Advertisment

ସ୍ୱାବଲମ୍ବୀ ହେଉଛନ୍ତି ମହିଳା; ରୋଜଗାର ଦେଉଛି ମାଛଚାଷ

ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ମାଛ ଚାଷକରି କରୁଛନ୍ତି ଅର୍ଥ ଉପାର୍ଜନ ।

author-image
Sonali Ojha

ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ମାଛ ଚାଷକରି କରୁଛନ୍ତି ଅର୍ଥ ଉପାର୍ଜନ । ସରକାରଙ୍କ ସହାୟତା ଫଳରେ ଆସିକାର ଜାଗୃତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା’ ତୁଳସୀ ଗୋଷ୍ଠୀ ଆଜି ରୋଜଗାର କ୍ଷମ ହୋଇପାରିଛନ୍ତି ।

Advertisment
Fish Farming
Advertisment
Advertisment