• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "97" result for "ମେୟର" in https://otvkhabar.in

Municipal Election
କିଏ ହେବ କର୍ପୋରେଟର ? କିଏ ହେବ ମେୟର ? ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମିଛି ଭିଡ଼

କିଏ କର୍ପୋରେଟର ତ କିଏ ମେୟର ପ୍ରାର୍ଥୀ ହେବାକୁ କିଣୁଛନ୍ତି ଫର୍ମ। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଡ଼। ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସହରର ୬୭ଟି ଓ୍ୱାର୍ଡ ପାଇଁ ନୋମିନେସନ ଫର୍ମ ବିକ୍ରି ଆରମ୍ଭ ହୋଇଛି। 

Municipal Election
ବ୍ରହ୍ମପୁର ମେୟର ପଦ ଲାଗି ବଢୁଛି ଉତ୍କଣ୍ଠା

ଏଥର ମେୟର ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ କେଉଁ ଯୋଗ୍ୟ ମହିଳାଙ୍କୁ ମିଳିବ ଟିକଟ୍ ତାକୁ ନେଇ ବଢିଛି ଉତ୍କଣ୍ଠା।

Cuttack Municipal Corporation
ପୌର ନିର୍ବାଚନ: ଆଜିଠୁ ନାମାଙ୍କନପତ୍ର ଦାଖଲ, ଗିରିବାଳା ବେହେରା କଂଗ୍ରେସର କଟକ ମେୟର ପ୍ରାର୍ଥୀ

ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମେୟର ପ୍ରାର୍ଥୀ କରିଛି।ପୌର ନିର୍ବାଚନ ସମ୍ପର୍କିତ ବୈଠକ ପରେ କଂଗ୍ରେସ ଗିରିବାଳାଙ୍କ ନାଁ ଘୋଷଣା କରିଛି। 

Municipal Election 2022
ଟ୍ୱିନ୍‌ ସିଟିରେ ମହିଳା ମେୟର ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି

ମିଳିଥିବା ସୂଚନା ଅନୁସାରେ ବିଜେଡିର କର୍ପୋରେଟର ତାଲିକା ପ୍ରାୟ ଚୂଡାନ୍ତ ହୋଇସାରିଛି । ହେଲେ ମହିଳା ମେୟର ପ୍ରାର୍ଥୀଙ୍କୁ ନେଇ ଅଙ୍କ ଛିଡୁନି । ଆଶାୟୀ ଅନେକ ରେସ୍‌ରେ ଅଛନ୍ତି ।

UP elections 2022
ଇଭିଏମ୍ ସହ ଫଟୋ ସେୟାର କଲେ ମେୟର : ଅଭିଯୋଗ ପରେ ମାମଲା ରୁଜୁ

ମେୟର ପ୍ରମିଳା ପାଣ୍ଡେ ଆଜି କାନପୁର ସହରର ହଡସନ ମତଦାନ କେନ୍ଦ୍ରକୁ ଭୋଟ୍ ଦେବାପାଇଁ ଯାଇଥିଲେ । ଆଉ ଇଭିଏମରେ ଭୋଟ୍ ଦେବାବେଳେ ସେ ନିଜର ଫଟୋ ନେଇଥିଲେ, ଯାହାକୁ ସେ ସେୟାର କରିଛନ୍ତି ।

Election Commision
ମେୟର ପଦ ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ୧୨ ଲକ୍ଷ ଟଙ୍କା

କେଉଁ ପଦ ଲଢିଲେ, କେତେ ଖର୍ଚ୍ଚ କରିପାରିବେ କହିଲେ ରାଜ୍ୟ ନିର୍ବାଚନ କମିଶନ

Bhubaneswar Mayor
ଏଥର ଭୁବନେଶ୍ୱର ମେୟର ମୁକୁଟ ପିନ୍ଧିବ କିଏ ?

ଏଥର ଭୁବନେଶ୍ୱର ମେୟର ମୁକୁଟ ପିନ୍ଧିବ କିଏ ? ଲୋପାମୁଦ୍ରା ଓ ମୀରାଙ୍କ ବାଦ୍‌ ଅନ୍ୟ ନେତ୍ରୀଙ୍କୁ ନେଇ ଚାଲିଛି ଜୋରସୋରରେ ଚର୍ଚ୍ଚା ।

Bhubaneswar Mayor
ମେୟର ପାଇଁ ଅଙ୍କ କଷିଲେଣି ସବୁ ଦଳ, ବିଜେଡିରେ ବଢ଼ୁଛି ଆଶାୟୀଙ୍କ ସଂଖ୍ୟା

ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ ଚର୍ଚ୍ଚା, କିଏ- କାହାକୁ ମିଳିବ ସିଂହାସନ ? ଯଦିଓ ଆପତ୍ତି ଅଭିଯୋଗ ଲାଗି ୧୫ ଦିନ ସମୟ ପରେ ନିଷ୍ପତ୍ତି ଚୂଡାନ୍ତ ହେବ ।

afgan female mayor
ତାଲିବାନି ଦୁର୍ଦ୍ଦଶାର ଲୋମଟାଙ୍କୁରା ଅନୁଭୂତି କହିଲେ ଆଫଗାନର ମହିଳା ମେୟର

ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି।  ଆଫଗାନିସ୍ତାନରେ  ଆରମ୍ଭ ହୋଇ ଯାଇଛି ତାଲିବାନୀଙ୍କ ଆତଙ୍କରାଜ। ମହିଳାମାନଙ୍କ ଦୁର୍ଦ୍ଦଶା ବଢି ଯାଇଛି।

Vote
ଲୋକେ ବାଛିବେ ମେୟର ! ମତାମତ ଲୋଡ଼ିଲେ ସରକାର

ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରିଛନ୍ତି। ପୌରାଂଚଳ ଓ ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଏଣିକି ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ।

୭୭୭୭
୨୧ ବର୍ଷିୟା ଆର୍ଯ୍ୟା ରଚିଲେ ଇତିହାସ : ଦେଶର ସର୍ବକନିଷ୍ଠ ମେୟର ହେଲେ ଇଲେକ୍ଟ୍ରିସିଆନଙ୍କ ଝିଅ

ଅଳ୍ପ ବୟସରୁ ବିରଳ ସଫଳତା । ଦେଶର ସବୁଠାରୁ କନିଷ୍ଠ ମେୟର ହେବେ ଆର୍ଯ୍ୟା ରାଜେନ୍ଦ୍ରନ୍ । ଜାତୀୟ ସ୍ତରରେ ନିଆରା ରେକର୍ଡ଼ । ନିକଟରେ କେରଳର ମ୍ୟୁନିସିପାଲ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ୨୧ ବର୍ଷିୟା ଆର୍ଯ୍ୟା ମୁଡାବନମୁଗାଲ ଆସନରୁ ବିଜୟୀ ହୋଇଛନ୍ତି ।  ବାମ ଗଣତାନ୍ତ୍ରିକ ମେଣ୍ଟରୁ ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ରନ ଥିରୁବନ୍ତପୁରମ୍ ଜିଲ୍ଲାର ମେୟର ହେବେ । ଦଳର ଜିଲ୍ଲା ସମିତି ଓ ରାଜ୍ୟ ସମିତି ତାଙ୍କୁ ସଭ୍ୟପଦକୁ […]

rohit
ହେଟମେୟରଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ରାଞ୍ଚି: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଚମତ୍କାର ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଏହା ରୋହିତଙ୍କ ତୃତୀୟ ଶତକ। ସେହିପରି ତାଙ୍କ ଟେଷ୍ଟ କ୍ୟାରିୟରର ଏହା ୬ଷ୍ଠ ଶତକ। ତେବେ ଆଜିର ଇନିଂସ୍‌ରେ ରୋହିତ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଥମେ ଗୋଟିଏ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ଛକା ମାରିବା ରେକର୍ଡ ରୋହିତ ନିଜ ନାଁରେ କରିଛନ୍ତି। ପୂର୍ବରୁ ୱେଷ୍ଟଇଣ୍ଡିଜର […]

cabinet
ଏଣିକି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ପଦ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର: ଏଣିକି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଭୋଟରମାନେ ସିଧାସଳଖ ଭୋଟ ଦେଇ ଏମାନଙ୍କୁ ଚୟନ କରିବେ। ଏପରିକି ଉପାଧ୍ୟକ୍ଷ, ଡେପୁଟି ମେୟର ପଦ ପାଇଁ ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚନ ହେବ।  ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତ ଆଇନ୍‌ ଖୁବ୍‌ଶୀଘ୍ର ବିଧାନସଭାକୁ ସଂଶୋଧନ ପାଇଁ ଆସିବ ବୋଲି ଜଣାପଡ଼ଛି। […]

NSA
ବ୍ରହ୍ମପୁର ପୂର୍ବତନ ମେୟରଙ୍କ ବିରୋଧରେ ଲାଗିଲା ଏନ୍‌ଏସ୍‌ଏ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ବିରୋଧରେ ଲାଗିଲା ନ୍ୟାସନାଲ୍‌ ସିକ୍ୟୁରିଟି ଆକ୍ଟ (NSA)।  ବ୍ରହ୍ମପୁର ଏସ୍‌ପିଙ୍କ ସୁପାରିସ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ NSA ଲାଗୁ କରାଯାଇଛି। ଗତ ଜାନୁୟାରୀ ୧୭ ତାରିଖରେ ଗୋସାଣୀ ନୂଆଗାଁ ପୋଲିସ ଶିବଶଙ୍କରଙ୍କୁ ତାଙ୍କ ବାସ ଭବନକୁ ଉଠାଇ ନେଇଥିଲା।  ୧୮ ତାରିଖରେ ଗୋଳନ୍ଥରା ଥାନରେ ଏକ ଜମି ହଡ଼ପ ମାମଲାରେ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିଲା।  ଏବେ ସେ ବ୍ରହ୍ମପୁର ମଣ୍ଡଳ […]

japan
ଜାଣି ଜାଣି କରୋନା ସଂକ୍ରମିତ ହେଲେ ମେୟର

ବର୍ଲିନ: ପୁରା ଦୁନିଆରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ସମସ୍ତଙ୍କୁ ସୋଶିଆଲ ଡିଷ୍ଟାନ୍ସ ରକ୍ଷା କରିବାକୁ କୁହାଯାଇଛି। ଏକାଧିକ ଲୋକ ଏକାଠି ନ ହେବାକୁ ଅନୁରୋଧ କରାଯାଇଛି । କାରଣ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ଭୟ ରହିଛି । ହେଲେ ଏପରି ସମୟରେ ବର୍ଲିନର ଏମିତି ଏକ ଖବର ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଲିନର ଜଣେ ମେୟର ଜାଣି ଜାଣି ନିଜକୁ କରୋନା ସଂକ୍ରମିତ କରିଦେଲେ। ବର୍ଲିନର ଜଣେ […]

meyar
ଦିଲ୍ଲୀରୁ ଫେରିବା ପରେ ଗୃହବନ୍ଦୀ ହେଲେ ଶ୍ରୀନଗର ମେୟର

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସବୁକିଛି ଠିକଠାକ୍ ନାହିଁ ବୋଲି ମନ୍ତବ୍ୟ ଦେବା ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁଙ୍କୁ ମହଙ୍ଗା ପଡ଼ିଛି। ଚିକିତ୍ସା ପାଇଁ ଦିଲ୍ଲୀକୁ ଯାଇ ଫେରିବା ପରେ ଗୃହବନ୍ଦୀ ହୋଇଛନ୍ତି। ସୋମବାର କିଛି ଗଣମାଧ୍ୟମକୁ ଜମ୍ମୁ କଶ୍ମୀର ବାବଦରେ ନିଜର ମନ୍ତବ୍ୟ ଦେଇଥିଲେ ଜୁନେଦ୍ ଅଜିମ୍ ମଟ୍ଟୁ। ତାଙ୍କ ଦଳ ଜମ୍ମୁ କଶ୍ମୀର ପିପୁଲସ କନଫରେନସ୍ (ଜେକେପିସି)ର ମୁଖ୍ୟ ସଜଦ ଗନ୍ନୀ ଲୋନ୍ ଓ ଅନ୍ୟାନ୍ୟ ଦଳର ନେତାଙ୍କୁ ଗିରଫ କରାଯିବାକୁ ସେ ସମାଲୋଚନା […]

News Fuse 03 Jan 2018 | ନବୀନଙ୍କ ସହ ନୂଆବର୍ଷ ପାଳନ | ମେୟରଙ୍କ କମ୍ବଳ ବଣ୍ଟନ | Zero Night Celebration
News Fuse 03 Jan 2018 | ନବୀନଙ୍କ ସହ ନୂଆବର୍ଷ ପାଳନ | ମେୟରଙ୍କ କମ୍ବଳ ବଣ୍ଟନ | Zero Night Celebration

The highest rated show among all Odia news television which focuses on analysing the socio-political issues. Famous Ollywood Actor Kuna Tripathy presents

News Fuse 28 Feb 2018 | ଡ୍ରେନ ପାଣି ମହଙ୍ଗା ପଡିଲା | ମେୟରଙ୍କ ପାର୍ଲର ବୁଲା | ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ
News Fuse 28 Feb 2018 | ଡ୍ରେନ ପାଣି ମହଙ୍ଗା ପଡିଲା | ମେୟରଙ୍କ ପାର୍ଲର ବୁଲା | ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ

The highest rated show among all Odia news television which focuses on analysing the socio-political issues. Famous Ollywood Actor Kuna Tripathy presents

News Fuse 18 Jun 2018 | ଧର୍ମେନ୍ଦ୍ର Fuse | ମଦୁଆଙ୍କୁ Insurance ଦରକାର | ମେୟର ପୁରା OK | ମଦୁଆଙ୍କୁ ଚେକିଂ
News Fuse 18 Jun 2018 | ଧର୍ମେନ୍ଦ୍ର Fuse | ମଦୁଆଙ୍କୁ Insurance ଦରକାର | ମେୟର ପୁରା OK | ମଦୁଆଙ୍କୁ ଚେକିଂ

The highest rated show among all Odia news television which focuses on analysing the socio-political issues. Famous Ollywood Actor Kuna Tripathy presents