• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Drunk Teacher
ପେଟେ ମଦ ପିଇ ସାର୍‌ ସ୍କୁଲ ଯାଉଥିଲେ, ବାଟରେ..

ଦିନ ଦ୍ୱିପ୍ରହରେ ପେଟେ ନାଲିପାଣି ପିଇ ରାସ୍ତାରେ ଗଡୁଛନ୍ତି ଶିକ୍ଷକ। ନିଶା ଏମିତି ଯେ କଥା ବି କହିପାରୁନାହାନ୍ତି..ସାର୍‌ଙ୍କର ଭିଡିଓ ହେଉଛି ଭାଇରାଲ..

Scenic Beauty
‘ଦେଓମାଳୀ’ ନାଁ ଯେମିତି ଜାଗା ବି ସେମିତି, ଆସନ୍ତୁ ବୁଲିଯିବା..

ଆଃ !! ପ୍ରକୃତି କେତେ ସୁନ୍ଦର? ଇଏ ପୁଣି ବ୍ରିଟିଶ ଅମଳର ରାସ୍ତା..ଶୀତୁଆ ସକାଳେ ଏଇ ରାସ୍ତା ଦେଇ ଯିଏ ଯାଇଛି ସିଏ ମନ ଦେଇ ବସିଛି ।

Youth Suffer From Pain
ଦୁର୍ଘଟଣାରେ ହାତ ଚାଲିଗଲା; ଏବେ ନବୀନଙ୍କ ପାଇଁ ନବୀନ ହିଁ ସାହାରା

୧୧କେଭି ତାରରେ ହାତ ଲାଗିଗଲା..ଡାକ୍ତର କାଟିଦେଲେ ହାତ। ଖଟିଆରେ ଶୋଇଛି ଭେଣ୍ଡିଆ ପୁଅ..ପୁଅର ଚିକିତ୍ସା ପାଇଁ ସବୁ ସମ୍ବଳ ଖର୍ଚ୍ଚ କରିସାରିଲେଣି ପରିବାର ଲୋକେ..ହେଲେ ଏବେ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଅପେକ୍ଷାରେ ନବୀନ

Electricity Bill
ଆଶ୍ଚର୍ଯ୍ୟ!! ଘରେ ୨ଟା ବଲ୍‌କୁ ଗୋଟିଏ ଫ୍ୟାନ୍‌, ହେଲେ ବି ବିଲ୍‌ ଆସୁଛି ଦେଢ଼ ଲକ୍ଷ, କେମିତି..

ଟାଟା କମ୍ପାନୀର ବିଚିତ୍ର ବିଲ୍‌। ଇନ୍ଦିରା ଆବାସ ଘରେ ଜଳୁଛି ୨ଟି ବଲ ସାଙ୍ଗକୁ ବୁଲୁଛି ଗୋଟିଏ ଫ୍ୟାନ୍‌..ମାସ ଶେଷକୁ ବିଲ୍‌ ଆସୁଛି ଦେଢଲକ୍ଷ..

Special story
ବିବାହ ଦିନ କଫିନ୍‌ରେ ଆସିଲା ବର ! କନିଆ ଛାତିରେ ଛନକା, ଭିଡିଓ ଭାଇରାଲ୍‌

ହସଖୁସିର ମାହୋଲରେ ସମସ୍ତେ ମସଗୁଲ ଥିବା ବେଳେ କଫିନ୍‌ ଦେଖି ସମସ୍ତଙ୍କ ହଲକ ଶୁଖି ଯାଇଥିଲା । ହେଲେ ଅସଲ କଥା . .

Tragedy
ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ! ହସ ଖୁସିରେ ଖେଳୁଥିଲା ବେଳେ ଧରିଦେଲା ବିଦ୍ୟୁତ ତାର

ପିଲାଟି ଦିନରୁ ପାଠ ଓ ଖେଳକୁଦରେ ପ୍ରବଳ ରୁଚି ଥିଲା । ହେଲେ ଦୈବ ଏମିତି ଦୁଃଖ ଅଜାଡି ଦେଲା ଯେ, ଅଭିଜିତ୍‌ର କଷ୍ଟ ଯିଏ ଦେଖୁଛି ସିଏ କହୁଛି ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ।

Special Story
ଅଫେରା ଦୁନିଆକୁ ଯିବା ପୂର୍ବରୁ ଅଞ୍ଜଳିଙ୍କ ଶେଷ ଚିଠି. . . . .’I LOVE YOU ..’

ହୃଦୟର ସବୁତକ କୋହ, ଅଭିମାନକୁ ଧଳାକାଗଜରେ ଲେଖିଦେଇ ଚରମ ନିଷ୍ପତ୍ତି ନେଇଗଲେ.. ଅଫେରା ଦୁନିଆକୁ ଯିବା ପୂର୍ବରୁ ଏ ଥିଲା ଅଞ୍ଜଳିଙ୍କ ଶେଷ ଚିଠି..

