• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Women Empowerment

Priyanka shukla turn mbbs doctor to collector after a taunt
ଗୋଟିଏ ବିଦ୍ରୂପ ବଦଳେଇଦେଲା ଜୀବନ; କଲେକ୍ଟର୍ ହେଇଗଲେ ପ୍ରିୟଙ୍କା ଶୁକ୍ଲା

ଅନେକ ଲୋକ ତ ଥଟ୍ଟା ତାମସାର ଶିକାର ହୋଇଥାନ୍ତି। ଏନେଇ କେହି ଭାଙ୍ଗିପଡୁଥିବା ବେଳେ କେହି ଏହାକୁ ଭୁଲିଯାଆନ୍ତି। କିନ୍ତୁ ପ୍ରିୟଙ୍କା ଶୁକ୍ଲା ଏହାକୁ ନିଜ ହୃଦୟକୁ ନେଇଗଲେ ଆଉ କଲେକ୍ଟର୍ ହେବା ନେଇ ଲକ୍ଷ୍ୟ ସ୍ଥିର କରିନେଲେ। ଜାଣନ୍ତୁ କ’ଣ ହେଲା…

Women of Sundarbans are on the defensive
ହେନ୍ତାଳବଣ ସୁରକ୍ଷାରେ ଲାଗିଛନ୍ତି ସୁନ୍ଦରବନର ମହିଳା

ବାଘ ଆକ୍ରମଣରେ ଅନେକ ହେଲେଣି ବିଧବା। ଏନେଇ ସ୍ଥାନୀୟ ମହିଳାମାନଙ୍କ ଚିନ୍ତା ହେନ୍ତାଳବଣର ସୁରକ୍ଷା। ଏହା ହୋଇପାରିଲେ ରକ୍ଷାପାଇଯିବ ସେମାନଙ୍କ ସ°ସାର। ଏହି ଲକ୍ଷରେ ସେମାନେ ଲାଗିପଡିଛନ୍ତି। ଆସନ୍ତୁ ଜାଣିବା ଏନେଇ ସେମାନେ କ’ଣ କରୁଛନ୍ତି।

Women's right to polygamy in India
ଭାରତରେ ନାରୀମାନଙ୍କ ବହୁପତି ଗ୍ରହଣ ଅଧିକାର

ଭାରତରେ ବହୁପତି ବା ବହୁପତ୍ନୀ ଗ୍ରହଣକୁ ବାରଣ କରାଯାଉଥିଲେ ବି ଅନେକ ଜାଗାରେ ଏହା ଏବେ ବି ଦେଖାଯାଏ। ଏମିତି ଅନେକ ସ୍ଥାନ ଅଛି ଯେଉଁଠି ମହିଳାମାନେ ଏକାଧିକ ପୁରୁଷଙ୍କୁ ବିବାହ କରନ୍ତି। ଆସନ୍ତୁ ଏ ବିଷୟରେ ନଜର ପକେଇବା।

Intimate parter and Violence
ଇଣ୍ଟିମେଟ୍ ପାର୍ଟନର ଭାୟୋଲେନ୍ସ : ବିଶ୍ୱାସ ଓ ପ୍ରେମର ୩୫ ଖଣ୍ଡ!

ଶ୍ରଦ୍ଧା ହତ୍ୟା ମାମଲା ସମସ୍ତଙ୍କୁ ବ୍ୟଥିତ ଓ ଆଶଙ୍କିତ କରିଛି। ମାନବିକତା ଓ ପ୍ରେମ ଉପରେ ଥିବା ବିଶ୍ୱାସକୁ ଦୋହଲାଇ ଦେଇଛି। ହେଲେ ଏହି ଘଟଣାଟି ଆଉ ଏକ ଘୃଣ୍ୟ ସତ୍ୟକୁ ଉଜାଗର କରିଛି। ଆସନ୍ତୁ ଜାଣିବା…

Wearing sari a woman did wonders in the gym
Viral Video: ଶାଢୀ ପିନ୍ଧି ବି ଜିମ୍ କରିହୁଏ; ଏ ଭିଡିଓ ତା’ର ଉଦାହରଣ

ଭାଇରାଲ ହେଉଛି ଏକ ପ୍ରେରଣାଦାୟୀ ଭିଡିଓ। ଜଣେ ୫୬ ବର୍ଷ ବୟସ୍କା ମହିଳା ଶାଢୀ ପିନ୍ଧି ଜିମ୍ କରୁଛନ୍ତି। ଲୋକମାନେ ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହେଉଛନ୍ତି। ମନ୍ତବ୍ୟ ଦେଇ କହୁଛନ୍ତି – ଫିଟ୍ନେସ୍ ଏବଂ ସଂସ୍କୃତିର ରକ୍ଷାକାରୀ।

Amputee yoga instructor Arpita Roy
ନକଲି ଗୋଡ ଖୋଲିଦେଲା ନୂଆ ବାଟ; ଆଣିଦେଲା ଆନ୍ତର୍ଜାତୀୟ ଖ୍ୟାତି

ଦୁର୍ଘଟଣାରେ ଚାଲିଗଲା ଗୋଡ଼। ହାରିଲା ନାହିଁ ସାହସ। ଆଗକୁ ଯିବା ଓ କିଛି କରିବାର ଇଚ୍ଛାଶକ୍ତି ଆଗରେ ସବୁ ଜଟିଳତା ଫିକା ପଡିଗଲା। ନକଲି ଗୋଡ ଖୋଲିଦେଲା ନୂଆ ବାଟ। ଏନେଇ ଅର୍ପିତା ହୋଇଗଲେ ଆନ୍ତର୍ଜାତିକ ସ୍ତରର ଏକ ଆଇକନ୍‌।

oppression of women by witch suspects
ଏକବିଂଶ ଶତାବ୍ଦୀରେ ବି ଡାହାଣୀ ସନ୍ଦେହରେ ମହିଳାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର 

ଆମ ଦେଶର ବହୁ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼ିଥାଏ। ତେବେ କ'ଣ ପାଇଁ ଆଜି ବି, ବିଜ୍ଞାନର ଏତେ ଅଗ୍ରଗତି ପରେ ବି ମଣିଷ ମନ ଭିତରେ ଘର କରି ରହିଛି ଭୂତ-ପ୍ରେତ, ଡାହାଣୀ-ଚିରୁଗୁଣୀର ଭୟ! କ'ଣ ପାଇଁ ଏବେବି ଅନେକ ମହିଳାଙ୍କୁ ଡାହାଣୀ ସନ୍ଦେହରେ ବାଛନ୍ଦ ଜୀବନ ବିତାଇବାକୁ ପଡୁଛି! 

Viviana, guardian of tradition
ପରମ୍ପରାର ଅଭିଭାବକ ଭିଭିଆନା; ଆକର୍ଷଣ କରୁଛି ତାଙ୍କର ଏହି କଳା

୭୫ ବର୍ଷୀୟା ଭିଭିଆନା ଏକ ନିଆରା କ୍ୟାଣ୍ଡେଲ୍ ଚିତ୍ରକଳାର ପଥପ୍ରଦର୍ଶିକା। ସେ ଏଇ କଳା କ୍ଷେତ୍ରରେ ଜଣେ ଅଭିଭାବକଙ୍କ ଦାୟିତ୍ଵ ମଧ୍ୟ ତୁଲାଇଥା'ନ୍ତି। ଗୋଟିଏ ପ୍ରାଚୀନ ବିବାହ ରୀତିନୀତିରୁ ଆରମ୍ଭ ହୋଇଥିବା ମହମବତୀ ତିଆରିର ଏଇ ଚିତ୍ରକଳା କେବଳ ଭିଭିଆନା ବା ତାଙ୍କ ପରିବାରର ଜୀବନ-ଜୀବିକା ସାଜିନି ବରଂ ନିଜ ସୌନ୍ଦର୍ଯ୍ୟରେ ତାଙ୍କ ସହରକୁ ଏକ ଦର୍ଶନୀୟସ୍ଥଳରେ ପରିଣତ କରିଦେଇଛି।

