• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

soumya-dadara-gadi
ରାସ୍ତା କଡରୁ ହଟିବ ପୁରୁଣା ଗାଡି !

ଭୁବନେଶ୍ୱର: ରାଜଧାନୀ ରାସ୍ତା କଡରୁ ହଟିବ ପୁରୁଣା ଗାଡିର ବେଆଇନ ପାର୍କିଂ। ବାରମ୍ବାର ଅଭିଯୋଗ ପରେ ଏବେ ଚେତା ପଶିଛି। ରାଜଧାନୀ ରାସ୍ତା କଡରୁ ପୁରୁଣା ଗାଡି ଗୁଡିକୁ ହଟାଇବା ପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ଟ୍ରାଫିକ। ଭୁବନେଶ୍ୱରର ବରମୁଣ୍ଡା, ରସୁଲଗଡ ଏବଂ କଳ୍ପନାରେ ଆଜି ଟ୍ରାଫିକ ପକ୍ଷରୁ ଗାଡି ଗୁଡିକୁ ଉଠାଯାଇଛି ଟ୍ରାଫିକ ସମସ୍ୟା ଏବଂ  ଦୁର୍ଘଟଣା ଯୋଗୁଁ ବାରମ୍ବାର ଅଭିଯୋଗ ପରେ ଆଜି କାର୍ଯ୍ୟାନୁଷ୍ଠାନ ନେଇ ଡ୍ରାଇଭ ଆରମ୍ଭ ହୋଇଛି। […]

  • Thursday, 15 July 2021
debris
ନଦୀରୁ ଉଦ୍ଧାର ହେଲା କ୍ଷେପଣାସ୍ତ୍ରର ଭଗ୍ନାଂଶ

ଭଦ୍ରକ: କ୍ଷେପଣାସ୍ତ୍ରର ଭଗ୍ନାଂଶ ନଦୀରୁ ଉଦ୍ଧାର। ଭଦ୍ରକ ଜିଲ୍ଲା ଧାମରା ନଦୀରୁ ମତ୍ସ୍ୟଜୀବୀମାନେ ଏକ କ୍ଷେପଣାସ୍ତ୍ରର ଭଗ୍ନାଂଶ ଉଦ୍ଧାର କରିଥିଲେ। ମାଛ ଧରୁଥିବାବେଳେ ଜାଲରେ ଲାଗିଥିଲା କ୍ଷେପଣାସ୍ତ୍ରର ଏହି ଭଗ୍ନାଂଶ। ଏହାପରେ ଏକ କବାଡି ଦୋକାନରେ କ୍ଷେପଣାସ୍ତ୍ରର ଭଗ୍ନାଂଶଟିକୁ ନେଇ ବିକ୍ରି କରି ଦେଇଥିଲେ। ଭଗ୍ନ କ୍ଷେପଣାସ୍ତ୍ରର ଓଜନ ପ୍ରାୟ ୮୦ କେଜି ହେବ। ଧାମରାର ଅବଦୁଲ କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ର ଗୁଡିକ ପରୀକ୍ଷଣ କରାଯାଇଥାଏ। ଏ ନେଇ ଧାମରା ମେରାଇନ ଥାନା ଆଇଆଇସିଙ୍କ ସହ […]

  • Thursday, 15 July 2021
ncpcr
'ପରୀ' ପାଇଁ କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର: ପରୀ ହତ୍ୟାର ବର୍ତ୍ତମାନର ତଦନ୍ତରେ ତ୍ରୁଟି ରହିଛି। ସେଥିପାଇଁ କେନ୍ଦ୍ରୀୟ ତଦନ୍ତ କରାଯାଉ। ଏ ନେଇ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ବୋଲି NCPCR ପରାମର୍ଶ ଦେଇଛନ୍ତି । NCPCR କହିଛନ୍ତି ଯେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତଦନ୍ତରେ ତ୍ରୁଟି ପାଇଁ ରାଜ୍ୟ ସରକାର ଦୃଢ଼ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଏନେଇ ରାଜ୍ୟ ମୁଖ୍ୟ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିବା ଜଣାଇଛନ୍ତି। SIT ତଦନ୍ତରେ ମଧ୍ୟ NCPCR […]

