• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

Puri Town
ବଢ଼ିବ ପୁରୀ ସହରର ସୁରକ୍ଷା, ସମସ୍ତ ପ୍ରବେଶ ପଥରେ ଲାଗିବ CCTV

ସେହିପରି ଶ୍ରୀମନ୍ଦିର ଭିତର ବାହାର, ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହିତ ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି ।

Mahaprasad
ତିରୁପତି ପରେ ପୁରୀରେ ତତ୍ପରତା .. ଯାଞ୍ଚ ହେବ ଅବଢ଼ାର ମାନ

ତିରୁପତି ବାଲାଜୀ ମନ୍ଦିର ଲଡୁ ବିବାଦ ପରେ ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ଯତ୍ନବାନ ରାଜ୍ୟ ସରକାର । ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ଘିଅ ସହ ଅନ୍ୟ ସାମଗ୍ରୀ ଓ ସେଠୁ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

Bada Danda
ପୁରୀରେ ପ୍ରବଳ ବର୍ଷା; ଅସ୍ତବ୍ୟସ୍ତ ଜନଜୀବନ, ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି

ପୁରୀରେ ବର୍ଷା ଜାରି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାର୍କେଟ ଛକ, ବଡ଼ଶଙ୍ଖ, ଭିଆଇପି ରୋଡ୍, ଫାୟାର ଷ୍ଟେସନ ସମ୍ମୁଖ, ଅବକାଶ ଲେନ, ଗଜପତି ନଗର, ସୁଦର୍ଶନ ନଗର, ମାଟିଆପଡ଼ା ଆଦି ଅଞ୍ଚଳରେ ପାଣି ଜମିଛି।

Rukshana
ସମ୍ବଲପୁରୀ ରିଲ୍ସ କୁଇନ୍ ରୁକସାନା ବାନୋଙ୍କ ମୃତ୍ୟୁ ପଛରେ ଅଛି କି ଷଡ଼ଯନ୍ତ୍ର?

ଆଜିକୁ ଦୀର୍ଘ ୧୫ ଦିନ ଧରି ଭବାନୀପାଟଣା, ବଲାଙ୍ଗିର, ବରଗଡ଼ ଓ ଶେଷରେ ଗତକାଲି ଭୁବନେଶ୍ୱର ଏମ୍ସ ଆସିବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ରୁକାସାନା।

death suspense
ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ସସପେନ୍ସ, ସ୍କ୍ରବ୍ ଟାଇଫସ୍ ନୁହେଁ ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ !

୧୫ ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ସେ ଅସୁସ୍ଥ ହୋଇଥିଲେ । ଗତ ଅଗଷ୍ଟ ୨୭ରେ ତାଙ୍କୁ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

Monalisa Leaves Fans Awestruck With Her Latest white bodycon dress
ଇଣ୍ଟରନେଟ୍‌ରେ ଲୋକଙ୍କୁ ପାଗଳ କଲେ ଭୋଜପୁରୀ ଅଭିନେତ୍ରୀ ମୋନାଲିସା

ଭୋଜପୁରୀ ଜଣାଶୁଣା ଅଭିନେତ୍ରୀ ମୋନାଲିସା ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଲାଟେଷ୍ଟ୍ ଲୁକ୍‌ର ଫଟୋ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ସବୁବେଳେ ପାଗଳ କରି ରଖନ୍ତି। ତା’ର ଚମତ୍କାର ଷ୍ଟାଇଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୁଏ ଆଉ ହଇଚଇ ସୃଷ୍ଟି କରେ। ବର୍ତ୍ତମାନ ଅଭିନେତ୍ରୀ ଇଣ୍ଟରନେଟରେ ନିଜର ଲାଟେଷ୍ଟ୍ ଫଟୋ ଶେୟାର କରି ଇଣ୍ଟରନେଟ୍ ପାରା ବଢେଇ ଦେଇଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କ ବୋଲ୍ଡ ଅବତାର ଦେଖିବା ପରେ ଲୋକମାନେ ହୋଶ୍ ଉଡେଇଛନ୍ତି।

Bhojpuri actress neha malik look stunning in bodycon dress
ନୂଆ ଷ୍ଟାଇଲ୍‌ରେ ପ୍ରଶଂସକଙ୍କୁ ମନ୍ତ୍ରମୁଗ୍ଧ କଲେ ଭୋଜପୁରୀ କ୍ୱିନ୍ ନେହା ମଲିକ

ଭୋଜପୁରୀ କ୍ୱିନ୍ ନେହା ମଲିକ ସବୁବେଳେ ଇନ୍‌ଷ୍ଟାଗ୍ରାମରେ ନୂଆ ନୂଆ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଇଣ୍ଟର୍‌ନେଟରେ ପଡିବା ମାତ୍ରେ ତାଙ୍କର ଲୁକ୍ ଭାଇରାଲ୍ ହେବାକୁ ଲାଗେ। ବର୍ତ୍ତମାନ ଏହି ଅଭିନେତ୍ରୀ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଶେଷ ଫଟୋସୁଟର କିଛି ଫଟୋ ଶେୟାର କରିଛନ୍ତି।

Odisha
ପୁରୀ ବେଳାଭୂମିରେ ଖୋଲିବନି ମଦ କୁଡ଼ିଆ !

ଖାଲି ପୁରୀ ନୁହେଁ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଧର୍ମାନୁଷ୍ଠାନର ୫ କିଲୋମିଟର ପରିଧି ଭିତରେ ମଧ୍ୟ ମଦ କୁଡ଼ିଆ ନଖୋଲିବାକୁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି।

Odisha
ନିଷ୍ପତ୍ତି ବଦଳିଲା, ପୁରୀ ବେଳାଭୂମିରେ ମଦ କୁଡ଼ିଆ ବ୍ୟାନ୍

କୌଣସି ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧିରେ ବି କଟକଣା । ସ୍ପଷ୍ଟ କଲେ ଅବକାରୀ ମନ୍ତ୍ରୀ, ବିଜ୍ଞପ୍ତି ଜାରି ।

Puri Beach
ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର, ପୁରୀ ବେଳାଭୂମିରେ ମିଳିବନି ମଦ

ସେହିପରି ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି । ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Nityanand Gond
ଖୋର୍ଦ୍ଧାରେ ୪୦୦-ପୁରୀରେ ୩୫୦-ସୁନ୍ଦରଗଡରେ ୪୧୭-ବାଲେଶ୍ୱରରେ ୧୩୧ ଭିକ୍ଷୁକ

ରାଜ୍ୟସରକାରଙ୍କ ସହାୟ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି, ଦକ୍ଷତା ପ୍ରଶିକ୍ଷଣ ଆଦି ପାଇଁ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ଲିଖିତ ବିବୃତ୍ତି ଦେଇଛନ୍ତି ମନ୍ତ୍ରୀ।

 Fish Landing Center
ପୁରୀ ଫିସ୍ ଲ୍ୟାଣ୍ଡି ସେଣ୍ଟରରେ କେଁ; ସ୍ଥାୟୀ ନିର୍ମାଣ ପାଇଁ କିଏ ଦେଲା ଅନୁମତି ? 

ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଫିସ୍ ଲ୍ୟାଣ୍ଡି ସେଣ୍ଟର ନିର୍ମାଣ କେଁ ! ସ୍ଥାୟୀ ନିର୍ମାଣ ପାଇଁ କିଏ ଦେଲା ଅନୁମତି ?  ସିଆରଜେଡର ଅନୁମତି ଅଛି କି ନାହିଁ, ଉଠିଲା ପ୍ରଶ୍ନ... 

Alert as Bird Flu
ପୁରୀ ଜିଲ୍ଲାରେ ମାଡ଼ି ଚାଲିଛି ବାର୍ଡ ଫ୍ଲୁ

କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ।

Bird Flu
ପୁରୀ ଜିଲ୍ଲାରେ ମଣିଷଙ୍କୁ ବ୍ୟାପିଲାଣି କି ବାର୍ଡ ଫ୍ଲୁ ?

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଆକ୍ରାନ୍ତ ନୁହେଁ, ଜଣେ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି ।

Bird Flu
ପୁରୀରେ ମଣିଷଙ୍କୁ ବ୍ୟାପିଲାଣି କି ବାର୍ଡ ଫ୍ଲୁ ? ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ପରେ ବଢ଼ିଲା ଭୟ

ବଢ଼ିଲା ବାର୍ଡ ଫ୍ଲୁ' ଟେନସନ୍ । ପୁରୀ ଜିଲ୍ଲାରେ ସଂକ୍ରମିତ କୁକୁଡ଼ାଙ୍କ ଦେହରୁ ମଣିଷଙ୍କ ଶରୀରକୁ ବ୍ୟାପିନି ତ ବାର୍ଡ ଫ୍ଲୁ ?

Bird Flu
ପୁରୀ ଜିଲ୍ଲାରେ କୁକୁଡ଼ା ମଡ଼କ

ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ୪ ଦିନ ହେଲା ଚାଲିଛି କିଲିଂ।

Bird Flu Outbreak
ଚିନ୍ତା ବଢ଼ାଇଲାଣି ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ

ବାର୍ଡ ଫ୍ଲୁରେ ସଂକ୍ରମିତ ହେଲେ ମଣିଷ ଦେହରେ କି କି ଲକ୍ଷଣ ପ୍ରକାଶ ପାଏ, ସେ ସୂଚନା ବି ଦିଆଯାଇଛି।

Bhubaneswar-Puri Expressway
ପ୍ରଶସ୍ତ ହେବ ଭୁବନେଶ୍ୱର-ପୁରୀ ରାସ୍ତା, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର-ପୁରୀ ରାସ୍ତା ହେବ ୬ ଲେନ୍‌ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା ।

Puri-Bhubaneswar Road
୬ ଲେନ୍‌ ହେବ ପୁରୀ-ଭୁବନେଶ୍ୱର ରାସ୍ତା, ଓଡ଼ିଶାରେ ୩ ବଡ଼ ପ୍ରକଳ୍ପ

ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ NHAI ଆଞ୍ଚଳିକ ଅଫିସ୍ କୁ ଚିଠି । ଏ ସଂପର୍କରେ ଡିପିଆର୍  ପ୍ରସ୍ତୁତ କରି ମୁଖ୍ୟ ସଚିବଙ୍କୁ ଜଣାଇବାକୁ ନିର୍ଦ୍ଦେଶ ।

Mohan Bhagwat
ପୁରୀରେ ମୋହନ ଭାଗବତ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ

ମନ୍ଦିର ଭିତରେ ଶ୍ରୀଜିଉଙ୍କର ଦର୍ଶନ ସହ ମା' ବିମଳା ଓ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇଥିଲେ ମୋହନ ଭାଗବତ ।

TASTE OF ODISHA EP 405 |  27 JULY  2024 |  କରାଟ ବେସର ପୋଡ଼ା | ଅଟା ସପୁରୀ ରସା
TASTE OF ODISHA EP 405 | 27 JULY 2024 | କରାଟ ବେସର ପୋଡ଼ା | ଅଟା ସପୁରୀ ରସା

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

Mann Ki Baat
ମନ୍ କି ବାତ୍‌ରେ ‘ସମ୍ବଲପୁରୀ ଶାଢ଼ି’ର ପ୍ରଶଂସା; ସ୍ୱଦେଶୀ ଉତ୍ପାଦକୁ ଗୁରୁତ୍ୱ ଦେବାକୁ ଅପିଲ୍

ସାରା ଦୁନିଆରେ ପ୍ୟାରିସ୍ ଅଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଚାଲିଛି। ଏହା ଆମ ଖେଳାଳିଙ୍କୁ ବିଶ୍ୱ ମଞ୍ଚରେ ତ୍ରିରଙ୍ଗା ଉଡାଇବା ସହ ଦେଶ ପାଇଁ କିଛି କରିବାର ସୁଯୋଗ ଆଣି ଦେଇଛି। ତେଣୁ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ।

Ratna Bhandar
ପୁଣି ତାଜା ହେଲା ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଶଙ୍କା, ସନ୍ଦେହରେ ପୂର୍ବତନ ପୁରୀ ଜିଲ୍ଲାପାଳ

୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ହେଲେ କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା । ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା ।

Puri Seabeach
ପୁରୀ ବେଳାଭୂମିରେ ପ୍ଲଟିଂ; ଖଣ୍ଡ ଖଣ୍ଡ କରି ବିକ୍ରି କରିବାକୁ ଚାଲିଛି ଯୋଜନା...

ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗାକୁ ଚିହ୍ନଟ ପାଇଁ ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି। ଏଭଳି ବେଆଇନ୍ କାର୍ଯ୍ୟକଳାପ ଦେଖିବାକୁ ମିଳିଛି ପୁରୀ ବେଳାମାର୍ଗ ଷ୍ଟର୍ଲିନ୍ ଛକ ନିକଟରେ। 

Low Pressure
ଅବପାତରେ ପରିଣତ ହେଲା ଲଘୁଚାପ, କାଲି ପୁରୀ ଉପକୂଳ ଦେଇ ଅତିକ୍ରମ କରିବ

ଆସନ୍ତାକାଲି ପୁରୀ ଉପକୂଳ ଦେଇ ଅତିକ୍ରମ କରିବ ଅବପାତ । ପୁରୀ ସମେତ ରାଜ୍ୟରେ ପ୍ରବଳ ବର୍ଷା ସଂଭାବନା ।ଆସନ୍ତାକାଲି ସକାଳ ସୁଦ୍ଧା ଏହି ସିଷ୍ଟମ ପୁରୀ ଅତିକ୍ରମ କରିବ । ଅବପାତ ପ୍ରଭାବରେ ରାଜ୍ୟରେ ହେବ ପ୍ରବଳ ବର୍ଷା