ଦେଶରେ ଚିହ୍ନଟ ନୂଆ କରୋନା ରୋଗୀଙ୍କ ମଧ୍ୟରୁ କେବଳ ୪ ହଜାର ୨୫୫ ଜଣ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି, ଯାହାକି ଫେବ୍ରୁଆରୀ ୧୨ ପରେ ରାଜ୍ୟର ଦୈନିକ ସର୍ବାଧିକ ।
ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ସମସ୍ତ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ଲେଖିଲେ ଚିଠି
ଦିନକରେ ଦେଶରେ ସଂକ୍ରମଣ ୪୦ ପ୍ରତିଶତ ବୃଦ୍ଧି । ଗୋଟିଏ ଦିନରେ ୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା।
ବିଶେଷଜ୍ଞଙ୍କ ମତରେ ଗୋଟିଏ ଦୁଇଟି ସ୍ଥାନରେ ଏଭଳି ସଂଖ୍ୟା ବଢିବ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ଏବଂ କୋଭିଡ୍ ନିୟମ ମାନିଲେ ହିଁ ସମ୍ଭାବ୍ୟ ଚତୁର୍ଥ ଲହରକୁ ଏଡାଇ ଦିଆଯାଇପାରିବ ।
ମାସ୍କ ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ ନୋ ଫ୍ଲାଏ ଲିଷ୍ଟରେ ରଖାଯିବାକୁ ନିଷ୍ପତ୍ତି ।
ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । କରୋନାକୁ ନେଇ ପୁଣି ବଢ଼ିଲା ଚିନ୍ତା । ମେ’ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ୍ ।
ମାର୍ଚ୍ଚ ୯ ପରେ, ଅର୍ଥାତ୍ ପ୍ରାୟ ୩ ମାସ ଭିତରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୪ ଦିନ ପରେ ଦେଶର ଡେଲି ପଜିଟିଭିଟି ରେଟ୍ ୧ ପ୍ରତିଶତ ଉପରକୁ ଯାଇଛି ।
ଦେଶରେ ଗତ ୨୪ ଘଣ୍ଟାରେ ୨୪୮୩ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି ।
ହାଇଦ୍ରାବାଦ୍ସ୍ଥିତ ବାୟୋଲୋଜିକାଲ-ଇ କମ୍ପାନିର କୋର୍ବେଭାକ୍ସ ଟିକାକୁ ୫ରୁ ୧୨ ବର୍ଷ ବୟସର ପିଲାଙ୍କ ବ୍ୟବହାର ପାଇଁ DCGI ଅନୁମତି ଦେଇଛି ।
ଯଦି ସଂକ୍ରମଣ ବଢ଼େ, ତେବେ ଜିଲ୍ଲା ସ୍ତରରେ କଣ୍ଟିନ୍ଜେନ୍ସି ଆକ୍ସନ ପ୍ଲାନ ବା ଜରୁରୀକାଳୀନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ରଖିବାକୁ ମଧ୍ୟ ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ।
୨୦ ତାରିଖରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ NDMA ପକ୍ଷରୁ ବସିବ ବୈଠକ
XE ଭ୍ୟାରିଆଣ୍ଟ୍ ଦେଶରେ ଚତୁର୍ଥ ଲହର ଆଣିବ ନାହିଁ ବୋଲି ସେ ଆଶ୍ୱସ୍ତ କରିଛନ୍ତି । ବର୍ତ୍ତମାନ ସବୁଠାରୁ ଅଧିକ ସଂକ୍ରାମକ କୁହାଯାଉଥିବା ଓମିକ୍ରନ୍ର BA-2 ଭ୍ୟାରିଆଣ୍ଟ ଠାରୁ XE ଭ୍ୟାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।
ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା । କୋଭିଡର ଏହି ନୂଆ ଭ୍ୟାରିଆଣ୍ଟରେ ଓମିକ୍ରନର ଦୁଇଟି ସବ୍ ଭ୍ୟାରିଆଣ୍ଟ BA.1 ଏବଂ BA.2 ରହିଛି ।
୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲ୍ ଇ’ । ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ ।
ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ । ବାୟୋଲୋଜିକାଲ୍ ଇ’ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ ।
ମିଳିଥିବା ସୂଚନା ଅନୁଯାୟୀ କରୋନା ଟିକା କୋର୍ବେଭାକ୍ସକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିସାରିଛି । ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇସାରିଛି ।
ନଦୀ ଘାଟ, ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଅନ୍ୟପଟେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି ।
୨୦ ଦିନରେ ୧ କୋଟି ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମୁଛି, ଏହା ସକରାତ୍ମକ ସଙ୍କେତ । ସମସ୍ତେ ସୁରକ୍ଷିତ ରହୁନ୍ତୁ, ଆର୍ଥିକ ଗତିବିଧି ଜାରି ରହୁ ।
ଓଡ଼ିଶାରେ ଗୋଟିଏ ଦିନରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସ୍ରେ ଆଉ ୧୫ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ମିଳିଛି ।
କରୋନା, ଡେଲ୍ଟା, ଓମିକ୍ରନ୍ । ୨ ବର୍ଷ ହେଲା କରୋନା ଭୂତାଣୁ ବାରମ୍ବାର ଲହର ଆଣୁଥିବା ବେଳେ, ଏମିତି ନୂଆ ନୂଆ ନାଁକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏସବୁ ଆତଙ୍କ ବି ଖେଳାଇଛି ।
କିଭଳି ସ୍କୁଲ୍ ଖୋଲାଯିବ ସେ ସଂପର୍କରେ ମତାମତ ଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭୀୟ ନ୍ୟାସ୍ନାଲ୍ ଏକ୍ସପର୍ଟ ଗ୍ରୁପ୍କୁ କହିଛନ୍ତି ।