• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

sit
ନୟାଗଡ଼ର କୁନିଝିଅ ହତ୍ୟା ମାମଲାରେ SITକୁ ଆଉ ଏକ ଝଟ୍‌କା

ନୟାଗଡ଼: ନୟାଗଡ଼ର କୁନିଝିଅ ହତ୍ୟା ମାମଲାରେ SITକୁ ପୁଣି ଏକ ଝଟ୍‌କା। ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଅଭିଯୁକ୍ତ ନାବାଳକ ଅରାଜି ହେବା ପରେ ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଏସ୍‌ଆଇଟିର ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ଏସ୍‌ଆଇଟି ବ୍ରେନ୍ ମ୍ୟାପିଂ ପାଇଁ ପୁଣି ଥରେ ଆବେଦନ କରିଛି। ଆସନ୍ତା ୧୩ ତାରିଖରେ ଏହି ଆବେଦନ ଉପରେ ଶୁଣାଣି କରିବେ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ। ସେପଟେ ଅଭିଯୁକ୍ତଠାରୁ ଜବତ ହୋଇଥିବା ମୋବାଇଲର ପରୀକ୍ଷା ପାଇଁ ଜୁଭେନାଇଲ ଜଷ୍ଟିସ୍ […]

  • Thursday, 15 July 2021
arrest
ଆଇନମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ହଲ୍ଲାବୋଲ୍

ଭୁବନେଶ୍ୱର: ଆଇନମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ହଲ୍ଲାବୋଲ୍। ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକୁ ନେଇ ଦଳର ଗର୍ଜନ। ଖୋଦ୍ ପୋଲିସ ମୁଖିଆଙ୍କ ଅଫିସ୍ ଆଗରେ ବିକ୍ଷୋଭ, ଧସ୍ତାଧସ୍ତି। ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ପ୍ରତିବାଦରେ ଆଜି କଟକରେ ଦେଖିବାକୁ ମିଳିଛି ବିଜେପିର ହୁଙ୍କାର। ଏତଲାରେ ନାଁଥିବା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବରୁ ରାଜ୍ୟର ବିଭିନ୍ନ ଥାନା ଓ ଏସ୍‌ପି ଅଫିସ୍ ଆଗରେ […]

  • Thursday, 15 July 2021
fraud
ଝିଅ ଦେବେ କହି ଆକାଉଣ୍ଟ ଖୋଳ କରିଦେଲେ

ଭୁବନେଶ୍ୱର: ସାଇବର ଲୁଟେରାଙ୍କ କବଳରେ ଉଚ୍ଚଶିକ୍ଷିତ। ଆଖି ପିଛୁଳାକେ ଆକାଉଣ୍ଟରୁ ଚଳୁ କରିଦେଲେ ସବୁତକ ଟଙ୍କା। ସାଇବର ଲୁଟେରାଙ୍କ ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଯୁବ ଇଂଜିନିୟର।  ଯୁବତୀ ଯୋଗାଇ ଦେବାକୁ କହି ଗୁଗୁଲ ପେ ମାଧ୍ୟମରେ ତାଙ୍କଠାରୁ ୯୪ ହଜାର ଟଙ୍କା ନେଇଛନ୍ତି ଏହି ଦୁର୍ବୃତ୍ତ। ଏହା ପରେ ଇଣ୍ଡିଆ ଏସ୍କର୍ଟ ସର୍ଭିସ ନାଁରେ ସେହି ଯୁବକ ଜଣକ ମାମଲା ରୁଜୁ କରିଛନ୍ତି। ଗୁଗୁଲ ପେ ମାଧ୍ୟମରେ ତାଙ୍କଠାରୁ ଏତେ ଟଙ୍କା ନେଇ ଯାଇଥିବା […]

  • Thursday, 15 July 2021
123797835_3615970518489028_
ନାର୍କୋ ଟେଷ୍ଟ ପାଇଁ ମନା କଲେ ଅଭିଯୁକ୍ତ ନାବାଳକ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ନାର୍କୋ ଟେଷ୍ଟ ଲାଗି ଅସହମତି ପ୍ରକାଶ କଲେ ଅଭିଯୁକ୍ତ ନାବାଳକ। ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ନାବାଳକ ଅସହମତି ପ୍ରକାଶ କରିଛନ୍ତି। ନାର୍କୋ ଟେଷ୍ଟ ଲାଗି SIT ଆବେଦନ କରିଥିଲା। ଏ ନେଇ ଏସ୍‌ଆଇଟିର ଓକିଲ ଏବଂ ଅଭିଯୁକ୍ତ ନାବାଳକଙ୍କ ଓକିଲ ନିଜ ନିଜର ପକ୍ଷ ରଖିଥିଲେ। ତେବେ ନାର୍କୋ ଟେଷ୍ଟ ପାଇଁ ଅସହମତି ପ୍ରକାଶ କରିଛନ୍ତି ଅଭିଯୁକ୍ତ ନାବାଳକ। ଉଭୟ ପକ୍ଷର ଶୁଣାଣି ଶେଷ ହୋଇଥିବା ବେଳେ […]

labor-killed
ଏମିତି ଭୟଙ୍କର ଅଘଟଣ ଆଗରୁ ୩ଥର ହୋଇଥିଲା, ତଥାପି ଚେତା ପଶିଲାନି

ରାଉଲକେଲା: ପୁଣି ଘାତକ ସାଜିଲା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କାମ କରୁ କରୁ ବିଷାକ୍ତ ଗ୍ୟାସ୍ ଶୋଷିନେଲା ୪ ଶ୍ରମିକଙ୍କ ଜୀବନ। RSPର କୋଲ୍ କେମିକାଲ ୟୁନିଟରେ ଘଟିଛି ଏହି ବଡ଼ ଧରଣର ଅଘଟଣ। ସକାଳ ପ୍ରାୟ ୯ଟା ପ୍ଲାଣ୍ଟର କୋଲ୍ କେମିକାଲ ୟୁନିଟରେ ଗ୍ୟାସ୍ ଚାମ୍ବର ମରାମତି କାମରେ ଲାଗିଥିଲେ ଶ୍ରମିକ। ହଠାତ ଲିକ୍ ହୋଇଥିଲା ବିଷାକ୍ତ କାର୍ବନ ମନୋକସାଇଡ୍ ଗ୍ୟାସ୍ ଫଳରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରାୟ ୧୦ରୁ ଅଧିକ ଶ୍ରମିକ। ଅଘଟଣ ପରେ ତୁରନ୍ତ […]

  • Thursday, 15 July 2021
vacc2
ହିତାଧିକାରୀଙ୍କୁ କେମିତି ଦିଆଯିବ କରୋନା ଭ୍ୟାକ୍ସିନ୍ ?

ଭୁବନେଶ୍ୱର: ଓଡ଼ିଶାରେ ଖୁବ୍ ଶୀଘ୍ର ପହଞ୍ଚିବ କରୋନା ଟିକା। ଏଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ତେବେ କେମିତି ଟିକାକରଣ କେନ୍ଦ୍ରରେ ପହଞ୍ଚିବ ଭାକ୍ସିନ୍? ହିତାଧିକାରୀଙ୍କୁ କେମିତି ଦିଆଯିବ ଟିକା? ସେନେଇ ପ୍ରସ୍ତୁତ ହୋଇଛି ବ୍ଳୁ ପ୍ରିଣ୍ଟ। ପ୍ରଥମେ ଭ୍ୟାକସିନ୍ ଉତ୍ପାଦନକାରୀ କଂପାନୀଠାରୁ ବିମାନ ଯୋଗ ସିଧାସଳଖ ଟିକା ଆସି ପହଞ୍ଚିବ ଷ୍ଟେଟ୍ ଭ୍ୟାକସିନ୍ ଷ୍ଟୋର୍‌ରେ। ସେଠାରୁ ଭୁବନେଶ୍ୱର, କଟକ, ଗଂଜାମ, ବାଲେଶ୍ୱର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, କନ୍ଧମାଳ ଓ କୋରାପୁଟ୍, ଏହି […]

  • Thursday, 15 July 2021
khabar-odisha-boma
ଖାଦ୍ୟ ଦେବା ବଦଳରେ ବୋମା ଖୁଆଇଦେଲା ମଣିଷ !

ବ୍ରହ୍ମପୁର: ନିଜ ସ୍ୱାର୍ଥ ହାସଲ କରିବା ପାଇଁ ମଣିଷ କେତେ ତଳକୁ ଖସିପାରେ ! ନିରୀହ ପଶୁଙ୍କୁ ଶିକାର କରିବା ପାଇଁ ସେ ଯେକୌଣସି ଉପାୟ ବି ଆପଣେଇପାରେ। ଶିକାର କରିବା ପାଇଁ ଖାଦ୍ୟ ବଦଳରେ ମଣିଷ ରଖିଲା ବୋମା। ଆଉ ବିଚରା ନିରୀହ ପଶୁଟି ଖାଦ୍ୟ ଭାବି ବୋମାକୁ ଖାଇଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି କାଳୁଆ ରୋଡ଼ ନିକଟରେ ବିଲ ରହିଛି। ନିତିଦିନ ସେଠାରେ ଗାଈ ଚରିଥାନ୍ତି। […]

  • Thursday, 15 July 2021
stf
ଚୋର ଭାବି ପୋଲିସ୍‌ଙ୍କୁ ପିଟିଲେ !

ଫୁଲବାଣୀ: ମହଙ୍ଗା ପଡ଼ିଲା କି ଅବେଳାରେ ଚଢଉ କରିବା ? ଚୋର ଭାବି ପୋଲିସ୍‌ଙ୍କୁ ପିଟିଲେ ଗାଁ ଲୋକେ। କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗ୍ରାମରେ ଗଞ୍ଜେଇ ରେଡ୍‌ କରିବାକୁ ଯାଇଥିବା କ୍ରାଇମ୍‌ ବ୍ରାଞ୍ଚର STF ଟିମକୁ ଗ୍ରାମବାସୀମାନେ ମାଡ଼ ମାରିବା ସହିତ ଅଟକ ରଖିଥିଲେ। ଏହି ଖବର ସଦର ଥାନା ପୋଲିସ ଜାଣିବା ପରେ STF ର 7 ଜଣିଆ ଟିମକୁ ଉଦ୍ଧାର କରିଛି। ଉଦ୍ଧାର ପରେ STF ଟିମ ସଦସ୍ୟମାନଙ୍କୁ ଆଶୁ […]

  • Thursday, 15 July 2021
khavar-odisha-chakiri
ମୃତକଙ୍କ ପରିବାରକୁ ମିଳିବ ଚାକିରି

ରାଉଲକଲା: ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା। ନିଲମ୍ବିତ ହେଲେ ଆର୍‌ଏସ୍‌ପିର ୨ ଡିଜିଏମ୍। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇ ୪ ମୃତ ଘଟଣାରେ ୨ ଜଣ ଡିଜିଏମ୍‌ଙ୍କୁ ନିଲମ୍ବିତ କଲେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ CEO। କୋଲ୍ କେମିକାଲ ଡିପାର୍ଟମେଣ୍ଟର DGM ଏନ୍. ଦାସ ଓ ଏନର୍ଜି ମ୍ୟାନେଜମେଣ୍ଟ DGM ଜି. ବାରିକଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଉଭୟଙ୍କୁ ନିଲମ୍ବିତ କରିଛନ୍ତି RSP କର୍ତ୍ତୃପକ୍ଷ। ଏହାସହ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି […]

  • Thursday, 15 July 2021
main
ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ କାହିଁକି ସାବାଳକ ଦର୍ଶାଇଥିଲା SIT

ଭୁବନେଶ୍ୱର: ନୟାଗଡ଼ କୁନିଝିଅ ହତ୍ୟା ମାମଲାରେ SITକୁ ଶକ୍ତ ଝଟ୍‌କା। ଜନ୍ମ ପ୍ରମାଣପତ୍ର ଆଧାରରେ ନାବାଳକ ଥିବା ଅଭିଯୁକ୍ତକୁ ସାବାଳକ ଦର୍ଶାଇ ଅଡୁଆରେ ଏବେ ବୋଥ୍ରା ଆଣ୍ଡ୍ କୋ। ଯଦୁପୁର ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇଛନ୍ତି ପୋକ୍ସୋ କୋର୍ଟ। ଆଜି ନୟାଗଡ଼ ପୋକ୍ସୋ କୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ସଂପୃକ୍ତ ଅଭିଯୁକ୍ତକୁ ନାବାଳକ ବୋଲି ଗ୍ରହଣ କରିିଥିବା କହିଛନ୍ତି ଅଭିଯୁକ୍ତର ଓକିଲ। ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର […]

  • Thursday, 15 July 2021
saroj-KO
ନୟାଗଡ଼ ନାବାଳିକା ହତ୍ୟା ମାମଲା: SITକୁ ଜବରଦସ୍ତ ଝଟକା

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ SITକୁ ଜବରଦସ୍ତ ଝଟକା। ନାବାଳିକା ହତ୍ୟା ମାମଲାର ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ SITକୁ ବଡ଼ ଝଟକା ଲାଗିଛି। ଗିରଫ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପୋକ୍ସୋ କୋର୍ଟ। ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଏସ୍‌ଆଇଟି। ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା SIT। ତେବେ କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ। ପ୍ରମାଣ […]

  • Thursday, 15 July 2021
fake-final
ସାରାଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ

ଗଜପତି: ଗଜପତି ଜିଲ୍ଲାର ପୂର୍ବତନ ଏସପି ତଥା ବର୍ତ୍ତମାନର ସମ୍ବଲପୁର ଜିଲ୍ଲା ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ଫେକ ଫେସବୁକ୍ ଆକାଉଣ୍ଟ। ସାରା ନିଜେ ପୁର୍ବରୁ କେବଳ ଗୋଟିଏ ଫେସବୁକ୍ ଆକାଉଣ୍ଟ ବ୍ୟବହାର କରି ଆସୁଥିବା ବେଳେ ବର୍ତ୍ତମାନ କେହି ଦୁର୍ବୃତ୍ତ ତାଙ୍କା ନାଁରେ ଫେକ ଫେସବୁକ୍ ଆକାଉଣ୍ଟ ଖୋଲିଛି। ଏହି ଫେସବୁକ୍ ଆକାଉଣ୍ଟରୁ ଫ୍ରେଣ୍ଡ୍ ରିକେଷ୍ଟ ଆସିଲେ ଗ୍ରହଣ ନକରିବା ଏବଂ କେହି ତାଙ୍କ ନାଁରେ ଟଙ୍କା ମାଗିଲେ ନଦେବାକୁ ଅନୁରୋଧ କରିଛନ୍ତି ସାରା […]

  • Thursday, 15 July 2021
jagannath-temple
ଆଜିଠୁ ସମସ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ନଅ ମାସର ପ୍ରତିକ୍ଷାରେ ଅନ୍ତ ଘଟିଲା। ପୁଣିଥରେ କୋଳାହଳମୟ ହୋଇଉଠିଲା ଶ୍ରୀମନ୍ଦିର। ଜଗନ୍ନାଥ ମୟ ପରିବେଶ ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଶ୍ରୀମନ୍ଦିର। ସକାଳ ୭ଟାରୁ ରାତ୍ର ପହୁଡ଼ ଯାଏଁ ଚାଲିବ ଦର୍ଶନ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛି। ମହାମହିମ ରାଜ୍ୟପାଳ କୋଭିଡ ନିୟମକୁ ପାଳନ କରି ପତିତପାବନଙ୍କୁ ଦର୍ଶନ କରିଛନ୍ତି। ସେପଟେ କୋଭିଡ଼ ଟେଷ୍ଟ ରିପୋର୍ଟ ଦେଖାଇ ଦର୍ଶନାର୍ଥୀ ନିୟମପାଳି […]

  • Thursday, 15 July 2021
coronavirus-1
୬ ଜିଲ୍ଲାରୁ ଚିହ୍ନଟ ହେଲେନି କେହିବି କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୯୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯ କ୍ୱାରେଣ୍ଟିନ୍‌ ଓ ୮୩ଟି ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୦୩୦୯କୁ ବୃଦ୍ଧି ପାଇଛି। ସେହିପରି ୩୨୫୯୬୫ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୨୪୦୫ ଆକ୍ଟିଭ କେସ୍ ରହିଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।  କେଉଁ ଜିଲ୍ଲାରୁ କେତେ:- ଅନୁଗୁଳରୁ ୨୪, ବାଲେଶ୍ୱରରୁ ୩, ବରଗଡ଼ରୁ ୮, ବଲାଙ୍ଗିରରୁ […]

  • Thursday, 15 July 2021
bjp-leader
କଟକରେ ବିଜେପି ନେତାଙ୍କୁ ହତ୍ୟା

କଟକ: କଟକ ସାଲେପୁରରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା। ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଜଂକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। କୁଳମଣି ସାଲେପୁର ବିଜେପିର ମଣ୍ଡଳ […]

  • Thursday, 15 July 2021
naveen
୨୦ ବର୍ଷ ପରେ ମନେ ପଡ଼ିଲା ପଛୁଆ ବର୍ଗଙ୍କ କଥା ?

