• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corona

Vaccination
ବଜାରରେ ଭ୍ୟାକ୍ସିନ୍‌ ବିକ୍ରି ନେଇ ମିଳିଲା ସର୍ତ୍ତମୂଳକ ଅନୁମତି, ଜାଣନ୍ତୁ କେଉଁମାନେ କିଣିପାରିବେ..

ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା DCGI ଏନେଇ ଅନୁମତି ପ୍ରଦାନ କରିଛନ୍ତି ।

capital hospital
ହସ୍ପିଟାଲ ସାରା କରୋନା ପଜିଟିଭ୍ ! ଯାହାକୁ ଦେଖିବ ଦେଖ ଏଠି ସବୁ ପଜିଟିଭ୍‌

ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୪୦ ଡାକ୍ତର, ୩୦ ଷ୍ଟାଫ୍ ନର୍ସ ଓ ୪୦ ଲାବରୋଟୋରୀ ଟେକ୍ନିସିଆନ ଏବଂ ୧୦ରୁ ୧୫ ଜଣ ଫାର୍ମାସିଷ୍ଟ । ଏଣୁ ହସ୍ପିଟାଲ କାର୍ଯ୍ୟ ପ୍ରଭାବିତ ହୋଇଛି । କମ କର୍ମଚାରୀରେ ଏବେ ଚାଲିଛି କ୍ୟାପିଟାଲ୍ ହସ୍ପିଟାଲ୍‌ରେ କାମ ।

Corona
Corona Update: ଦିନକୁ ଦିନ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୫୦୧କୁ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୩,୦୩୬ ଆକ୍ରାନ୍ତ ଚିହ୍ନଟ ।

Covaxin -Covishield
ଖୁସି ଖବର ! ଏଣିକି ବଜାରରେ ଉପଲବ୍ଧ ହେବ କୋଭାକ୍ସିନ୍-କୋଭିସିଲ୍ଡ

ମାର୍କେଟ୍ ଅନୁମତି ପାଇଁ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଥିବା ସୂଚନା ମିଳିଛି । ଗତବର୍ଷ ଜାନୁଆରୀ ୩ ତାରିଖରେ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡକୁ କରୋନା ଟିକା ଭାବେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।

omisure
ଏଣିକି ସହଜ ହେବ ଓମିକ୍ରନ୍‌ ଚିହ୍ନଟ, ଓଡ଼ିଶାକୁ ଆସିଲା ଓମିସିଓର କିଟ୍‌

ଯେଉଁ ଜିଲ୍ଲାରେ ଅଧତ୍କ ପଜିଟିଭ କେସ୍ ଆସୁଛି, ସେଠାକୁ କିଟ୍ ପଠାଯିବ । ସହଜରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ ।

Covid 19
ଡରାଇଲାଣି କରୋନା ! ରାଜ୍ୟରେ ଆଉ ୬ ଜଣ ସଂକ୍ରମିତଙ୍କ ମୃତ୍ୟୁ

ଭଦ୍ରକ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ । ଜଗତସିଂହପୁର ଓ ଝାରସୁଗୁଡ଼ାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୪୯୪କୁ ବୃଦ୍ଧି ।

Corona Death
ପୁଣି ଡରାଇଲାଣି କରୋନା ! ଓଡ଼ିଶାରେ ସଂକ୍ରମଣ ବଢ଼ୁଛି, ଦେଶରେ ୫ ଲକ୍ଷ ଛୁଇଁଲାଣି ମୃତ୍ୟୁସଂଖ୍ୟା

ସୁନ୍ଦରଗଡ଼- ୧୨୧୯, କଟକ- ୮୯୮, ଷ୍ଟେଟ୍‌ପୁଲ୍- ୮୭୭, ସମ୍ବଲପୁର- ୩୯୦, ବାଲେଶ୍ୱର- ୩୦୫, ଯାଜପୁର- ୨୩୧, ରାୟଗଡ଼ା- ୨୨୯, ବଲାଙ୍ଗିର- ୨୨୯, ଝାରସୁଗୁଡ଼ା- ୨୧୯, ନୟାଗଡ- ୨୦୬, ଅନୁଗୁଳ- ୧୮୫, ମୟୂରଭଞ୍ଜ- ୧୭୪, ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪କୁ ବୃଦ୍ଧି ।

Corona Doctor
କରୋନାକୁ ନେଇ ଏବେ ସମସ୍ତେ କନ୍‌ଫ୍ୟୁଜ୍‌ ! ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ କିଛି କହିହେବନି

ଏବେ ଦୈନିକ ସଂକ୍ରମଣ ୧୦ରୁ ୧୧ ହଜାର ଭିତରେ ରହୁଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଜେନେରାଲ୍ ବେଡ୍ ୯ ପ୍ରତିଶତ, ଆଇସିୟୁ ୧୫ ପ୍ରତିଶତ ଓ ଭେଣ୍ଟିଲେଟରରେ ୫ରୁ ୬ ପ୍ରତିଶତ ରୋଗୀ ଅଛନ୍ତି ।

Corona
ରାଜ୍ୟରେ ପୁଣି ୧୧,୦୮୬ କରୋନା ଆକ୍ରାନ୍ତ

ଏହାରି ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନ କୋଭିିଡ୍-୧୯ ଟାସ୍କ ଫୋର୍ସ ପକ୍ଷରୁ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ୍‌ ଜାରି କରାଯାଇଛି ।

Corona
ଖୁସି ଖବର, ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ ଟିକା !

ଦେଶରେ ଏବେ ତଳମୁହାଁ ହୋଇଛି ଦୈନିକ ସଂକ୍ରମଣ । ଦେଶରେ ଦିନକରେ ୨ ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ୧୩ ହଜାର ୧୧୩ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Corona
ଡରିବାର ନାହିଁ ! ‘ଓମିକ୍ରନ୍‌ ଯେମିତି ଶୀଘ୍ର ମାଡ଼ୁଛି ସେମିତି ଶୀଘ୍ର ଦୁର୍ବଳ ହେବ’

ଓମିକ୍ରନ ଅଧିକ ସଂକ୍ରାମକ । କିନ୍ତୁ ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯାଉଛି । ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇପଡୁଥିବାରୁ କ୍ଷତି କରିପାରୁନି ଓମିକ୍ରନ୍‌ ।

Sealed
ମାତିଛି କରୋନା ! କଟକ ପରେ ଅନୁଗୋଳ କୋର୍ଟ ସିଲ୍‌

ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଆଜି ସକାଳ ୭ଟାରୁ ଜାନୁୟାରୀ ୩୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ନେଇ ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି ।

Corona Vaccination
ଟିକାକରଣକୁ ବର୍ଷେ ପୁରିଲା

୨୦୨୧ ଜାନୁଆରୀ ୧୬ରୁ ସ୍ୱାସ୍ଥ୍ୟକର୍ମୀ, ଫେବ୍ରୁଆରୀ ୨ରୁ ଫ୍ରଣ୍ଟଲାଇନ୍ ଓ୍ୱାର୍କର, ମାର୍ଚ୍ଚ ୧ରୁ ୬୦ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୫ରୁ ଅଧିକ ବହୁବିଧ ଆକ୍ରାନ୍ତ । ମହାମାରୀର ମହା ମୁକାବିଲା ପାଇଁ ଗତବର୍ଷ ତମାମ, ବିଭିନ୍ନ ସମୟରେ ଏମିତି ଦେଶରେ ଆଗେଇ ଚାଲିଥିଲା କୋଭିଡ୍ ଟିକାକରଣ ଅଭିଯାନ ।

Corona Vaccination
ଟିକାକରଣକୁ ବର୍ଷେ, ହେଲେ ଏବେ ବି ଲୋକଙ୍କ ମନାରୁ ଯାଇନି ଭୟ

ଗତବର୍ଷ ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଅର୍ଥାତ୍ ଯୁବ ବର୍ଗଙ୍କୁ କୋଭିଡ୍ କବଚ ପ୍ରଦାନ ଆରମ୍ଭ ହୋଇଯାଇଥିଲେ ବି କିଶୋର ବର୍ଗଙ୍କୁ ଭ୍ୟାକ୍ସିନେସନ ପାଇଁ ପୁରା ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା ।

omicron Variant
ରାଜ୍ୟରେ ଓମିକ୍ରନ୍‌ର ଡବଲ୍ ସେଞ୍ଚୁରୀ, ରେଡ୍ ଜୋନ୍‌ରେ ଥିବା ୪ ଜିଲ୍ଲାରୁ ଖୋର୍ଦ୍ଧାରେ ସର୍ବାଧତ୍କ ଆକ୍ରାନ୍ତ

ରେଡ୍ ଜୋନ୍‌ରେ ଥିବା ୪ ଜିଲ୍ଲା ଖୋର୍ଦ୍ଧାରୁ ସର୍ବାଧତ୍କ ୩,୦୮୭ ନୂଆ ପଜିଟିଭ୍ ଥିବାବେଳେ ସୁନ୍ଦରଗଡ଼ରୁ ୧୯୪୩, କଟକରୁ ୯୦୯ ଓ ସମ୍ବଲପୁରରୁ ୫ଶହ ଆକ୍ରାନ୍ତ ଅଛନ୍ତି ।

Mask
ଭୟଙ୍କର ହେଉଛି ସଂକ୍ରମଣ ! ସୁରକ୍ଷା ଦେଇପାରିବ ମାସ୍କ, ହେଲେ କେଉଁ ମାସ୍କ ସବୁଠୁ ଭଲ ?

ଓମିକ୍ରନ୍‌ ଭ୍ୟାରିଆଣ୍ଟ ତଥା କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି ।

Corona
କରୋନାର କରାଳ ଭୟ ମଧ୍ୟରେ ବିଶେଷଜ୍ଞ ଦେଲେ ଖୁସି ଖବର

କରୋନା ୩ୟ ଲହର ସଂପର୍କରେ ବିଶେଷଜ୍ଞ ତଥା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ୩ୟ ଲହରରେ ଗଳାବ୍ୟଥାରୁ ଲକ୍ଷଣ ଆରମ୍ଭ ହେଉଛି । ଦେହହାତ ଘୋଳାବିନ୍ଧା ହେଉଛି ।

AIIMS BHUBANESWAR
ଏମ୍‌ସ୍‌ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ, ୧୭ରୁ ଓପିଡି ବନ୍ଦ

ଡେ କେୟାର, ରେଡିଓ ଥେରାପି, ଡାଇଲିସିସ୍, ଟ୍ରମା ଏବଂ ଏମରଜେନ୍ସି, ଆଇପିଡି, ଟେଲି ମେଡିସିନ ଓ ଟେଲିକନସଲଟେସନ, ପଲମୋନାରି, ବୟସ୍କଙ୍କ ପାଇଁ ଟିକା, କୋଭିଡ ଟିକାକରଣ ଆଦି ଜାରି ରହିବ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି । 

Corona
ସବୁ ଅଫିସ୍‌ରେ ବ୍ୟାପିଲାଣି ମହାମାରୀ, କରୋନା ଆଁରେ ଡାକ୍ତରଖାନା

କିଛି ମାନୁନି କରୋନା: ହୁ ହୁ ହୋଇ ବଢୁଛି ସଂକ୍ରମଣ, ସବୁ ଅଫିସ୍‌ରେ ବ୍ୟାପିଲାଣି ମହାମାରୀ, କରୋନା ଆଁରେ ଡାକ୍ତରଖାନା ।

Corona
ବିଗିଡ଼ିଲାଣି କରୋନା ସ୍ଥିତି ! ଜଣେ ଓମିକ୍ରନ୍‌ ଚିହ୍ନଟ ଅର୍ଥାତ୍‌ ଆଉ ୬୦ରୁ ୯୦ ଜଣ ଆକ୍ରାନ୍ତ..

ଫୋନ୍ ଯୋଗେ ଡାକ୍ତରୀ ପରାମର୍ଶ ବା ଟେଲିମେଡିସିନ୍ ଉପରେ ଗୁରୁତ୍ୱ । ରୋଗୀଙ୍କ ଭଲ ପାଇଁ ଏ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏ

Home Quarantine
କାହାକୁ ମିଳିବ ହୋମ କ୍ୱାରେଣ୍ଟିନ୍‌ ଅନୁମତି ! ଜାରି ହେଲା ଗାଇଡ୍‌ଲାଇନ୍‌

ସାମାନ୍ୟ ଲକ୍ଷଣ ତଥା ଲକ୍ଷଣହୀନ କରୋନା ସଂକ୍ରମିତ, ହୋମ୍ ଆଇସୋଲେସନରେ ରହିପାରିବେ ବୋଲି ମାର୍ଗଦର୍ଶିକା ଜାରି କରାଯାଇଛି । ଖାଲି ସେତିକି ନୁହେଁ ୬୦ରୁ ଉର୍ଦ୍ଧ୍ୱ ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ୍ ଆଇସୋଲେସନ ପାଇଁ ଅନୁମତି ମିଳିବ ।

BMC
BMCରେ ବଢ଼ିଲା କଣ୍ଟେନ୍‌ମେଣ୍ଟ, କଟକର ୩ କୋର୍ଟ ହେଲା ସିଲ୍‌

ଶ୍ରୀରାମନଗର ୫୯ ନଂ ୱାର୍ଡର ଗୋଟିଏ ପ୍ଲଟ୍‌ କଣ୍ଟେନମେଣ୍ଟ । IRC ଭିଲେଜ ସ୍ଥିତ UBI ଆଞ୍ଚଳିକ ଶାଖାର ପ୍ରଥମ ମହଲା କଣ୍ଟେନମେଣ୍ଟ । ପଟିଆ ସମ୍ପର୍କ ବିହାରରର ଗୋଟିଏ ପ୍ଲଟ, ଡୋଭ୍ ଆପର୍ଟମେଣ୍ଟ ବି କଣ୍ଟେନମେଣ୍ଟ ।

Sewage Water
ଚିନ୍ତାର ବିଷୟ ! ସିୱେଜ ପାଣି ବି ହେଲା କରୋନା ପଜିଟିଭ୍‌

ସମସ୍ତେ କୁହନ୍ତି ମାସ୍କ ପିନ୍ଧିବା ଦ୍ୱାରା ଓ ସାମାଜିକ ଦୂରତା ବଜାୟ ରଖିଲେ କରୋନା ସଂକ୍ରମଣ ଚେନ୍‌କୁ କିଛି ମାତ୍ରାରେ ବ୍ରେକ୍‌ ଦେଇ ହେବ । ହେଲେ ଏବେ ଯେଉଁଭଳି ପରିସ୍ଥିତି ସାମ୍ନାକୁ ଆସିଛି, ସେଥିରେ କରୋନା ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି ।

Ganja
କରୋନାକୁ ରୋକିବାରେ ସହାୟକ ଗଞ୍ଜେଇ

 ଆମେରିକାର କିଛି ବିଶେଷଜ୍ଞ ଏହା ଗବେଶଣା କରି ଜାଣିବାକୁ ପାଇଛନ୍ତି । ସେ କହିଛନ୍ତି ଗଞ୍ଜେଇରେ କାନାବିନଏଡ୍‌ ଏସିଡ୍‌ ରହିଛି । ଯାହାକି କୋଭିଡ-୧୯ ସୃଷ୍ଟି କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁକୁ ମଣିଷର କୋଷରେ ପ୍ରବେଶ କରିବାକୁ ଦିଏନାହିଁ ।

Corona Himachal Pradesh
ସିମ୍‌ଲା ବୁଲିବାକୁ ଯାଉଥିଲେ ସାବଧାନ ! ଘରକୁ ଆଣିପାରନ୍ତି କରୋନା

ଗତ ସପ୍ତାହ ତୁଳନାରେ ୧୦ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ ଶିମଲାରେ ସମ୍ପୂର୍ଣ୍ଣ ଥମି ଯାଇଥିବା କରୋନା ମାମଲା ଏବେ ଦ୍ରୁତଗତିରେ ବୃଦ୍ଧି ପାଇଛି ।