• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Divyang

Divyang dies due to delay in release of pension in Odisha’s Udala
ବାଃ.. ବାଃ..ରେ ବ୍ୟବସ୍ଥା ! ଦିବ୍ୟାଙ୍ଗ ପୁଅକୁ ଦେଇପାରିଲେନି ଔଷଧ, ଚାଲିଗଲା ଜୀବନ

୬ ମାସରୁ ଅଧିକ ସମୟ ହେବ ଭତ୍ତା ନ ମିଳିବାରୁ ପୁଅକୁ ମହଙ୍ଗା ମେଡିସିନ୍ ଦେବାରେ ଅକ୍ଷମ ରହିଲେ ବାପା ମାଆ ।

wheelchair fencer
ବଣରେ ମିଳେଇଯିବ କି ବଣମଲ୍ଲୀର ମହକ?

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦଳାଙ୍ଗ ରାମେଶ୍ୱରପୁରର ସୁନାଝିଅ ମଧୁସ୍ମିତା ସାହୁ। ହ୍ୱିଲ ଚେୟାର୍ ଫେନ୍ସିଂ ଖେଳାଳି। ଗତମାସ ହରିୟାଣାରେ ଜାତୀୟ ସ୍ତରର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ପରେ, ଏବେ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ। ସ୍ୱପ୍ନ ବିଦେଶ ଯିବାର, ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର। ହେଲେ ବିଡ଼ମ୍ବନା, ବାଧକ ସାଜିଛି ଅର୍ଥ।

wheelchair fencer
ବଣରେ ମିଳେଇଯିବ କି ବଣମଲ୍ଲୀର ମହକ?

ରାଜ୍ୟ ଓ ଜାତୀୟ ସ୍ତରର ହ୍ୱିଲଚେୟାର୍ ଫେନ୍ସିଂ ପ୍ରତିଯୋଗିତାରେ କମାଲ୍ ଦେଖାଇଥିଲେ ମଧୁସ୍ମିତା

IAS
ଆଖିକୁ ଦିଶୁନି...ସେ ହାର ମାନିନି...ଆଇଏଏସ୍‌ ହେବାର ଦେଖୁଛି ସ୍ୱପ୍ନ

ଷ୍ଟେଜ୍‌ ଉପରେ ପୂରା ତାଳ ଓ ଲୟରେ ଗୀତ ଏମିତି ଗାଉଛନ୍ତି ଯେ ବରିଷ୍ଠ ପୋଲିସ ଅଧିକାରୀମାନେ ବି ତାଳି ମାଡ଼ କରୁଛନ୍ତି । ୧୮ ବର୍ଷିୟା ଆଶା ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ସୁଦ୍ଧା ସଙ୍ଗୀତ ପ୍ରତି ପିଲା ଦିନରୁ ରହିଛି ଅହେତୁକ ଦୁର୍ବଳତା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନକୁ ଛୁଇଁ ପାରିଛନ୍ତି । ତେବେ ଆଶାଙ୍କ ବାପା ଦିନ ମଜୁରିଆ କାମ କରୁଥିବା ବେଳେ ମାଆ ପର ଘରେ କାମ କରନ୍ତି । ଏତେ ସବୁ କଷ୍ଟ ପରେ ବି ଆଶା ହାର ମାନିନାହାନ୍ତି ବରଂ ଗୋଟିଏ ଭଲ ସିଙ୍ଗର କିମ୍ବା ଆଇଏଏସ୍‌ ହେବା ଲାଗି ସ୍ୱପ୍ନ ଦେଖୁଛନ୍ତି ଆଶା।

Dibyanga Need Help
“ସରକାର ସାହାଯ୍ୟ କଲେ ମୁଁ ବଡ ଦୋକାନ କରିବି, ଭଲରେ ଚଳିବି”

ମେଂଟ୍ରା ଯେତେବେଳେ ଛୋଟ ଥିଲେ ସେହି ସମୟରେ ବାପା କାଳୁ ମଲ୍ଲିକ ଚାଲିଯିବା ପରେ ମାଆ ଛୋଟରୁ ବହୁ କଷ୍ଟରେ ପାଳି ପୋଷି ବଡ଼ କରିଛନ୍ତି। ଆଉ ମାଆର କଷ୍ଟକୁ ଠିକ୍‌ରେ ବୁଝିପାରିଛନ୍ତି ମେଂଟ୍ରା। ତେଣୁ ଦୋକାନ ଖଣ୍ଡିଏ କରି ମେଂଟାଉଛନ୍ତି ନିଜର ଗୁଜୁରାଣ। ସବୁଠୁ ଆଶ୍ଚର୍ଯ୍ୟର କଥା ମେଣ୍ଟ୍ରା ଶାରୀରିକ ଭାବେ ଶତପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଛନ୍ତି

Divyang Boy
ଜଗାକୁ ନଦେଖି ଗାଉଛି ଜଗାର ଭଜନ

ଜନ୍ମରୁ ଜଗାକୁ ଦେଖିନାହାନ୍ତି...ହେଲେ ଏମିତି ଭଜନ ଗାଉଛନ୍ତି ନଶୁଣିଲେ ବିଶ୍ୱାସ ହେବନି। କହୁଛନ୍ତି, ଆଖି ନଥିଲେ କଣ ହେବ? କଣ୍ଠ ଅଛି..ଲଢେଇ କିରିବି, ନିଶ୍ଚୟ ଜିତିବି

Electric Sock
ଗାଁ ଲୋକଙ୍କୁ ଆଲୁଅ ଦେଲେ, ହେଲେ ନିଜେ ଅନ୍ଧାରକୁ ଚାଲିଗଲେ

ବାପା ଦିବ୍ୟାଙ୍କ ହେବା ପରେ ଦିବ୍ୟାଙ୍କ ପୁଅର ଚିକିତ୍ସା କେମିତି ହେବ ? ପଢୁଆ ପୁଅ କେମିତି ପାଠ ପଢିବ ସେଇ ଚିନ୍ତାରେ ପୂରା ପରିବାର ।