• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rbi

Special story
ବ୍ୟାଙ୍କ କର୍ମଚାରୀଙ୍କ ଦାୟିତ୍ୱହୀନତା : ପାଣି ପଶି ବତୁରିଗଲା ୪୨ ଲକ୍ଷ ଟଙ୍କା

ବ୍ୟାଙ୍କରେ ବତୁରି ଯାଉଛି ଟଙ୍କା, ଲୋକେ ଜମା ରଖିବେ କେଉଁଠି ?

Illegal loan Apps
ଡିଜିଟାଲ ଠକେଇ ଉପରେ ଲାଗିବ ଅଙ୍କୁଶ! ପ୍ଲେ ଷ୍ଟୋର୍‌ରୁ ହଟିବ ବେଆଇନ୍‌ ଲୋନ୍‌ ଆପ୍‌

ଆଇନସିଦ୍ଧ ଡିଜିଟାଲ୍ ଋଣ ଆପ୍‌କୁ ନେଇ ରିଜର୍ଭ ବ୍ୟାଙ୍କ୍ ଏକ ତାଲିକା ପ୍ରସ୍ତୁତ କରିବ । କେବଳ ସେହି ଆପ୍ ଗୁଡିକ ଯେଭଳି ପ୍ଲେଷ୍ଟୋରରେ ଉପଲବ୍ଧ ରହିବ, ତାହା ନିଶ୍ଚିତ କରିବା ଲାଗି ଇଲେ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ କାମ କରିବ ।

RBI Hikes Repo Rate By 0.50%
ଆହୁରି ମହଙ୍ଗା ହେବ ହୋମ୍‌ ଲୋନ୍‌, EMI !

ରେପୋ ରେଟ୍‌ ୦.୫୦% ବଢ଼ାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ୍‌ ବୃଦ୍ଧି ଯୋଗୁ EMI ଓ ଋଣ ମହଙ୍ଗା ହେବ ବୋଲି ସୂଚନା ମିଳିଛି।

ATMରୁ ଟଙ୍କା କଟିଯିବ କିନ୍ତୁ ଟଙ୍କା ଆସିବନି, କ’ଣ କରିବେ?
ATMରୁ ଟଙ୍କା କଟିଯିବ କିନ୍ତୁ ଟଙ୍କା ଆସିବନି, କ’ଣ କରିବେ?

ଆପଣଙ୍କ ସହିତ ଏମିତି କେବେ ହେଇଛି କି ଟଙ୍କା ଉଠେଇବା ବେଳେ ଟଙ୍କା କଟିଯିବ କିନ୍ତୁ ମେସିନ୍‌ରୁ ଟଙ୍କା ଆସିବ ନାହିଁ? ଯଦି ବି ହୁଏ ଭୟ କରନ୍ତୁ ନାହିଁ। ଜାଣନ୍ତୁ କ’ଣ କଲେ ଟଙ୍କା ଆକାଉଣ୍ଟକୁ ଫେରିଆସିବ।

Repo Rate
ଏବେ ଋଣ ନେବା ହେବ ମହଙ୍ଗା

ଏବେ ଋଣ ନେବା ହେବ ମହଙ୍ଗା। ରିଜର୍ଭ ବ୍ୟାଙ୍କ ବଢାଇଲା ରେପୋ ରେଟ୍ ।

RBI Hikes Rates, Loans To Get Costlier
ସାଧାରଣଜନତାଙ୍କୁ ପୁଣି ଝଟ୍‌କା ! ମହଙ୍ଗା ହୋଇପାରେ ଏହିସବୁ ଜିନିଷ...

ରିଜର୍ଭ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ(RBI) ପକ୍ଷରୁ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ୫ ସପ୍ତାହ ମଧ୍ୟରେ ରେପୋ ରେଟ୍ ୨ଥର ବୃଦ୍ଧି ପାଇଛି। 

EMI
ମାସିକ EMI ବୃଦ୍ଧିକୁ ନେଇ ଚିନ୍ତାରେ ଋଣଗ୍ରହୀତା

ବଢିବ ସୁଧ ହାର ଅର୍ଥାତ ଇଏମ୍ଆଇ ବଢିବାକୁ ଯାଉଛି । କାହିଁକି ନା ୦.୪ରୁ ୦.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ବଢାଇ ପାରନ୍ତି ବ୍ୟାଙ୍କ । ଗତକାଲି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୦.୪ ପ୍ରତିଶତ ବା ୪୦ ବେସିସ ପଏଣ୍ଟ ବଢାଇବା ପରେ ଋଣ ଉପରେ ସୁଧହାର ବଢିବା ନିଶ୍ଚିତ ହୋଇଯାଇଛି ।

EMI
ବଢ଼ିବ EMI ରେଟ୍‌

ଋଣ ଉପରେ ଗ୍ରାହକଙ୍କୁ ଗଣିବାକୁ ପଡ଼ିବ ଅଧିକ ସୁଧ । ଗତକାଲି RBI ରେପୋ ରେଟ ୦.୪ ପ୍ରତିଶତ ବା ୪୦ ବେସିସ ପଏଣ୍ଟ ବଢାଇବା ପରେ ସୁଧ ବଢିବା ନିଶ୍ଚିତ ହୋଇଛି ।

RBI
ବଢ଼ିଲା ରେପୋ ରେଟ୍‌, ଲୋକଙ୍କ ଉପରେ ପଡ଼ିବ ମୋଟା ଅଙ୍କର EMI ଚଡ଼କ !

RBI ରେପୋରେଟ୍ ବଢାଇବା ପରେ ସେନ୍ସେକ୍ସରେ ଉତ୍ସାହଜନକ ଭାବେ ବୃଦ୍ଧି ଘଟିଛି । ସେହିପରି କ୍ୟାସ ରିଜର୍ଭ ରେସିଓ ୫୦ ବେସିସ୍ ପଏଣ୍ଟକୁ ବୃଦ୍ଧି ପାଇଛି । ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଲୋକଙ୍କ ଉପରେ ଏବେ ଇଏମ୍‌ଆଇର ବୋଝ ବଢ଼ିପାରେ ।

rbi
ଏଣିକି ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ବି ଆପଣ ପାଇପାରିବେ ଲକର୍‌ର ସୁବିଧା

ଲକର ନିୟମରେ ବଡ଼ ଧରଣର ପରିବର୍ତ୍ତନ କଲା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। RBI ଅଧୀନରେ ଥିବା ବ୍ୟାଙ୍କଗୁଡ଼ିକୁ ତିନି ବର୍ଷର ଭଡା ଏବଂ ଗ୍ରାହକଙ୍କଠାରୁ ଲକରର ଚାର୍ଜ ସହିତ ସମାନ ଟର୍ମ ଜମା ରାଶି ନେବାକୁ ଅନୁମତି ଦିଆଯାଇଛି

Reserve Bank of India
ଆରବିଆଇର ବଡ ସ୍କିମ୍‌; ଖୁଚୁରା ଖର୍ଚ୍ଚ କଲେ ମିଳିବ ରିହାତି

ବର୍ତ୍ତମାନ ସମୟରେ  ଅନଲାଇନ ଟ୍ରାଞ୍ଜାକ୍ସନକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଛୋଟବଡ ସବୁ ଦୋକାନ, ଅନୁଷ୍ଠାନରେ ବି ଅନ୍‌ଲାଇନ ଟ୍ରାଞ୍ଜାକ୍ସନ ପାଇଁ ବିଭିନ୍ନ ଆପ୍‌ର ବ୍ୟବସ୍ଥା ରହିଛି। ଏହି କାରଣରୁ ଖୁଚୁରା କଏନ୍‌ର ବ୍ୟବହାର ହ୍ରାସ ପାଉଛି ।

RBI Guideline
ବ୍ୟାଙ୍କ୍‌ ଲକର୍‌ ଗାଏବ ହେଲେ କ୍ଷତିପୂରଣ ଦେବେ କର୍ତ୍ତୃପକ୍ଷ

ବ୍ୟାଙ୍କ୍‌ ଲକର୍‌ରେ ରଖାଯାଇଥିବା ସାମଗ୍ରୀ ଗାଏବ ହେଲେ କିମ୍ବା କୌଣସି ପ୍ରକାର କ୍ଷତି ହେଲେ ଏଥିପାଇଁ କ୍ଷତିପୂରଣ ଦେବେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ। ଲକରର ବାର୍ଷିକ ଦେୟ ଯେତେ ଥିବ, ତା’ର ଶହେ ଗୁଣା କ୍ଷତିପୂରଣ ଗ୍ରାହକକୁ ଦେବେ ବ୍ୟାଙ୍କ କର୍ତ୍ତୃପକ୍ଷ। ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ୍‌। ତେବେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହକଙ୍କ ଅବହେଳାରୁ କ୍ଷତି ହେଲେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଦାୟୀ ହେବେ ନାହି। ତା ଛଡ଼ା ଲକର୍ ସାମଗ୍ରୀ ପାଇଁ ସଂପୃକ୍ତ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ବୀମା ବିକ୍ରି କରି କରିପାରିବେ ନାହିଁ ।

pnb
ପିଏନ୍‌ବି ମହାଠକେଇ ମାମଲା: ସିବିଆଇର ଖୋଳତାଡ ଜାରି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମହାଠକେଇ ମାମଲାର ସିବିଆଇର ଖୋଳତାଡ ଜାରି ରହିଛି। କେଉଁ ଉପାୟରେ, କିଭଳି ଠକେଇ କଲେ ନିରବ ମୋଦି ଓ ମେହୁଲ ଚୋକସି, ସେନେଇ ସିବିଆଇ ଅନୁସନ୍ଧାନ ଜାରି ରଖିଛି। ଠକେଇ ସମୟରେ ଆରବିଆଇର ପଲିସି କଣ ଥିଲା, ସେନେଇ ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ.ଆର ଖାନଙ୍କୁ ସିବିଆଇ ପଚରାଉଚରା କରିଛି। ଅଭିଯୁକ୍ତ ନିରବ ମୋଦିଙ୍କୁ ଯେଉଁ ସମୟରେ ଏଲଓୟୁ ଜାରି ହୋଇଥିଲା, ସେତେବେଳେ ଆରବିଆଇର ପଲିସି କଣ ଥିଲା, […]

forex
 ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର: ବିଦେଶୀ ମୁଦ୍ରା ଭଣ୍ଡାରରେ ଜବରଦସ୍ତ ବୃଦ୍ଧି

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ କାରବାର ବନ୍ଦ। ବେପାର ବଣିଜ ମାନ୍ଦା। ଦେଶ ଅର୍ଥନୀତିରେ ଏକପ୍ରକାର ମାନ୍ଦାବସ୍ତା ଆସି ଯାଇଛି।   ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର ରହିଛି ।  ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫ ଜୁନ୍ ସୁଦ୍ଧା ପାଞ୍ଚ ଶହ ବିଲିଅନ ବା ଅଧ ଟ୍ରିଲିଅନ ଡଲାର ପାର୍ କରିଛି । ଜୁନ୍ ୫ରେ ସମାପ୍ତ ହୋଇଥିବା ଗୋଟିଏ ସପ୍ତାହ ମଧ୍ୟରେ ୮.୨୨ ବିଲିୟନ ଡଲାରର ବୃଦ୍ଧି ଘଟିଛି। ଏଥିସହ ଦେଶର ବିଦେଶୀ ମୁଦ୍ରାଭଣ୍ଡାର […]