/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729132773.jpg)
Human Skull Recovered
ଭଦ୍ରକ ବାସୁଦେବବପୁରରୁ ମଣିଷ ଖପୁରୀ ଉଦ୍ଧାର । ନାୟକାଣିଡିହି ଥାନା ପାଞ୍ଚଘେରିଆ ଗାଁରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି । ଖବର ଅନୁସାରେ ଏକ ସମୁଦ୍ର ନାଳି ପାଖରୁ ଖପୁରୀ, ଦାନ୍ତ ଓ ହାଡ଼ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ନାୟକାଣିଡିହି ପୋଲିସ ।
Advertisment
ଗତ ୩ ତାରିଖରୁ ଅଞ୍ଚଳର ୨ ଜଣ ମହିଳା ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । ଗତକାଲି ପୋଲିସକୁ ବିଶେଷ କିଛି ସଫଳତା ମିଳନଥିବା ବେଳେ ଆଜି ଶବକୁ ବାହାର କରିବ ବୋଲି ସୂଚନା ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)