ପାର୍ବଣ ଆରମ୍ଭରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ମଙ୍ଗଳାଙ୍କ ପୀଠ ବେଶ ଉତ୍ସବମୁଖର ହୋଇପଡେ। ପାର୍ବଣ ପାଇଁ ସାରା ରାଜ୍ୟ ଏବେ ଉତ୍ସବମୁଖର ଥିବା ବେଳେ ଆମ ରାଜ୍ୟର ଅଷ୍ଟ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ପ୍ରାଚୀ ନଦୀ ତଟ ବାସିନୀ ମା’ ମଙ୍ଗଳାଙ୍କ ପୀଠ ଏବେ ବେଶ୍ ଚଳଚଞ୍ଚଳ।
ଦୁର୍ଗାପୂଜା ଆଉ କଟକ ସହର ଉଭୟ ଅଙ୍ଗାଙ୍ଗୀଭାବେ ଜଡିତ। ହଜାରେ ବର୍ଷର ସହର କଟକ ସହରରେ ଦୀର୍ଘ ପାଞ୍ଚଶହ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଦୁର୍ଗାପୂଜା। ସର୍ବପୁରାତନ ମଣ୍ଡପଗୁଡିକ ଆଜି ବି ତାଙ୍କର ସ୍ୱତନ୍ତ୍ରତା ବଜାୟ ରଖିଛନ୍ତି।
ଜମିଦାରୀ ଚାଲିଯିବାରୁ ରାୟ ମହାଶୟଙ୍କ ଆୟ କମିଲା। ଫଳରେ ସେ ଦୁର୍ଗାପୂଜା ବନ୍ଦ କରିଦେଲେ। ସେହି ବର୍ଷ ସ୍ଥାନୀୟ ଅଞ୍ଚଳରେ ଅନାବୃଷ୍ଟି ହେଲା। ଚାଷ ଜମି ପଡିଆ ପଡ଼ିଲା। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଲେ। ଆଉ ତା’ ପରେ…
ମହାଳୟା ଶ୍ରାଦ୍ଧ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ଆରମ୍ଭ ହୁଏ। ସନାତନ ଧର୍ମରେ ମହାଳୟାର ଏକ ବିଶେଷ ମହତ୍ତ୍ୱ ରହିଛି। ମହାଳୟା ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷର ମିଳନ ସମୟ ମଧ୍ୟ କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମା’ ଦୁର୍ଗାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ ଏବଂ ଗୃହକୁ ଆବାହନ କରାଯାଏ।
ହିନ୍ଦୁ ଧର୍ମରେ ମହାଳୟାଙ୍କର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ପର୍ବରୁ ଦୁର୍ଗାପୂଜା ଆରମ୍ଭ ହୁଏ। ଏହି ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷ ଭାବେ ମଧ୍ୟ ପାଳନ କରାଯାଏ। ଏହି ଦିନ ମାତା ଦୁର୍ଗାଙ୍କୁ ବନ୍ଦନା କରାଯାଏ ଏବଂ ନିଜ ଘରକୁ ଆଗମନ ପାଇଁ ପ୍ରାର୍ଥନା କରାଯାଏ। ଏହି ଦିନ ପିତୃପୁରୁଷମାନଙ୍କୁ ମଧ୍ୟ ସ୍ମରଣ କରାଯାଏ।
ସମସ୍ତେ ଜାଣନ୍ତି ଯେ ଦୁର୍ଗାପୂଜା ଆଜି ବିଶ୍ୱ ପ୍ରସିଦ୍ଧ। କିନ୍ତୁ ଏହି ପର୍ବ କେବେ ଆରମ୍ଭ ହେଲା, କିଏ ଏହାକୁ ପ୍ରଥମେ ଓ କାହିଁକି ପାଳନ କଲେ ସେ ବିଷୟରେ ଖୁବ କମ ଲୋକ ଜାଣନ୍ତି। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ଆଶ୍ୱିନ ମାସର ଶୁକ୍ଲ ପ୍ରତିପଦାରୁ ନବରାତ୍ରୀ ଆରମ୍ଭ ହୁଏ। ନବରାତ୍ରୀର ନଅ ଦିନ ପାଇଁ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ପୂଜା ହୋଇଥାଏ। ଜାଣନ୍ତୁ କେଉଁ ଦିନ କେଉଁ ଦେବୀଙ୍କୁ ପୂଜିଲେ ଶୁଭ ଫଳ ମିଳେ।
ଶିଳ୍ପୀଙ୍କୁ ତର ନାହିଁ..ମେଢ଼ ନିର୍ମାଣରେ ଦିନ ରାତି ବିତୁଛି..ଧାର୍ଯ୍ୟ ସମୟ ଆଗରୁ କାମ ସାରିବାକୁ ପଡ଼ିବ।
ପୂଜା ପୂର୍ବରୁ ରାସ୍ତାଘାଟର ମରାମତି, ଜଳଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ସେବା ସହ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ଦୁର୍ଗାପୂଜାର ଭସାଣି ଯାତ୍ରା କେବଳ ସହର ନୁହେଁ ଛୋଟ ବଡ ଗାଁରେ ମଧ୍ୟ ଧୂମଧାମରେ ପାଳନ ହୋଇଛି। ଓଡିଶାର ଏହି ଗାଁରେ ଦେଖିବାକୁ ମିଳିଥିଲା ୧୪ଟି ମେଢ ଭସାଣି ଯାତ୍ରାରେ ସାମିଲ୍ ହେବାର। ପ୍ରବଳ ବର୍ଷା ବି ସାଜି ନଥିଲା ବାଧକ। ଦେଖିବାକୁ ମିଳିଥିଲା ୫ ହଜାରରୁ ଅଧିକ ଲୋକ।
ଏହି ପରମ୍ପରା ବିଶେଷ କରି ଦକ୍ଷିଣ ଭାରତରେ ପାଳନ ହେଉଥିବା ବେଲେ ବ୍ରହ୍ମପୁରରେ ବି ପାଳନ ହୋଇଥାଏ ଏହି ସ୍ୱତନ୍ତ୍ର ପର୍ବ ।
ମାଆଙ୍କୁ ଘଣ୍ଟ, ଘଣ୍ଟା, ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପଟୁଆର ଭିତରେ ମେଲାଣି ଦିଆଯାଉଛି। ସମସ୍ତଙ୍କ ନିକଟରୁ ମାଆ ପୁଣି ଗୋଟିଏ ବର୍ଷ ପାଇଁ ବିଦାୟ ନେଉଥିବାରୁ ଶ୍ରଦ୍ଧାଳୁଙ୍କ ଆଖିରେ ଆଖିଏ ଲୁହ...
ଏମିତି ସ୍ୱତନ୍ତ୍ର ପୂଜା ହେଉଛି କଟକ ମାହାଙ୍ଗାର ଜଟାଧାରୀ ପୀଠରେ ।
ବିଜୟା ଦଶମୀରେ ପୂଜା ମଣ୍ଡପରେ ମହିଷାମର୍ଦ୍ଦିନୀଙ୍କୁ ଭକ୍ତିପୂତ ଆରାଧନା। ଶାରଦୀୟ ଦୁର୍ଗୋତ୍ସବର ଅନ୍ତିମ ପର୍ବରେ ଦେଖାଦେଇଛି ସିନ୍ଦୁର ଖେଳ। ସିନ୍ଦୂର ଖେଳି ମାଆଙ୍କୁ ବିଦାୟ ଦେଉଛନ୍ତି ବଙ୍ଗୀୟ ମହିଳା।
ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିବସ ବିଜୟା ଦଶମୀରେ ଆଜି ମାଆ ମହିଷାମର୍ଦ୍ଦିନୀଙ୍କୁ ସ୍ୱତନ୍ତ୍ର ଆରାଧନା ସହ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ପୂଜାମଣ୍ଡପରେ ମାଆଙ୍କୁ ଭଳି କି ଭଳି ସ୍ୱତନ୍ତ୍ର ନୈବେଦ୍ୟ ଲାଗି ହୋଇଛି ଆଉ ବଙ୍ଗୀୟ ସଂପ୍ରଦାୟର ମହିଳାମାନେ ସିନ୍ଦୂର ଖେଳରେ ମାତିଛନ୍ତି। ଆସନ୍ତାକାଲି ମାଆଙ୍କୁ ମେଲାଣି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।
ସାରା ଦେଶରେ ଧୁମ୍ଧାମରେ ପାଳିତ ହେଉଛି ଦଶହରା ପର୍ବ । କଟକରେ ଚାନ୍ଦି ମେଢ଼ ଆଉ ସୁନା ଅଳଙ୍କାରରେ ଛାଉଣି ହୋଇଛନ୍ତି ମା ଦୁର୍ଗତିନାଶିନୀ ।
କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ସୁନାବେଶ ଦର୍ଶନରୁ ବଂଚିତ ଥିଲେ ଶ୍ରଦ୍ଧାଳୁ ।
ରାଜଧାନୀର ବରମୁଣ୍ଡାରେ ଏଥର ଜଳିବ ୮୦ ଫୁଟର ରାବଣ । ଏଥିସହ ରଙ୍ଗାରଙ୍ଗ ଆତସବାଜୀର କାର୍ଯ୍ୟକ୍ରମ ବି ରହିଛି ।
ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ସର୍ବାଧିକ ୫ କେଜିର ସୁନା ମୁକୁଟ ଓ ୫ କ୍ୱିଣ୍ଟାଲ ରୁପା ମେଢ଼ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରୁଛି ।
ତୁହାକୁ ତୁହା ବର୍ଷା ଯୋଗୁଁ ରାଜଧାନୀର ପୂଜା ମଣ୍ଡପ ଗୁଡ଼ିକ ଲାଗୁଥିଲା ଖାଁ ଖାଁ ।
ଭୁବନେଶ୍ୱର, ଆଠଗଡ଼, ବ୍ୟାସନଗରରେ ଭାଙ୍ଗିଲା ତୋରଣ । ଭଦ୍ରକ ମେଡ଼ିକାଲ ଭିତରେ ପଶିଲା ପାଣି ।
ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକାତା ସହର ଏବେ ଚଳଚଞ୍ଚଳ । ମା’ଙ୍କୁ ଟିକେ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ତାଲ ।
ହସ ହସ ଦିଶିଲାଣି ଧରା। କାଶତଣ୍ଡୀ ଫୁଲରେ ସଜେଇ ହେଲାଣି ପ୍ରକୃତି । ତା ସାଙ୍ଗକୁ ପୂଜା ମଣ୍ଡପରେ ଲାଗିଲାଣି ଭିଡ। ଆଲୋକ ତୋରଣରେ ହସୁଛି ରାସ୍ତାଘାଟ। ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣ ଆଖି ଟାଣି ନେଉଛି। ସବୁଠି ଶୁଭିଲାଣି ମା’ଙ୍କ ଆଗମନୀର ପଦଧ୍ୱନୀ। ଆସୁଛନ୍ତି ମା‘। ଜଗଜ୍ଜନନୀ ମା’ ଦୁର୍ଗା।
ଆଜି ଜଗତ ଜନନୀ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଲାଗି ସଜେଇ ହୋଇଛି ପୂଜା ମଣ୍ଡପ। ପୂଜାକୁ ନେଇ ସବୁଠି ବ୍ୟାପକ ଆୟୋଜନ କରାଯାଇଛି।
କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାଜସଜ୍ଜା କରାଯାଇଛି । ବିରାଟକାୟ ତୋରଣ ବନ୍ଧା ସରିଛି । ମାଆଙ୍କୁ ସାଜସଜ୍ଜା ମଧ୍ୟ ସରିଛି ।