Advertisment

ଗଣିତକୁ ବେଶୀ ଡରୁଛନ୍ତି କି ଛାତ୍ରଛାତ୍ରୀ ?

ମାନିଲେ ମନ୍ତ୍ରୀ, କହିଲେ ରୋକିବାକୁ ନେଉଛୁ ପଦକ୍ଷେପ ।

author-image
Satyendu Shekher Mishra

ଗଣିତକୁ ବେଶୀ ଡରୁଛନ୍ତି କି ଛାତ୍ରଛାତ୍ରୀ । ଏଥର ମାଟ୍ରିକ୍ ଗଣିତ ପରୀକ୍ଷାରେ ସର୍ବାଧିକ ପିଲାଙ୍କ ଅନୁପସ୍ଥିତି । ଘଟଣାକୁ ନେଇ ଚିନ୍ତା ପ୍ରକଟ କଲେ ଶିକ୍ଷାବିତ୍ ଓ ଅଭିଭାବକ । ମାନିଲେ ମନ୍ତ୍ରୀ, କହିଲେ ରୋକିବାକୁ ନେଉଛୁ ପଦକ୍ଷେପ ।

Advertisment
Matric Exam
Advertisment
Advertisment