ବାହାରେ ଚକାଚକ ଭିତରେ ବି ଚକାଚକ । ହେଲେ ଏହି ହାଇଫାଇ 5t ସ୍କୁଲ ଯିବାକୁ ପକ୍କା ରାସ୍ତା ନଥିବାରୁ ସମସ୍ୟାରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ..
5T ସ୍କୁଲରେ ବିକଳ ଚିତ୍ର । କେଉଁଠି ଛାତରୁ ପ୍ଲାଷ୍ଟର ଖସି ଶିକ୍ଷକ ଆହତ ହେଲେଣି ତ, କେଉଁଠି ଶିକ୍ଷକ ମରୁଡି । ରୂପାନ୍ତୀକରଣ ନାଁରେ କୋଟି କୋଟି ଖର୍ଚ୍ଚ କଲେ । ରଙ୍ଗ ମାରି 5Tର ପ୍ରଚାର ପ୍ରସାର କଲେ । ହେଲେ ପ୍ରତିଦିନ ବିଭିନ୍ନ ସ୍ଥାନରୁ ଆସୁଥିବା ସାଙ୍ଘାତିକ ଚିତ୍ର ଖୋଲି ଦେଇଛି 5T ରୂପାନ୍ତୀକରଣର ପୋଲ।
ବାହାରୁ ଚକାଚକ୍, ଭିତରୁ ଫମ୍ପା ରାଜ୍ୟ ସରକାରଙ୍କ 5T ସ୍କୁଲ । ଦିନ୍ ଖୋଲୁଛି 5T ନାଁରେ ସ୍କୁଲ ରୂପାନ୍ତୀକରଣର ପୋଲ୍ ।
ରାଜଧାନୀର ଛାତି ଉପରେ 5T ସ୍କୁଲ୍ ଛାତ୍ରୀଙ୍କ ଗର୍ଜନ। ବିଇଓଙ୍କୁ ଘେରି ସରକାରଙ୍କୁ ଦେଲେ ଚାଲେଞ୍ଜ। ଶ୍ରେଣୀ ବର୍ଜନ ସହ ଫାଟକରେ ତାଲା ପକାଇ ସରକାର ବିରୋଧରେ ସ୍ଲୋଗାନ। ଭୁବନେଶ୍ବର ୟୁନିଟ-୯ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀ ଓ ଅଭିଭାବକମାନେ ଆଜି ଦୃଢ ପ୍ରତିବାଦ କରିଛନ୍ତି।
ରାଜଧାନୀର ଛାତି ଉପରେ 5T ସ୍କୁଲ୍ ଛାତ୍ରୀଙ୍କ ଗର୍ଜନ। ବିଇଓଙ୍କୁ ଘେରି ସରକାରଙ୍କୁ ଦେଲେ ଚାଲେଞ୍ଜ। ଶ୍ରେଣୀ ବର୍ଜନ ସହ ଫାଟକରେ ତାଲା ପକାଇ ସରକାର ବିରୋଧରେ ସ୍ଲୋଗାନ। ଭୁବନେଶ୍ବର ୟୁନିଟ-୯ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀ ଓ ଅଭିଭାବକମାନେ ଆଜି ଦୃଢ ପ୍ରତିବାଦ କରିଛନ୍ତି।
ଏଇଟା କାଳେ ୫-ଟି ସ୍କୁଲ । ହିନ୍ଦୀ, ସଂସ୍କୃତ ଛଡା ଆଉ କିଛି ପଢାଯାଉନି । ଏମିତି ହେଲେ ପରୀକ୍ଷାରେ ଗଣିତ ପରୀକ୍ଷାରେ ପିଲା ଲେଖିବେ କଣ?
ଦୁର୍ନୀତି ଗନ୍ତଘର ଫାଇଭ୍-ଟି : ପୁରୁଣା ଘରେ ରଙ୍ଗ ମାରି ବିଲ୍ ହେଉଛି କୋଟି କୋଟି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ବିଜେପି ଅଭିଯୋଗ କରିଛି, କେବଳ ଦୁର୍ନୀତି ଲାଗି ଖୋଲାଯାଇଛି ଏଇ ବିଭାଗ
ଖାଲି ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ରାଜ୍ୟର ଏକାଧିକ ହାଇସ୍କୁଲରେ ଏବେ ସମାନ ଅବସ୍ଥା। ସରକାରଙ୍କ 5T ସ୍କୁଲର ବିକଳ ଚିତ୍ର ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ।
ସ୍କୁଲରେ ପିଲା ନାହାଁନ୍ତି, ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରୀକରଣ ହେଉଛି । ଆଉ ନୂଆ ରୂପ ପାଉ ପାଉ କମ୍ ଉପସ୍ଥାନ ଦର୍ଶାଇ ସ୍କୁଲକୁ ବନ୍ଦ କରାଯାଉଛି । ସରକାରୀ ତହବିଲରୁ ଏମିତି ଚାଲିଛି ଅର୍ଥ ଶ୍ରାଦ୍ଧ ।
ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲର ଛାତକୁ କୁଆଡ଼େ ଉଡ଼େଇ ନେଲା । ଆଜବେଷ୍ଟ ପୂରା ଗୁଣ୍ଡ, ଫ୍ୟାନ ପୂରା ବଙ୍କା । କାମ କେମିତି ହୋଇଛି ଜଳଜଳ ଦିଶୁଛି
ଏ ସ୍କୁଲ ଗୋପବନ୍ଧୁ ତିଆରି କରିଥିଲେ । ଭୂତକୋଠି ପାଲଟି ଗଲାଣି ସ୍କୁଲ । ପାଠ ପଢେଇବାକୁ ପଢିବାକୁ ଡରୁଛନ୍ତି ପିଲା ଆଉ ଶିକ୍ଷକ । ଛାତରୁ ଖସୁଛି ବଡ ବଡ ପ୍ଳାଷ୍ଟର୍ ।
ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ନିହାତି ଜରୁରୀ ।’
ଏଭଳି ଗୁରୁତର ଅଭିଯୋଗ ଆସିଛି ଖୋର୍ଦ୍ଧା ପାଇକ ତିଗିରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ବିରୋଧରେ ।
ସ୍କୁଲ ସ୍ମାର୍ଟ, ହେଲେ ବ୍ୟବସ୍ଥା ଅତି ଦୟନୀୟ । ବାହାରୁ ଦେଖିଲେ ଯେତିକି ଚକାଚକ୍, ଭିତର ଦେଖିଲେ ସେତିକି ଫମ୍ପା । ଯାଜପୁର ଧର୍ମଶାଳା ବ୍ଲକ୍ ଅଣ୍ଟିଆରେ ଥିବା ପଞ୍ଚାୟତ ହିଙ୍ଗୁଳା ସରକାରୀ ହାଇସ୍କୁଲର ଏମିତି ଅବସ୍ଥା । ମାତ୍ର ବର୍ଷକ ତଳେ ପୁରୁଣା ସ୍କୁଲର ହୁଲିଆ ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଛି । ସ୍କୁଲ ପରିବେଶ ଦେଖିଲେ ଏଠି ଯେ ପୁରା ଠିକଣା ବ୍ୟବସ୍ଥାରେ ପାଠପଢ଼ା ଚାଲିନଥିବ, ତାହା ଧାରଣା ବି ଭୁଲ । କିନ୍ତୁ ଏଠି କଳାପଟା ବଦଳରେ କବାଟରେ ପାଠ ଲେଖୁଛନ୍ତି ଶିକ୍ଷକ ମହାଶୟ ।
ଧର୍ମଶାଳା ଅଣ୍ଟିଆ ହାଇସ୍କୁଲରେ କବାଟରେ ଲେଖାଯାଉଛି ପ୍ରଶ୍ନ । ଅଳକୁଣ୍ଡରେ କଳାପଟାରେ ପ୍ରଶ୍ନ ଲେଖି କାମ ଚଳାଇଲେ ଶିକ୍ଷକ ।
ସ୍କୁଲରେ କଳାପଟା ନଥିବାରୁ ଶିକ୍ଷକ ଜଣଙ୍କ ପ୍ରଶ୍ନପତ୍ର କବାଟରେ ଲେଖିଥିଲେ ।
ଘଟଗାଁ ବ୍ଲକ ଢେଙ୍କିକୋଟର 5T ସ୍କୁଲ ସତ୍ୟନାରାୟଣ ବିଦ୍ୟାପୀଠରେ ଅଘଟଣ । ଷ୍ଟାଫ୍ କମନ ରୁମ୍ରେ ଶିକ୍ଷକ ଶିକ୍ଷୟିତ୍ରୀ ବସିଥିବା ବେଳେ ଖସିଲା ସିଲିଂ ।
ସାତଟି ଶ୍ରେଣୀକୁ ମାତ୍ର ଦୁଇଜଣ ଶିକ୍ଷକ l ଥରେ ଚିନ୍ତା କରନ୍ତୁ କେମିତି ପାଠ ପଢା ଚାଲିଥିବ ସେହି ସବୁ ସ୍କୁଲରେ ?
ସରକାର ଯାହା କହୁଛନ୍ତି ବାସ୍ତବରେ ତାର ଚିତ୍ର କିନ୍ତୁ ଭିନ୍ନ ରହୁଛି । ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସରକାର କେବଳ ଗୋଲାପୀ ଚିତ୍ର ଦେଖାଉଛନ୍ତି ।
ସାଲେପୁରରେ ଶିବ ମନ୍ଦିରରେ ପାଠ ପଢୁଛନ୍ତି ପିଲା । ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର?
ଯାଜପୁର ବିଂଝାରପୁରରରେ ସ୍ମାର୍ଟ ସ୍କୁଲର ବିକଳ ଚିତ୍ର । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପିଲାଙ୍କୁ କ୍ଲାସରୁମର ଅଭାବ । ଗୋଟିଏ ଘର ଭିତରେ ପଢୁଛନ୍ତି ୧୦୦ରୁ ଅଧିକ ପିଲା ।
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍କୁ ଯିବାକୁ ଲାଗିବ ଡର
୫-ଟି ସ୍କୁଲରେ ଭୟଙ୍କର ଦୁର୍ନୀତି। ଉନ୍ନତିକରଣରେ ଲକ୍ଷ ଲକ୍ଷ ଲୁଟ୍....ଗୋଟିଏ ପଟେ କାମ ସରିନି ଅନ୍ୟପଟେ ଉଠିଗଲାଣି ଟାଇଲ୍ସ। ୪ ମାସ ହେଲାଣି ଏମିତି ଉନ୍ନତିକରଣ ହେଉଛି ଯେ ଏ ପର୍ଯ୍ୟନ୍ତ କାମ ସରୁନି। ସମସ୍ତଙ୍କ ମିଲିଭଗତରେ ଚାଲିଛି ମହାଦୁର୍ନୀତି
୫-ଟି ସ୍କୁଲରେ ଭୟଙ୍କର ଦୁର୍ନୀତି। ଉନ୍ନତିକରଣରେ ଲକ୍ଷ ଲକ୍ଷ ଲୁଟ୍....ଗୋଟିଏ ପଟେ କାମ ସରିନି ଅନ୍ୟପଟେ ଉଠିଗଲାଣି ଟାଇଲ୍ସ। ୪ ମାସ ହେଲାଣି ଏମିତି ଉନ୍ନତିକରଣ ହେଉଛି ଯେ ଏ ପର୍ଯ୍ୟନ୍ତ କାମ ସରୁନି। ସମସ୍ତଙ୍କ ମିଲିଭଗତରେ ଚାଲିଛି ମହାଦୁର୍ନୀତି
କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍କୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ସିଲାବସରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା ।