବଣ, ନାଲି କଙ୍କଡ଼ା ପର୍ଯ୍ୟଟକଙ୍କୁ ଏଠାକୁ ଆକୃଷ୍ଟ କରୁଛି।

  • Thursday, 21 December 2023
Government bats for providing facilities for production of sweet potatoes for farmers in Koraput
କନ୍ଦମୂଳ ଚାଷୀଙ୍କୁ ସରକାରଙ୍କ ଅଣଦେଖା..

କୋରାପୁଟ ବହୁଳ ମାତ୍ରା ଉତ୍ପାଦନ ହେଉଥିବା କନ୍ଦମୂଳକୁ ଟ୍ରକ୍ ଲଗାଇ କୁନ୍ଦୁଲି ହାଟରୁ ବୋହି ନେଉଛନ୍ତି ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପ୍ରଦେଶ ବେପାରୀ। ଦଲାଲ ଓ ବାହାର ରାଜ୍ୟ ବେପାରୀ କରୁଛନ୍ତି ଦର ନିର୍ଦ୍ଧାରଣ...

  • Thursday, 21 December 2023
special story
ଜରିପାଲ ତଳେ ଜୀବନ କାଟୁଛନ୍ତି ଭୂମିହୀନ ନଟ ବେହେରାଙ୍କ ପରିବାର..

ରାଜ୍ୟରେ ଲାଗି ରହିଛି ଶୀତର ଲହରୀ। ଛାତ ଘରେ ଥିବା ଲୋକ ଶୀତର ପ୍ରକୋପରେ ଥରୁଛନ୍ତି। ହେଲେ ଜରିପାଲ ତଳେ ଜୀବନ କାଟୁଛନ୍ତି ଭୂମିହୀନ ନଟ ବେହେରାଙ୍କ ପରିବାର...

  • Thursday, 21 December 2023
PDS Scam
ଚାଉଳ ଘୋଟାଲାର ପୋଲ୍ ଖୋଲିଲା RTI

ଗରିବ ଗୁରୁବାଙ୍କ ଚାଉଳ, ହେଲେ ଖାଇଗଲେ ସରକାରୀ ବାବୁ । ଏମିତିକି ଆସନ୍ତା ବର୍ଷ ଅକ୍ଟୋବର ଯାଏଁ ହିତାଧିକାରୀ କୁଆଡ଼େ ଚାଉଳ ନେଇସାରିଥିବା ବି ସେମାନଙ୍କ ପଡ଼ିକାର୍ଡରେ ଏଣ୍ଟ୍ରି ସରିଛି ।

  • Wednesday, 20 December 2023
5T School
ବିଭିନ୍ନ ହାଇସ୍କୁଲରୁ ଆସୁଛି 5Tକୁ ଉପହାସ ଚିତ୍ର

ବାହାର ଭିତର ସବୁ ଚକାଚକ୍ କରିଦେଲେ । କୋଟି କୋଟି ଖର୍ଚ୍ଚ କରି ଭିତ୍ତିଭୂମି ସଜାଡିଦେଲୁ କହି ଜୋରସୋର ପ୍ରଚାର ବି କଲେ । ହେଲେ ମୂଳ ସମସ୍ୟା ଯେଉଁଠି କି ସେଇଠି । ରାଜ୍ୟରେ ବିଭିନ୍ନ ହାଇସ୍କୁଲରୁ ଯେଉଁ ସବୁ ଚିତ୍ର ଆସୁଛି ତାହା 5Tକୁ ଉପହାସ କଲା ଭଳି ।

  • Wednesday, 20 December 2023
Kashmiri Fraud
ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ବୁଖାରୀର କଳା ଚିଠା

କ୍ରାଇମବ୍ରାଞ୍ଚ STF ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଜେରାରୁ ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ବୁଖାରୀର ଗୋଟିକ ପରେ ଗୋଟିଏ କଳାଚିଠା । ଏବେ ଖୋଲିଛି ବୁଖାରୀର ହନିଟ୍ରାପ୍ ଆପ ଗୁମର ।

  • Wednesday, 20 December 2023
Vibrio Cholerae
ରାଉରକେଲାରେ ଗମ୍ଭୀର ହେଉଛି ହଇଜା ସ୍ଥିତି

ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ଛୁଇଁଲାଣି ୧୩ । ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ଗୁରୁତର କଥା ହେଉଛି, ଝାଡ଼ାବାନ୍ତି ଏବେ ସ୍ମାର୍ଟସିଟିର ସବୁ ୱାର୍ଡକୁ ବ୍ୟାପିଗଲାଣି ।

  • Wednesday, 20 December 2023
Child Kidnapping
ବାପା ରଚିଥିଲା ଅପହରଣ ନାଟକ; ସ୍ତ୍ରୀ ପିଛା ଛଡ଼େଇବାକୁ ସ୍ୱାମୀର ଜଘନ୍ୟକାଣ୍ଡ

ଭୁବନେଶ୍ୱରରେ ଗତକାଲି ହୋଇଥିବା ଶିଶୁ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ୍ । ଘଟଣାରେ ଶିଶୁର ବାପା ଓ ସାବତ ବାପାକୁ ମିଶାଇ ପୋଲିସ୍ ମୋଟ୍ ୪ ଜଣଙ୍କୁ ଗିରଫ କରିଛି ।