Prathamashtami
ଜଗତର ଠାକୁରଙ୍କ ପାଇଁ ପଢ଼ୁଆଁ ଭାର

ପାରମ୍ପରିକ ବାଜା, ନାଚରେ କମ୍ପୁଛି ପରିବେଶ.. ସାଙ୍ଗକୁ ରାମତାଳି, ପାଇକ ଆଖଡ଼ା, ଲଉଡ଼ି, ସଂକୀର୍ତ୍ତନ ଶ୍ରୀକ୍ଷତ୍ରରେ ସୃଷ୍ଟି କରିଛି ଉତ୍ସବର ପରିବେଶ.. ମାମୁଁ ଘରୁ ଭାର ଆସିଯାଇଛି.. ଆଜି ନୂଆ ବସ୍ତ୍ର ପିନ୍ଧି ପୋଢୁଁଆ ହେବେ ବଡ଼ଠାକୁର

Special Story
ସାରଙ୍କ ପାଇଁ ଭୋ ଭୋ କାନ୍ଦିଲେ ଷ୍ଟାଫ୍

କିଏ କିଏ ଭୋ ଭୋ ହୋଇ କାନ୍ଦୁଛନ୍ତି ତ କାହା ଆଖିରୁ ଲୁହ ଶୁଖୁନି.. ମଞ୍ଚ ଉପରେ କାନ୍ଦ.. ମଞ୍ଚ ତଳେ ବି କାନ୍ଦ.. ଅନେକ ଲୋକ ସରକାରୀ କର୍ମଚାରୀଙ୍କୁ ନାପସନ୍ଦ କରୁଥିବା ବେଳେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏ କାନ୍ଦବୋବାଳି ଜଣେ ସରକାରୀ ବାବୁଙ୍କ ପାଇଁ..

Special Story
କିଏ ଜାଣିଥିଲା ଏମିତି ହେବ ? ଫୋନ୍‌ କରିଥିଲା ଅଷ୍ଟମୀ ଟଙ୍କା ଦେବ ବୋଲି...

ମାତ୍ର ୧୫ ମିନିଟ୍‌ ତଳେ ଫୋନ୍‌ କରିଥିଲା ମୁଁ ଅଷ୍ଟମୀ ଟଙ୍କା ପଠେଇବି ବୋଲି...ବାସ୍‌ ଫୋନ୍‌ ଆସିଲା ଝିଅ ଆଉ ନାହିଁ। ବର୍ଷେ ତଳେ ପୁଅ ଚାଲିଯାଇଥିଲା ଏବେ ପୁଣି ଝିଅ ଚାଲିଗଲା...ଦୁଆରେ ମୁହଁରେ ବାହୁନି ବାହୁନି କାନ୍ଦୁଛନ୍ତି ବାପା-ମାଆ

special report
ହୋଟେଲ ମାଲିକଙ୍କ ମହାନତା...କୁନି ପିଲାଙ୍କୁ ଦେଲେ ରାଜକୀୟ ଖାନା

ହୋଟେଲ ମାଲିକ ହେବ ତ ଏମିତି। କୁନିକୁନି ଗରିବ ପିଲାଙ୍କୁ ଡାକିନେଲେ...ନିଜ ହୋଟେଲରେ ମନପସନ୍ଦର ଖାନା ଖୁଆଇଲେ। କିଏ ଚିକେନ ବିରିୟାନୀ ତ ଆଉ କିଏ ମଟନ୍‌ ଝୋଳ ପୁଣି ଆଉ କିଏ ସୁପ୍‌...ଶଙ୍ଖ ମଲମଲ ପ୍ଲେଟ୍‌ରେ କାଜୁ ଖାଇ ବେଶ୍‌ ଖୁସିହେଲେ କୁନି ପିଲା

Special Story
କୁକୁର କାମୁଡିଲେ ମାଲିକ ଦେବେ ୧୦ ହଜାର ଫାଇନ୍‌ !!

ଆପଣଙ୍କ ଘରେ କୁକୁର ଅଛି କି !! ? ଯଦି ସେମାନେ କାହାକୁ କାମୁଡନ୍ତି ତେବେ ଆପଣ ଦେବେ ୧୦ ହଜାର ଫାଇନ୍‌

Dog Rescue Owner
୫୦ ଜଣ ଯାହା କରିପାରିଲେନି, ତାହା ‘ଟମି’ କରି ଦେଖାଇଲା

ବିଶ୍ୱସ୍ତ ଗୃହପାଳିତ ପଶୁ କଥା କହିଲେ କୁକୁର ସର୍ବପ୍ରଥମେ ଆସିଥାଏ । କୁକୁର କଦାପି ବେଇମାନି କରେ ନାହିଁ, ବରଂ ଜୀବନସାରା ମାଲିକର ସାଥ୍‌ ଦିଏ ।

Special Story
ଟ୍ରକ ଡ୍ରାଇଭରରୁ ଟାଇଟେନିକ୍...

ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ଦିନେ ଚଲାଉଥିଲେ ଟ୍ରକ, ଆଜି ହଲିଉଡର ସବୁଠୁ ବଡ଼ ନିର୍ଦ୍ଦେଶକ। ମହାସାଗର ହେଉ ମହାକାଶ ସବୁଠି ତାଙ୍କରି ଛାପ।

Lord Hanuman
ନାଲିଆ ବୋତଲ ଗୀତରେ ନାଚିଲେ ହନୁମାନ

ଚାଲିଥିଲା ନାଟକ, ବାଜୁଥିଲା ଖୋଲ ଖୋଲ ସାଙ୍ଗ ନାଲିଆ ବୋତଲ ଖୋଲ୍…ବାସ୍ ଏଇ ଗୀତରେ ହଠାତ୍ ଡ୍ୟାନ୍ସରଙ୍କ ସହ ପ୍ରବଳ ନାଚିଲେ ହନୁମାନ ବେଶ ଧାରୀ ଯୁବକ। ଭାଇରାଲ ହେଉଛି ଭିଡିଓ

Viral Video
ଟ୍ରାକ୍ ପାର୍ ହେଉ ହେଉ ଉପରେ ଚଢିଗଲା ଟ୍ରେନ୍। ତା’ପରେ....

ତରତର ହୋଇ ପାର ହେଉଥିଲେ ରେଳ ଲାଇନ୍‌। ବାସ୍‌ ଏତିକି ବେଳେ ଚଢିଗଲା ଟ୍ରେନ୍‌। ଦେଖନ୍ତୁ ତା’ପରେ ହେଲା କ’ଣ?

Snack seller to judge
ବାପା ବିକୁଥିଲେ ବରା, କାକରା…ଏବେ ଜଜ୍ ହେବ ଝିଅ

ବାପା ବିକୁଥିଲେ ବରା, କାକରା ଆଉ ସିଙ୍ଗଡା। ଏବେ ଝିଅ ହେବ ଜଜ୍…ସଫଳତା ଜାଣିବା ପରେ ଖୁସିରେ କାନ୍ଦି ପକାଇଲେ ବାପା

Special story
‘ମଡେଲିଂ ମୋହ ନାହିଁ ’ ! ଟଙ୍କା ପାଇଁ କର୍ତ୍ତବ୍ୟ ଛାଡ଼ିବେନି ବିଶ୍ୱର ସବୁଠାରୁ ସୁନ୍ଦରୀ ପୋଲିସ୍‌

ଟଙ୍କା ପାଇଁ ଛାଡ଼ିବିନି ପୋଲିସ୍‌ ଚାକିରି । ମୋ ବର୍ଦ୍ଦି ହିଁ ମୋ ସ୍ୱାଭିମାନ ।

Cocaine Bar
ବିଶ୍ୱର ପ୍ରଥମ ବାର୍‌, ଯାହା ପ୍ରତି ମାସରେ ଠିକଣା ବଦଳାଏ

Route 36 ହେଉଛି ଲା ପଜ୍‌ରେ ଅବସ୍ଥିତ ଏକ ବେଆଇନ ପପ୍-ଅପ୍ ବାର୍ । ଯେଉଁଠାରେ ସିଲଭର୍‌ ପ୍ଲାଟର୍‌ରେ କୋକେନ୍‌ ଦିଆଯାଏ ।

Special story
ଭୋଳାବାବାଙ୍କ ଅପାର ମହିମା ! ଓଡ଼ିଶାର ଏପରି ଏକ ସ୍ଥାନ, ଯେଉଁଠି ମିଳେ ୩ ରୁ ୨୧ ଟିକିଆ ବେଲପତ୍ର

ବିଶ୍ଵାସ ରହିଛି ଏଠି ଯିଏ ଯାହା ମାନସିକ କରେ ତାହା ମଧ୍ୟ ବାବା ଗୁପ୍ତେଶ୍ୱର ପୂରଣ କରନ୍ତି

Old library
ହୋତା ସାର୍‌ଙ୍କ ୬୦ ବର୍ଷର ଲାଇବ୍ରେରୀ; ଯେଉଁ ବହି ଖୋଜିବ, ସବୁ ମିଳିବ

ଚର୍ଚ୍ଚାରେ ହୋତା ସାରଙ୍କ ସଂଗ୍ରହାଳୟ। ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୬୦ ବର୍ଷ ହେଲାଣି ବହି, ପେପର୍ ଏବଂ ପୋଥିକୁ ସାଇତି ରଖୁଛନ୍ତି ସାର୍। ଦୁଇ ମହଲା ଘରେ ଯୁଆଡେ ଦେଖିବ ଖାଲି ବହି ଆଉ ବହି..ତଥ୍ୟ ପାଇଁ ଦୁଆରେ ଲାଗିଲାଣି ଲମ୍ବା ଲାଇନ୍

Kangaroo Court
ସ୍କୁଲ୍‌ ସାର୍‌ଙ୍କ ସହ କଥା ହେଲେ ଗଣିବ ୧୦ ହଜାର ତଣ୍ତ, ହେଲେ କାହିଁକି?

ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍‌...