ଦୁଇ ସାଙ୍ଗଙ୍କ ନୂଆ ପ୍ରୟାସ । ତିଆରି କଲେ ଆଣ୍ଟି ସେନ୍ସର ରୋବର୍ଟ । ଦୁଇ ସାଙ୍ଗ ଶ୍ରଦ୍ଧା ଓ ଅଙ୍କିତା। ଗୋଟିଏ ସ୍କୁଲ ଓ ଗୋଟିଏ କ୍ଲାସରେ ପଢନ୍ତି। ଉଭ ମିଶି ତିଆରି କରିଛନ୍ତି ଆଣ୍ଟି ସେନ୍ସର ରୋବର୍ଟ। ଏହି ମଡେଲଟିରେ ସେନସରର ବ୍ୟହାହାର କରାଯାଇନି। ଜାଣନ୍ତୁ ଏହା ପଛରେ କ’ଣ ହୋଇଛି ବ୍ୟବହାର ।
Published By: Sonali Ojha
Last updated: 26 March 2024, 12:36 PM IST
ହୋଲିରେ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ୨୦୨୪ ମାର୍ଚ୍ଚ ୨୫ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି । ଦୋଳ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ଲାଗୁଛି ।