ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କୋଲକାତା ସହର ଏବେ ଚଳଚଞ୍ଚଳ । ମା’ଙ୍କୁ ଟିକେ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ତାଲ ।
Published By: Manoranjan Behera
Last updated: 04 October 2022, 01:35 PM IST
ଢୋଲର ତାଳେ ତାଳେ ଧୁନୁଚି ଲୋକନୃତ୍ୟରେ ଝୁମିଲେ ଶ୍ରଦ୍ଧାଳୁ
କୋଲକାତାର ବାଗ୍ବଜାର ପୂଜା ମଣ୍ତପରେ ପୂଜା ପାଉଛନ୍ତି ମା’ଦଶଭୂଜା
ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ଦୁର୍ଗତୀନାସିନୀ
ମା’ଙ୍କ ଦର୍ଶନ ପାଇଁ ବ୍ୟାକୁଳ ଶ୍ରଦ୍ଧାଳୁ