  • Thursday, 15 July 2021
fireing
ରାଉଲକେଲାରେ ପୁଣି ଫାୟରିଂ: ମୁଣ୍ଡରେ ଗୁଳି ଫୁଟାଇ ଲୁଟିନେଲେ

ରାଉଲାକେଲା: RGH ପାଖ ଫ୍ଲାଏଓଭର ପାଖରେ ଗୁଳିକାଣ୍ଡ। ଜଣେ ସୁନା ଦୋକାନୀଙ୍କୁ ଦୁର୍ବୃତ୍ତ ଗୁଳି କରି ଲୁଟପାଟ୍ କରିଥିବା ସୂଚନା ମିଳିଛି। ସଂପୃକ୍ତ ସୁନା ଦୋକାନୀଙ୍କ ମୁଣ୍ଡରେ ଗୁଳି ବାଜିଛି। ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେତେ ଲୁଟ୍ ହୋଇଛି, ସେନେଇ କୌଣସି ସ୍ପଷ୍ଟ ହୋଇନି। ଏହି ଗୁଳିକାଣ୍ଡ ପରେ ରଘୁନାଥପାଲି ପୋଲିସର ଘଟଣାର ତଦନ୍ତ ଜାରି ରଖିଛି। କିଛି ଦିନ ତଳେ ରାଉଲକେଲା ସହରର ଫାୟାରିଂ ହୋଇଥିଲା। ଏହି ଗୁଳିକାଣ୍ଡରେ ଜଣେ […]

  • Thursday, 15 July 2021
dl
ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀ ବଦଳିଲା

ଭୁବନେଶ୍ୱର: ବଦଳିଲା ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀ। ଏଣିକି ଲର୍ଣ୍ଣର ଲାଇସେନ୍ସ ପାଇଁ ନିୟମ ଅଧିକ କଡ଼ାକଡ଼ି ସହ ବ୍ୟବସ୍ଥାରେ ସରଳୀକରଣ କରାଯାଇଛି। ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବାକୁ ରାଜ୍ୟର ସମସ୍ତ ୩୮ ଆରଟିଓରେ ଥିବା ଲର୍ଣ୍ଣିଂ ଲାଇସେନ୍ସ ସେଣ୍ଟରରେ ଆଇପି କ୍ୟାମେରା ଲାଗିବ। ଏଇ ମାସ ସୁଦ୍ଧା ଏ ପ୍ରକ୍ରିୟା ସରିବ। କ୍ୟାମେରାରେ ଉତ୍ତୋଳିତ ଭିଡିଓ ଫୁଟେଜକୁ କଟକ ସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ STA ପରିଚାଳନା କରିବେ। ସେହିଭଳି ପରୀକ୍ଷାର ମାନ ବୃଦ୍ଧି […]

  • Thursday, 15 July 2021
police
ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର

କଟକ: କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀରେ ମାଆ ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ଏକ ଘର ଭିତରୁ ଉଦ୍ଧାର କରାଯାଇଛି ଉଭୟଙ୍କ ମୃତଦେହ। ମାଆର ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ଘର ଭିତରେ ପଡ଼ି ରହିଛି ୭ ମାସର ଝିଅର କ୍ଷତାକ୍ତ ମୃତଦେହ। ତେବେ ହତ୍ୟା ନା ଆତ୍ମହତ୍ୟା, କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ବିଡ଼ାନାସୀ ପୋଲିସ ଘଟଣାର ଛାନଭିନ୍ କରୁଛି। କିଛି ସମୟ ମଧ୍ୟରେ ସାଇଣ୍ଟିଫିକ୍ ଟିମ୍ ଆସି […]

  • Thursday, 15 July 2021
naveen
ଓଡ଼ିଶା ପାଇଁ ଜାତୀୟ ଦଳର ରାଜ୍ୟ ନେତାଙ୍କର ଭଏସ୍ ନାହିଁ : ନବୀନ

ଭୁବନେଶ୍ୱର: ବଦଳିଲା ବିଜେଡିର କେନ୍ଦ୍ର ବିରୋଧୀ ଆଭିମୂଖ୍ୟ। ୧୯ରେ କ୍ଷମତାକୁ ଆସିବା ଦିନଠୁ ଚୁପ୍ ଥିବା ବିଜେଡି ନିଜ ରଣନୀତିରେ କରିଛି ପରିବର୍ତ୍ତନ। କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ କରିଛନ୍ତି ନବୀନ। ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଭର୍ଚୁଆଲ୍ ମୋଡ୍‌ରେ ଯୋଗଦେଇ ଉଭୟ ବିଜେପି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି କହିଛନ୍ତି। ଉଭୟ ଜାତୀୟ ଦଳ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ ଏକ ନମ୍ବର ଏଜେଣ୍ଡାରେ ରଖିଥିଲେ, କିନ୍ତୁ ନିର୍ବାଚନ […]

  • Thursday, 15 July 2021
odiha
'ଏସ୍‌ଆଇଟି ଟିମ୍‌କୁ ଆକ୍ଷେପ କରିବା ଦୁର୍ଭାଗ୍ୟଜନକ'

ଭୁବନେଶ୍ୱର: ତଦନ୍ତ ସମୟରେ ଏସ୍‌ଆଇଟି ଟିମ୍‌କୁ ଆକ୍ଷେପ କରିବା ଦୁର୍ଭାଗ୍ୟଜନକ ଓ ଅନୈତିକ କହିଲା ଓଡ଼ିଶା ପୋଲିସ। ପରୀ ଘଟଣାରେ ସରୋଜ ସେଠୀଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛି ଓଡ଼ିଶା ପୋଲିସ। ଏହି ଘଟଣାକୁ ନେଇ ଓଡ଼ିଶା ପୋଲିସ କହିଛି ଯେ ପରୀ ହତ୍ୟାର ଖିଅ କାଢ଼ିବାକୁ ଟିମ୍ ପୂରା ଦମ୍‌ରେ କାମ କରୁଛି। ଅନେକ ଲୋକଙ୍କୁ ଜେରା ହୋଇଛି, ତଦନ୍ତରେ ଆଖିଦୃଷ୍ଟିଆ ଅଗ୍ରଗତି ହୋଇଛି। ତଦନ୍ତ ପ୍ରକ୍ରିୟାରେ SITକୁ ପୂରା ଗାଁ ଲୋକ ସହଯୋଗ କରୁଛନ୍ତି। […]

  • Thursday, 15 July 2021
lekhasree
ବୋଥ୍ରାଙ୍କୁ ପ୍ରଥମେ ଏସ୍ଆଇଟିରୁ ବିଦା କରାଯାଉ: ଲେଖାଶ୍ରୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ଯଦୁପୁର ପରୀ ହତ୍ୟା ଘଟଣାରେ ଗାଁର ଯୁବକ ସରୋଜ ସେଠୀଙ୍କ ବୟାନକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ। ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ସଂପର୍କରେ ସରୋଜ ଯେଉଁ ଅଭିଯୋଗ କରିଛନ୍ତି, ଯଦି ତାହା ସତ ହୋଇଥାଏ, ତା ହେଲେ ସାଂଘାତିକ ବୋଲି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀ କହିଛନ୍ତି ଯେ, ବୋଥ୍ରାଙ୍କୁ ପ୍ରଥମେ ଏସ୍ଆଇଟିରୁ ବିଦା କରାଯାଉ। ମନ୍ତ୍ରୀ ଅରୁଣ […]

  • Thursday, 15 July 2021
anubhab
SDJM କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ହିଂସା ମାମଲାରେ କଟକ SDJM କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ ମହାନ୍ତି। ପାରିବାରିକ ହିଂସା ମାମଲାରେ କୋର୍ଟରେ ସେ କୋର୍ଟରେ ହାଜର ହୋଇଛନ୍ତି। ପତ୍ନୀ ବର୍ଷାଙ୍କ ପକ୍ଷରୁ ଦାୟର ମାମଲାରେ କୋର୍ଟରେ ସେ ହାଜର ହୋଇଛନ୍ତି। ଅନୁଭବଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ କୋର୍ଟରେ ଜବାବ ଦାଖଲ କରାଯାଇଛି। ସେପଟେ ପାରିବାରିକ କଳହକୁ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କ ପତ୍ନୀ […]

  • Thursday, 15 July 2021
missing-final
କୁନିକୁନି ପିଲାଙ୍କ ଉପରେ ରହିଛି କାହାର ପିଶାଚ ନଜର ?

ଭୁବନେଶ୍ୱର: ଦିନେ ଯେଉଁ ପୁଅ କାନ୍ଧରେ ମଶାଣିକୁ ଯାଇଥାନ୍ତା ବାପା, ସେହି ପୁଅକୁ ଏବେ କାନ୍ଧେଇ ଛାତିଫଟା କୋହରେ ଭାଙ୍ଗିପଡ଼ିଛନ୍ତି ସେ। ମା ବି ଆଉ ଧୈର୍ଯ୍ୟ ଧରିବା ଅବସ୍ଥାରେ ନାହାଁନ୍ତି। ୩ ବର୍ଷର ପୁଅର ମୃତ୍ୟୁରେ ସତେ ଯେମିତି ପାଦତଳୁ ଧସିଯାଇଛି ମାଟି। ଢେଙ୍କାନାଳ ନିହଲପ୍ରସାଦ ଥାନା ଖଙ୍କିରା ଗାଁର ଚନ୍ଦନ ସାହୁଙ୍କ ପୁଅ କାଳିଆ। ଗତକାଲି ସଂଧ୍ୟାରୁ ହଠାତ୍ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଲି ପରେ ବି ପାଇଲେନି ପରିବାର। ଆଜି ସକାଳୁ ଘର […]

  • Thursday, 15 July 2021
bardi
ବେଆଇନ୍ ଭାବେ କଲେଜ ଛାତ୍ରୀଙ୍କ ଗର୍ଭ ପରୀକ୍ଷା କରାଇଲେ ପୋଲିସ ବାବୁ !

କଟକ: ପୁଣି ଲାଗିଲା ବର୍ଦ୍ଦିରେ ଦାଗ। କଟକ ନରସିଂହପୁର ପୋଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ। ନରସିଂହପୁର ଥାନାର ଜଣେ ପୋଲିସ୍ ଅଧିକାରୀ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖିବା ସହ ବେଆଇନ୍ ଭାବେ ତାଙ୍କ ଗର୍ଭ ପରୀକ୍ଷା କରାଇଥିବା ଅଭିଯୋଗ ଆସିଛି। ବିନା ମହିଳା ପୋଲିସରେ ଏସବୁ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ନରସିଂହପୁୁର ଅଞ୍ଚଳରେ ଜଣେ ନାବାଳିକା କଲେଜ ଛାତ୍ରୀ ନିଖୋଜ ହୋଇଥିବା ନେଇ ତାଙ୍କ […]

  • Thursday, 15 July 2021
sures
'ତଦନ୍ତ ବାଟବଣା ପାଇଁ ଚାଲିଛି ବୋଦା ଖୋଜା'

ନୟାଗଡ଼: ପରୀ ହତ୍ୟାକାଣ୍ଡର ତଦନ୍ତ ବାଟବଣା କରିବାକୁ ଚାଲିଛି ପ୍ରୟାସ। ଏକଥା କହିଛନ୍ତି ସାଂସଦ ସୁରେଶ ପୁଜାରୀ। ନୟାଗଡ଼ କଲେକ୍ଟୋରେଟ ସାମ୍ନାରେ ବିଜେପି ପକ୍ଷରୁ ଚାଲିଥିବା ଧାରଣାରେ ସାମିଲ ହୋଇ ସାଂସଦ କହିଛନ୍ତି ଯେ ଅରୁଣ ବୋଥ୍ରାଙ୍କର ପୋଲିସ କ୍ଷମତା ନାହିଁ। ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ ଚାଲିଛି। ପ୍ରକୃତ ଦୋଷୀକୁ ପଛଦ୍ୱାର ଦେଇ ଚାଲିଯିବାକୁ ବ୍ୟବସ୍ଥା ହେଉଛି। ତଦନ୍ତ ବାଟବଣା ପାଇଁ ବୋଦା ଖୋଜା ଚାଲିଛି ସୁରେଶ ପୂଜାରୀ କହିଛନ୍ତି। ପରୀ ମୃତ୍ୟୁକୁ ନେଇ ଥମିବାରେ […]

  • Thursday, 15 July 2021
kidnapp
ରାଉଲକେଲାରୁ ଚୋରି, ପଶ୍ଚିମବଙ୍ଗରୁ ଉଦ୍ଧାର ହେଲା ଶିଶୁପୁତ୍ର

ରାଉରକେଲା: ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁପୁତ୍ର। ୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦନାପୁରରୁ ଉଦ୍ଧାର କଲା ପୋଲିସ।ଚୋରି ରାକେଟରେ ସଂପୃକ୍ତ ୩ ମହିଳାଙ୍କ ସମେତ ୪ ଜଣ ଗିରଫ। ଗତ ୪ ତାରିଖରେ ରାଉରକେଲା ଷ୍ଟେସନ ଅଞ୍ଚଳରୁ ଚୋରି ହୋଇଥିଲା। ଶିଶୁକୁ ଚୋରାଇ ନେଇଥିଲେ ରାକେଟର ୨ ମହିଳା ଓ ଜଣେ ପୁରୁଷ। ଚୋରାଇ ନେଇ ମିଦନାପୁରର ଜଣେ ମହିଳାଙ୍କୁ ୧ ଲକ୍ଷରେ ବିକିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ତନାଘନା କରିଥିଲା ପୋଲିସ। ଘଟଣାରେ […]

  • Thursday, 15 July 2021
high-court
ପରୀ ହତ୍ୟାର ଦୋଷୀକୁ ଧରିବାକୁ ତଦନ୍ତ ବିଶେଷ ଆଗେଇନି: ହାଇକୋର୍ଟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ। ପରୀ ହତ୍ୟା ଦୋଷୀକୁ ଧରିବାକୁ ତଦନ୍ତ ବିଶେଷ ଆଗେଇନି। ପରୀ ହତ୍ୟା ମାମଲା SIT ଷ୍ଟାଟସ ରିପୋର୍ଟ ଦାଖଲ ପରେ ଏହା କହିଛନ୍ତି ହାଇକୋର୍ଟ। ଏହାସହ ୨୪ ସୁଦ୍ଧା ପରବର୍ତ୍ତୀ ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ SIT ମୁଖ୍ୟଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୪ରେ ଏହି ମାମଲାର […]

  • Thursday, 15 July 2021
arrest
ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଲିଙ୍କରେ ଶେଷରେ ବନ୍ଧା ହେଲେ ସର୍ବେଶ୍ୱର ରାଓ। କ୍ରାଇମବ୍ରାଂଚ ଏସଆଇଟି ଆଜି ତାଙ୍କୁ ଗିରଫ କରିଛି। ଆଜି ସକାଳୁ ସର୍ବେଶ୍ୱରଙ୍କୁ ଡାକି ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ଏସଆଇଟି ସ୍ପଷ୍ଟ କରିଛି। ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ଡେଭିଡ୍ ପିଟରଙ୍କୁ ଜେରା ବେଳେ ସେ ସର୍ବେଶ୍ୱରଙ୍କ ନାଁ ନେଇଥିଲେ। ସେ କହିଥିଲେ କି, ଟାଟାରେ ଚାକିରି ଦେବା ନାଁରେ ଆଶାୟୀଙ୍କ ତାଲିକା ଯୋଗାଉଥିଲେ ସର୍ବେଶ୍ୱର। […]

  • Thursday, 15 July 2021
gavaskar
ଦିଆସିଲି କାଠିରେ ‘ବର୍ଡର ଗାଭାସ୍କର ଟ୍ରଫି’

