ମେଣ୍ଟ ନେଇ କେବେ ହେବ ବିଧିବଦ୍ଧ ଘୋଷଣା ? କଣ ହେବ ତାର ରୂପରେଖ ? ପଲ୍ଲୀରୁ ଦିଲ୍ଲୀ ଯାଏଁ, ଏବେ ସବୁଠି ଏହି ଚର୍ଚ୍ଚା। କାହିଁକି ନା ମେଣ୍ଟ ନେଇ ବିଜେଡି ଓ ବିଜେପିର ପୃଥକ ପୃଥକ ଆଲୋଚନା ତ ସରିଛି, ହେଲେ ନିଷ୍କର୍ଷ ବାହାରି ନାହିଁ ।
Published By: Sujit kumar Swain
Last updated: 07 March 2024, 09:56 PM IST
ନେତାଙ୍କ ଚରିତ୍ର ରିପୋର୍ଟ ଦେଉଥିଲେ ପୋଲିସ୍ ବାବୁ । ପୋଲିସ୍ ବିଧାୟକଙ୍କ କଥା ଶୁଣୁନଥିଲା । ଯାଜପୁର ଜିଲ୍ଲାରେ ଏମିତି ଚାଲିଥିଲା ଶାସନ । ଏଭଳି ସାଂଘାତିକ ଅଭିଯୋଗ କରି ବିଜେଡିର ଗୁମର ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ।