ସତରେ କେତେ ହୃଦୟହୀନ ଏ ମଣିଷ । ବିବାହ ଦିନ ହିଁ କନ୍ୟାର ହାତ ଛାଡ଼ିଦେଲା ବର । ପଚାରିବାରୁ କହିଲା . . .
ଭିଡିଓରେ ଦେଖିବାକୁ ମିଳିଛି, ଯୌତୁକ ମାଗିବାରୁ ଜଣେ ବୟସ୍କ ବ୍ୟକ୍ତି ସର୍ବସମ୍ମୁଖରେ ଚପଲରେ ବରକୁ ପିଟୁଛନ୍ତି। ଏହି ସମୟରେ ଆଉ କିଛି ଲୋକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି।
କନ୍ୟାକୁ ଛାଡ଼ି ସୁନାଗହଣା ଥିବା ବ୍ୟାଗ୍ ନେଇ ଫେରାର୍ ମାରିଲେ ବରପକ୍ଷ । ଏବେ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା ।
ଆଜ୍ଞା ହଁ ଏପରି ଏକ ଘଟଣା ନିକଟରେ ସାମ୍ନାକୁ ଆସିଛି । ବରଘର ଅଧିକ ଯୌତୁକ ଦେଇନଥିବାରୁ ବାହାଘର ଭାଙ୍ଗି ଦେଇଛି କନ୍ୟା ।
ଜୋରଜବରଦସ୍ତି ଗର୍ଭନଷ୍ଟ କରିଦେଲେ ଶାଶୁଘର ଲୋକ । ପୋଲିସ୍ ସାମ୍ନାରେ ନିଜ ଦୁଃଖ ବଖାଣି କାନ୍ଦିଲେ ଅସହାୟ ମହିଳା ।
ଗୁରୁତର ଅବସ୍ଥାରେ ସ୍ତ୍ରୀକୁ SCB ସ୍ଥାନାନ୍ତର, ଅଭିଯୁକ୍ତ ଅଟକ
ବାହାଘରକୁ ୬ ମାସ ହୋଇନି..ଯୌତୁକ ପାଇଁ ବାରମ୍ବାର ଚାପ ପକାଉଥିଲେ ଶାଶୂଘର ଲୋକ। ବାପଘର ଲୋକ ଯୌତୁକ ଦେବା ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ..ହେଲେ ବି ବୋହୂକୁ ଶାଶୂଘର ଲୋକ ମାରିଦେଇଥିବା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ
ବାହାଘରକୁ ୬ ମାସ ହୋଇନି...ଯୌତୁକ ପାଇଁଣ ବାରମ୍ବାର ଚାପ ପକାଉଥିଲେ ଶାଶୂଘର ଲୋକ। ବାପଘର ଲୋକ ଯୌତୁକ ଦେବା ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ...ହେଲେ ବି ବୋହୂକୁ ଶାଶୂଘର ଲୋକ ମାରିଦେଇଥିବା ନେଇ ଆସିଲା ସାଙ୍ଘାତିକ ଅଭିଯୋଗ
ଗଞ୍ଜାମ ଜିଲା ଛତ୍ରପୁର ଥାନା ଆଗରେ ପୁଣି ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
କଟକ ସଦର ଥାନା ଅଞ୍ଚଳରୁ ଆସିଛି ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ଜଣେ ବଧୂଙ୍କ ଜୀବନ ଯାଇଛି । କଟକ ସଦର ଥାନା ଅନ୍ତର୍ଗତ ପ୍ରତାପ ନଗରୀ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗରେ ଦର୍ଶାଯାଇଛି ।
ଲୋକ ଦେଖାଣିଆ ଭାବେ ପ୍ରଥମେ ଏକ ଟଙ୍କାରେ ବିବାହ ସ୍ଥିର କରିଥିଲେ ପିଲାଘର ଲୋକ । ଜୁଲାଇରେ ପାରମ୍ପାରିକ ଭାବେ ଉଭୟଙ୍କର ରିଙ୍ଗ ସେରିମନି ମଧ୍ୟ ଅନୁଷ୍ଠିତ ହୋଇଥିଲା । ହେଲେ ବିବାହ ଲଗ୍ନ ଯେତିକି ପାଖେଇ ଆସୁଥିଲା, ତାଙ୍କର ଅସଲ ରୂପ ସେତିକି ବାହାରକୁ ଆସୁଥିଲା ।
ଆଇନର ଉଦ୍ଦେଶ୍ୟ ପୂରଣ କରୁନଥିବା ତଥା ବାଧା ସୃଷ୍ଟି କରୁଥିବା ନିୟମକୁ ପରିବର୍ତ୍ତନ କରିବା ଉଚିତ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ପରିବର୍ତ୍ତେ ଆଇନର ଉଦ୍ଦେଶ୍ୟକୁ ପୂରଣ କରୁଥିବା ସଂଜ୍ଞା ନିରୂପଣ କରାଯିବା ଉଚିତ୍ ବୋଲି କହିଛନ୍ତି ।
