• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjd

Rajendra Das
ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ରାଜେନ୍ଦ୍ର ଦାସ

ପଦଯାତ୍ରାରେ ସମର୍ଥକଙ୍କ ସହ ଆସି ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ କରିଛନ୍ତି ।

Rajendra Das
ଚରମରେ ଧାମନଗର ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ; କର୍ମୀଙ୍କ ନାରା ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ

ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଉଛି ଅସନ୍ତୋଷ । ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବାରୁ ସମର୍ଥକଙ୍କ ଜୋରଦାର ବିରୋଧ । ଫେଲ୍ ମାରିଲା ଦଳର ତାଳିପକା ଉଦ୍ୟମ । ନାରାବାଜି ଚାଲିଛି ଯେ, ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ ।

Rajendra Das
ଧାମନଗର ଉପନିର୍ବାଚନ: ବିଜେଡ଼ି ପାଇଁ ଅଡୁଆ ହେବେ କି ରାଜୁ ଦାସ?

ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଧାମନଗର ପାଇଁ ଦଳୀୟ ପ୍ରାର୍ଥୀ ହେବା ପରେ ବିଜେଡିରେ ଦେଖାଦେଇଛି ବିଦ୍ରୋହ ।

Archana Nag
ନୂଆ ଫର୍ଦ୍ଦ; ଅଧିକାଂଶ ବିଜେଡି ନେତା ଅର୍ଚ୍ଚନା ଫାଶରେ, ସ୍ୱାମୀ କରୁଥିଲା ଡ୍ରଗ୍ସ କାରବାର !

ବିଜେଡିର ବହୁ ଯୁବ ନେତୃତ୍ୱ ବି ଅର୍ଚ୍ଚନାଙ୍କ ଘରକୁ ରୀତିମତ ଯାଆସ କରୁଥିଲେ । ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଡ୍ରଗ୍ସ କାରବାର ଭଳି ସାଂଘାତିକ ଅପରାଧରେ ସଂପୃକ୍ତ ଥିବା କହିଛନ୍ତି ବାବୁ ସିଂ ।

Dhamnagar politics
ବିଦ୍ରୋହୀ ସାଜିବେ ରାଜେନ୍ଦ୍ର ଦାସ ! ବଦଳିଯିବ କି ଧାମନଗର ରାଜନୀତିର ଚିତ୍ର ?

ଧାମନଗରରେ କିଏ ହେବେ ବିଜେଡି ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ବାଜି ମାରି ନେଲେ ଅବନ୍ତୀ। 

Dhamnagar
ଉପନିର୍ବାଚନ ଜିତିବାକୁ ସବୁ ଦଳଙ୍କ ଷ୍ଟ୍ରାଟେଜୀ ! ଏଥର ଟର୍ଣ୍ଣିଂ ପଏଣ୍ଟ କହିଲା ବିଜେପି

ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ । କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ଟିକଟ୍ ।

football politics
ଫୁଟବଲ୍ ଫର୍ ସ୍କୁଲ ବନାମ ଫୁଟବଲ୍ ଫର ଅଲ୍ : ଗୋଟିଏ ଯୋଜନାକୁ ଭିନ୍ନ ନାଁ ଦେଇ ଶ୍ରେୟ ପ୍ରତିଯୋଗିତା

କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍

Dhamnagar By Poll, Abanti Das
ଧାମନଗର ପାଇଁ ଅବନ୍ତୀଙ୍କ ନାଁ ଘୋଷଣା କଲା ବିଜେଡି

ଅବନ୍ତୀ ଦାସ ହେଲେ ବିଜୁ ଜନତା ଦଳର ପ୍ରାର୍ଥୀ । ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅଛନ୍ତି ଅବନ୍ତୀ ।

BJD Leader Dharmendra Sahoo Death Case: Police Questioning Bindas Chinu
ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା: ବିନ୍ଦାସ ଚିନୁଙ୍କୁ ଜେରା

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିନ୍ଦାସ ଚିନୁଙ୍କୁ ଜେରା କରାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ ଫୋନ୍ କଲ୍ ରେକର୍ଡରେ ଥିଲା ଚିନୁଙ୍କ ନାଁ। 

Odisha Politics
ଅସନ୍ତୁଷ୍ଟଙ୍କୁ କେମିତି ଥଇଥାନ କରିବ ବିଜେଡି?

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବିଜେଡିର ଚିନ୍ତା ବଢୁଛି...ନେତାଙ୍କୁ ଥଇଥାନ ହେଉଥିଲେ ବି ଅସନ୍ତୁଷ୍ଟଙ୍କ ସଂଖ୍ୟା ବହୁ ଅଧିକ

Odisha Politics
୨୦୨୪ ଭୋଟ୍ ପୂର୍ବରୁ ବିଜେଡିର ଥଇଥାନ ଷ୍ଟ୍ରାଟେଜୀ, ତିନି ଡଜନ୍ ଅସନ୍ତୁଷ୍ଟ ନେତାଙ୍କୁ ନିଗମ ଲଲିପପ୍

ଗଂଜାମକୁ ବେଶୀ ଗୁରୁତ୍ୱ, ଅନ୍ୟ ଦଳର ଆମଦାନୀ ନେତାଙ୍କୁ ବି ପ୍ରଧାନ୍ୟ । ଦାସବର୍ମାଙ୍କ ଭଳି ବରିଷ୍ଠଙ୍କୁ ବାଦ୍, ଝୁଲିଲା ଯୋଜନାବୋର୍ଡ ଉପାଧ୍ୟକ୍ଷ ପଦ ।

Suryabanshi
ବିଜେପି ବାଛିଲା ପ୍ରାର୍ଥୀ, ଗୋଷ୍ଠିକନ୍ଦଳ ପାଇଁ ବିଜେଡିରେ ଛିଣ୍ଡୁନି ଅଙ୍କ ! କଂଗ୍ରେସ କଥା ନକହିବା ଭଲ..

ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ଧାମନଗର ଟିକେଟ୍ ସୂଯର୍ୟବଂଶୀଙ୍କୁ ଧାମନଗର ଯୋଦ୍ଧା ଘୋଷଣା କଲା ବିଜେପି ।

Prassana Patasani
ଶ୍ରୀମୟୀଙ୍କୁ ପୁଣି ଦାୟିତ୍ୱ, ପ୍ରଶନ୍ନଙ୍କୁ ଯୋଜନା ବୋର୍ଡ ସଦସ୍ୟ କରି ଥଇଥାନ କଲା ବିଜେଡି

 ମହିଳା କମିଶନ ଅଧ୍ୟକ୍ଷା ପଦ ବଜାୟ ରଖିଛନ୍ତି ମିନତୀ ବେହେରା । ଓଡ଼ିଶା ଖଦି ନିଗମର ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି ସଂଗ୍ରାମ ପାଇକରାୟ ।

  Dhamnagar bypolls
ଛିଣ୍ଡୁନି ବିଜେଡିର ଧାମନଗର ଅଙ୍କ : ଘନଘନ ବୈଠକ ସତ୍ତ୍ୱେ ତୁଟୁନି ଗୋଷ୍ଠୀ କନ୍ଦଳ

ସୂର୍ଯ୍ୟବଂଶୀ ବିଜେପି ପ୍ରାର୍ଥୀ ହେବା ନିଶ୍ଚିତ ପରେ କ୍ୟାମ୍ପେନ ଆରମ୍ଭ,ପିସିସି ସଭାପତି କହିଲେ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା...

Dhamnagar
ଧାମନଗର ଉପନିର୍ବାଚନ: ଗୋଷ୍ଠୀ କନ୍ଦଳ ଯୋଗୁଁ ଛିଣ୍ଡିପାରୁନି BJD ଅଙ୍କ, ସ୍ଥିର ହୋଇପାରୁନି ପ୍ରାର୍ଥୀ !

ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । କିଏ ହେବେ କେଉଁ ଦଳର ଯୋଦ୍ଧା ?

Advertisement
ପ୍ରଚାରରେ ପାଣି ଭଳି ସାରୁଛନ୍ତି ଟଙ୍କା ! ୫ ବର୍ଷରେ ୩୭୮ କୋଟିରୁ ଅଧିକ ଟଙ୍କା ସ୍ୱାହା

ବିଜ୍ଞାପନ ଦ୍ୱାରା ମୁଖ୍ୟମନ୍ତ୍ରୀ ନମ୍ବର ୱାନ୍ ହୋଇଥିବା କହିଲେ ବିରୋଧୀ । ଲୋକଙ୍କ ସମସ୍ୟା ନବୁଝି ପ୍ରଚାର ପାଇଁ କୋଟି କୋଟି ଉଡ଼ାଯାଇଛି ।

Naveen Patnaik
ନବୀନଙ୍କ ଉତ୍ତରାଧିକାରୀ କିଏ ? ସାକ୍ଷାତକାରରେ ବଡ଼ ସଙ୍କେତ ଦେଲେ BJD ସୁପ୍ରିମୋ

ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ କହିଲେ ମୁଖ୍ୟମନ୍ତ୍ରୀ । ତା’ପରେ ରାଜ୍ୟ ରାଜନୀତିରେ ହଲ୍‌ଚଲ ।

bjd
ବିଜେଡିର ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଘୋଷଣା : ବାଦ୍ ପଡ଼ିଲେ ସମୀର, ସୁବାସ, ତୁଷାର

ପ୍ରଶାନ୍ତ ମୁଦୁଲି ଅନୁଗୁଳ, ପ୍ରତାପ ଦେବ ବାଲେଶ୍ୱର, ଉଷା ଦେବୀଙ୍କୁ କଟକ ଦାୟିତ୍ୱ

Dhamnagar Bypoll
ଧାମନଗର ଉପନିର୍ବାଚନ ପାଇଁ ଅଙ୍କକଷା

ବିଜେଡିରେ ଗୋଷ୍ଠୀ କନ୍ଦଳ ବି ତୀବ୍ର ହେଉଛି ଟିକଟ୍ ପାଇଁ ଏକାଧିକ ଆଶାୟୀ ଥିବାରୁ ଭିନ୍ନ ଭିନ୍ନ ଗୋଷ୍ଠୀ ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କ ପାଇଁ ଲବି ଆରମ୍ଭ କରିଛନ୍ତି ।

Pramila Mallik
କହୁ କହୁ କହିଦେଲେ ପ୍ରମିଳା, ‘ବିଜେପିର ଫୁଟିବନି କି କଂଗ୍ରେସ ଉଠିବନି’

କଂଗ୍ରେସ କ’ଣ ଶୋଇ ପଡିଛି, ସେ ଆଉ ଉଠିବ ? ବିଜେପି କ’ଣ କଢ଼, ସେ ଆଉ ପୁଟିବ ?

bjd Mla is no more
ଆଖି ବୁଜିଲେ ବିଜେଡି ବିଧାୟକ ବିଜୟ ରଞ୍ଜନ ବରିହା

ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ମୃତ୍ୟୁ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

BJD Minister Pratap Deb
ଜଗନ୍ନାଥ-ନବୀନ ତୁଳନାତ୍ମକ ମନ୍ତବ୍ୟକୁ ନେଇ ଅଡୁଆରେ ପ୍ରତାପ ଦେବ

ଏଠି ପ୍ରଶ୍ନ ଯେଉଁ ଦଳ କହି ବୁଲେ ଜଗନ୍ନାଥ ଓଡିଆ ଜାତିର ଅସ୍ମିତା, ସେଇ ଦଳର ମନ୍ତ୍ରୀ କିପରି ଏଭଳି ମନ୍ତବ୍ୟ ଦେଲେ?

JP NADDA
ବିଜେପିର ୨୪ ମିଶନ୍: ବିଜେଡି ମୁକ୍ତ ଓଡ଼ିଶା ପାଇଁ ନଡ୍ଡାଙ୍କ ଆହ୍ୱାନ

କାଲିର ଶକ୍ତିକେନ୍ଦ୍ର ସମ୍ମିଳନୀ ଭଳି ଆଜି ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ବି ରାଜ୍ୟ ସରକାରଙ୍କ ଉପରେ ସମାନ ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ଦଳର ୭ଟି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିବା ଆଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି- ବିକଶିତ ଓଡ଼ିଶା ଦେଖିବାକୁ ହେଲେ ଓଡ଼ିଶାକୁ ବିଜେଡିମୁକ୍ତ କରିବାକୁ ପଡ଼ିବ ।

Minister Pratap Deb
ଜଗନ୍ନାଥ ନୁହଁନ୍ତି ବରଂ ନବୀନ ଓଡ଼ିଶାର ପରିଚୟ କହି ଚର୍ଚ୍ଚାରେ ଶିଳ୍ପମନ୍ତ୍ରୀ

ଯାହାଙ୍କୁ ଟାର୍ଗେଟ୍ ପାଇଁ ଏତେ ଆୟୋଜନ, ସେଠି କିନ୍ତୁ ମୁହଁରେ ତାଲା।