• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Weather News

SRC
ଅଧା ରାଜ୍ୟର ବିଜୁଳି-ଘଡ଼ଘଡ଼ି-ବର୍ଷା ! ଏବେ ବି ବାତ୍ୟା ଅସ୍ପଷ୍ଟ: SRC

୧୭ NDRF, ୨୦ ଓଡ୍ରାଫ୍, ୧୭୫ ଅଗ୍ନିଶମ ଟିମ୍ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ବିଦ୍ୟୁତ, ପାନୀୟ ଜଳ ଯୋଗାଣ ନେଇ ସଚିବଙ୍କ ସହ ଆଲୋଚନା ହୋଇଛି ।

Cyclone
ବାତ୍ୟା ହେବ କି ନାହିଁ ? ଯଦି ହେବ କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ଓଟିଭିକୁ IMD ଡିଜି ଦେଇଥିବା ସୂଚନା ଅନୁସାରେ, ଆକଳନ ମୁତାବକ ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।

Cyclone
ମେ’ରେ ଓଡ଼ିଶାକୁ ବାତ୍ୟା ଭୟ ! IMD କହିଲା ଏହି ମାସରେ ହୁଏ ବାତ୍ୟା, ଲୋକଙ୍କ ମନରେ ପଶିଲା ଛନକା

ବର୍ତ୍ତମାନ ସ୍ଥିତିରେ ବାତ୍ୟା ସମ୍ପର୍କରେ ବିଶେଷ ପୂର୍ବାନୁମାନ କରିନି ପାଣିପାଗ ବିଭାଗ । ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ବାତ୍ୟା ନେଇ ପୂରା ସୂଚନା ଦିଆଯିବ ବୋଲି କୁହାଯାଇଛି ।

Weather News
ମେ’ ୪ରେ ଘୂର୍ଣ୍ଣିବଳୟ, ୬ରେ ଲଘୁଚାପ !

ପାଣିପାଗ ବିଶେଷଜ୍ଞ ଶରତ ସାହୁ ଦେଇଥିବା ସୂଚନା ଅନୁସାରେ, ୪-୫ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ୬ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି ।

weather  today
ଏବର୍ଷର ରେକର୍ଡ ଭାଙ୍ଗିଲା ତାତି, ୪୫ ଡିଗ୍ରୀ ଛୁଇଁଲା ପାରଦ

ଆଭ୍ୟନ୍ତର ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି ।

weather-report-of-today
ଆହୁରି ତାତିବ ! ରାଜ୍ୟରେ ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଝାରସୁଗୁଡ଼ାରେ ତାପମାତ୍ରା ୪୩.୯ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ୪୩.୮ ଡିଗ୍ରୀ ରହିଛି । ସେହିଭଳି ବାରିପଦାରେ ୪୩.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୋନପୁରରେ ୪୩.୬ ଡିଗ୍ରୀ

Rainfall Alert
ପୁଣି ଆସୁଛି ବର୍ଷା ! ୯ ଜିଲ୍ଲାରେ ବର୍ଷିବ

୨୧, ୨୨ ଓ ୨୩ ତାରିଖରେ ରାଜ୍ୟର କିଛି କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

Rain
ଶୀତରୁ ନାହିଁ ଆଶ୍ୱସ୍ତି, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣି ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

Odisha Weather
ସରିନି ଅଦିନିଆ ବର୍ଷା, ଆହୁରି ୨ ଦିନ ବର୍ଷିବ ! କୁଆପଥର ବି ମାଡ଼ ହେବ

ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାକୁ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

rain-Google-weather-forecasting-machine-learning
ରାଜ୍ୟରେ ଶୀତ କମୁଛି ବର୍ଷା ମାଡ଼ି ଆସୁଛି, ପୁଣି ଚାଷୀ ମୁଣ୍ଡରେ ଚଡ଼କ

୧୧ ଓ ୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏହି ଦୁଇ ଦିନ ପାଇଁ ଆଭ୍ୟନ୍ତରୀଣ ଓଡିଶା ସହ ଉପକୂଳବର୍ତ୍ତୀ କିଛି ଜିଲ୍ଲା ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Winter Skin Care
ଅଧା ଓଡ଼ିଶାରେ ଏମିତି ପାଗ ! ରେନ୍‌କୋଟ୍‌ ନା ଶୀତବସ୍ତ୍ର, କ’ଣ ପିନ୍ଧିବେ ?