ବିଜୟ ଓ ତପସ୍ୱିନୀଙ୍କ ବାହାଘରରେ ଜଳିନି ହୋମ, ଉଚ୍ଚାରଣ ହୋଇନି ମନ୍ତ୍ର। ପଡ଼ିନି ହାତ ଗଣ୍ଠି, ଦେଖା ହୋଇନି ଜାତି କି ଜାତକ। ଏଠି କେହି ଉଠାଇ ନାହାନ୍ତି ଯୌତୁକ କଥା। ବରଂ ଏଠି ଉଭୟେ ଦେଶର ସମ୍ବିଧାନକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି।
ଏମିତି ଝିଅଙ୍କୁ ଶହେ ସଲାମ। ଯୌତୁକରେ ବାପା ଦେଇଥିଲେ ୭୫ ଲକ୍ଷ ଟଙ୍କା ଉପହାର। ହେଲେ ଏହାକୁ ଖର୍ଚ୍ଚ ନକରି କି ବ୍ୟାଙ୍କରେ ନରଖି ଝିଅପିଲାଙ୍କ ପାଇଁ ହଷ୍ଟେଲ ତିଆରି କରିଦେଲେ ନବ ବିବାହିତା। ଦେଖନ୍ତୁ ଏ ଭିଡ଼ିଓ...
ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ । ମଧ୍ୟପ୍ରଦେଶର ଭୋପାଳ ସହର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଭୋପାଳ ମହିଳା ଥାନାରେ ବୋହୂ ସାକ୍ଷୀ, ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଅଭିଯୋଗ ଦାଏର କରିଛନ୍ତି । ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ । ମଧ୍ୟପ୍ରଦେଶର ଭୋପାଳ ସହର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦଙ୍କ ବିରୋଧରେ ନିର୍ଯାତନା ମାମଲା ଦାୟର କରିଛନ୍ତି । ଭର୍ତ୍ତୃହରିଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ରହୁଥିବା ଜଣେ ମହିଳା। ମହିଳାଙ୍କ ଅଭିଯୋଗ ଅନୁସାରେ, ଯୌତୁକ ଦାବି କରି ସ୍ୱାମୀ ପ୍ରଥମେ ତାଙ୍କୁ ମାରପିଟ୍ କରୁଥିଲେ। ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ହ୍ୟାକ୍ କରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପୋଷ୍ଟ କରିଛନ୍ତି।
ଭୁବନେଶ୍ୱର: ୪ ଦିନ ଧରି ମୃତ୍ୟୁର ଯନ୍ତ୍ରଣାକୁ ସହି ଜୀବନ ପାଇଁ ସଂଗ୍ରାମ କରୁଥିବା ରଶ୍ମିତା ଦାସ ଶେଷରେ ଆଖିବୁଜିଛନ୍ତି। ଯୌତୁକ ନିଆଁରେ ତାଙ୍କୁ ଜାଳି ଦେଇଥିଲେ ଶଶୂଘର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବାରଦିଆ ଗାଁର ପୀଡ଼ିତା ରଶ୍ମିତାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବିରେ ମୃତ୍ୟୁ ହୋଇଛି। ଶରୀରର ୯୦% ପୋଡ଼ିଯାଇଥିବା ତାଙ୍କୁ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ୨୦୧୮ ଜୁନ୍ରେ ଧନେଶ୍ୱରପୁରର ରଶ୍ମିତା ବାରଦିଆର ବୈଲୋଚନ ଦାସଙ୍କ ପୁଅ ବିକ୍ରମଙ୍କୁ ବିବାହ କରିଥିଲେ। […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଏତେ ଆଇନ୍ ଓ ସଚେତନତା ପରେ ବି ଯୌତୁକ ଲୋଭି ମଣିଷ ସୁଧୁରୁନି। ସାମାନ୍ୟ କିଛିଟା ଯୌତୁକ ପାଇଁ ଜଣେ ନୀରିହ ଝିଅକୁ ଜାଳି ମାରି ଦିଆଯାଇଛି! ଏପରି ଘଟଣା ଘଟିଛି ଷ୍ଟଲ୍ସିଟି ରାଉରକେଲାରେ। ଦୋଷୀଙ୍କୁ ଉଚିତ ଦଣ୍ଡ ଦେବାକୁ ଏବେ ଝିଅର ବାପା ଆକୁଳ ନିବେଦନ କରୁଛନ୍ତି। ୨୦୧୪ ମସିହାରେ କୋଲକତା ନିବାସୀ ରାମ କୁମାର ନିଜ ଝିଅ ଆନନ୍ଦି ରାଉରକେଲା ଜନତା ଗାଁରେ ରହୁଥିବା ଲାଲଜୀ ସୋନକରଙ୍କ ପୁଅ ଦୀପକ […]
ଯାଜପୁର: ଦୁନିଆ ଯେତେ ଆଗେଇଲେ ମଧ୍ୟ ଅର୍ଥଲୋଭି ମଣିଷର ମନରୁ ଯୌତୁକ ଲୋଭ ଯାଉନାହିଁ। ଯୌତୁକ ନିଶାରେ ଏମାନେ ଯେ କେତେ ନିଷ୍ଠୁର ହୋଇପାରନ୍ତି ତାହା କଳ୍ପନାର ବାହାରେ। ଏହି ନିଷ୍ଠୁରତାର ଆଉ ଏକ ପରିଣତି ଦେଖିବାକୁ ମିଳିଛି ଜିଲ୍ଲା ବିଂଝାରପୁର ଥାନା ଗୁଣ୍ଡୁରିପଡ଼ା ଗାଁରୁ। ଏଠାରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଆଉ ଏହି ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଭାଇ। ତାଙ୍କ ଭଉଣୀକୁ ଶାଶୁଘର ଲୋକେ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବିନୋଦପଡ଼ା ଗାଁରେ ଶାଶୂଘର ଲୋକେ ବୋହୂଙ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଶୁଭ୍ରକେଶୀ ସ୍ୱାଇଁ। ଯୌତୁକ ଲୋଭରେ ଶାଶୂ ଘର ଲୋକେ ଶୁଭ୍ରକେଶୀଙ୍କୁ ପ୍ରଥମେ ହତ୍ୟା କରିବା ପରେ ପୋଡ଼ି ଦେଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଶାଶୂଘର ଲୋକେ ମୃତ ଦେହକୁ ଶ୍ମଶାନରେ ଦାହ କରିଦେଇଥିଲେ। ତେବେ ପୁଲିସ ଶ୍ମଶାନରୁ ଶୁଭ୍ରକେଶୀଙ୍କ ଅର୍ଦ୍ଧଦଗ୍ଧ […]
ପାରାଦୀପ (ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା ଜାଲପଦା ଗାଁରୁ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆସିଛି। ମୃତକ ହେଲେ ଜୋତ୍ସ୍ନା। ଯୌତୁକ ପାଇଁ ଶାଶୁ ଘର ଲୋକେ ଜୋତ୍ସ୍ନାଙ୍କୁ ହତ୍ୟା କରିଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଜାଲପଦା ଗାଁ ନେତ୍ରାନନ୍ଦ ରାଉତ ୮ ବର୍ଷ ତଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗ ଗାଁର ଜୋତ୍ସ୍ନାଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ବାପଘରୁ ଅଧିକ ଯୌତୁକ ଆଣିବାକୁ ଶାଶୁଘର ଲୋକେ […]
କେନ୍ଦ୍ରାପଡ଼ା: ଯୌତୁକ ରାକ୍ଷସ ଜୁଇରେ ଆଉ ଜଣେ ବୋହୂ। ଯୌତୁକ ଲୋଭ ଏତେ ଭୟଙ୍କର ହୋଇଗଲା ଯେ ହାତ ଗୋଡ଼ ବାନ୍ଧି କିରୋସିନି ଢାଳି ନିଆଁ ଲଗାଇବାକୁ ପଛାଇଲେ ନାହିଁ ଶାଶୂ ଘର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଭାରତୀ ସ୍ୱାଇଁ। ତାଙ୍କ ଘର ବାଲିସୁଆଁ ଗାଁରେ। କଟକ SCB ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। […]
ଭୁବନେଶ୍ୱର: ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକୁନପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଅଧିକ ଯୌତୁକ ଦାବି କରି ଶାଶୂ ଘର ଲୋକେ ଝିଅକୁ ନିଆଁରେ ପୋଡ଼ି ମାରି ଦେଇଥିବା ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ୍ ମୃତଦେହ ଜବତ କରିବା ସହ […]