• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "81" result for "ଯୌତୁକ" in https://otvkhabar.in

ଯୌତୁକ ନିର୍ଯାତନା ଅଭିଯୋଗରେ ସେନା ଅଧିକାରୀ ଗିରଫ

ଭୁବନେଶ୍ୱର: ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ସେନା ଅଧିକାରୀଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ୍‌ ଗିରଫ କରିଛି। ତାଙ୍କ ନାଁ ସୌମ୍ୟରଞ୍ଜନ ପତି। ସେ ଜଣେ ମେଜର ବୋଲି ଜଣାପଡ଼ିଛି। ପତ୍ନୀଙ୍କ ଏତଲା ଆଧାରରେ ପୋଲିସ୍ ସୌମ୍ୟରଞ୍ଜନଙ୍କୁ‌ ଗିରଫ କରିଥିବା ସୂଚନା ମିଳିଛି। ସୌମ୍ୟରଞ୍ଜନ ଫରିଦାବାଦରେ କାର୍ଯ୍ୟରତ ଥିଲେ। ତାଙ୍କ ବିରୋଧରେ ଯୌତୁକ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ୍‌ ତାଙ୍କୁ ଗିରଫ […]

ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ
ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଜିତୁଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାଁରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ ତାଙ୍କ ବୋହୂ ବିଧାୟକ ଜିତୁ, ତାଙ୍କ ପତ୍ନୀ ଏବଂ ବଡ଼ ପୁଅଙ୍କ ନାଁରେ ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୁଲିସ୍‌ ମାମଲା ରୁଜୁ କରିଛି। ଜିତୁ ମିତ୍ରଙ୍କ ବଡ଼ ପୁଅ ବର୍ଷକ ତଳେ ଭଦ୍ରକ ଅଞ୍ଚଳରେ ବିବାହ କରିଥିଲେ। ବିବାହର […]

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ବାଲେଶ୍ୱର  : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ମଇତାପୁର ପଞ୍ଚାୟତର କୁମ୍ଭାରପାଟଣା ଗ୍ରାମରେ ନିଅାଁରେ ପୋଡ଼ିଯାଇ ଜଣେ ନବବଧୂଙ୍କ ମୃତ୍ୟୁ ହୋଇଛି। ତେବେ ମହିଳାଙ୍କ ପରିବାର ଲୋକ ଏହାକୁ ଯୋଜନାବଦ୍ଧ ଭାବେ ପୋଡି ଦିଅାଯାଇଥିବା ଅଭିଯୋଗ କରିଛନ୍ତି। ସିମୁଳିଅା ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମୁଳିଅା ଥାନା କୁମ୍ଭାରପାଟଣା ଗ୍ରାମର ନରହରି ଶିଅଳ ୫ ମାସ ତଳେ ଉର୍ମିଳା ଶିଅଳଙ୍କୁ ବିବାହ କରିଥିଲେ। ବାହାଘର ବେଳେ ଉର୍ମିଳାଙ୍କ […]

ଯୌତୁକରେ ମାଗିଲେ ୧୦୦୧ ଫଳ ଚାରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗାଁରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର। ଯୌତୁକ ବଦଳରେ କେବଳ କନ୍ୟା ଘରୁ ୧୦୦୧ ଫଳ ଚାରା ଆଣି ବାହା ହୋଇଛନ୍ତି ଏହି ଗାଁର ଜଣେ ଯୁବକ।  ପ୍ରାୟ ଅଢେଇ କିଲୋମିଟର ପାଦରେ ଚାଲି ଚାଲି ଯାଇଛନ୍ତି ବର। ବିନା ରୋଷଣୀରେ ବାହାଘର।  ନା ଅଛି ସୁସଜ୍ଜିତ ଗାଡି, ନା ନାଚଗୀତର ଆସର  ହାତରେ ଗୋଟିଏ ଗୋଟିଏ ଚାରା ଧରି ଖୁସି ମନରେ ବରଯାତ୍ରୀ ଆଗକୁ ବଢ଼ୁଛନ୍ତି।  […]

4
ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଆଠଗଡ଼: ଯୌତୁକ ପାଇଁ ବୋହୂକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶାଶୂଘର ଲୋକଙ୍କ ସହ ଗାଁର କିଛି ଲୋକ ମିଶି ବୋହୂକୁ ମାଡ଼ ମାରିଥିବା ପୋଲିସ୍‌ କହିଛି। ଆଠଗଡ଼ ଉପଖଣ୍ଡ କାନପୁର ଥାନା ସିଆରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସିଆରିଆ ଗାଁର ମଧୁସ୍ମିତା ରାଉତଙ୍କୁ ତାଙ୍କ ଶାଶୂଘର ଲୋକେ ଅଧିକ ଯୌତୁକ ଦାବି କରି ଏଭଳି ନିର୍ଯାତନା ଦେଇଛନ୍ତି। ଏଥିସହ ତାଙ୍କୁ ଗାଁ କୋଠଘରେ ତାଲା ପକାଇ ରଖିବା ଅଭିଯୋଗ ହୋଇଛି। ଖବର […]

ମହିଳାଙ୍କ ମୃତ ଦେହ ଉଦ୍ଧାର : ଯୌତୁକ ନିର୍ଯାତନା ଅଭିଯୋଗ

ଯାଜପୁର : ଯାଜପୁର ରୋଡ ଥାନା ଚୋରଦା ଡିଗିସାହି ଅଞ୍ଚଳର ଏକ ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର।  ମୃତକ ଜଣକ ଝାଡଖଣ୍ଡ ଅଂଚଳର ବୋଲି ଜଣାପଡିଛି। ମୃତ ମହିଳାଙ୍କ ସ୍ୱାମୀ କଳିଙ୍ଗନଗର ଜିନ୍ଦଲ ଷ୍ଟିଲନେଶ ଖାରଖାନାରେ ଜଣେ ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ନା ପଙ୍କଜ କୁମାର। ଗତକାଲି ରାତିରେ ପଙ୍କଜ କାରଖାନାରୁ ଫେରି କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ଦୀର୍ଘ ସମୟ ଧରି କବାଟ ନଖୋଲିବା ପରେ […]