• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corona

Omicron
କରୋନା ଭୂତାଣୁକୁ ନଷ୍ଟ କରୁଥିବା ଚୁଇଙ୍ଗମ୍‌ କେଉଁଠୁ ଆସିଛି ? କିଏ ପ୍ରସ୍ତୁତ କରିଛି ? ଜାଣନ୍ତୁ..

ଆମେରିକା ପେନ୍‌ସିଲଭେନିଆର ବୈଜ୍ଞାନିକ ହେନରୀ ଡାନିଏଲଙ୍କ କହିବା ମୁତାବକ, ସାର୍ସ କୋଭ୍-ଟୁ ଭାଇରସ୍ ବା କରୋନା ଭୂତାଣୁ ମଣିଷର ଲାଳଗ୍ରନ୍ଥିରେ ନିଜର ବଂଶବୃଦ୍ଧି କରିଥାଏ ।

School Students wearing Mask
ବାଳିକା ହାଇସ୍କୁଲର ୧୦ ଛାତ୍ରୀ ପଜିଟିଭ

ଆଜି ରାଜ୍ୟରେ ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥି ମଧ୍ୟରୁ ୮୯ ଜଣ କ୍ୱାରେଣ୍ଟାଇନ୍‌ରୁ ୬୨ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି। 

corona
ପୁଣି ବଢ଼ିଲାଣି ସଂକ୍ରମିତଙ୍କ ସଂଖ୍ୟା, ଗୋଟିଏ କଲେଜର ୪୩ ଛାତ୍ରଛାତ୍ରୀ ପଜିଟିଭ୍

ଗତ ସପ୍ତାହରେ ତେଲେଙ୍ଗାନା କରିମନଗର ଜିଲ୍ଲାର ଆନନ୍ଦ ରାଓ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଏହାପରଠାରୁ ଛାତ୍ରଛାତ୍ରୀଙ୍କ ଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି ।

Omicron
ଭାରି ସାଙ୍ଘାତିକ ଏ କରୋନା !! ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି

ଭାରି ସାଙ୍ଘାତିକ ଏ କରୋନା !! ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି, ଦ୍ରୁତ ଗତିରେ ବଢ଼ି ଚାଲିଛି ଓମିକ୍ରନ୍ ।

Omicron
ଦେଶରେ ବଢ଼ିବାରେ ଲାଗିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ଏକାଥରକେ ଆଉ ୭ ଆକ୍ରାନ୍ତ ଚିହ୍ନ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।

Omicron scare
ବଢ଼ିଲାଣି ଓମିକ୍ରନ୍‌ ଚିନ୍ତା, ପ୍ରତ୍ୟେକ ବିଦେଶ ଫେରନ୍ତାଙ୍କ ଉପରେ ନଜର: ନିରଞ୍ଜନ ମିଶ୍ର

୧୪ ଦିନ ଭିତରେ ଲକ୍ଷଣ ଦେଖାଗଲେ ଟେଷ୍ଟ କରାନ୍ତୁ । ଏହାସହ ବିଦେଶରୁ ପ୍ରତିଦିନ କେତେ ଜଣ ଫେରୁଛନ୍ତି ସେନେଇ କେନ୍ଦ୍ରଠାରୁ ତଥ୍ୟ ସଂଗ୍ରହ କରାଯାଉଛି ।

padmashree Nanda Sir
ନନ୍ଦ ସାର୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡିଯିବାରୁ ତାଙ୍କୁ ଯାଜପୁର ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ପଜିଟିଭ ଚିହ୍ନଟ ପରେ କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

OMICRON
ଚିନ୍ତା ବଢ଼ାଇଲାଣି ଓମିକ୍ରନ୍, ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ି ଚାଲିଛି..

୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ଦୁଇ ଦିନ ତଳେ ଜିମ୍ବାୱେରୁ ଫେରିଥିଲେ । କ୍ୱାରେଣ୍ଟିନ୍ ରଖାଯାଇ ତାଙ୍କ ରିପୋର୍ଟ ପୁଣେ ଲ୍ୟାବ୍‌କୁ ପଠାଯାଇଥିଲା । ଆଜି ରିପୋର୍ଟ ପଜିଟିଭ୍ ଆସିବା ସହ ଓମିକ୍ରନ୍ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।

Omicron
ଟେନ୍‌ସନ୍‌ ଦେଲାଣି ଓମିକ୍ରନ, ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ

ଟେନ୍‌ସନ୍‌ ଦେଲାଣି ଓମିକ୍ରନ । ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ । ଚାଲିଛି କଂଟାକ୍ଟ ଟ୍ରେସିଂ ।

Omicron
ଚିନ୍ତା ବଢ଼ାଇଲାଣି ଓମିକ୍ରନ୍‌, ସଂକ୍ରମଣ ରୋକିବାକୁ ନିଆଯାଉଥିବା ସବୁ ପଦକ୍ଷେପ ଫେଲ୍‌

ଯାତ୍ରୀମାନେ ଯଦି ଲକ୍ଷଣ ଯୁକ୍ତ କିମ୍ବା ୧୫ ଦିନ ପୂର୍ବରୁ ଏହି ଦେଶକୁ ଯାଇଥାନ୍ତି, ସେମାନେ ମଧ୍ୟ ଆନୁଷ୍ଠାନିକ କ୍ୱାରେଣ୍ଟିନରେ ରହିବେ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

OMICRON
ମାଡ଼ି ଆସୁଛି ଶକ୍ତିଶାଳୀ ଓମିକ୍ରନ୍‌, ୫୬ଟି ଦେଶ ଲଗାଇଲେଣି କଟକଣା

ଖାଲି ସେତିକି ନୁହେଁ ଓମିକ୍ରନ ସଂକ୍ରମଣ ବଢୁଥିବା ପ୍ରାୟ ୧୪ଟି ଦେଶରୁ ଆସୁୁଥିବା ସମସ୍ତ ଯାତ୍ରୀଙ୍କ ତଥ୍ୟ ପ୍ରଦାନ ଲାଗି ଆମେରିକା ପ୍ରଶାସନ ପକ୍ଷରୁ ବିମାନ ସେବା କଂପାନୀକୁ କଡ଼ା ନିର୍ଦ୍ଦେଶ ରହିଛି ।

Omicron
ଜାପାନରେ ପହଞ୍ଚିଲା ଓମିକ୍ରନ୍‌, ଭାରତ ପାଇଁ ସତର୍କ ଘଣ୍ଟି

ଏମିତିକି ଅନେକ ଦେଶ ଏବେ ବିମାନ୍‌ ଯାତ୍ରା ତଥା ବିଦେଶ ଯାତ୍ରା ଉପରେ ବ୍ୟାନ୍‌ ଲଗାଇଛନ୍ତି । ହେଲେ ଏହାରି ଭିତରେ ଏବେ ଜାପାନରେ ପ୍ରଥମ ଓମିକ୍ରନର ମାମଲା ଚିହ୍ନଟ ହୋଇଛି ।

Covid 19
ଡେଲ୍ଟା ଅପେକ୍ଷା ୬ ଗୁଣ ଅଧିକ ଶକ୍ତିଶାଳୀ କରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ

ଡେଲ୍ଟା ଅପେକ୍ଷା ୬ ଗୁଣ ଅଧିକ ଶକ୍ତିଶାଳୀ କରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ । ଅନ୍ତର୍ଜାତୀୟ ଯାତ୍ରା ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲେ ଭାରତ ସରକାର ।

Omicron Variant
ଦେଶକୁ ଆସିଲା କି ତୃତୀୟ ଲହର ? ନୂଆ ଭାରିଏଣ୍ଟ ଲାଗି ଟେନସନ୍‌ରେ ସରକାର

ଦେଶକୁ ଆସିଲା କି ତୃତୀୟ ଲହର ? ନୂଆ ଭାରିଏଣ୍ଟ ଲାଗି ଟେନସନ୍‌ରେ ସରକାର

Omicron Variant
ଡରାଇଲାଣି ଓମିକ୍ରନ ଭାରିଏଣ୍ଟ, ଶିକ୍ଷାନୁଷ୍ଠାନ ବଢ଼ାଉଛି ସଂକ୍ରମଣ ସଂଖ୍ୟା

ସତରେ ଡରାଇଲାଣି ତୃତୀୟ ଲହର ଆଶଙ୍କା । ଓମିକ୍ରନ ଭାରିଏଣ୍ଟ ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ । ଡେଲ୍‌ଟା ଭାରିଏଣ୍ଟ ଠାରୁ ବି ଅଧିକ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ । ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ବି ସହଜରେ ସଂକ୍ରମିତ କରିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ।

Corona
ଦେଶରେ ମାରାତ୍ମକ ଭ୍ୟାରିଆଣ୍ଟ ଓମିକ୍ରନ୍‌କୁ ନେଇ ବଢୁଛି ଚିନ୍ତା

କୋଭିଡ୍ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ମାରାତ୍ମକ ଭ୍ୟାରିଆଣ୍ଟ ଓମିକ୍ରନ୍‌କୁ ନେଇ ବଢୁଛି ଚିନ୍ତା । ଦକ୍ଷିଣ ଆଫ୍ରିକା, ବୋସ୍ତଓ୍ୱାନା ଓ ହଂକଂରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ।

Corona New Variant
ସଂକ୍ରମଣ ବେକାବୁ । ଭାରି ଭୟଙ୍କର ହେଲାଣି ଏ କରୋନା

ସଂକ୍ରମଣ ବେକାବୁ । ଭାରି ଭୟଙ୍କର ହେଲାଣି ଏ କରୋନା । ଥରେ ନୁହେଁ କି ଦୁଇ ଥର ନୁହେଁ ବରଂ ୩୦ ଥର ରୂପ ବଦଳାଇଲାଣି କରୋନା ।

Bargarh Dhanuyatra
୨ ହଜାର ଲୋକଙ୍କୁ ଏକାଠି ପାଇଁ ଅନୁମତି, ହେଲେ ଧନୁଯାତ୍ରାରେ ତ ଲକ୍ଷ ଲକ୍ଷ ଦର୍ଶକ !

ଯାତ୍ରା, ଅର୍କେଷ୍ଟ୍ରା, ଖୋଲାମଞ୍ଚ ଆଦିରେ କଳା ପରିବେଷଣ ପାଇଁ ନୂଆ ଗାଇଡଲାଇନ୍ସରେ ରାଜ୍ୟ ସରକାରଙ୍କ ଅନୁମତି ପରେ ଏବେ କଳାକାରଙ୍କ ମନରେ ଉତ୍ସାହ ଫେରିଛି ସତ । ପ୍ରସ୍ତୁତି ବି ଆରମ୍ଭ ହୋଇଛି, ସରଞ୍ଜାମକୁ ସଜ କରାଯାଉଛି । ହେଲେ ମନରେ କିନ୍ତୁ ଖୁସି କମ୍, ଦ୍ୱନ୍ଦ୍ୱ ବେଶୀ ।

America Booster Dose
ବଢ଼ୁଛି ଶୀତ, ସଂକ୍ରମଣ ଆଶଙ୍କା ବେଶି ! ସମସ୍ତଙ୍କୁ ଦିଆଯିବ ବୁଷ୍ଟର ଡୋଜ୍‌

ଆମେରିକାରେ ବର୍ତ୍ତମାନ ପ୍ରବଳ ଶୀତ ଅନୁଭୁତ ହେଉଥିବା ବେଳେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ସରକାରଙ୍କ ବୁଷ୍ଟର ଡୋଜ୍ ଦେବା ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମଡର୍ଣ୍ଣା ସିଇଓ ଷ୍ଟିଫେନ୍ ବାନସେଲ କହିଛନ୍ତି ।

SURA - BISWABHUSAN
ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନା ପଜିଟିଭ୍‌

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

School Tution
ଆଉ ମନ ହେଉନି ସ୍କୁଲ ଯିବାକୁ, ଭୁଲିଗଲେଣି ରାସ୍ତା ! ଟ୍ୟୁସନ୍‌ ଜିନ୍ଦାବାଦ୍‌

୨୦୧୮ରେ ୨୮.୬ ପ୍ରତିଶତ ପିଲା ଟ୍ୟୁସନ ହେଉଥିବା ବେଳେ ୨୦୨୦ରେ ଏହା ୩୨.୫ ପ୍ରତିଶତକୁ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ସରକାରୀ ସ୍କୁଲରେ ପିଲାଙ୍କ ନାମଲେଖା ୬୫ ଦଶମିକ ୮ ପ୍ରତିଶତରୁ ୭୦.୩ ପ୍ରତିଶତକୁ ବୃଦ୍ଧି ପାଇଛି ।

NOROVIRUS
କରୋନା ପରେ ଏବେ ମାଡ଼ି ଆସୁଛି ନୋରୋ ଭାଇରସ୍‌, କେରଳରେ ୧୩ ସଂକ୍ରମିତ ଚିହ୍ନଟ

ୱାୟାନାଡ ଜିଲ୍ଲାର ଭିଥିରି ନିକଟ ପୁକୋଡେଠାରେ ଏକ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ରହିଛି । ଦୁଇ ସପ୍ତାହ ପୂର୍ବେ ସେଠାକାର ୧୩ ଜଣ ଛାତ୍ରଙ୍କ ନିକଟରେ ଏହି ବିରଳ ନୋରୋ ଭାଇରସ୍‌ ଦେଖାଯାଇଥିଲା ।

Corona Third Wave
ମାଡ଼ି ଆସୁଛି ତୃତୀୟ ଲହର; ଭାଇରସ୍‌ ବଦଳାଉଛି ରୂପ, ଦେଖାଯାଉଛି ନୂଆ ଲକ୍ଷଣ..

କୋଲକାତାର ଡାକ୍ତରମାନେ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କୁ କରୋନା ଟିକା ଲାଗିସାରିଛି ତେଣୁ ସେମାନେ ଏବେ ଏହି ରୋଗକୁ ଆଉ ଗୁରୁତ୍ୱର ସହ ନେଉ ନାହାନ୍ତି ।

School Reopen
ସଂକ୍ରମଣ କମୁଛି, ତେଣୁ ୧୫ରୁ ଖୋଲିବ ଷଷ୍ଠ-ସପ୍ତମ ଶ୍ରେଣୀ

କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ । ଯେଉଁଥିପାଇଁ ପିଲାମାନେ ଘରେ ବସି ରହିଥିଲେ । ଅବଶ୍ୟ କିଛି ପିଲା ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିଲେ । ହେଲେ ସବୁ ପିଲା ଏହାର ସୁଯୋଗ ପାଇପାରୁନଥିଲେ ।

Zydus Cadila
ପିଲାଙ୍କ ପାଇଁ ଏକ କୋଟି କରୋନା ଟିକା କିଣିବେ କେନ୍ଦ୍ର ସରକାର

ବିଶ୍ୱର ପ୍ରଥମ ଡିଏନଏ ଭିତ୍ତିକ ଏହି ଟିକା ସମ୍ପୂର୍ଣ୍ଣ ଯନ୍ତ୍ରଣାମୁକ୍ତ ହୋଇଥିବା ବେଳେ ଏହାକୁ ବାହୁରେ ନିଆଯିବ । ଏଥିପାଇଁ ସିରିଞ୍ଜ ବଦଳରେ ଫାର୍ମା ଜେଟ୍ ଆପ୍ଲିକେଟର ଆବଶ୍ୟକତା ପଡ଼ିବ । ପ୍ରତି ଆପ୍ଲିକେଟରର ଦାମ୍ ରହିଛି ୯୩ ଟଙ୍କା । ତେଣୁ ଟିକା ଓ ଆପ୍ଲିକେଟରକୁ ମିଶାଇ ମୋଟ ୩୫୮ ଟଙ୍କା ପଡ଼ିବ ।