• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

am
ପୁରୀରେ ଉଚ୍ଛେଦ ଅଭିଯାନ : ଆମିକସ୍‌ କ୍ୟୁରି କହିଲେ ଯାହା ହେଉଛି ସମସ୍ତଙ୍କ ପାଇଁ ଭଲ

ପୁରୀ : ପୁରୀରେ ସରକାରଙ୍କ ଉଚ୍ଛେଦ ଅଭିଯାନକୁ ଆମିକସକ୍ୟୁରୀଙ୍କ କ୍ଲିନ୍‌ଚିଟ୍‌।  ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଯାହା ବି ପଦକ୍ଷେପ ନିଆଯାଇଛି ତାକୁ ସଠିକ୍ ଦର୍ଶାଇବା ସହ ଏଥିରେ ସହଯୋଗ କରିବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି ଆମିକସ୍‌କ୍ୟୁରୀ ରଞ୍ଜିତ କୁମାର। ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଦିଗରେ (୧) ଏଠି ଯାହା ଚାଲିଛି ଠିକ୍ ଚାଲିଛି। (୨) ଯାହା ହେଉଛି ସମସ୍ତଙ୍କ ପାଇଁ ଭଲ ହେଉଛି। […]

puri
ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀ ବିଶ୍ୱ ଐତିହ୍ୟ ନଗରୀ ଅଗ୍ରଗତି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା।  ଲୋକସେବା ଭବନଠାରେ ପୁରୀ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୩ଟି ପ୍ରକଳ୍ପ ହେଲା, ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପ। ଜଗନ୍ନାଥ ସଂସ୍କୃତିର ଗବେଷଣା କେନ୍ଦ୍ର ହେବ ରଘୁନନ୍ଦନ ଲାଇବ୍ରେରୀ। ରଘୁନନ୍ଦନ ଲାଇବ୍ରେରୀ ବିକଶିତ ପାଇଁ ୨୫ […]

eviction
୪ ଦିନର ବିରତି ପରେ ପୁଣି ପୁରୀରେ ଉଚ୍ଛେଦ ଆରମ୍ଭ

ପୁରୀ : ୪ ଦିନର ବିରତି ପରେ ଆଜି ପୁଣି ପୁରୀରେ ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଏମାର ମଠ ନିକଟରେ ବାକି ରହିଥିବା ଉଚ୍ଛେଦ କାମ ଜାରି ରହିଛି। ମାଆ କାକୁଡ଼ିଖାଇ ନିକଟ ବଣିଆପଟିରେ ଦୋକାନ ଘରଗୁଡିକ ଭଙ୍ଗାଯାଉଛି। ପୂର୍ବରୁ ଏହି ଦୋକାନ ମାଲିକଙ୍କୁ ନୋଟିସ ହୋଇଥିବା ବେଳେ ଏମାନେ ଦୋକାନ ଘର ଖାଲି କରିଦେଇଥିଲେ। ରବିବାର ଓ ସୋମବାର ଉଚ୍ଛେଦ କାମ ବନ୍ଦ ରଖିଥିଲା ଜିଲ୍ଲାପ୍ରଶାସନ। ହେଲେ ମଙ୍ଗଳବାର ଦିନ ଜିଲ୍ଲାପ୍ରଶାସନ ପକ୍ଷରୁ […]

badaakhda
ଦିନକ ପରେ ଭଙ୍ଗାଯିବ ପୁରୀ ବଡ଼ଆଖଡ଼ା ମଠ : ଉଚ୍ଛେଦକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ପୁରୀ :  ଶ୍ରୀମନ୍ଦିର ମେଘନାଦ ପାଚେରି ସଂଲଗ୍ନ ଲଙ୍ଗୁଳି ମଠ ଓ ଏମାର ମଠ ମାଟିରେ ମିଶିବା ପରେ ଏବେ ପାଳି ଆଉ ଏକ ପୁରାତନ ଐତିହ୍ୟ ବଡ଼ ଆଖଡ଼ା ମଠର। ଛୁଟି ଥିବାରୁ ଦିନକ ପରେ ୟାକୁ ବି ଧୂଳିସାତ୍ କରିବ ପ୍ରଶାସନ। ଇତିହାସ କହେ ଜଗନ୍ନାଥ ମନ୍ଦିରକୁ ବର୍ହିଃ ଶତ୍ରୁ ଆକ୍ରମଣରୁ ରକ୍ଷା ଉଦ୍ଦେଶ୍ୟରେ ୧୪୦୨ ମସିହାରେ ବୈଷ୍ଣବ ନାଗା ସାଧୁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଐତିହ୍ୟ ସଂପନ୍ନ ବଡ଼ ଆଖଡ଼ା ମଠ। ସେବେଠୁ […]

puei eviction
ପୁରୀରେ ଦୁଇ ଦିନ ପାଇଁ ବନ୍ଦ ରହିବ ଉଚ୍ଛେଦ କାମ

ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀଠୁ ୭୫ ମିଟର ଯାଏଁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଆସନ୍ତା ୨ ଦିନ ପାଇଁ ବନ୍ଦ ରହିବ। ଆସନ୍ତାକାଲି ରବିବାର ଓ ପରଦିନ ଗଣେଶ ପୂଜା ଛୁଟି ଥିବାରୁ ଉଚ୍ଛେଦ କାମ ବନ୍ଦ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ମଙ୍ଗଳବାରଠୁ ପୁଣି ଉଚ୍ଛେଦ ଆରମ୍ଭ ହେଲେ ଏହାପରେ ବଡ଼ଆଖଡ଼ା ଓ ସାନଛତା ମଠକୁ ଭଙ୍ଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଏମାର ମଠ ଭଙ୍ଗା ନେଇ […]

blue print
ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢିବାକୁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଣ୍ଟ.

ପୁରୀ : ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଶ୍ରୀକ୍ଷେତ୍ରର ଭିତ୍ତିଭୂମିଠୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ, ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟରେ ଏହି ସବୁ ଅର୍ଥ ଖର୍ଚ୍ଚ ହେବ। ଏପରିକି ମାଳତିପାଟପୁରରୁ ଜଗନ୍ନାଥବଲ୍ଲଭ ମଠକୁ ଯୋଗାଯୋଗ ଲାଗି ରାଜ୍ୟର ପ୍ରଥମ ଟ୍ରମ୍ପେଟ୍‌ ସେତୁ ନିର୍ମାଣର ଯୋଜନା କରାଯାଇଛି। ଶ୍ରୀକ୍ଷେତ୍ରକୁ ନୂଆ ରୂପ ଦେବା ପାଇଁ ଆଜି ଲୋକସେବା ଭବନରେ […]

race three beat in bihar
ରେସ୍‌-୩କୁ ପଛରେ ପକାଇଲା ଭୋଜପୁରୀ ଫିଲ୍ମ

ମୁମ୍ବାଇ: ଶୁକ୍ରବାର ରିଲିଜ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ରେସ୍‌ ୩ ପ୍ରଥମ ଦିନରେ ୨୯.୧୭ କୋଟି ଟଙ୍କା ଆୟ କରିଛି। ଆରମ୍ଭରୁ ଏହି ସିନେମାକୁ ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍‌ସ ମିଳିଛି। ପ୍ରଥମ ସପ୍ତାହରେ ଏହା ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି। ଦଶ ବର୍ଷ  ତଳେ ରିଲିଜ୍‌ ହୋଇଥିବା ରେସ୍‌ ଫିଲ୍ମର ଏହା ହେଉଛି ତୃତୀୟ ସିକ୍ୱେଲ୍। ଏଥିରେ ସଲମାନଙ୍କ ସମେତ ଅନିଲ କପୁର, ବବି ଦେଓ୍ୱଲ, ଜ୍ୟାକଲିନ୍ […]

gold
ପୁରୀ ବେଳାଭୂମିରେ ମିଳୁଛି ସୁନା!

