Adapa Mandap Incidents
ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ, ତିନି ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ତ ଆସିଲା । ହେଲେ ତାହା ଅସମ୍ପୂର୍ଣ୍ଣ ଦର୍ଶାଇ ଆଉଥରେ ତଥ୍ୟ ମାଗିଛି ଶ୍ରୀମନ୍ଦିର ପରିଚାଳନା କମିଟି । ତେବେ ଆଗକୁ ଏଭଳି ଅଘଟଣ ରୋକିବାକୁ କମିଟିର ୮ ସୂତ୍ରୀ ପ୍ରସ୍ତାବ କିନ୍ତୁ ଗ୍ରହଣ କରିଛି । ସେପଟେ ଭକ୍ତଙ୍କ ସହଜ ଦର୍ଶନ ବ୍ୟବସ୍ଥାକୁ ମିଟିଂରେ ଗୁରୁତ୍ୱ ଦିଆଯିବା ସହ ଶ୍ରୀମନ୍ଦିରର ନିଜସ୍ୱ ଏଫଏମ୍ ରେଡିଓ ପ୍ରତିଷ୍ଠା ଏବଂ ରତ୍ନଭଣ୍ଡାର ଦ୍ୱାରର ସୁନା ଛାଉଣୀ ପାଇଁ ହୋଇଛି ନିଷ୍ପତ୍ତି । ଅଯଥା ମାଳ ମାଳ ସେବାୟତଙ୍କ ଭିଡ଼ ? ମହାପ୍ରଭୁଙ୍କୁ ଛାଡ଼ି ମୋବାଇଲ୍ ଫୋନ୍ ଉପରେ ଧ୍ୟାନ ? ଅବା ଅଭିଜ୍ଞ ସେବାୟତଙ୍କ ପରିଚାଳନାଗତ ତ୍ରୁଟି ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)