5T କୁ ନେଇ ବଢିଲା ବିବାଦ । ବିଧାନସଭାରେ ପୁଣି 5T ତାତି । ସ୍କୁଲଗୁଡ଼ିକର 5T ରୂପାନ୍ତୀକରଣକୁ ନେଇ ଉଠିଲା ପ୍ରଶ୍ନ । ଗତକାଲି ବିଧାନସଭାରେ 5T ଏକ ବିଭାଗ କି ବୋଲି ପ୍ରଶ୍ନ ଉଠିଥିବା ବେଳେ ଆଜି 5T ମାଧ୍ୟମରେ ସ୍କୁଲ୍ ରୂପାନ୍ତୀକରଣ ଉପରେ ଉଠିଛି ପ୍ରଶ୍ନ ।
ଏବର୍ଷ ମାଟ୍ରିକ ପରୀକ୍ଷାରେ ଫର୍ମ ଫିଲପ୍ ଓ ଆଡମିଟ କାର୍ଡ ଇସ୍ୟୁ ପରେ ବି ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସୃଷ୍ଟି ହୋଇଛି ହଇଚଇ ।
କାକଟପୁର ଓ ନୟାହାଟ ବାଳିକା ଉଚ୍ଚ ବିଦ୍ୟାଳୟ ଅଧୀକ୍ଷକ ବଦଳିଲେ । ପରୀକ୍ଷା ବେଳେ ଅଧୀକ୍ଷକଙ୍କ ମୋବାଇଲ୍ ସ୍ୱିଚ୍ ଅନ୍ ଥିବାରୁ ବଦଳିଲେ । କାକଟପୁର ବାଳିକା ଉଚ୍ଚ ବିଦ୍ୟାଳୟ କିରାଣୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି ।
ମାଟ୍ରିକ ପରୀକ୍ଷା ଆରମ୍ଭରୁ ଅନୁପସ୍ଥିତ ପରୀକ୍ଷାର୍ଥୀ । ଫର୍ମ ଫିଲପ୍ କରିଛନ୍ତି, ଆଡମିଟ କାର୍ଡ ମିଳିଛି କିନ୍ତୁ ପରୀକ୍ଷା ଦେବାକୁ ଆସୁନାହାଁନ୍ତି । ଜଣେ କି ଦୁଇ ଜଣ ନୁହେଁ ୧୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ହଲ୍ ରେ ବସିନଥିବାରୁ ଉଠିଛି ପ୍ରଶ୍ନ ।
ଦାଦନ, ନାବାଳିକା ବିବାହ ଓ ଆର୍ଥିକ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା କୁହାଯାଉଛି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରୀକ୍ଷା ପରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।
ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି।
ମାତୃଭାଷାରେ ପରୀକ୍ଷା ଦେଲେ ପିଲା । ମାଟ୍ରିକ ପରୀକ୍ଷା ପାଇଁ ଦୃଷ୍ଟିବାଧିତ ପିଲାଙ୍କ ମଧ୍ୟରେ ଉତ୍ସାହ ।
ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବକ୍ସ ନେବାର ଅନୁମତି ରହିଛି । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ମୋବାଇଲ ସ୍ୱିଚ ଅଫ୍ କରି ଗୋଟିଏ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ହୋଇଛି।
ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ୍ ଓ ଜୋମେଟ୍ରିବକ୍ସ ନେବାର ଅନୁମତି ରହିଛି।
ଭାଇରାଲ୍ ରୋକିବାକୁ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି । ଏକଜାମ୍ ହଲକୁ ମୋବାଇଲ୍ ମନା । ୩୧୬ ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର ।
ନୂଆ ପଦ୍ଧତିକୁ ନେଇ ଆଶଙ୍କାରେ ମାଟ୍ରିକ ପରୀକ୍ଷାର୍ଥୀ ।
ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ ।
ଶତପ୍ରତିଶତ ସିଲାବସରେ ହେବ ପରୀକ୍ଷା, ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସମାନ ପ୍ରଶ୍ନପତ୍ର
ପାଠ ସହ ଶାଠ ପାଇଁ ବି ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ମାଟ୍ରିକ୍ ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଏଭଳି ସଂସ୍କାର ଅଣାଯାଇଛି।
ମାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ଦେବା ଲାଗି ପ୍ରଧାନଶିକ୍ଷକ ୨୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି।
ମନରେ ଅନେକ ଦୁଖଃ କଷ୍ଟ ଥାଏ ତଥାପି ଛାତିରେ ପଥର ରଖି ପରୀକ୍ଷା ଦେଇଥିଲା ଝିଅ। ଏବେ ମାଟ୍ରିକ ପରୀକ୍ଷାରେ ପାସ୍ କରିଛି ଝିଅ। ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି, ହେଲେ ପାଖରେ ମାଆ ନାହିଁ।
ମାତୃଭାଷା ଓଡ଼ିଆ ଓ ଇଂରାଜୀରେ କେମିତି ଆସିଲା ଶହେରୁ ଶହେ ନମ୍ବର...ମହାମାରୀ ପାଇଁ ଧାର୍ଯ୍ୟ ନୂଆ ମୂଲ୍ୟାୟନ ପଦ୍ଧତିକୁ ଦାୟୀ କଲେ ଶିକ୍ଷାବିତ୍...
ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୦.୫୫% ରହିଛି। ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୨, ୫୬, ୮୭୭ ଥିବାବେଳେ ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୨, ୬୦, ୯୭୦।
ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ। ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି।
ଆଉ ମାତ୍ର କିଛି ସମୟ ପରେ ବାହାରିବ ମାଟ୍ରିକ୍ ରେଜଲ୍ଟ। ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ। ଜାଣନ୍ତୁ, ଅନ୍ଲାଇନ୍ରେ କେମିତି ଚେକ୍ କରିବେ ମାଟ୍ରିକ ରେଜଲ୍ଟ....
ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀ ରେଜଲ୍ଟ ପାଇପାରିବେ । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି ।