ପ୍ୟୋଙ୍ଗୟାଙ୍ଗ: କରୋନା ମହାମାରୀ ଏବଂ ପ୍ରତିବନ୍ଧକ ଯୋଗୁଁ ଉତ୍ତର କୋରିଆର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏଭଳିସ୍ଥିତିରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ପ୍ରାୟ ଏକ ମାସ ପରେ ପ୍ରଥମ ଥର ପାଇଁ ବାହାରକୁ ବାହାରିଛନ୍ତି ।…
ଗଜପତି: ପୁଣି ଜଣେ ସାମ୍ବାଦିକଙ୍କ କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓଙ୍କ ପରଲୋକ । କୋଭିଡରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଥିବା ସୂଚନା ।…
ଭୁବନେଶ୍ୱର: କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଗ୍ଲୋବାଲ ଟେଣ୍ଡରରେ ୨ଟି କମ୍ପାନୀ ଆସିଥିଲେ, ସେମାନଙ୍କର ଡକୁମେଣ୍ଟ ଭେରିଫିକେସନ ଚାଲିଛି । କିନ୍ତୁ ଯେପର୍ଯ୍ୟନ୍ତ…
ଭୁବନେଶ୍ୱର: ଭାରତରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଭାରତରେ ଠାବ ହୋଇଥିବା କରୋନ ଭାଇରସର ଡେଲଟା ଭାରିଆଣ୍ଟ ବିରୋଧରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡେଲଟା ଭ୍ୟାରିଏଣ୍ଟ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇଛି । ଏନେ ନୀତି ଆୟୋଗ ସଦସ୍ୟ ମଧ୍ୟ ସୂଚନା ଦେଇଛନ୍ତି । ତେଣୁ ଏହାକୁ ରୋକିବାକୁ ହେଲେ କେବଳ ଟିକାକରଣ…
ନୂଆଦିଲ୍ଲୀ: ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ହଜାର ୩୮୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩…
ଭୁବନେଶ୍ୱର: କରୋନା ବିଶ୍ୱରେ କେବଳ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନି, ଭାଙ୍ଗିଦେଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ସଂକ୍ରମଣ ଭୟରେ ଚାଲୁନି କଳ କାରଖାନା, ଠପ୍ ପଡିଯାଇଛି ବେପାର ବଣିଜ । ଫଳରେ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛି ନିମ୍ନ…
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠାତା ବିଜୟ ସାହୁଙ୍କ ମର ଶରୀର । ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ…
ନୂଆଦିଲ୍ଲୀ: ଋଷୀୟ କୋରୋନା ଟିକା ସ୍ଫୁଟନିକ ଭି ଉତ୍ପାଦନ କରିବାକୁ ଆଗ୍ରହୀ ସେରମ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଏହାକୁ ନେଇ ସେରମ୍ ତରଫରୁ ଡିସିଜିଆଇଙ୍କ ଅନୁମତି ଲୋଡ଼ାଯାଇଛି । ସୂଚନା ଅନୁଯାୟୀ, ସେରମ୍ ତରଫରୁ ଭାରତରେ ସ୍ପୁଟନିକ ଭି ଟିକା…
ଭୁବନଶ୍ୱର: ମହାମାରୀ କରୋନା ଅନେକ ପରିବାରରେ ଆଣିଦେଇଛି ଦୁଃଖ । କାହାର କୋଳ ପୋଛି ଦେଇଛି ତ କାହାର ବାପା ମା’ଙ୍କୁ ଛଡ଼ାଇ ନେଇଛି । ପ୍ରତ୍ୟେକ ଦିନ ଦେଶରେ ଶହ ଶହ ଲୋକଙ୍କ ମୁଣ୍ଡ ନେଉଛି ଏହି କରୋନା ରାକ୍ଷଷ…
ଭୁବନେଶ୍ୱର: ରାଜ୍ୟରେ କମୁଛି ସଂକ୍ରମଣ ସଂଖ୍ୟା । ଦିନକୁ ଦିନ ସୁଧୁରୁଛି ସ୍ଥିତି । ମେ’ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍ ପିକରେ ଥିଲା । ତା’ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା…
ନୂଆଦିଲ୍ଲୀ : ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାରିଏଣ୍ଟର ନାମ ‘ଡେଲଟା’ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମେ ୧୨ରେ ଏହି ଭାରିଏଣ୍ଟ (B.1.617 )କୁ ଚିହ୍ନଟ କରାଯାଇଥିଲା । National Centre for Disease Controlର ସୂଚନା…
ଭୁବନେଶ୍ୱର: କରୋନା ଟିକା ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଂକଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି । ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ଆହ୍ବାନ ଦେଇଛନ୍ତି…
ଭୁବନେଶ୍ୱର: ସୁଧୁରୁଛି କରୋନା ସ୍ଥିତି । ଖସୁଛି ସଂକ୍ରମଣ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ବଡ଼ ସୂଚନା । କହିଲେ ରାଜ୍ୟରେ ସଂକ୍ରମଣ ମାମଲା ଏବେ ଦିନକୁ ଦିନ କମିବାରେ ଲାଗିଛି । ଆଗକୁ…
ଚିତ୍ତୁର: ଏକାଥରରେ ୧୫ ମରଶରୀର ସତ୍କାର କଲେ ସ୍ଥାନୀୟ ବିଧାୟକ । ସ୍ୱେଚ୍ଛାସେବୀ ସଂଗଠର ସଦସ୍ୟଙ୍କୁ ନେଇ ବିଭିନ୍ନ ଧର୍ମର ରୀତିନୀତି ଅନୁଯାୟୀ ମୃତଦେହ ଗୁଡିକର ସତ୍କାର କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ରେନିଗୁଣ୍ଟା ଅଂଚଳର ଥିଲା ଏହି ଘଟଣା…
ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଛୋଟ ପିଲାଙ୍କୁ ଦିଆଯିବ ଭ୍ୟାକ୍ସିନ । ଏନେଇ ଟ୍ରାଏଲ ଚାଲୁଥିବା ସୂଚନା ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ । ପିଲାଙ୍କୁ ସଂକ୍ରମଣ ହେଉଥିଲେ ବି ଅତି ଗୁରୁତର ଅବସ୍ଥାକୁ ନେଉନି କରୋନା ଭୂତାଣୁ…
ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ୮୨ ବୟସ୍କ କୋଭିଡ୍ ରୋଗୀଙ୍କୁ ପ୍ରଥମ କରି ଏହି ଚିକିତ୍ସା ପ୍ରଦାନ କରାଯାଇଛି । ଗତ ମେ’ ମାସରେ ଏହି ଚିକିତ୍ସାକୁ…
ଭୁବନେଶ୍ୱର: କୋଭିଡ୍ ଟିକାକରଣରେ ପୁଣି ହୋଇପାରେ ସମସ୍ୟା । ୧୮ରୁ ୪୪ ବର୍ଷ ଭିତରେ ୨ କୋଟି ନାଗରିକଙ୍କୁ ମାଗଣା ଟିକାକରଣରେ ହୋଇପାରେ ବିଳମ୍ବ । କାରଣ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ଲାଗିଛି ଶକ୍ତ ଝଟକା । ଟେଣ୍ଡର ପ୍ରକ୍ରିୟାରେ…
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶ ଚିନ୍ତାରେ ପଡ଼ିଥିବା ବେଳେ ଏବେ ଟିକା ହିଁ ଶେଷ ଭରସା । ହେଲେ ଦେଶରେ ଏବେ ଟିକା ପାଇଁ ମଧ୍ୟ ହାହାକାର ଦେଖିବାକୁ ମିଳୁଛି । ସମସ୍ତେ ଟିକା ନେବା ପାଇଁ ପ୍ରସ୍ତୁତ ।…
ୱାଶିଂଟନ୍: କରୋନା ଭାଇରସର ଉତ୍ପତ୍ତି କେଉଁଠୁ ହୋଇଛି ? ଏହା ଜାଣିବା ପାଇଁ ଚୀନ୍ ଉପରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିଛି । ଏବେ ଆମେରିକାର କେତେ ଜଣ ରୋଗ ବିଶେଷଜ୍ଞ କହିଛନ୍ତି ଯେ, ଭବିଷ୍ୟତରେ କରୋନା ମହାମାରୀକୁ ଏଡାଇବାକୁ…
ରାୟଗଡ଼ା: ମହାମାରୀ କରୋନା ସମୟରେ ସାମ୍ନାକୁ ଆସୁଛନ୍ତି ଅନେକ ଯୋଦ୍ଧା । ସମ୍ମୁଖ ଯୁଦ୍ଧରେ ସାମିଲ ଥିବା ସେହି ଯୋଦ୍ଧାଙ୍କ ଭିତରେ ଅଛନ୍ତି ଆଶା ଓ ଅଙ୍ଗନଓ୍ୱାଡ଼ି କର୍ମୀ । ଏହି ଅସମୟରେ ନିଜ ଜୀବନକୁ ବାଜି ଲଗାଇ ମହାମାରୀ ବିରୋଧରେ…
ଭୁବନେଶ୍ୱର: କରୋନା ସହ ଲଢ଼େଇ ପାଇଁ ସବୁବେଳେ ପ୍ରସ୍ତୁତ ରାଜ୍ୟ ସରକାର । ଏନେଇ ପୁଣି ଥରେ ସୂଚାଇ ଦେଇଛନ୍ତି ଏସିଏସ୍ ପ୍ରଦିପ୍ତ ମହାପାତ୍ର । କରୋନା ବିପକ୍ଷ ଲଢ଼େଇରେ ପ୍ରଶାସନ ପକ୍ଷରୁ ଆଉ ଦୁଇ ପାଦ ବଢ଼ାଯାଇଛି । ଦିନକୁ…
ଲଣ୍ଡନ: ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନର ସିଙ୍ଗିଲ୍ ସଟ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ବ୍ରିଟେନରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆହୁରି ଅଧିକ…
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରେନା ମହାମାରୀ କାୟା ବିସ୍ତାର କରି ରଖିଛି। କରେନା ବିରୋଧ ଲଢ଼େଇରେ କେବଳ ଭ୍ୟାକ୍ସିନ ହିଁ ଏକମାତ୍ର ଅସ୍ତ୍ର ରହିଛି। ଆମେରିକା ଓ ୟୁରୋପ ଭଳି ଭାରତରେ ମଧ୍ୟ ବିସ୍ତାର ଭାବେ ଟିକାକରଣ ପ୍ରକ୍ରିୟା ଜାରି…
କରୋନା ସାଇଡ୍ ଇଫେକ୍ଟ: ସୁସ୍ଥ ହେବା ପରେ ଯୁବକଙ୍କଠାରେ ଦେଖା ଦେଉଛି ନୂଆ ସମସ୍ୟା !