Advertisment

ଶୁଣାଣି ସମୟରେ ଅଭାବନୀୟ ଘଟଣା: ଜିଲ୍ଲାପାଳ ଓ ଏସ୍ପିଙ୍କ ଆଗରେ ବିଷ ପିଇଦେଲେ ଦିବ୍ୟାଙ୍ଗ

ଅଭିଯୋଗ ଶୁଣାଣି ସମୟରେ ଅଭାବନୀୟ ଘଟଣା....

author-image
Otv Khabar Bureau
ଅଦ୍ୟତନ ହୋଇଛି
Divyang

Divyang

ବିଷ ପିଇଦେଲେ ଦିବ୍ୟାଙ୍ଗ । ଜିଲ୍ଲାପାଳ ଓ ଏସ୍ପିଙ୍କ ଅଭିଯୋଗ ଶୁଣାଣି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶୁଣାଣି ଚାଲିଥିଲା । ସେହି ସମୟରେ ଦିବ୍ୟାଙ୍ଗ ବିଷ ପିଇଦେଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Advertisment
Divyang
Advertisment
Advertisment