Karenjeet kaur bains sets Guinness world record for most bodyweight squats in a minute
ଗୋଟିଏ ମିନିଟ୍‌ରେ ସବୁଠୁ ଅଧିକ ବଡିୱେଟ୍ ସ୍କ୍ୱାଟ୍ କରି ରେକର୍ଡ କଲେ ମହିଳା

ନିଜ ଶରୀରର ଓଜନ ଅପେକ୍ଷା ଅଧିକ ସ୍କ୍ୱାଟ ଲିଫ୍ଟ ଉଠାଇବାରେ ରେକର୍ଡ କରିଛନ୍ତି ମହିଳା। ଗିନିଜ୍ ୱାର୍ଲ୍ଡ ରେକର୍ଡ ରିପୋର୍ଟ ଅନୁସାରେ ସେ ପୁରୁଷ ପ୍ରାଧାନ୍ୟ କ୍ରୀଡ଼ାରେ ଜଣେ ସଫଳ ମହିଳା, କିନ୍ତୁ ପାୱାରଲିଫ୍ଟରେ ସେ ଗ୍ରେଟ୍ ବ୍ରିଟେନର ପ୍ରତିନିଧିତ୍ୱ କରିଥିବା ପ୍ରଥମ ବ୍ରିଟିଶ୍ ଶିଖ୍ ମହିଳା।

Success story of ias rukmani riar who failed in 6th class
ଦିନେ ପାଠ ପ୍ରତି ନଥିଲା ରୁଚି, ଏବେ IAS ଅଫିସର୍

ପିଲାଦିନୁ ନଥିଲା ପାଠ ପ୍ରତି ରୁଚି। ୬ଷ୍ଠରେ ହୋଇଯାଇଥିଲେ ଫେଲ୍। ଯିଦି ଧରିଲେ କିଛି କରିଦେଖେଇବେ। କଲେ କଠିନ ପରିଶ୍ରମ। ତାଙ୍କ ପରିଶ୍ରମ ତାଙ୍କୁ କରିଦେଲା IAS ଅଫିସର୍। ଆସନ୍ତୁ ଜାଣିବା ସେ କିପରି କରୁଥିଲେ ଅଭ୍ୟାସ।

Mother drives e-rickshaw with baby strapped to her chest
ମଝି ରାସ୍ତାରେ ଛାଡିଦେଲେ ସ୍ୱାମୀ; ଛୁଆ ପାଇଁ ଚଞ୍ଚଲଙ୍କ ଜୀବନ ସଂଗ୍ରାମ

ଜୀବନ ଅଛି ତ ସଂଘର୍ଷ ଅଛି। କେହି କେହି ଏହି ସଂଘର୍ଷ ଆଗରେ ହାରି ଯାଉଥିବା ବେଳେ ଆଉ କେହି ଏହାର ସାମ୍ନା କରି ସଫଳତା ପାଆନ୍ତି। ସେମିତି ଏକ କାହାଣୀ ହେଲା ଚଞ୍ଚଲ ଶର୍ମାଙ୍କର। ଆସନ୍ତୁ ଜାଣିବା ପିଲା ପାଇଁ କିପରି ସେ ଲଢୁଛନ୍ତି ଜୀବନ ଯୁଦ୍ଧ।

Malyalam actress Leena Antony giving 10th class exams
୧୦ମ ପରୀକ୍ଷା ଦେଲେ ୭୩ ବର୍ଷୀୟ ଅଭିନେତ୍ରୀ ଲୀନା ଆଣ୍ଟୋନି

ପାଠ ପଢିବାର କୌଣସି ବୟସ ନଥାଏ। ଏହାକୁ ସତ କରି ଦେଖେଇଛନ୍ତି ୭୩ ବର୍ଷୀୟ ଅଭିନେତ୍ରୀ ଲୀନା ଆଣ୍ଟୋନି। ଏ ବୟସରେ ସେ ୧୦ମ ପରୀକ୍ଷା ଦେଇଛନ୍ତି।

Success story of IAS Vandana Meena
ଗାଁର ପ୍ରଥମ IAS ଅଧିକାରୀ ବନ୍ଦନା ମୀନା; ଦିନକୁ ୧୫-୧୬ ଘଣ୍ଟା ପଢୁଥିଲେ

ମନରେ ଦୃଢ ଇଛାଶକ୍ତି ଆଉ ଆଗକୁ ଯିବାର ଲକ୍ଷ ତାଙ୍କୁ ଆଜି କରିଦେଇଛି IAS ଅଧିକାରୀ। ସଫଳତାର କୌଣସି ସର୍ଟକଟ୍ ନାହିଁ ବୋଲି ସେ କହିଛନ୍ତି। ଏନେଇ ସେ ଦିନକୁ କେତେ ପରିଶ୍ରମ କରନ୍ତି ଆସନ୍ତୁ ସେ ବିଷୟରେ ଜାଣିବା।

First kerala tribal air hostess gopika govind
କେରଳର ପ୍ରଥମ ଆଦିବାସୀ ଏୟାର ହୋଷ୍ଟେସ୍ ଗୋପିକାଙ୍କ ସଂଘର୍ଷର କାହାଣୀ

ଇତିହାସ କରିଛନ୍ତି ଆଦିବାସୀ ଝିଅ ଗୋପିକା ଗୋବିନ୍ଦ। କେରଳର ଏକ ଗରିବ ପରିବାରରେ ଜନ୍ମ ହୋଇ ବି ସେ ହୋଇପାରିଛନ୍ତି ଏୟାର ହୋଷ୍ଟେସ୍। ଏନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।

BJD
ବିଜେଡିର ମିଶନ୍ ୨୦୨୪: ମାଧ୍ୟମ ହେବେ କି ମହିଳା!

ବିଜେଡିର ମିଶନ୍ ୨୦୨୪। ମାଧ୍ୟମ ହେବେ କି ମହିଳା! କାରଣ ବିଜେଡି ଗଢିଛି ୩୯୩ ସଂଖ୍ୟା ବିଶିଷ୍ଟ ବିଶାଳ ମହିଳା ଟିମ୍। ନିର୍ବାଚନ ବୈତରଣୀ ପାର ହେବା ଲାଗି ଯୁବ ଓ ଛାତ୍ର ପରେ ମହିଳା ସଂଗଠନକୁ ଦଳ ପ୍ରାଧାନ୍ୟ ଦେଇଛି କିନ୍ତୁ ବିରୋଧୀ ଏଥିରୁ ରାଜନୈତିକ ଗନ୍ଧ ବାରିଛନ୍ତି

The struggle life of Bamboo and cane Artist Kadambari Mallick
ନିଜ ଗୋଡରେ ଠିଆ ହେବାରେ ଇଛା କାଦମ୍ବରୀଙ୍କୁ ଦେଇଛି ନୂଆ ପରିଚୟ

ମନରେ ଅସୁମାରୀ ସ୍ୱପ୍ନ ଓ ଦୃଢ ଇଛାଶକ୍ତି ତାଙ୍କୁ କରିଛି ସ୍ୱାବଲମ୍ବୀ। ତାଙ୍କ ହାତ ସ୍ପର୍ଶରେ ରୂପନେଉଛି ସୂକ୍ଷ୍ମ କାରିଗରୀ। ଏସବୁ କେବଳ ସମ୍ଭବ ହୋଇପାରିଛି କାଦମ୍ବରୀ ମଲ୍ଲିକଙ୍କ ଉଦ୍ୟମ ଯୋଗୁ। ଏହି ବାଉଁଶ ଏବଂ ବେତରେ ନିଜର କଳା ଓ କୌଶଳକୁ ଉପଯୋଗ କରି ଅନେକ ମହିଳାଙ୍କୁ ଆଜି ରୋଜଗାରକ୍ଷମ କରାଇ ପାରିଛନ୍ତି ସେ।