  • Wednesday, 20 December 2023
Picnic Spot
ଆସ ଜିରୋ ନେଟଓ୍ୱାର୍କ ଏରିଆରେ ପିକନିକ୍ କରିବା

ଆଃ କି ସୁନ୍ଦର ଏଇ ପ୍ରକୃତି.. ଆଉ ଜଙ୍ଗଲିଆ ଚଢେଇଙ୍କ କିଚିରି ମିଚିରି ଶବ୍ଦ ମନକୁ ଯେମିତି ବାନ୍ଧି ନେଉଛି..ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା..ଆସ ବୁଲିଯିବା ଲୁଲୁଙ୍ଗ..

  • Wednesday, 20 December 2023
Financial Help
ଜେଜେମା’ଙ୍କ ହାଣ୍ଡିଆ ଭରସାରେ ଦୁଇ କୁନି ଝିଅଙ୍କ ଭବିଷ୍ୟତ

ଗୋଟିଏ ପଖାଳ କଂସାକୁ ଦୁଇ ଭଉଣୀଙ୍କ ଆଖି । କିନ୍ତୁ ବଡ଼ ଭଉଣୀ ପେଟ ପାଟିକୁ ଜାକି ସାନକୁ ଗୁଣ୍ଡା ଗୁଣ୍ଡା କରି ଖୁଆଇ ଦେଉଛି । ଲୁଣ ଲଙ୍କାକୁ ଦଳି ମଝିରେ ମଝିରେ ଚଟେଇ ଦେଉଛି । ବେଳେ ବେଳେ ଏତକ ମଧ୍ୟ ଏମାନଙ୍କୁ ସାତ ସପନ ।..

  • Wednesday, 20 December 2023
Cholera
ଷ୍ଟିଲସିଟିରେ ଖାଲି ଝାଡ଼ାବାନ୍ତି ନୁହେଁ, ମାଡ଼ିଚାଲିଛି ହଇଜା

ଇସ୍ପାତ ନଗରୀ ରାଉରକେଲାରେ ହଇଜା ଆତଙ୍କ। ଘୁ ଘୁ ହୋଇ ମାଡ଼ିଚାଲିଛି, ଘାତକ ହେଉଛି । ଭୁବନେଶ୍ବରରୁ ଫୁଡ୍ ସେଫ୍ଟି ଟିମ୍ ପହଞ୍ଚି ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରୁଛି। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ହଇଜା ସ୍ଥିତିର ସମୀକ୍ଷା କରି ଏହାକୁ ରୋକିବା ଲାଗି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି..

  • Tuesday, 19 December 2023
Politics
ପାର୍ଲାମେଣ୍ଟ ସୁରକ୍ଷା ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ଜାରି

ପଦାକୁ ଆସିଲା ତାଳି ପକା ଯୋଜନାର କରୁଣ ଚିତ୍ର। ରାଜ୍ୟରେ ଅଧାରୁ ପାଠ ଛାଡୁଛନ୍ତି ୫୦ ପ୍ରତିଶତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ତଥ୍ୟ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ। ଦଶମ ଡ୍ରପ୍ ଆଉଟରେ ଓଡିଶା ଦେଶରେ ସବୁଠୁ ଆଗରେ ରହିବା ନେଇ ରାଜନୀତି ବି ଜୋର ଧରିଛି..

  • Tuesday, 19 December 2023
Dropout Percent In Odisha
ପଦାକୁ ଆସିଲା ତାଳିପକା ଯୋଜନାର କରୁଣ ଚିତ୍ର

ପଦାକୁ ଆସିଲା ତାଳି ପକା ଯୋଜନାର କରୁଣ ଚିତ୍ର। ରାଜ୍ୟରେ ଅଧାରୁ ପାଠ ଛାଡୁଛନ୍ତି ୫୦ ପ୍ରତିଶତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ତଥ୍ୟ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ। ଦଶମ ଡ୍ରପ୍ ଆଉଟରେ ଓଡିଶା ଦେଶରେ ସବୁଠୁ ଆଗରେ ରହିବା ନେଇ ରାଜନୀତି ବି ଜୋର ଧରିଛି..

  • Tuesday, 19 December 2023
Pihu Kidnap
ନାଟକୀୟଭାବେ ଅପହରଣ, ଆଶ୍ଚର୍ଯ୍ୟଜନ ଢଙ୍ଗରେ ଉଦ୍ଧାର

ନାଟକୀୟଭାବେ ଅପହରଣ, ଆଶ୍ଚର୍ଯ୍ୟଜନ ଢଙ୍ଗରେ ଉଦ୍ଧାର। ନିଜ ସାହସ ଓ ବୁଦ୍ଧିମତ୍ତା ପାଇଁ ସୁନ୍ଦରଗଡ଼ରୁ ସୁରକ୍ଷିତ ଉଦ୍ଧାର ହୋଇଛି ଦେବଗଡ଼ରୁ ଅପହୃତା କୁନି ଝିଅ ପିହୁ..

  • Tuesday, 19 December 2023