ଆଜି ସ୍ୱାୟତ୍ତ ଶାସନ ଦିବସ । ରାଜ୍ୟସ୍ତରରେ ଏହାକୁ ପାଳନ କରିବାକୁ ହୋଇଛି ଜୋରଦାର ପ୍ରସ୍ତୁତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୦ ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ।
Published By: Swadesi Megha Mallhar Prusty
Last updated: 31 August 2024, 11:23 AM IST
ଆଠଗଡ ବ୍ଲକ ସମ୍ମୁଖ ପାଲଟିଲା ରଣକ୍ଷେତ୍ର । ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ଼ । ଆଠଗଡ SDPOଙ୍କ ସମେତ 6 ଜଣ ଗୁରୁତର । ସ୍ଥିତି ଅଣାୟତ୍ତ ହେବାରୁ BNS-୧୬୩ ଧାରା ଲାଗୁ କଲା ପ୍ରଶାସନ । ତଥାପି ଶାନ୍ତ ପଡିନଥିଲେ ଉଭୟ ପକ୍ଷ । ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି ।