ଟିକେଟ୍ ନାକଚକୁ ଚାଲେଞ୍ଜ କରି ନ୍ୟାୟିକ ଲଢେଇ ଜିତିବା ପରେ ରଣେନ୍ଦ୍ର ୨୦୧୨ ଉପନିର୍ବାଚନରେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ବର୍ଷ ବର୍ଷ ଧରି ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ବାବୁଙ୍କ ବଦଳି ଦାବି । ଅନ୍ୟତ୍ର ବଦଳି ଦାବି କଲା ରାଜ୍ୟ ବିଜେପିର ୪ ଜଣିଆ ଟିମ୍ ।
ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏବଂ ଅଭିନେତା ପୱନ୍ କଲ୍ୟାଣଙ୍କ ଜନସେନା ପାର୍ଟି ଏନଡିଏରେ ସାମିଲ ହେବା ପରେ, ସିଟ୍ ବୁଝାମଣା ପାଇଁ ଦୁଇ ଦିନିଆ ବିଜୟୱାଡ଼ା ଗସ୍ତରେ ଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।
ବିଜେପି ଓ ବିଜେଡିକୁ କଂଗ୍ରେସର ଟାର୍ଗେଟ । କିଛି ଦିନ ତଳେ ବିଜେଡି ଓ ବିଜେପିର ବାହାଘର କରାଇଥିବା କଂଗ୍ରେସ ଆଜି ଉଭୟଙ୍କଠାରୁ ଜନ୍ମ ନେଇଥିବା ଦୁର୍ନୀତି ରୂପକ ଦଶ ଶିଶୁଙ୍କର ଅନ୍ନ ପ୍ରାସନ୍ନ କରିଛି । ସେପଟେ ବିଜେପି ଓ ବିଜେଡି କିନ୍ତୁ କଂଗ୍ରେସର ଏଭଳି ପ୍ରତିବାଦକୁ ଆଡ ଆଖିରେ ଚାହିଁ ନାହାଁନ୍ତି । ଦୁଇ ଦଳର ସଂପର୍କକୁ ଆଗକୁ ଆଣି ନିର୍ବାଚନ ବୈତରଣୀ ପାରି ହେବାକୁ କଂଗ୍ରେସ ପ୍ରୟାସ ଚଳାଇଛି ।
ଦିଲ୍ଲୀରେ କେନ୍ଦ୍ରୀଭୂତ ଓଡିଶା ରାଜନୀତି । ଖୁବ୍ ଶୀଘ୍ର ଆସିପାରେ ସ୍ପଷ୍ଟ ଚିତ୍ର । ଦୂର ହୋଇପାରେ ବିଜେଡି-ବିଜେଡି ମେଣ୍ଟ ଦ୍ୱନ୍ଦ୍ୱ । ଦୁଇ ଦିନ ଅନ୍ତରାଳେ ବିଜେପିର ରାଜ୍ୟ ନେତୃତ୍ୱଙ୍କୁ ଗତକାଲି ଦିଲ୍ଲୀ ଡାକରା ପରେ କୁହାଯାଉଛି, କିଛି ଶୀର୍ଷସ୍ତରର କେନ୍ଦ୍ରୀୟ ନେତାଙ୍କ ଘରେ ଆଜି ମାନସ ମନ୍ଥନ ଚାଲିଛି। ଆଉ ଆସନ୍ତାକାଲି ସୁଦ୍ଧା ମେଣ୍ଟ ଗଣିତ ଛିଡ଼ିପାରେ।
ବିଜେପି ଓ ବିଜେଡିକୁ କଂଗ୍ରେସର ଟାର୍ଗେଟ । କିଛି ଦିନ ତଳେ ବିଜେଡି ଓ ବିଜେପିର ବାହାଘର କରାଇଥିବା କଂଗ୍ରେସ ଆଜି ଉଭୟଙ୍କଠାରୁ ଜନ୍ମ ନେଇଥିବା ଦୁର୍ନୀତି ରୂପକ ଦଶ ଶିଶୁଙ୍କର ଅନ୍ନ ପ୍ରାସନ୍ନ କରିଛି ।
ଶୀର୍ଷ ନେତୃତ୍ବଙ୍କ ଘରେ ରାଜ୍ୟ ବିଜେପି ନେତୃତ୍ବଙ୍କ ମାନସମନ୍ଥନ ଚର୍ଚ୍ଚା । ବିଜେଡି ଶିବରରେ ବି ନିରବ କସରତ୍ ।
ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପକୁ ରୋକିବା ପାଇଁ CRPFର ସ୍ପେଶାଲ କମାଣ୍ଡୋ ୟୁନିଟ୍ 'COBRA' ମଧ୍ୟ ଏହି ଶିବିରରେ ନିୟୋଜିତ କରାଯାଇଛି |
କଂଗ୍ରେସ କେବଳ ନାଟକ କରୁଥିବା ବିଜେପି କହିଥିବା ବେଳେ ଏହା ଅପ୍ରାସଙ୍ଗିକ ବୋଲି ବିଜେଡି କହିଛି।
କେବେ ହଟିବ ପରଦା ? କେବେ ଆସିବ ସ୍ପଷ୍ଟ ଚିତ୍ର ? ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭାର ପରଦିନଠାରୁ ଅର୍ଥାତ ଗତ ୬ ତାରିଖଠାରୁ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ।
କେବେ ହଟିବ ପରଦା ? କେବେ ଆସିବ ସ୍ପଷ୍ଟ ଚିତ୍ର ? ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭାର ପରଦିନଠାରୁ ଅର୍ଥାତ ଗତ ୬ ତାରିଖଠାରୁ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ।