ଭୁବନେଶ୍ୱର: ୧୭ ବର୍ଷୀୟ କଲେଜ ଛାତ୍ରଙ୍କ କମାଲ। ଦିଆସିଲି କାଠିରେ ତିଆରି କଲେ ‘ବର୍ଡର ଗାଭାସ୍କର ଟ୍ରଫି’। ସେ ହେଲେ ଯୁକ୍ତତିନିରେ ପଢୁଥିବା ପୁରୀ କୁମ୍ଭାରପଡ଼ାର ଶାଶ୍ୱତ ରଂଜନ। ସଂପୂର୍ଣ୍ଣ ଦିଆସିଲି କାଠିରେ ତିଆରି ଏହି ଟ୍ରଫିର ଉଚ୍ଚତା ୨୩ ଇଞ୍ଚ୍ ଓ ଗୋଲେଇ ୯ ଇଞ୍ଚ୍। ସୂଚନାଯୋଗ୍ୟ ଯେ ବର୍ଡର ଗାଭାସ୍କର ଟ୍ରଫି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥାଏ। କିମ୍ବଦନ୍ତୀ କ୍ରିକେଟର ଆଲାନ୍ ବର୍ଡର ଓ ସୁନୀଲ ଗାଭାସ୍କରଙ୍କ ନାମରେ ଏହା ନାମିତ। ଚଳିତ […]

  • Thursday, 15 July 2021
barsha2
ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର: ବର୍ଷା-ଅନୁଭବ ବିବାଦରେ ପୁଣି ଆସିଛି ନୂଆ ମୋଡ। ପାରିବାରିକ କଳହକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ତେବେ ଗତ ଡିସେମ୍ବର ୯ ତାରିଖରେ ଥାନାରେ ଏକ ମାମଲା ରୁଜୁ କରିଥିଲେ। ସୋସିଆଲ୍‌ ମିଡିଆରେ ତାଙ୍କ ବିରୋଧରେ ହେଉଥିବା ଅପପ୍ରଚାର ଓ କୁମନ୍ତବ୍ୟକୁ ନେଇ ପୁରୀଘାଟ ଥାନାରେ  ଅଭିଯୋଗ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ […]

  • Thursday, 15 July 2021
church
ବଡ଼ଦିନ ପାଳନ ପାଇଁ ଚର୍ଚ୍ଚକୁ ଅନୁମତି, ୩ରେ ଖୋଲିପାରିବେ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର: ବଡ଼ଦିନ ପାଳନ ନେଇ ଚର୍ଚ୍ଚକୁ ମିଳିପାରିବ ସ୍ୱତନ୍ତ୍ର ଅନୁମତି। ୨୫ ତାରିଖ ପାଇଁ ଚର୍ଚ୍ଚକୁ ମିଳିପାରିବ ସ୍ୱତନ୍ତ୍ର ଅନୁମତି ଦିଆଯାଇପାରିବ। ଏହି ଅନୁମତି ପାଇଁ ପୂର୍ବରୁ ଆବେଦନ କରିବାକୁ ପଡ଼ିବ। କେତେ ସଂଖ୍ୟକ ଅତିଥି ଏକାଠି ହେବେ, ଦର୍ଶାଇଲେ ଅନୁମତି ମିଳିବ। ସେହିପରି ଜାନୁଆରୀ ୩ ତାରିଖ ଠାରୁ ଖୋଲିପାରିବ ଅନ୍ୟ ଧାର୍ମିକ ଅନୁଷ୍ଠାନ। ଯେଉଁମାନେ ୩ରୁ ଖୋଲିବାକୁ ଚାହିଁବେ, ପୂର୍ବରୁ ଅଣ୍ଡରଟେକିଂ ଦେବେ। ସଂପୃକ୍ତ ଅନୁଷ୍ଠାନ ପରିଚାଳନାରେ ଥିବା କମିଟି ଅଣ୍ଡରଟେକିଂ ଦେବେ। କୋଭିଡ଼ […]