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ସକାଳୁ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପାଣି ଜମି ରହିଥିବାର ମଧ୍ୟ ଖବର ଆସିଛି । କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉତ୍ତରରେ ମଧ୍ୟ ବର୍ଷା ସାଙ୍ଗକୁ କୋହଳା ପାଗ ସୃଷ୍ଟି ହୋଇଛି ।

Cyclone
ଡିପ୍ରେସନ ପରେ ଜାଣିହେବ କେଉଁଠି ଅତିକ୍ରମ କରିବ ବାତ୍ୟା

କାଲି ଡିପ୍ରେସନ ପରେ ଜାଣିହେବ କେଉଁଠି ଅତିକ୍ରମ କରିବ ବାତ୍ୟା I ଶନିବାର ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ଓ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ I ୮ ଆକ୍ସନ ପଏଣ୍ଟ ଉପରେ ହାଇଲେବଲ ମିଟିଂରେ ଗୁରୁତ୍ୱ ।

Heavy Rain
ମାଡ଼ି ଆସୁଛି ବାତ୍ୟା, ପ୍ରବଳ ବର୍ଷା ସାଙ୍ଗକୁ ହୋଇପାରେ ପବନ

ମାଡ଼ି ଆସୁଛି ବାତ୍ୟା । ପ୍ରବଳ ବର୍ଷା ସାଙ୍ଗକୁ ହୋଇପାରେ ପବନ । ଧାନ ଭିଜିଗଲେ ଚାଷୀ କରିବ କଣ ?

Farmer
ପ୍ରବଳ ବର୍ଷା ଆସିଲାଣି ! ବିଲରୁ ଧାନ କାଟି ଆଣ, ନହେଲେ ସବୁ ଭାସିଯିବ...

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଣ୍ଡରେ ହାତ ଦେଲାଣି ଚାଷୀ । ଆରମ୍ଭରୁ କରୋନା, ପରେ ପରେ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ ଉପରେ ପ୍ରବଳ ପ୍ରଭାବ ପଡ଼ିଥିଲା । ହେଲେ ଏହାରି ଭିତରେ ଦୁଃଖ କଷ୍ଟରେ ଧିରେ ଧିରେ ଚାଷକୁ ଆଗେଇ ନେଇଥିଲେ ଚାଷୀ ।

Thunderstorm
ପୁଣି ଆସୁଛି ବାତ୍ୟା : ୩ ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା

ପୁଣି ଆସୁଛି ବାତ୍ୟା : ୩ ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ହେବ ବର୍ଷା

Thunderstorm
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ୨ରୁ ୫ ଯାଏଁ ପ୍ରବଳ ବର୍ଷା

ଖୋଦ ଆଇଏମ୍‌ଡି ଡିଜିଙ୍କ ଏଭଳି ଆକଳନ ପରେ ସାରା ରାଜ୍ୟରେ ଛନକା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।

hot july
ରେକର୍ଡ ଭାଙ୍ଗୁଛି ଜୁଲାଇର ଗରମ, ବିପଦର ସଙ୍କେତ ଦେଉଛି କି ?

ଜୁଲାଇ ଆସିଲେ ଆଶ୍ୱସ୍ତି ଆସେ ମନରେ । କାରଣ ମୌସୁମୀର ଆଗମନରେ ଅନ୍ତ ହୁଏ ମୌସୁମୀର ଅପେକ୍ଷା। ଚଳିତବର୍ଷ ଦେଶର ପ୍ରତ୍ୟକ ଭାଗରେ ଭଲ ବର୍ଷା ହୋଇଛି। ଅନ୍ୟପକ୍ଷେ ତାପମାତ୍ରା ବି ଏଥର ରେକର୍ଡ କରିଛି।