ସ୍ମାର୍ଟ ମିଟରକୁ ଚାଷୀଙ୍କ ବିରୋଧ। ବରଗଡ଼ ଜିଲ୍ଲାରେ ପ୍ରବଳ ଅସନ୍ତୋଷ। ଘରୁ ଓ ଜମିରେ ଲାଗିଥିବା ସ୍ମାର୍ଟ ମିଟରକୁ ଖୋଲି ଗ୍ରୀଡ୍ ଆଗରେ ଫୋପାଡ଼ି ପ୍ରତିବାଦ କରିଛନ୍ତି ଚାଷୀ। ଅଭିଯୋଗ କରିଛନ୍ତି, ସ୍ମାର୍ଟ ମିଟର ନାଁରେ ଚାଷୀଙ୍କୁ ଶୋଷଣ କରୁଛି ଟାଟା ପାୱାର୍। ଏହାକୁ ନେଇ ରାଜନୀତି ତେଜିଥିବା ବେଳେ ଶକ୍ତିମନ୍ତ୍ରୀ କହିଛନ୍ତି, କିଛିଲୋକ ସ୍ମାର୍ଟ ମିଟର ନେଇ ଅପପ୍ରଚାର କରୁଛନ୍ତି। ସେପଟେ ସ୍ମାର୍ଟ ମିଟର ଯୋଗୁଁ ଅଧିକ ବିଲ୍ ଆସୁଥିବା ଅଭିଯୋଗକୁ ଏକ ଭ୍ରମ ବୋଲି କହିଛନ୍ତି ଟାୱା ପାୱାର୍ କର୍ତ୍ତୃପକ୍ଷ।...
Published By: Satyendu Shekher Mishra
Last updated: 29 August 2024, 10:45 PM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।