ଭୁବନେଶ୍ୱର : ସମୁଦ୍ରରେ ସୁନା ଖୋଜୁଛନ୍ତି ମତ୍ସ୍ୟଜୀବୀ। ପୁରୀ ବେଳାଭୂମିରେ ଜୁଆର ମାଡ଼ ହୋଇ ପଛକୁ ଫେରିଯିବା ପରେ ନୋଳିଆ ମତ୍ସ୍ୟଜୀବୀମାନେ ଗୋଡ଼ରେ ଓ ହାତରେ ବାଲିକୁ ଖୋଳି ଖୋଳି ସୁନା ଖୋଜୁଥିବା ଦେଖିବାକୁ ମିଳିଛି। ସେମାନେ କିଛି ସୁନା ପାତିଆ ମଧ୍ୟ ପାଇଛନ୍ତି। ବିଶେଷ କରି ‘ଫୋନି’ ବାତ୍ୟା ପରେ ଲୋକେ ବାଲି ଖୋଳି ସୁନା ଖୋଜୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସ୍ୱର୍ଗଦ୍ୱାର ସମ୍ମୁଖରେ ସାବତ ନିଯୋଗ ପକ୍ଷରୁ ଶ୍ରାଦ୍ଧ ତର୍ପଣ ଆଦି କରାଯାଇଥାଏ। ଅନେକ […]

fani
ଏବେ ବି ପୁରୀରେ ଫୋନି ପୀଡ଼ିତଙ୍କୁ ସହଯୋଗ କରୁଛି ଇନଫୋସିସ୍‌

ଭୁବନେଶ୍ୱର  : ପୁରୀ ଓ ଏହାର ଆ‌ଖପାଖ ଅଞ୍ଚଳକୁ ଧ୍ୱଂସ କରିଦେଇଥିବା ବାତ୍ୟା ଫୋନିର ଭୟାବହତା ଏବେ ବି ଲୋକଙ୍କୁ ମନରୁ ଲିଭିନାହିଁ। ବିଶେଷ କରି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀର ଗାଁ ଗୁଡ଼ିକରେ ଏବେ ବି ‘ଫୋନି’ର ପାଦଚିହ୍ନ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବାତ୍ୟା ପରଠାରୁ ଲୋକଙ୍କୁ ସହଯୋଗର ହାତ ବଢ଼ାଇଥିବା ଇନ୍‌ଫୋସିସ୍‌ ଏବେ ବି ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରୁଛି। ଇନଫୋସିସ୍ ଫାଉଣ୍ଡେସନ୍‌ର ସିଏସ୍‌ଆର ୱିଙ୍ଗ ଆକାଂକ୍ଷା ଟିମ୍‌ ଏବେ […]

jhoti
ପୁରୀରେ ବଡ଼ଦାଣ୍ଡ ମହୋତ୍ସବ ; ପାରମ୍ପରିକ ଝୋଟି ଚିତା ଆଙ୍କିଲେ ମହିଳା

ପୁରୀ  : ପୁରୀ ବଡ଼ଦାଣ୍ଡରେ ଗତଥର ଭଳି ରବିବାର ବଡ଼ଦାଣ୍ଡ ମହୋତ୍ସବ ଅନୁଷ୍ଠିତ ହୋଇଛି । ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ବଦଦାଣ୍ଡରେ ଦେଖିବାକୁ ମିଳିଥିଲା ଆଧ୍ୟାତ୍ମିକତା ପରିବେଶ। କେଉଁଠି ପଞ୍ଚବର୍ଣ୍ଣ ମୁରୁଜରେ ମହିଳା ମାନେ ପକାଇଥିଲେ ପାରମ୍ପରିକ ଝୋଟି ଚିତା ତ ପୁଣି କେଉଁ ମୁରୁଜରେ ଆଙ୍କିଥିଲେ ଗ୍ରାମ୍ୟଜୀବନ ଓ ଫୁଲ ଗଛ ପତ୍ରର ଚିତ୍ର। କେବଳ ଝୋଟି ଚିତା ନୁହେଁ ସଂକୀର୍ତ୍ତନର ତାଳେ ତାଳେ ସୃଷ୍ଟି ହୋଇଥିଲା ଜଗନ୍ନାଥମୟ ପରିବେଶ। ଶ୍ରୀଜଗନ୍ନାଥଙ୍କ ଜଣାଣର […]