• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Weather News

Heavy Rain In BBSR
୧୯୯୭ରେ ଶେଷ ଥର ପାଇଁ ଏମିତି ବର୍ଷା ହୋଇଥିଲା..! ଦେଖନ୍ତୁ ଭିଡିଓ

ଲଗାଣ ବର୍ଷା ଯୋଗୁଁ, ଭୁବନେଶ୍ୱରରେ ୨୫୯ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ଭୁବନେଶ୍ୱରରେ ଦିନକରେ ସର୍ବାଧିକ ବର୍ଷା ରେକର୍ଡ ବୋଲି ମଧ୍ୟ କୁହାଯାଉଛି ।

Delhi Rain
ଦିଲ୍ଲୀରେ ପୁଣି ପ୍ରବଳ ବର୍ଷା, ଜଳବନ୍ଦୀରେ ନୋଏଡ଼ା

ଦିଲ୍ଲୀ ସହ ଏହା ପାଖରେ ଥିବା ନୋଏଡ଼ା ଏବଂ ଗାଜିଆବାଦରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜଳ ବନ୍ଦୀ ସମସ୍ୟା ସୃଷ୍ଟି ହୋଇଥଲା।

Weather News
Rain Alert: ପୁଣି ଏକ ଲଘୁଚାପ, ଜୋରଦାର ବର୍ଷିବ

ପରବର୍ତ୍ତୀ ୨୪ ଘଣ୍ଟାରେ ନେଇପାରେ ଲଘୁଚାପର ରୂପ । ଆସନ୍ତାକାଲିଠାରୁ ରାଜ୍ୟରେ ବଢ଼ିପାରେ ବର୍ଷାର ପରିମାଣ ଓ ବିସ୍ତୃତି ।

Weather News
ଏକାଥରକେ ଦୁଇଟି ଲଘୁଚାପ ! ୨ ଦିନ ଯାଏଁ ପ୍ରବଳ ବର୍ଷିବ

ଆସନ୍ତା ୨୪ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା । ଲଘୁଚାପ ପ୍ରଭାବରେ ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।

Weather News
ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ

ବହୁ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବାରୁ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗ ଠପ୍ ହୋଇଛି।

Weather News
ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ ! ୧୪ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ ।

rain deficit
ଧାରା ଶ୍ରାବଣରେ ମୁଣ୍ଡରେ ହାତ ଦେଇ ବସିଛି ଚଷାପୁଅ, ମାଟି ଫାଟି ଆଁ

ଏମିତି ସ୍ଥିତିରେ ସ୍ୱଳ୍ପମିଆଦୀ ଧାନ ଚାଷ ଲାଗି ପରାମର୍ଶ ଦେଲେଣି କୃଷି ବିଶେଷଜ୍ଞ। ହେଲେ ସରକାର କହୁଛନ୍ତି, ଏବେ ବି ମରୁଡ଼ି ସ୍ଥିତି ଆସିନି। ଉପଯୁକ୍ତ ସମୟରେ ପଦକ୍ଷେପ ନେବେ ସରକାର।…

Weather News
୪୦%ରୁ କମ୍ ବର୍ଷା ହୋଇଥିବା ୯ ଜିଲ୍ଲାରେ ସ୍ଥିତି ସଂଗୀନ...

ପାଣିପାଗ ବିଭାଗର ଆଶ୍ୱାସନା, ଶୀଘ୍ର ସ୍ୱାଭାବିକ ହେବ ସ୍ଥିତି ।

Weather News
ଗୁଳୁଗୁଳି କମିବ.. ଆଗକୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ।

Heavy rain Alert
Monsoon: ଏହି ୪ ଜିଲ୍ଲାରେ ୫ ଦିନ ଯାଏଁ ପ୍ରବଳ ବର୍ଷିବ...

ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି । ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ।

Sikkim Heavy Rain
ସିକିମରେ ପ୍ରବଳ ବର୍ଷା ! ଧସିଲା ପାହାଡ଼, ଆଖିଆଗରେ ଭାସିଗଲା ଅନେକ ଘରଦ୍ୱାର 

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । କ୍ୟାମେରାରେ କଏଦ ପ୍ରକୃତିର ତାଣ୍ଡବ ଦୃଶ୍ୟ ।

Heat Wave
ଆହୁରି ତାତିବ ! ଦିନ ସାଢ଼େ ୨ଟା ସୁଦ୍ଧା ୪୪ ଡିଗ୍ରୀ, ଆଉ କେତେ ତାତିବ..

