ଏହାପୂର୍ବରୁ ଆଶାୟୀଙ୍କ ତାଲିକା ବଢି ଚାଲିଛି।
ତିନି କୁ ତିନ୍ । ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ସବୁଠି ଶଙ୍ଖନାଦ । ସବୁଠି ବିଡେଡି ଦଖଲରେ ମେୟର ଗାଦି ।
ମେୟର ପଦ ଭଳି ସବୁ ଡେପୁଟି ମେୟର ପଦ ମଧ୍ୟ ବିଜେଡି ଖାତାକୁ ଯିବା ନିଶ୍ଚିତ।
ବ୍ରହ୍ମପୁର ମହାନଗର ନିଗମର ନୂଆ ମେୟର । ତାଙ୍କର ବୟସ ୫୨ । ତାଙ୍କ ସ୍ୱାମୀଙ୍କ ନାଁ ଭୀମସେନ ଦଳେଇ । ତାଙ୍କ ସ୍ୱାମୀ ଜଣେ ଜେଲ୍ ସପ୍ଲାଇ କଣ୍ଟ୍ରାକ୍ଟ୍ରର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍ ଥାନା ଅଧିନ ବଡ଼ସାହିର ମୂଳବାସିନ୍ଦା ହେଉଛନ୍ତି ସଂଘମିତ୍ରା ।
ଭୋଟ୍ରେ ଜନତାଙ୍କ ଫୈସଲା ପରେ କାଲି ଖୋଲିବ ଇଭିଏମ୍ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ । ତା ପୂର୍ବରୁ ଗଲା ରାତିଠୁ ସବୁ ଷ୍ଟ୍ରଙ୍ଗରୁମ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ।
ପୋଲିସ୍ କର୍ମଚାରୀ ଜଣକ ହସି ହସି ଏହାକୁ ଆଡେଇ ଯାଉଥିବା ନଜରକୁ ଆସିଛି।
ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍କୁ ଯାଇ ମତଦାନ କରିଛନ୍ତି ।
କଂଗ୍ରେସ-ବିଜେଡି-ବିଜେପି ସମସ୍ତେ ଛକାଛକି। ହାତେଇବାକୁ ବସିଛନ୍ତି ଭୁବନେଶ୍ୱର ମେୟର ପଦବୀ। ନୂଆ ପ୍ରାର୍ଥୀ ଦେଇ କରୁଛନ୍ତି ପ୍ରଚାର। କିଏ ଖଟିରେ ତ ଆଉ କିଏ ପାର୍କରେ କରୁଛି କ୍ୟାମ୍ପେନିଂ। ଆଜି ଆମେ ଆପଣଙ୍କୁ କହୁଛୁ ବିଜେପିର ଡ. ସୁନୀତି ମୁଣ୍ଡଙ୍କ ବିଷୟରେ ଅନେକ କଥା...
ଆପଣମାନେ ଜାଣନ୍ତି କି କ’ଣ ରହିଛି ବିଜେଡି ପ୍ରାର୍ଥୀଙ୍କ ରାଜନୈତିକ କ୍ୟାରିଅର? ତାଙ୍କର ଶିକ୍ଷାଗତ ଯୋଗ୍ୟତା କଣ? କେବେ ଓ କେମିତି ରାଜନୀତିକୁ ଆସିଲେ? ଆସନ୍ତୁ ଜାଣିବା ଭୁବନେଶ୍ୱରର ବିଜେଡି ମେୟର ପ୍ରାର୍ଥୀଙ୍କ ବିଷୟରେ
ବିଜେଡିରୁ ସଂଘମିତ୍ରା ଦଳେଇ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସବିତା ସୁଆର ।
ବିଜେଡିରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।
ଗିରିବାଳା ଏବେ କଟକ ସିଡିଏରେ ରହୁଛନ୍ତି । ତେବେ ତାଙ୍କ ଜନ୍ମସ୍ଥାନ ହେଉଛି କେନ୍ଦ୍ରାପଡା । ତାଙ୍କର ଜନ୍ମ ୧୯୬୨ ମସିହାରେ ହୋଇଥିଲା ।
ମୁଁ ମେୟର ହେଲେ ସକାଳୁ ଉଠିଲେ ଯେଉଁ ସମସ୍ୟାଟା ହୁଏ ସେଇଟାକୁ ଆଗେ ଠିକ୍ କରିବି। ହେଲେ ସକାଳୁ ଆମର ଯାହା ହୁଏ ଇଏ କେମିତି ଜାଣିଲେ? ମେୟର ହେବା ପୂର୍ବରୁ ମ୍ୟାଡମ୍ ବୋଧହୁଏ ଥିଲେ ଡାକ୍ତର...ନା କଣ କହୁଛୁ ନାରଣ?
ବିଏମ୍ସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।
କଟକ ମହାନଗର ନିଗମ ମେୟର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ଧନୀ କିଏ ? କାହା ପାଖରେ କେତେ ସମ୍ପତ୍ତି ?
ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ଧର୍ମପତ୍ନୀ । ଉତ୍ତମଙ୍କୁ ଗତଥର ବିଜେପିରୁ ଟିକଟ ମିଳିନଥିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ।
ହଟିଲା ସସପେନ୍ସ । ବଛା ହେଲେ ଯୋଦ୍ଧା । ଛକାପଞ୍ଝା ମଧ୍ୟରେ ବିଜେପି ଆଜି ସିଏମସି ନିର୍ବାଚନ ଲାଗି ମେୟର୍ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅଭିନେତା ଶ୍ରୀତମ୍ ଦାସଙ୍କୁ ବିଜପି କଟକର ମେୟର ପ୍ରାର୍ଥୀ କରିଛି । ଶ୍ରୀତମ ଦାସଙ୍କ ନାଁ ଘୋଷଣା କରିଛନ୍ତି କଟକ ନଗର ବିଜେପି ସଭାପତି । ସିଏମସି ମେୟର ନିର୍ବାଚନ ପାଇଁ ଚିତ୍ର ସ୍ପଷ୍ଟ ହୋଇଛି ।
ଗିରିବାଳା, ସୁବାସ, ଶ୍ରୀତମଙ୍କ ମଧ୍ୟରେ ମେୟର ପଦବୀ ପାଇଁ ଜୋରଦାର ଲଢେଇ ହେବ ।
ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ବିଜେପିର ମେୟର ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ।
ପୂର୍ବରୁ କଂଗ୍ରେସ, ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।
ଘୋଷଣା ହେଲା ବିଜେଡି ମେୟର ପ୍ରାର୍ଥୀ । ମେୟର ମଇଦାନରେ ସୁଲୋଚନା, ସୁବାସ ଓ ସଂଘମିତ୍ରା । ୩ ମହାନଗର ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା କରିଛି ।
ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ପାଖେଇ ଆସୁଥିଲେ ବି କୌଣସି ଗୋଟିଏ ବି ଦଳରେ ଚୂଡାନ୍ତ ହୋଇନି ପ୍ରାର୍ଥୀ ତାଲିକା। ସବୁଠୁ ଅଧିକ ଫୋକସରେ ଥିବା ଭୁବନେଶ୍ୱର ମହାନଗର ନିଗମର ସବୁ ଓ୍ୱାର୍ଡରେ କର୍ପୋରେଟର କଥା ଛାଡ଼ନ୍ତୁ ବିଜେପି ଓ ବିଜେଡି ଏଯାଏଁ ମେୟର ପ୍ରାର୍ଥୀଙ୍କ ନାଁ ବି ଘୋଷଣା କରିନାହାନ୍ତି। ହେଲେ ପ୍ରଥମ ଦଳଭାବେ କଂଗ୍ରେସ କିନ୍ତୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି।
ବିଜେପି ହେଉ କି ବିଜେଡି ଏ ଦୁଇ ଦଳରୁ କିଏ ହେବେ ଭୁବନେଶ୍ୱର ମେୟର ପ୍ରାର୍ଥୀ, ତାକୁ ନେଇ ସସପେନ୍ସ ଲାଗି ରହଛି।
କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେବେ ମଧୁସ୍ମିତା ଆଚାର୍ଯ୍ୟ । ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ମଧୁସ୍ମିତା । ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁରେଶ ରାଉତରାୟଙ୍କ ଘୋଷଣା । ଏଆଇସିସିର ଅନୁମୋଦନ କ୍ରମେ ମଧୁସ୍ମିତାଙ୍କ ନାଁରେ ମୋହର ଲାଗିଛି।