Why August 26 Is Known As Women's Equality Day
ଅଗଷ୍ଟ ୨୬କୁ ବିଶ୍ୱ କାହିଁକି ପାଳନ କରୁଛି ‘ମହିଳା ସମାନତା ଦିବସ’

ଆଜି ବିଶ୍ୱ ‘ମହିଳା ସମାନତା ଦିବସ’। ଏହା ପଛରେ କ’ଣ ରହିଛି ଇତିହାସ। ଏହି ଦିବସ ପାଳନର ଉଦ୍ଦେଶ୍ୟ କ’ଣ। କେତେ ମିଳିଛି ସଫଳତା; ଜାଣିବା ପାଇଁ ପଢନ୍ତୁ।

Success story of ifs anisha tomar
ସଂଘର୍ଷରୁ ସଫଳତା; IFS ଅନିଶା ତୋମରଙ୍କ କାହାଣୀ

UPSC ପାଇବା ପାଇଁ ତାଙ୍କୁ କରିବାକୁ ପଡିଛି ଅନେକ କଷ୍ଟ। ପରୀକ୍ଷା ସମୟରେ ହୋଇଛି ଦେହ ଖରାପ, ହେଲେ ଛାଡି ନ ଥିଲେ ଲକ୍ଷ। ନିଜର ଧୈର୍ଯ୍ୟ ଆଜି ଅନିଶା ତୋମରଙ୍କୁ IFS କରିଦେଇଛି।

Success story of IAS Kanika Rathi
୬ ବର୍ଷର ପରିଶ୍ରମ ସଫଳ ହେଲା; ଆଇଏଏସ୍ ମିଳିଗଲା

ଆଇଏଏସ୍ ହେବା ପାଇଁ ଦୀର୍ଘ ୬ ବର୍ଷ ପରିଶ୍ରମ କଲେ। ୩ ଥର ବିଫଳ ହେଲେ। ମନ କିନ୍ତୁ ଭାଙ୍ଗି ନଥିଲା। ସରକାରୀ ଚାକିରି ଛାଡିଲେ। ଶେଷ ଚେଷ୍ଟା ଦେଲା ସଫଳତା। ଜାଣନ୍ତୁ ତାଙ୍କ ସଫଳତାର ଟିପ୍ସ।

The struggling lady Subharani Das
ସ୍ୱାବଲମ୍ବୀ ନାରୀ ଶୁଭାରାଣୀଙ୍କ ସଂଘର୍ଷମୟ ଜୀବନ

ଆମ ଭିତରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କେବଳ ଅହରହ ସଂଘର୍ଷ କରି ଜୀବନକୁ ଆଗକୁ ବଢାଇଥାନ୍ତି, କିଛି ଭିନ୍ନ କାମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥାନ୍ତି। ସେମିତି ଜଣେ ନାରୀ ହେଲେ ଶୁଭାରାଣୀ ଦାଶ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ

Female bus driver meet law student ann mary
ବିନା ଦରମାରେ ଯାତ୍ରୀଙ୍କୁ ବସ୍‌ରେ ନେଇ ଯାଉଛନ୍ତି ଏହି ଯୁବତୀ