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆହୁରି ୨ ଦିନ ଯାଏଁ ଏବଂ ପଶ୍ଚିମ ଓଡ଼ିଶାରେ ୪ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ। 

Weather Update
ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳି

ରାଜଧାନୀରେ ଆଜି ସକାଳ ସାଢ଼େ ୮ଟା ବେଳକୁ ୬୫ ପ୍ରତିଶତ ଆର୍ଦ୍ରତା ସହ ୩୫ ଡିଗ୍ରୀରେ ପହଞ୍ଚିଥିବା ପାରା ସାଢ଼େ ୧୧ଟା ବେଳକୁ ୪୧.୬ ଡିଗ୍ରୀ ପହଞ୍ଚିଯାଇଥିଲା।

Heat Wave
ଦିନରେ ପ୍ରବଳ ଖରା, ସଂଧ୍ୟାରେ ପ୍ରବଳ ବର୍ଷା ! ଭାଙ୍ଗିଲା ଗଛ, ଉଡ଼ିଲା ଅଲାରନାଥ ପୀଠରେ ଟେଣ୍ଟ

ଗ୍ରୀଷ୍ଣ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ।

Cyclone Biparjoy
ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ଓ ପବନ ଯୋଗୁ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର । ଝଡ଼ ବର୍ଷା ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ।

Rainfall Alert, Odisha Weather News
Weather News: ନିଅଣ୍ଟିଆ ବର୍ଷା ସମ୍ଭାବନା ! ଚିନ୍ତାରେ ଚାଷୀ..

ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।

Odisha Weather News
କୋପ ଦେଖାଇଲା କାଳବୈଶାଖୀ

ଦିନ ଗୋଟାଏ ଯାଏଁ ସହି ହେଉନଥିଲା ଗରମ । କିନ୍ତୁ ଗୋଟାଏ ପରେ ହଠାତ କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ୍ଣ ବଦଳିଗଲା ପାଣିପାଗ । ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାତିରେ ବ୍ରେକ୍ ଲଗାଇଛି କାଳବୈଶାଖୀ ବର୍ଷା ।

Heat Wave
ଅସହ୍ୟ ତାତି ! ସକାଳୁ ସକାଳୁ ଏତେ ଖରା ଯେ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

୧୬ ତାରିଖରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ସମେତ ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି ।

Weather News
କାଳବୈଶାଖୀ ! ରାଜ୍ୟରେ ଆହୁରି ୩ ଦିନ ବର୍ଷିବ

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ।

Heavy Rain
ପୁଣି ବର୍ଷିବ ! ପାଣିପାଗ ବିଭାଗ ଦେଲା ସୂଚନା...

ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ ।

Delhi private schools asked to remain closed till Jan 15 over cold wave
ଜାତୀୟ ରାଜଧାନୀରେ ୧୫ ଯାଏଁ ବନ୍ଦ ରହିବ ସମସ୍ତ ଘରୋଇ ସ୍କୁଲ

ଆହୁରି ୨ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି।

Weather News
ଶୀତରେ ଆସୁଛି ଲଘୁଚାପ ! ପାଣିପାଗ ବିଭାଗ ଦେଲା ସୂଚନା..

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

Cold Wave
ଆସିଲାଣି ଥଣ୍ଡା, ପଡ଼ିଲାଣି କାକର ! ସିମିଳିଗୁଡ଼ା ଏବେ ସବୁଠୁ ଥଣ୍ଡା ସହର

ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀକୁ ଖସିଥିବା ବେଳେ ଫୁଲବାଣୀରେ ୧୩.୫ ଡିଗ୍ରୀ, ଭବାନୀପାଟଣାରେ ୧୪.୪ ଡିଗ୍ରୀ ଓ ଚିପିଲିମା ୧୪.୬ ଡିଗ୍ରୀକୁ ଖସିଛି ରାତି ତାପମାତ୍ରା ।

Cyclone Sitrang
ବାତ୍ୟା ସିତ୍ରାଙ୍ଗ ପ୍ରଭାବ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଓଡ଼ିଶାକୁ ନଛୁଇଁ ଉପକୂଳର କିଛି ଦୂରରୁ ବଙ୍ଗ ଯିବ ବାତ୍ୟା । ପାଣିପାଗ ବିଭାଗର ସୂଚନା, ରାଜ୍ୟରେ ପବନ କମ୍, ଅଧିକ ବର୍ଷା

Heavy Rain
ଉପାନ୍ତରୁ ଉପକୂଳ ନିର୍ଧୁମ ଛେଚୁଛି ! ଭୁଶୁଡ଼ିଲା ଘର, ଉପୁଡ଼ିଲା ଗଛ..

ଭୁବନେଶ୍ୱର, କଟକ ସମେତ ଉପକୂଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ । ଆହୁରି ୩ ଦିନ ଯାଏଁ ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।