Advertisment

ଜଗା ଆଶୀର୍ବାଦ ନେଇ ପୁରୀରେ ବିଶାଳ ରୋଡ୍ ସୋ କଲେ

କଟକରେ କହିଥିଲେ- ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ଓ ଖଣି ମାଫିଆ ଦେଇଛି।

author-image
Satyendu Shekher Mishra

ଜଗା ଆଶୀର୍ବାଦ ନେଇ ପୁରୀରେ ବିଶାଳ ରୋଡ୍ ସୋ କଲେ । ଅନୁଗୁଳରେ DMF ଦୁର୍ନୀତି କଥା ଉଠାଇ ଧୁମ୍ ଧୋଇଲେ । ଆଉ କଟକରେ ପ୍ରଚଣ୍ଡ ପ୍ରହାର କଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜେପି ଜନସଭା ମଞ୍ଚରୁ ବିଜେଡି ସରକାରକୁ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ କରିଛନ୍ତି ନିଶାନା। କଟକରେ କହିଥିଲେ- ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ଓ ଖଣି ମାଫିଆ ଦେଇଛି।

Advertisment
BJD BJP Congress Odisha Politics General Election 2024
Advertisment
Advertisment