• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Weather News

Winter Skin Care
ଅଧା ଓଡ଼ିଶାରେ ଏମିତି ପାଗ ! ରେନ୍‌କୋଟ୍‌ ନା ଶୀତବସ୍ତ୍ର, କ’ଣ ପିନ୍ଧିବେ ?

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ସକାଳୁ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପାଣି ଜମି ରହିଥିବାର ମଧ୍ୟ ଖବର ଆସିଛି । କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉତ୍ତରରେ ମଧ୍ୟ ବର୍ଷା ସାଙ୍ଗକୁ କୋହଳା ପାଗ ସୃଷ୍ଟି ହୋଇଛି ।

Cyclone
ଡିପ୍ରେସନ ପରେ ଜାଣିହେବ କେଉଁଠି ଅତିକ୍ରମ କରିବ ବାତ୍ୟା

କାଲି ଡିପ୍ରେସନ ପରେ ଜାଣିହେବ କେଉଁଠି ଅତିକ୍ରମ କରିବ ବାତ୍ୟା I ଶନିବାର ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ଓ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ I ୮ ଆକ୍ସନ ପଏଣ୍ଟ ଉପରେ ହାଇଲେବଲ ମିଟିଂରେ ଗୁରୁତ୍ୱ ।

Heavy Rain
ମାଡ଼ି ଆସୁଛି ବାତ୍ୟା, ପ୍ରବଳ ବର୍ଷା ସାଙ୍ଗକୁ ହୋଇପାରେ ପବନ

ମାଡ଼ି ଆସୁଛି ବାତ୍ୟା । ପ୍ରବଳ ବର୍ଷା ସାଙ୍ଗକୁ ହୋଇପାରେ ପବନ । ଧାନ ଭିଜିଗଲେ ଚାଷୀ କରିବ କଣ ?

Farmer
ପ୍ରବଳ ବର୍ଷା ଆସିଲାଣି ! ବିଲରୁ ଧାନ କାଟି ଆଣ, ନହେଲେ ସବୁ ଭାସିଯିବ...

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଣ୍ଡରେ ହାତ ଦେଲାଣି ଚାଷୀ । ଆରମ୍ଭରୁ କରୋନା, ପରେ ପରେ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ ଉପରେ ପ୍ରବଳ ପ୍ରଭାବ ପଡ଼ିଥିଲା । ହେଲେ ଏହାରି ଭିତରେ ଦୁଃଖ କଷ୍ଟରେ ଧିରେ ଧିରେ ଚାଷକୁ ଆଗେଇ ନେଇଥିଲେ ଚାଷୀ ।

Thunderstorm
ପୁଣି ଆସୁଛି ବାତ୍ୟା : ୩ ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା

ପୁଣି ଆସୁଛି ବାତ୍ୟା : ୩ ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ହେବ ବର୍ଷା

Thunderstorm
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ୨ରୁ ୫ ଯାଏଁ ପ୍ରବଳ ବର୍ଷା

ଖୋଦ ଆଇଏମ୍‌ଡି ଡିଜିଙ୍କ ଏଭଳି ଆକଳନ ପରେ ସାରା ରାଜ୍ୟରେ ଛନକା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।

hot july
ରେକର୍ଡ ଭାଙ୍ଗୁଛି ଜୁଲାଇର ଗରମ, ବିପଦର ସଙ୍କେତ ଦେଉଛି କି ?

ଜୁଲାଇ ଆସିଲେ ଆଶ୍ୱସ୍ତି ଆସେ ମନରେ । କାରଣ ମୌସୁମୀର ଆଗମନରେ ଅନ୍ତ ହୁଏ ମୌସୁମୀର ଅପେକ୍ଷା। ଚଳିତବର୍ଷ ଦେଶର ପ୍ରତ୍ୟକ ଭାଗରେ ଭଲ ବର୍ଷା ହୋଇଛି। ଅନ୍ୟପକ୍ଷେ ତାପମାତ୍ରା ବି ଏଥର ରେକର୍ଡ କରିଛି।