ଡ୍ରାଇଭିଂ କ୍ଷେତ୍ରରେ ଝିଅମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଆଜିର ଯୁଗରେ ମହିଳାମାନେ କେବଳ ସେମାନଙ୍କ ସୁବିଧା ପାଇଁ କାର୍‌ କିମ୍ବା ବାଇକ୍ ଚଳଉ ନାହାନ୍ତି, ବରଂ କ୍ୟାରିଅର୍ ଭାବରେ ବିମାନ, ଟ୍ରେନ୍ କିମ୍ବା ଅଟୋ ରିକ୍ସା ମଧ୍ୟ ଚଳଉଛନ୍ତି। ଆସନ୍ତୁ ଜାଣିବା ଏମିତି ଜଣେ ଯୁବତୀଙ୍କ ବିଷୟରେ ଯିଏ ଭାରୀ ଯାନ ଚଳାଇବାରେ ମାହିର।

IAS Nidhi Siwach success story
ଘର ଲୋକ ବିବାହର ସର୍ତ୍ତ ରଖିବାରୁ UPSC ଟପ୍ ହେଲେ ଯୁବତୀ

ପରୀକ୍ଷାରେ ଭଲ କରିବା ପାଇଁ ଘର ଲୋକେ ଅନେକ ପ୍ରକାର ଲୋଭ ଦେଖେଇ ଥା’ନ୍ତି। କିନ୍ତୁ ଜଣେ ଯୁବତୀଙ୍କୁ ପରିବାର ଲୋକ ବାହା କରେଇ ଦେବାକୁ କହିବାରୁ ସେ UPSC ପରୀକ୍ଷାରେ ସଫଳତା ପାଇଗଲେ।

Sprinter Bhagwani Devi biography
୯୪ ବର୍ଷୀୟ ଜେଜେମା ଦେଶ ପାଇଁ ଆଣିଲେ ସ୍ୱର୍ଣ୍ଣ

ଜୀବନର ଅନ୍ତିମ ବୟସରେ ବି ସେ ଦେଶ ପାଇଁ ଆଣିଛନ୍ତି ଗୌରବ। ଫିନ୍‌ଲ୍ୟାଣ୍ଡ୍‌ରେ ଆୟୋଜିତ ବିଶ୍ୱ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ୯୪ ବର୍ଷୀୟ ଜଣେ ଜେଜେମା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Bravery story of Neerja Bhanot
ନୀରଜାଙ୍କ ସାହସିକତା...ଆତଙ୍କବାଦୀଙ୍କ କବଳରୁ ୩୬୦ଜଣଙ୍କୁ ବଞ୍ଚେଇଥିଲେ

ଏମିତି ଜଣେ ମହିଳା ଥିଲେ ଯିଏ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଡିତ ନଥିଲେ କି କୌଣସି ତାଲିମ ମଧ୍ୟ ନେଇ ନଥିଲେ। କିନ୍ତୁ ଯେତେବେଳେ ଦେଶବାସୀଙ୍କୁ ସୁରକ୍ଷା ଦେବାର ସୁଯୋଗ ଆସିଲା ସେତେବେଳେ ସେ ଆତଙ୍କବାଦୀଙ୍କ ସାମ୍ନାରେ ଠିଆ ହୋଇ ନିଜ ଜୀବନକୁ ବିପଦରେ ପକାଇ ୩୬୦ ଲକ୍ଷ ଜୀବନ ରକ୍ଷା କରିଥିଲେ।

Britain Home Minister Priti Patel Biography
ଭାରତୀୟ ମୂଳ ମହିଳା କେମିତି ହେଲେ ବ୍ରିଟେନ୍‌ର ଗୃହମନ୍ତ୍ରୀ

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳ ମହିଳା ମଧ୍ୟ ଅଛନ୍ତି। ବୋରିସ୍ ଜନ୍‌ସନ୍‌ଙ୍କ ଜଣେ ସମର୍ଥକ ଭାବରେ ବିବେଚିତ ହୋଇଥିବା ପ୍ରୀତି ପଟେଲ ମଧ୍ୟ ତାଙ୍କ ଇସ୍ତଫା ଦାବି କରିଛନ୍ତି।