ଜଳ ହିଁ ଜୀବନ। ଜଳ ବିହୁନେ ସୃଷ୍ଟି ନାଶ। ଆଜି ସାରା ବିଶ୍ୱ ଜଳ ସଂକଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ଜରୁରୀ ହୋଇପଡିଛି। ଏନେଇ ସମସ୍ତଙ୍କ ଭୂମିକା ଜରୁରୀ। ତେବେ ଆସନ୍ତୁ ନିଜ ଘର ଜଳକୁ ବଞ୍ଚେଇବା ପାଇଁ ୧୦ଟି ସହଜ ଉପାୟ ଜାଣିନେବା।
ରାଜ୍ୟରେ ଆଗକୁ ଉତ୍କଟ ହେବ କି ଭୂତଳ ଜଳସ୍ତର ? ବାଙ୍ଗାଳୁରୁ ଭଳି ଭୁବନେଶ୍ବରବାସୀ ବି ଭୋଗିବେନି ତ ଜଳସଙ୍କଟ ସ୍ଥିତି ? କାରଣ ରାଜଧାନୀରୁ ରାଜ୍ୟବ୍ୟାପି ଦ୍ରୁତଗତିରେ ଭୂତଳ ଜଳସ୍ତର ଖସୁଛି। ମାଟି ଯେତିକି ଶୋଷୁଛି ତାର ୮୬ ପ୍ରତିଶତ ଜଳ ଉତ୍ତୋଳନ ହେଉଥିବାବେଳେ ରାଜ୍ୟର ୯ଟି ବ୍ଲକର ଭୂତଳ ଜଳସ୍ତର ସ୍ଥିତି ସେମି-କ୍ରିଟିକାଲ ସ୍ତରରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢ଼ିଛି।...
ଦ୍ରୁତ ଗତିରେ ଖସୁଛି ରାଜ୍ୟର ଭୂତଳ ଜଳସ୍ତର । ମାଟି ଯେତିକି ଶୋଷୁଛି ତାର ୮୬% ହେଉଛି ଉତ୍ତୋଳନ । ଭୂତଳ ଜଳ ସଂକଟମୁହାଁ ରାଜଧାନୀ ଭୁବନେଶ୍ବର !
ସିଲିକନ୍ ସିଟି ବେଙ୍ଗଳୁରୁରେ ପାଣି ପାଇଁ ହାହାକାର। ସକାଳ ହେଲା ମାତ୍ରେ କାମ ଧନ୍ଦା ଛାଡ଼ି ଲୋକଙ୍କ କେବଳ ଗୋଟିଏ ଚିନ୍ତା, ପାଣି। କୂଅ କଥା ଛାଡନ୍ତୁ, ଡିପ୍ ବୋରୱେଲ୍ ମଧ୍ୟ ଶୁଖିଲା।
ଆଇଟି ହବ୍ ଭାବରେ ଜଣାଶୁଣା ବେଙ୍ଗାଲୁରୁ ଆଜି ଗୋଟିଏ ବୁନ୍ଦା ପାଣି ପାଇଁ ବ୍ୟାକୁଳ । ଏହି ପାଣି ସଙ୍କଟ ପାଇଁ ବେଙ୍ଗାଲୁରୁ ପୁଅକୁ ବିବାହ ପାଇଁ ମିଳୁନାହାଁନ୍ତି ଝିଅ...
ସହର ଏବଂ ଏହାର ଆଖପାଖ ଅଂଚଳରେ ଥିବା ପ୍ରାୟ ୩ହଜାରରୁ ଅଧିକ ବୋରୱେଲ ଶୁଖିଯାଇଛି। କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ପାଣି ଶୁଖିଯାଇଥିବାରୁ ଏହାକୁ ମରୁଡି ଅଂଚଳ ଭାବେ ଘୋଷଣା କରିଛନ୍ତି ସରକାର। ସ୍ଥିତି ଏପରି ହୋଇଯାଇଛି ଯେ ପାଣି ଏବେ ଅମୂଲ ମୂଲ ହୋଇପଡିଛି।
ଲାଗୁହେଲା କଠୋର ନିୟମ । ପାଣି ନଷ୍ଟ କଲେ କଠୋର ଦଣ୍ଡବିଧାନ ସହ ଦେବାକୁ ପଡ଼ିବ ଫାଇନ୍ । ଏଥିସହିତ ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ...
ଦୁଇ ଦିନ କାଳ ଲାଇନ୍ କଲବଲ କରିଥିଲା । ଆଉ ଲାଇନ୍ ଆସିବା ପରେ କାଲି ସନ୍ଧ୍ୟାରୁ ସାରା ରାତି ପାଣି ପାଇଁ ଦହଗଞ୍ଜ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରୀୟ ମେଡିକାଲର ଘୋଷା ଚାଲିଥିବା ଏସସିବିରେ ଯେମିତି ରୋଗୀଙ୍କ ଦୁର୍ଦ୍ଦଶା ଦେଖିବାକୁ କି ଶୁଣିବାକୁ କେହି ନାହିଁ ।
କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରାପଡା ଆଳିର ମେଢ଼ପୁର ପଂଚାୟତର ୭ ନମ୍ବର ୱାର୍ଡ ଗାଁ ଲୋକେ ।
ଗଡିଆ, ପୋଖରୀ ସବୁ ଶୁଖିଯାଇଛି । ନଳକୂଅ ଥିଲେ ବି ଅଧା କାମ କରୁନି...ଯେଉଁଟା କାମ କରୁଛି ସେଥିରୁ ଦିନରେ ମାତ୍ର ଘଣ୍ଟାଏ ବାହାରୁଛି ପାଣି । ବାହାଘରଠୁ ସୁଧଘର କାମ ପାଇଁ ହଇରାଣ ହେଉଛନ୍ତି ଲୋକେ
ଗଡିଆ, ପୋଖରୀ ସବୁ ଶୁଖିଯାଇଛି । ନଳକୂଅ ଥିଲେ ବି ଅଧା କାମ କରୁନି...ଯେଉଁଟା କାମ କରୁଛି ସେଥିରୁ ଦିନରେ ମାତ୍ର ଘଣ୍ଟାଏ ବାହାରୁଛି ପାଣି । ବାହାଘରଠୁ ସୁଧଘର କାମ ପାଇଁ ହଇରାଣ ହେଉଛନ୍ତି ଲୋକେ
ଆଉ କେତେ ବିଫଳତାର ଉଦାହରଣ ଦେଖିଲେ ଚେତିବେ ସରକାର? ଲୋକଙ୍କୁ ‘ବସୁଧା’ ଯୋଜନାରେ ପାଣେ ଟୋପେ ତ ମିଳୁନି, ଏଠି କେବଳ ଲୋକେ ଯାହା ହନ୍ତସନ୍ତ ହେବା କଥା । ଆଜି ବି ପାଣି ଟୋପେ ପାଇଁ ଦହଗଞ୍ଜ ହେଉଛନ୍ତି ତେଲକୋଇ ତାଳପଦା ଗାଁର ଲୋକେ
ଠିକ୍ରେ ପାଣି ମିଳୁନଥିବାରୁ ଛୋଟିଆ ପାଣି ଖାଲକୁ ଲୋକେ ପିଇବା ପାଣି ପାଇଁ ବ୍ୟବହାର କରିଥାନ୍ତି । ଖାଲଟିର ପରିବେଶଟି ଅତି ଆବର୍ଜନା ପୂର୍ଣ୍ଣ ଭାବରେ ରହିଛି । ଅନେକ ସମୟରେ ଗାଈଗୋରୁ ଓ କୁକୁର ଏହି ଖାଲରୁ ପାଣି ପିଅନ୍ତି।
ଭୋଟ୍ ଆସିଲେ ନେତାଏ ଆସନ୍ତି, ପ୍ରତିଶ୍ରୁତି ଦିଅନ୍ତି । କାର୍ଯ୍ୟକାରୀ ହେବାର ପ୍ରଶ୍ନ ନାହିଁ...ପିଇବା ପାଣି ଯୋଗାଇ ଦେବେ ବୋଲି କହିଥିଲେ ଯେ ଆଜିଯାଏଁ ମିଳିଲାନି
ଗୋଟିଏ ପଟେ ସାରା ରାଜ୍ୟରେ ତାତି ବଢିବାରେ ଲାଗିଛି ଆଉ ତା’ସାଙ୍ଗକୁ ତାଳ ଦେଇ ବଢିଚାଲିଛି ପିଇବା ପାଣିର ସମସ୍ୟା।
ବିଲ ଭିତରେ କୂଅଟିଏ ଅଛି । ଧାଡ଼ିଧାଡ଼ି ହୋଇ ଗରା, ମାଠିଆ ଧରି ପାଣି ଆଣିବାରେ ବ୍ୟସ୍ତ ରହୁଛନ୍ତି ଗାଁ ମହିଳାମାନେ । ପୁଣି ସାଙ୍ଗରେ କୁନିକୁନି ପିଲାଏ ବି ପାଣି ନେବାରେ ବ୍ୟସ୍ତ ଅଛନ୍ତି । କାରଣ ତରତର ହୋଇ ପାଣି ନଆଣିଲେ ପରିବାର ଶୋଷରେ ରହିବ । ତେଣୁ କଷ୍ଟ ହେଲେ ବି ପାଣି ଆଣୁଛନ୍ତି ଲୋକେ ।
ବିଲ ଭିତରେ କୂଅଟିଏ ଅଛି । ଧାଡ଼ିଧାଡ଼ି ହୋଇ ଗରା, ମାଠିଆ ଧରି ପାଣି ଆଣିବାରେ ବ୍ୟସ୍ତ ରହୁଛନ୍ତି ଗାଁ ମହିଳାମାନେ । ପୁଣି ସାଙ୍ଗରେ କୁନିକୁନି ପିଲାଏ ବି ପାଣି ନେବାରେ ବ୍ୟସ୍ତ ଅଛନ୍ତି । କାରଣ ତରତର ହୋଇ ପାଣି ନଆଣିଲେ ପରିବାର ଶୋଷରେ ରହିବ । ତେଣୁ କଷ୍ଟ ହେଲେ ବି ପାଣି ଆଣୁଛନ୍ତି ଲୋକେ ।
ବର୍ଷ ବର୍ଷ ହେବ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ନିର୍ବାଚନ ଆସିଲେ ନେତା, ମନ୍ତ୍ରୀ ପୋଖରୀ ଖୋଳିବାକୁ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ନିର୍ବାଚନ ସରିଲେ ସବୁ କେବଳ ପ୍ରତିଶ୍ରୁତିରେ ରହିଯାଉଛି ।
ଗାଁର ଘରେ ଘରେ ପାଣି ଟ୍ୟାପ ଲାଗିଛି। ଟାଙ୍କି ବି ବସିଛି । ପଞ୍ଚାୟତକୁ ହଜାର ହଜାର ଟଙ୍କାର ଇଲେକ୍ଟ୍ରି ବିଲର ରସିଦ ବି ଆସୁଛି । ହେଲେ ଟ୍ୟାପ ଲାଗିବା ଦିନରୁ ମୁନ୍ଦାଏ ପାଣିର ଦେଖାନାହିଁ ।
ପାହାଡ଼ର ୧ କିଲୋମିଟର ଗଲେ ମିଳେ ପିଇବା ପାଣି, ସେ ପୁଣି ଜଙ୍ଗଲରେ ବୋହି ଯାଉଥିବା ନାଳର ପାଣି, କାରଣ ନଳ କୂଅରୁ ଯେତିକି ପାଣି ବାହାରୁଛି ତା ଗାଁ ଲାଗି ଯତେଷ୍ଟ ନୁହେଁ….
ବିଶ୍ୱ ଜଳ ଦିବସର ଉଦ୍ଦେଶ୍ୟ ହେଉଛି ବିଶ୍ୱର ସମସ୍ତ ଦେଶର ଲୋକଙ୍କୁ ବିଶୁଦ୍ଧ ଏବଂ ନିରାପଦ ଜଳ ଯୋଗାଇବା ସହିତ ଜଳ ସଂରକ୍ଷଣ ପ୍ରତି ଧ୍ୟାନ ଦେବା।
ମାସେ ନୁହେଁ କି’ ଦୁଇମାସ ନୁହେଁ ବର୍ଷେ ପାଖାପାଖି ହେବ ନଳକୂଅରୁ ବାହାରୁଛି ଲୁଣିପାଣି l ଆଉ ପିଇବା ଉପଯୋଗୀ ପାଣି ମିଳୁନଥିବାରୁ ବହୁ ହଇରାଣ ହେଉଛନ୍ତି ଗ୍ରାମବାସୀ l ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ବଳ ସାହି ଗାଁ ଲୋକେ ପାଣି ଟୋପେ ପାଇଁ ହେଉଛନ୍ତି ଡହଳ ବିକଳ ।
ବକ୍ସିସ୍ ଦେଲେ ପାଣି ଛାଡିବୁ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପୂଜା ବକ୍ସିସ୍ ନଦେବାରୁ ପାଣି ସପ୍ଲାଏ ବନ୍ଦ କରିଦେଲେ ସରକାରୀ କର୍ମଚାରୀ। ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକ।
କେନ୍ଦ୍ରାପଡ଼ା ଅଜଗର ପାଟିଆରେ ଗରାଏ ପାଣି ପାଇଁ ରାତି ୩ରୁ ଲାଇନ୍
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଇଦସାହି ଗାଁରେ ପାଣି ପାଇଁ ହାହାକାର । ନିର୍ମାଣ ହୋଇଛି ଶୌରଚାଳିତ ପାନୀୟ ଜଳ ପ୍ରକଳ୍ପ।ପାଣି ଟାଙ୍କି ବସିଛି। ସୋଲାର ପ୍ଲେଟଲାଗିଛି।