Anand Bazar
ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆଉ ଚାଲିବନି ଭକ୍ତଙ୍କୁ ଶୋଷଣ କି ଦୁର୍ବ୍ୟବହାର। ସାବାଡ଼ ହେବେ ଅସାଧୁ ବ୍ୟବସାୟୀ ଓ ଅଣ ସେବକ। ବିକ୍ରି ହେବନି ବାସି ଅବଢ଼ା କି ବାହାର ଖାଦ୍ୟ। ୟାକୁ ଜଗିବାକୁ ନିଯୁକ୍ତ ହେବେ ୨୦ଜଣ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ। ଆର ମାସ ପହିଲାରୁ ସେମାନେ କାମରେ ଲାଗିବେ। ନିଯୁକ୍ତି ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି, ଯାହାକୁ ଭକ୍ତ ଓ ସୁଆର ମହାସୁଆର ସେବକ ବି ସ୍ବାଗତ କରିଛନ୍ତି।...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)