• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Women Empowerment

Congress MLA  Amba Prasad
ଆନ୍ତର୍ଜାତିକ ମହିଳା ଦିବସରେ ବିଧାୟିକାଙ୍କ ନିଆରା ଷ୍ଟାଇଲ୍‌, ଗାଡ଼ି ଛାଡ଼ି ଘୋଡ଼ାରେ ଆସିଲେ ବିଧାନସଭା ! ଭିଡିଓ ଭାଇରାଲ

ମହିଳାଙ୍କ ନିକଟରେ ସମସ୍ତ ଅହ୍ୱାନର ସାମ୍ନା କରିବାକୁ ଶକ୍ତି ମଧ୍ୟ ରହିଛି । ଘୋଡା ଶକ୍ତିର ପ୍ରତୀକ ହୋଇଥିବାରୁ ସେ ଏଭଳି ଆସିବାକୁ ପସନ୍ଦ କରିଥିବା କହିଛନ୍ତି ।

OTV Queens
OTV Queens ପାଳିଲେ ଅନ୍ତର୍ଜାତୀୟ ମହିଳା ଦିବସ

ମହିଳା ଦିବସ ଅବସରରେ ବିଏସଏଫର ସୀମା ଭବାନୀ ଶୌର୍ୟ୍ୟର ନିଆରା ଅଭିଯାନ । ଦିଲ୍ଲୀରୁ କନ୍ୟାକୁମାରୀ ଯାଏ ବାଇକରେ ସଚେତନତା ସୃଷ୍ଟି କରିବ ସୀମା ଭବାନୀର ୩୬ ଜଣିଆ ଟିମ୍ । 

Mission Shakti Cafe
ନାରୀ ସଶକ୍ତିକରଣର ବଡ ଉଦାହରଣ; ଘରେ ନ ବସି କାଫେ ଚଳାଉଛନ୍ତି ମହିଳା ବ୍ରିଗେଡ

କିଏ ପରିବା କାଟୁଛି ତ ଆଉ କିଏ ଚୁଲିରେ ବସି ଛାଣିବାରେ ବ୍ୟସ୍ତ । ଆଉ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ପରେ ପୁଣି ଗ୍ରାହକଙ୍କୁ ପରଷି ଦେଉଛନ୍ତି ମହିଳା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମାନେ ଘର ପାଇଁ କିମ୍ବା କୌଣସି ଭୋଜି ପାଇଁ ଏହି ରୋଷେଇରେ ବ୍ୟସ୍ତ ନୁହଁନ୍ତି । ଏମାନେ ସମସ୍ତେ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ଜଣେ ସଦସ୍ୟ ।

Top 5 youngest female IAS officer
ମାତ୍ର ୨୨ ବର୍ଷ ବୟସରେ ୫ ମହିଳା IAS ଅଧିକାରୀ; ଜଣେ ଓଡିଆ ବି ଅଛନ୍ତି

୫ ଜଣ କମ ବର୍ଷର ଯୁବତୀ ପ୍ରମାଣ କରିଦେଇଛନ୍ତି ଯେ ସ୍ୱପ୍ନକୁ ସାକାର କରିବା ପାଇଁ ବୟସ ଏକ ପ୍ରତିବନ୍ଧକ ନୁହେଁ। ଏନେଇ ଦୃଢ ଇଛା ଶକ୍ତି ରହିବା ଦରକାର। ତେବେ ଆସନ୍ତୁ ଜାଣିବା ଦେଶର ଏହି ପାଞ୍ଚଜଣ କନିଷ୍ଠ ମହିଳା IAS ଅଧିକାରୀଙ୍କ ବିଷୟରେ।

Women Empowerment
ବିଲାତି ଚାଷ କରି ୫ ମହିଳା ଲକ୍ଷପତି

ଚାଷବାସ କେବଳ ପୁରୁଷ ଲୋକଙ୍କର ଏକଚାଟିଆ ନୁହେଁ। ମହିଳାମାନେ ବି ଏ ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ୫ ଜଣ ଗାଉଁଲି ମହିଳାଙ୍କୁ ଆସନ୍ତୁ ଭେଟିବା। ଏମାନେ ମିଳିମିଶି ବିଲାତି ଚାଷ କରି ଜଣକା ଲକ୍ଷାଧିକ ଟଙ୍କା ଲାଭ କରିପାରିଛନ୍ତି।

Afghan Women
ତାଲିବାନୀ ଶାସନ ବିରୋଧରେ, ନିଜ ହକ୍‌ ପାଇଁ ଆଫ୍‌ଗାନ୍‌ ମହିଳାଙ୍କ ଆନ୍ଦୋଳନ..

କାବୁଲ ରାଜରାସ୍ତାରେ ମହିଳାଙ୍କ ପ୍ରତିବାଦ । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ମହିଳା ଅଧିକାର ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି କିଛି ମହିଳା । ବୁର୍ଖା ପିନ୍ଧି ମହିଳାଙ୍କ ଅଧିକାର ପାଇଁ ହାତରେ ପ୍ଲାକାର୍ଡ ଧରି ଏମାନେ ଦାବି କରିଛନ୍ତି ।