  • Thursday, 15 July 2021
celebration
ଜିରୋ ନାଇଟ୍‌ ସେଲିବ୍ରେସନ ମନା

ଭୁବନେଶ୍ୱର: ଫିକା ପଡ଼ିବ ଏ ବର୍ଷର ଶେଷ ରାତି, ଏଥର ଜିରୋ ନାଇଟ୍‌ ସେଲିବ୍ରେସନ ମନା । ଏ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏବର୍ଷ ଜିରୋ ନାଇଟ ସେଲିବ୍ରେସନ ହେବନି କମିଶନର କହିଛନ୍ତି। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୩୧ ରାତି ଉତ୍ସବ ମନା କରାଯାଇଛି।  ନୂଆବର୍ଷ ପାଳନ ନେଇ ୩୧ ରାତିରେ ଉତ୍ସବ ଆୟୋଜନକୁ ମନା କରାଯାଇଛି। ସେହିପରି ଜାନୁଆରୀ ୩ ତାରିଖ ଠାରୁ ଖୋଲିପାରିବ ଅନ୍ୟ ଧାର୍ମିକ ଅନୁଷ୍ଠାନ। ଯେଉଁମାନେ […]

  • Thursday, 15 July 2021
lingaraj-temple
୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସୂଚନା ଦେଲେ ଦୁଇ ସେବାୟତ। ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଥିବା ଦୁଇ ସେବାୟତ କମଳାକାନ୍ତ ବଡୁ ଓ ବିରଞ୍ଚି ପତି ସୂଚନା ଦେଇଛନ୍ତି। ୨୭ରୁ ୩୧ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିବ। ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି। ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ଲୋକଙ୍କୁ ଦର୍ଶନ ଅନୁମତି। […]

  • Thursday, 15 July 2021
naveen
୨୮୯ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: MSME ପାଇଁ ୨୮୯ କୋଟି ୪୧ ଲକ୍ଷର ପ୍ୟାକେଜ ଘୋଷଣା। ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ  ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍ଅପ୍ ସବସିଡି ଆଦି ଅନ୍ତର୍ଭୁକ୍ତ ରହିଛି। ମୁଖ୍ୟତଃ ମହିଳା ଏବଂ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି। ମହିଳାମାନଙ୍କ ଦ୍ୱାରା ଚାଲୁଥିବା ୪୦% MSME ପାଇଁ ୧୦୮ କୋଟିର ବ୍ୟବସ୍ଥା ରହିଛି। କିଛି ଦିନ ତଳେ ଫିକି ପକ୍ଷରୁ ଆୟୋଜିତ ଏହାର ବାର୍ଷିକ […]

  • Thursday, 15 July 2021
press-meet
ଅନଲାଇନ୍ ଟ୍ରାଞ୍ଜାକସନ ବେଳେ ସତର୍କ ରୁହ: ସିପି

ଭୁବନେଶ୍ୱର: ସାଇବର ଠକ ଜମତରା ଗ୍ୟାଙ୍ଗ ପ୍ରତି ସତର୍କ ରହିବାକୁ କହିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କେହି ଟେଲିଫୋନ କରି ବ୍ୟାଙ୍କ ସଂପର୍କିତ ତଥ୍ୟ ମାଗିଲେ ନଦେବାକୁ କହିଛନ୍ତି ସିପି। ସେହିଭଳି ଅନଲାଇନ ଟ୍ରାଞ୍ଜାକସନ କଲା ବେଳେ ଯଥେଷ୍ଟ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଯଦି ଅନଲାଇନ କାରବାର କରୁଛନ୍ତି, ବ୍ୟାଙ୍କର ଅଥରାଇଜ ସାଇଟ୍ ଖୋଲିବାକୁ ଅନୁରୋଧ କରିଛନ୍ତି। କମିଶନର କହିଛନ୍ତି ଏହା ଏକ ନୂଆ ପ୍ରକାର ଡକାୟତି। ତେଣୁ ସମସ୍ତେ ସତର୍କ ରହିବାକୁ କହିଛନ୍ତି। […]

  • Thursday, 15 July 2021
vaccine
କରୋନା ଟିକା ନେବା ପରେ ମିଳିବ ସାର୍ଟିଫିକେଟ୍

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା। ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କରୋନା ଟିକାକରଣ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚଳାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ୨୯, ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ୮୨୭୬ ଟିକାକର୍ମୀ ନିୟୋଜିତ ହୋଇଛନ୍ତି। ଟିକା ସଂରକ୍ଷଣ ପାