""
ବିବିଧ Videos ପାଣି ଟୋପେ ପାଇଁ ହିନସ୍ତା କାଠକଟାବାସୀ ଗାଁରେ ପାନୀୟ ଜଳ ସଂଯୋଗ ପାଇଁ ନଳ ବସିଛି । ହେଲେ ପାଣିର ଦେଖାନାହିଁ । ଏମିତି ଚାଲିଛି ସରକାରୀ ଯୋଜନାରେ ପାନୀୟ ଜଳ ଯୋଗାଣ । ଏ ହେଉଛି କେନ୍ଦୁଝର ଆନନ୍ଦପୁର ବ୍ଲକ ଅନ୍ତର୍ଗତ କାଠକଟା ଗାଁର ଦୃଶ୍ୟ । ଆଦିବାସୀ ବହୁଳ ଏହି ଗାଁରେ ପାଣି ଟୋପେ ପାଇଁ ବେଶ ହିନସ୍ତା ହେବାକୁ ପଡ଼େ ଗାଁର ମହିଳାମାନଙ୍କୁ । Pallipuspa Samal 28 Mar 2024 09:27 IST Water scarcity haunts Water Scarcity Haunts VillagersAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