Odisha Politics
ଫଟୋ ବିଜ୍ଞାପନ ପାଇଁ ନବୀନ ସରକାର ଖୋଲି ଦେଇଥିଲେ ପେଡ଼ି । ଦେଢବର୍ଷରେ ପ୍ରଚାର ପ୍ରସାର ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ପାଖାପାଖି ୪୦ କୋଟି ଟଙ୍କା। ଖାଲି ସେତିକି ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେତେବେଳର 5T ସଚିବ ଓ ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ଙ୍କ ଫଟୋ ଥାଇ ବି ମାଳମାଳ ବିଜ୍ଞାପନ ଦିଆଯାଇଛି ବିଭିନ୍ନ ଖବର କାଗଜକୁ। ବିଧାନସଭାରୁ ଆସିଛି ଏଭଳି ଆଖି ଖୋସି ଦେଲା ଭଳି ତଥ୍ୟ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)