ULB Polls
ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ପାଖେଇ ଆସୁଥିଲେ ବି କୌଣସି ଗୋଟିଏ ବି ଦଳରେ ଚୂଡାନ୍ତ ହୋଇନି ପ୍ରାର୍ଥୀ ତାଲିକା। ସବୁଠୁ ଅଧିକ ଫୋକସରେ ଥିବା ଭୁବନେଶ୍ୱର ମହାନଗର ନିଗମର ସବୁ ଓ୍ୱାର୍ଡରେ କର୍ପୋରେଟର କଥା ଛାଡ଼ନ୍ତୁ ବିଜେପି ଓ ବିଜେଡି ଏଯାଏଁ ମେୟର ପ୍ରାର୍ଥୀଙ୍କ ନାଁ ବି ଘୋଷଣା କରିନାହାନ୍ତି। ହେଲେ ପ୍ରଥମ ଦଳଭାବେ କଂଗ୍ରେସ କିନ୍ତୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)