ଡାକରା ପାଇ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ନେତୃତ୍ୱ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଛନ୍ତି।
ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ। ଫୁଲବାଣୀ ଲୋକସଭା କ୍ଷେତ୍ର ଅଧୀନରେ ଥିବା ଏହି ଐତିହ୍ୟ ସଂପନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ଣ। ଏକଦା କଂଗ୍ରେସର ଦବଦବା ଥିବା ଏଇ ଆସନରେ ଗତ ୨୪ ବର୍ଷ ହେଲା ରାଜୁତି କରୁଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ୍।
ମେଣ୍ଟ ହବ ନା ହବନି ? କିଏ କହୁଛି ଆଲୋଚନା ଚାଲିଛି, ତ କାହାର ସିଧା ସିଧା ଖଣ୍ଡନ। ଦ୍ୱନ୍ଦ୍ୱ ବଢ଼ାଉଛି ନେତାଙ୍କ ବୟାନବାଜି। ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ମେଣ୍ଟ ଥିଓରୀ।
ମେଣ୍ଟ ହବ ନା ହବନି ? କିଏ କହୁଛି ଆଲୋଚନା ଚାଲିଛି, ତ କାହାର ସିଧା ସିଧା ଖଣ୍ଡନ। ଦ୍ୱନ୍ଦ୍ୱ ବଢ଼ାଉଛି ନେତାଙ୍କ ବୟାନବାଜି। ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ମେଣ୍ଟ ଥିଓରୀ।
ରାଜ୍ୟ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି। ଆମେ ତ କହୁଚୁ ଏକାକୀ ଲଢିବୁ। ବିଜେଡ଼ିର ଯଦି ଦମ୍ ଅଛି କହୁ ଯେ, ସେମାନେ ଏକାକୀ ଲଢ଼ିବେ ।
ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ମେଣ୍ଟ ଚର୍ଚ୍ଚାକୁ ପୁଣି ଖଣ୍ଡନ କଲେ ରାଜ୍ୟ ବିଜେପି ସଭାପତି ।
କଂଗ୍ରେସର ଟାର୍ଗେଟ ୩୦ ପ୍ରତିଶତ ଭୋଟ୍ । କଂଗ୍ରେସର ଆକଳନକୁ ବାଏଁ ବାଏଁ ଉଡ଼ାଇଲେ ବିଜେପି, ବିଜେଡି ।
୨୦୦୦ ମସିହାର ଫର୍ମୁଲା ଦାବି କରୁଛି ବିଜେପି । ବିଜେଡି କିନ୍ତୁ ଅଧିକ MLA ସିଟ୍ ଛାଡ଼ିବାକୁ ରାଜି ନୁହେଁ ।
ମେଣ୍ଟ ଆଲୋଚନା ହୋଇନି ବୋଲି କହିଲେ ମନମୋହନ । ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି କହିଲେ ମନମୋହନ ।
ଦିଲ୍ଲୀରେ ଆଲୋଚନା କରି ଫେରିଲେ ବିଜେଡିର ୨ ନେତା । ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀରୁ ଫେରିଲେ ।
ମେଣ୍ଟ ନେଇ କେବେ ହେବ ବିଧିବଦ୍ଧ ଘୋଷଣା ? କଣ ହେବ ତାର ରୂପରେଖ ? ପଲ୍ଲୀରୁ ଦିଲ୍ଲୀ ଯାଏଁ, ଏବେ ସବୁଠି ଏହି ଚର୍ଚ୍ଚା। କାହିଁକି ନା ମେଣ୍ଟ ନେଇ ବିଜେଡି ଓ ବିଜେପିର ପୃଥକ ପୃଥକ ଆଲୋଚନା ତ ସରିଛି, ହେଲେ ନିଷ୍କର୍ଷ ବାହାରି ନାହିଁ ।
ବିଜେଡିରୁ ବାପା ବିଦା ହେବାର ୨୪ ବର୍ଷ ପରେ ଶଙ୍ଖ ଧରିରେ ବିଜୟ ନନ୍ଦନ । ସମର୍ଥକଙ୍କ ଗହଣରେ ନବୀନ ନିବାସ ଯାଇ ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ।
ମେଣ୍ଟ ଗଣିତ ଭିତରେ ସବୁଠାରୁ ବଡ଼ ଚର୍ଚ୍ଚା, ଏଥର ଆଉ କାମ ନଦେଇପାରେ ପୁରୁଣା ମେଣ୍ଟ ବେଳର ସିଟ୍ ସେୟାରିଂ ଥିଓରୀ । ବିଜେଡି ବିଧାନସଭା ଓ ବିଜେପି ଲୋକସଭାର ସିଂହଭାଗ ସିଟରେ ଲଢିବେ । ଏନେଇ ବୁଝାମଣା ହୋଇଥିବା ବେଳେ ସଂଖ୍ୟା ଗଣିତ କିନ୍ତୁ ଏଯାଏଁ ଛିଡୁନି ।