• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

PM Modi
ଭୁବନେଶ୍ୱରରେ ମୋଦି; କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ପ୍ରଚାର

ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

BJP
ଓଡ଼ିଶା ଉପରେ ବିଜେପି ଶୀର୍ଷ ନେତୃତ୍ବଙ୍କ ଫୋକସ

ଭାରତୀୟ ଜନତା ପାର୍ଟିର ଫୋକସ୍ ଓଡ଼ିଶା। ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଘେରିବାକୁ ବିଜେପିର କେନ୍ଦ୍ରୀୟଙ୍କ ନେତୃତ୍ବଙ୍କ ବିସ୍ତୃତ ରୋଡ୍ ମ୍ୟାପ୍। ୨୪ ମହାସମରରେ ବିଜେଡିକୁ କଡ଼ା ଟକ୍କର ଦେବାକୁ ଓଡ଼ିଶାରେ ଏବେ ଜଣକ ପରେ ଜଣେ ପଦ୍ମ ଦଳର ତୁଙ୍ଗ ନେତାଙ୍କ ଉପସ୍ଥିତି।

BJP Manifesto
ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ସଂକଳ୍ପର ପେଡ଼ି

ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ବରରେ ରାଜ୍ୟ ବିଜେପିର ନିର୍ବାଚନ ସଂକଳ୍ପପତ୍ର ଉନ୍ମୋଚନ କରି ଦେଇଛନ୍ତି ଅନେକ ଗୁରୁତ୍ବପୂର୍ଣ ଗ୍ୟାରେଣ୍ଟି।

BJP
ବିଜେପିର ଫୋକସ୍‌ ଓଡ଼ିଶା...ଆଜି ମୋଦି, ୧୨ରେ ପୁଣି ଆସିବେ ଶାହ

୨୪ ମହାସମର ଅବସରରେ ଓଡ଼ିଶା ଉପରେ ବିଜେପି ଶୀର୍ଷ ନେତାଙ୍କ ଜବରଦସ୍ତ ଫୋକସ୍ । ପ୍ରଥମେ ଶାହ, ପରେ ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ପରେ ପୁଣି ମୋଦି, ରାଜନାଥଙ୍କ ଆଗାମୀ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ବିଜେପି ଶିବିର ।

BJP Manifesto
ସଂକଳ୍ପପତ୍ରରେ ରାଜ୍ୟ ବିଜେପି ଦେଲା ୨୧ ଗ୍ୟାରେଣ୍ଟି, ‘୧୮ ମାସରେ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ’

ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱରରେ ରାଜ୍ୟ ବିଜେପିର ନିର୍ବାଚନ ସଂକଳ୍ପପତ୍ର ଉନ୍ମୋଚନ କରି ଦେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ଗ୍ୟାରେଣ୍ଟି।

JP Nadda
‘ନବୀନ ବାବୁ ହାରୁଥିବା ଜାଣି ମହିଳାମାନଙ୍କୁ ବାଟବଣା କରୁଛନ୍ତି’

‘ରାଜ୍ୟରେ ରାଜନୈତିକ ନିୟନ୍ତ୍ରଣ ଶେଷ ହୋଇଯାଇଛି। ସବୁ କିଛି ବ୍ୟୁରୋକ୍ରାସି ହାତରେ ରହିଛି।

Ratna Bhandar
ବିଜେପି ସଂକଳ୍ପ ପତ୍ର: ସରକାରକୁ ଆସିଲେ ଖୋଲିଯିବ ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ଚାରିଦ୍ୱାର

ବିଜେପି ପକ୍ଷରୁ ଆଜି ଜାରି ହୋଇଥିବା ୨୧ ସଂକଳ୍ପ ମଧ୍ୟରେ ଶ୍ରୀମନ୍ଦିର ପ୍ରସଙ୍ଗକୁ ଦିଆଯାଇଛି ଗୁରୁତ୍ୱ ।

Subhadra Yojana
ବିଜେପି ସଂକଳ୍ପ ପତ୍ରରେ ବଡ଼ ଘୋଷଣା, ସରକାରକୁ ଆସିଲେ ଆରମ୍ଭ ହେବ ‘ସୁଭଦ୍ରା ଯୋଜନା’

ଏହି ସଂକଳ୍ପ ପତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛି ବିଜେପି। ୨୦୨୪ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଛି ।

BJP Election Manifesto
ଚିଟଫଣ୍ତ ଟଙ୍କା ଫେରସ୍ତଠୁ ରତ୍ନ ଭଣ୍ତାର ଖୋଲିବା ଯାଏଁ..ଜାଣନ୍ତୁ BJP ର ୨୧ ସଂକଳ୍ପ

ବିକଶିତ ଓଡ଼ିଶା ପାଇଁ ରାଜ୍ୟ ବିଜେପିର ୨୧ ସଂକଳ୍ପ। ଚିଟଫଣ୍ଡ ଟଙ୍କା ଫେରସ୍ତଠୁ ଧରି କୃଷି ଓ କୃଷକଙ୍କ କଲ୍ୟାଣ, ମହିଳା ଓ ଶିଶୁଙ୍କ ବିକାଶ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଉନ୍ନତି ସାଙ୍ଗକୁ ଉତ୍ତମ ଶାସନ ଏବଂ ସର୍ବୋପରି ଓଡ଼ିଆ ଆସ୍ମିତାର ରକ୍ଷା ପାଇଁ ୨୦୨୪ ନିର୍ବାଚନ ପାଇଁ ଇସ୍ତାହାରରେ ନିର୍ଭର ପ୍ରତିଶ୍ରୁତି ଦେଇଛି ଭାରତୀୟ ଜନତା ପାର୍ଟି।

JP Nadda
ବିଜେପି ସଂକଳ୍ପ ପତ୍ର ‘ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି’ ଉନ୍ମୋଚିତ

ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କଲେ।

JP Nadda
ଓଡ଼ିଶାରେ ନଡ୍ଡା, ଉନ୍ମୋଚନ କରିବେ ବିଜେପି ନିର୍ବାଚନୀ ଇସ୍ତାହାର

୮ରେ ରାୟଗଡ଼ା ଯିବେ ରାଜନାଥ ସିଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।

Khandapada Politics
ସୌମ୍ୟ-ଅନୁଭବ-ଗୟାଧର ବଦଳାଇବେ କି ଖଣ୍ଡପଡା ସମୀକରଣ ? 

ଚର୍ଚ୍ଚାରେ ସୌମ୍ୟ-ଅନୁଭବ-ଗୟାଧର ଭେଟ । ନିର୍ବାଚନ ପୂର୍ବରୁ ରୋଚକ ହେଉଛି ଖଣ୍ଡପଡ଼ା ରାଜନୀତି ।

Rajnath Singh- Amit Shah
କେନ୍ଦ୍ରୀୟ ନେତୃତ୍ୱଙ୍କ ଘନ ଘନ ଓଡ଼ିଶା ଗସ୍ତ...୮ରେ ରାଜନାଥ, ୧୨ରେ ଶାହ

ଡେରା ପକାଇ ପ୍ରଚାର କରିବେ। ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ବିଜେପି ହେଭିୱେଟ୍ । ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବେ।

Congress Politics
ବରୀରୁ କଂଗ୍ରେସ ପ୍ରାର୍ଥୀ ହେଲେ ଦେବାଶିଷ, ପୁରୀରୁ ଉମାବହ୍ଲବ...

ଆଠଗଡ଼ରେ ନୂଆ ପ୍ରାର୍ଥୀ ହେଲେ ସୁଦର୍ଶନ ସାହୁ । ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ ।

Dhenkanal
କ୍ୟାମ୍ପେନରେ କମ୍ପୁଛି ଢେଙ୍କାନାଳ; ଭୋଟ୍ ହାତେଇବାକୁ ମାରାଥନ୍ ପ୍ରଚାର

କାହାର ହେବ ଢେଙ୍କାନାଳ ସଦର ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବା ବେଳେ କଂଗ୍ରେସ ମହିଳା କାର୍ଡ ଖେଳି ଗଡ ହାତେଇବାକୁ ଉଦ୍ୟମ କରିଛି। ଏବେ କ୍ୟାମ୍ପେନରେ କମ୍ପୁଛି ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ।

third phase election campaign
ମେ' ୭ରେ ତୃତୀୟ ପର୍ଯ୍ୟାୟ ଭୋଟ୍; ଆଜି ସରୁଛି ପ୍ରଚାର

ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ସମାଜପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ସମସ୍ତ ଦଳର ଷ୍ଟାର୍ କ୍ୟାମ୍ପେନର ନିଜ ଦଳ ବଳକୁ ପ୍ରଚାରରେ ଲଗାଇଛନ୍ତି।

modi
ଓଡ଼ିଶା ଆସୁଛନ୍ତି ମୋଦି ଓ ନଡ୍ଡା; ବିଜେପି କର୍ମୀଙ୍କ ମଧ୍ୟରେ ‌ଭରିବେ ଜୋସ୍

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆସିବ ବିଜେପିର ନିର୍ବାଚନୀ ଇସ୍ତାହାର। ଏଥିପାଇଁ ଭୁବନେଶ୍ବର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଆଜି ଅପରାହ୍ନ ୩ଟା ବେଳେ ଭୁବନେଶ୍ବରରେ ପହଞ୍ଚିବେ ନଡ୍ଡା।

PM Modi
ସୁପର୍ ସଣ୍ଡେରେ ଭୁବନେଶ୍ବରରେ ବିଜେପିର ସୁପର ସୋ'

ଦୁଇଦିନିଆ ଗସ୍ତରେ କାଲି ଆସିବେ। 4 ଦିନ ପରେ ପୁଣି ଆସି ରାଜଧାନୀରେ କରିବେ ରୋଡ୍ ସୋ। 24 ମହାସଂଗ୍ରାମରେ ପିଏମ୍ ମୋଦିଙ୍କ ଏକଦମ୍ ଫୋକସରେ ଓଡ଼ିଶା।

PM Modi
ମୋଦିଙ୍କ ଓଡ଼ିଶା ଗସ୍ତ, ବିଜେଡିରେ ଛନକା: ରୋଡ୍‌ ସୋ' କରିବେ, ବିଜୟର ଗୁରୁମନ୍ତ୍ର ଦେବେ

ସୁପର୍ ସଣ୍ଡେରେ ଭୁବନେଶ୍ୱରରେ ବିଜେପିର ସୁପର ସୋ'। ଅପରାହ୍ଣରେ ସଭାପତି ନଡ୍ଡା, ରାତିରେ ପିଏମ୍ ମୋଦି। ଗ୍ରୀଷ୍ମ ତାତିକୁ ବଳି ବଢ଼ିବ ନିର୍ବାଚନୀ ପାରା, ଜୋରରେ ତେଜିବ ପ୍ରଚାର ଅଭିଯାନ। ବିଜେପିର ମିଶନ୍ ଓଡ଼ିଶା ଲକ୍ଷ୍ୟରେ କାଲିଠୁ ଓଡ଼ିଶାରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

S Jaishankar
ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ: ଜୟଶଙ୍କର

କଳା ଓ ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ। ଏଭଳି ସମୃଦ୍ଧ ରାଜ୍ୟକୁ ତା’ ମାଟିର ନେତା ପରିଚାଳନା କରିବା ଉଚିତ। ଓଡ଼ିଆ ଅସ୍ମିତା ସମ୍ପର୍କିତ ପ୍ରଶ୍ନରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆଜି ଏପରି ଢ଼ଙ୍ଗରେ ଉତ୍ତର ରଖିଛନ୍ତି।

Narendra Modi
ରବିବାର ରାତି ୯.୩୦ରେ ପହଞ୍ଚିବେ ନରେନ୍ଦ୍ର ମୋଦି

ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

Dr S Jaishankar
ବୈଦେଶିକ ନୀତିରେ ଆସିବ ବଡ଼ ସଂସ୍କାର, ପଲିଟିକାଲ୍ ଗେମ୍ ରୁ ଉପରକୁ ଉଠିବ ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିରେ ବୈଦେଶିକ ନୀତିରେ ବଡ଼ ସଂସ୍କାର ଆସିବ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଏଡିଟର୍ସ ମିଟରେ ଏକଥା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।

Road Show
ଘନଘନ ପ୍ରଚାର; ଆସନ୍ତା ୧୦ରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ୍ ସୋ

ଆସନ୍ତା ସପ୍ତାହରେ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ କରିବେ । ୧୧ ତାରିଖରେ ବଲାଙ୍ଗିର ସାଧାରଣ ସଭାରେ ଯୋଗଦେବେ।

Narendra Modi
ରବିବାର ରାତି ୯.୩୦ରେ ପହଞ୍ଚିବେ ନରେନ୍ଦ୍ର ମୋଦି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

Binjharpur Politics
ଚଳଚଞ୍ଚଳ ବିଞ୍ଝାରପୁର ରାଜନୀତି, କଂଗ୍ରେସ-ବିଜେଡି-ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ

ତିନି ଦଳ ତିନି ମହିଳାଙ୍କୁ ଟିକେଟ ଦେଇଛନ୍ତି। କିଏ ଜିତିବ ଜନତାଙ୍କ ମନ ?