ଭୁବନେଶ୍ୱର: ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା କେତେ? ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଅବସ୍ଥା କଣ? ରାଜ୍ୟ ପଛୁଆ ବର୍ଗ କମିଶନ୍ ମାଧ୍ୟମରେ ଏହି ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର ପ୍ରାୟ ବର୍ଷକ ତଳେ ପଛୁଆ ବର୍ଗ କମିଶନ୍ ଅଧ୍ୟକ୍ଷ ଓ ୩ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଥିଲା। ଗତବର୍ଷ ଫେବ୍ରୁଆରୀରେ ଓଡିଶା ପଛୁଆ ବର୍ଗ କମିଶନ୍ ସଂଶୋଧନ ବିଲ୍ ବି ବିଧାନସଭାରେ ପାରିତ ହୋଇଥିଲା। ତେବେ କମିଶନ୍ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଆଜି […]

  • Thursday, 15 July 2021
lekhashree
ଆଈମା' କାହାଣୀ କହି ପଦୋନ୍ନତି ପାଇଲେ ବୋଥ୍ରା

ଭୁବନେଶ୍ୱର: ଆଈମା କାହାଣୀ କହି ପଦୋନ୍ନତି ପାଇଲେ SIT ମୁଖ୍ୟ ଅରୁଣ ବୋଥ୍ରା। ଏକଥା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ। ପରୀ ପ୍ରସଙ୍ଗରେ ସରକାରଙ୍କୁ ସେ କଡ଼ା ସମାଲୋଚନା କରିବା ସହ ୭ଟି ଗୁରୁତ୍ୱପୂର୍ଣ୍ଣ କଥା ଉଠାଇଛନ୍ତି। ପଢନ୍ତୁ:- ପ୍ରତି ବର୍ଷ  ପରୀ ଭଳି ୫୫୦୦ କୁନି ପିଲାମାନେ ଓଡ଼ିଶାରୁ ନିଖୋଜ ହେଉଛନ୍ତି। ୨୭ ହଜାର ସିଶୁ ଗତ ୫ ବର୍ଷ ଭତରେ ନିଖୋଜ ହୋଇଛନ୍ତି। ଅଥଚ ସାଢେ ୪ କୋଟି ଓଡ଼ିଆ ମୋ ପରିବାର କହୁଥିବା […]

ACF Soumya Ranjan Mohapatra
ପୋଡ଼ି ହୋଇ ବନ ସଂରକ୍ଷକଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼

ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍‌ ହତ୍ୟା ମାମଲା ରୁଜୁ କରିଛି। 

school
ସ୍କୁଲ ଖୋଲିବା ନେଇ ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି। ପାଠପଢ଼ା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ମାର୍ଗଦର୍ଶିକା ଅନୁସାରେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ। ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। […]

  • Thursday, 15 July 2021
school
୮ରୁ ଖୋଲିବ ସ୍କୁଲ: କେବେ ହେବ ପରୀକ୍ଷା, ଜାଣନ୍ତୁ

ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି। ପାଠପଢ଼ା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ମାର୍ଗଦର୍ଶିକା ଅନୁସାରେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ। ଜାନୁଆରୀ ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ। କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।  ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। ଶନିବାର ଓ […]

  • Thursday, 15 July 2021
obc
ଗରିବ ନ ହୋଇଥିଲେ ଓବିସି ତାଲିକାରୁ ନାଁ କଟିବ !

ଭୁବନେଶ୍ୱର: ରାଜ୍ୟ ଏସସିବିସି କମିଶନ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ ରଘୁନାଥ ବିଶ୍ୱାଳ। ଏଥିସହ କମିଶନରେ ତିନିଜଣ ସଦସ୍ୟ ଭାବେ ଡକ୍ଟର ନବନୀତା ରଥ, ମିତାଲି ଚିନ୍ନାରା ଓ ପ୍ରଶନ୍ନ କୁମାର ପାତ୍ର ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ କମିଶନ ରଘୁନାଥ ବିଶ୍ୱାଳ ପ୍ରାଥମିକ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟରେ ପଛୁଆବର୍ଗଙ୍କୁ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ତ୍ୱରାନିତ ହେବ। ଯଦି କୌଣସି ଜାତିର ଲୋକ ଓବିସି ବର୍ଗକୁ ଆସିବା ପାଇଁ […]

  • Thursday, 15 July 2021
file
କେବେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ?

ଭୁବନେଶ୍ୱର: ମେ ୪ରୁ ଜୁନ୍ ୧୦ ଭିତରେ ବୋର୍ଡ ପରୀକ୍ଷା ଦେବେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା। କାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶଙ୍କ ଏ ଘୋଷଣା ପରେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସିବିଏସଇ ଛାତ୍ରଛାତ୍ରୀ। ଏଣେ ସିବିଏସଇର ପରୀକ୍ଷା ତାରିଖ ଧାର୍ଯ୍ୟ ପରେ କେବେ ହେବ ରାଜ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା, ତାକୁ ନେଇ ବଢିଛି ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠା ରାଜ୍ୟରେ ଏଯାଏ ସ୍କୁଲ୍ […]

  • Thursday, 15 July 2021
fraud
ମିଛ ବିଜ୍ଞାପନକୁ ସାବଧାନ ! କାଗଜ ଦେଖାଇ ଟଙ୍କା ପୋଛିନେଲେ

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନକଲି ସନ୍ତକ କରି ଆଟେଣ୍ଡାଣ୍ଟ ପଦବୀ ପୂରଣ ନେଇ ସ୍ପଷ୍ଟ କଲେ ସିଡିଏମଓ। ଜଣେ ବ୍ୟକ୍ତି ଏହି ଜାଲ ଦସ୍ତଖତ ଜରିଆରେ ଜିଲ୍ଲାର ବିଭିନ୍ନ ମେଡିକାଲରେ ଆଟେଣ୍ଡାଣ୍ଟ ପଦବୀ ଲାଗି ବିଜ୍ଞାପନ ଦେବା ସହ ଶିକ୍ଷିତ ଯୁବକ ଯୁବତୀଙ୍କ ଠାରୁ ଅର୍ଥ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଘଟଣା ଧରାପଡିବା ପରେ ସିଡିଏମଓ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। […]

  • Thursday, 15 July 2021
dry-run
କାଲିଠୁ ରାଜ୍ୟରେ ଟିକାକରଣର ହେବ ଡ୍ରାଏ ରନ୍

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ ହେବ। ପ୍ରକୃତ ଟିକା ଆସିବା ପରେ ଲୋକଙ୍କୁ କେମିତି ସୁରୁଖୁରୁରେ ଦିଆଯିବ, ତାର ପୂର୍ବ ଅଭ୍ୟାସ କରାଯିବ। ଏଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା DMET ସିବିକେ ମହାନ୍ତି କହିଛନ୍ତି। ଏହା ପୂର୍ବରୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ କୋଭିଡ ଟିକାକରଣ ନେଇ ଆଲୋଚନା କରିଥିଲେ। ଟିକାକରଣର ଡ୍ରାଏ ରନ୍ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଡିଏମ୍ଇଟି […]

  • Thursday, 15 July 2021
hati
ଗୋଠଖଣ୍ଡିଆ ହାତୀ ପାଇଁ କଣ ଥାଏ ବିପଦ ?

ବ୍ରହ୍ମପୁର: ମାତ୍ର ଦୁଇଟା ଦିନରେ କି କିମିଆଁ ଲଗେଇଦେଲା କେଜାଣି। ଆଖିର ଲୁହ ବୋଲ ମାନୁନି। ମା ଭଳି ବୋତଲରେ କ୍ଷୀର ପିଆଉଛନ୍ତି। ଶେଷ ଥର ପାଇଁ ସ୍ନେହବୋଳା ହାତରେ ଛୁଆ ହାତୀକୁ ଆଉଁସି ଦେଉଛନ୍ତି ଫରେଷ୍ଟଗାର୍ଡ ସନ୍ତୋଷ। ସନ୍ତୋଷ ଜାଣିଥିଲେ, ଦିନେ ନା ଦିନେ ଗୋଠଖଣ୍ଡିଆ ଏ ହାତୀଛୁଆକୁ ତାଙ୍କୁ ଛାଡ଼ିବାକୁ ହେବ ପ୍ରକୃତି କୋଳକୁ। ହେଲେ ସେ ଦିନ ଯେ ଏତେ ଜଲ୍‌ଦି ଆସିବ, ଭାବିପାରି ନଥିଲେ। ଖାଲି ସନ୍ତୋଷ ନୁହନ୍ତି ହାତୀ ଛୁଆଟିକୁ […]

  • Thursday, 15 July 2021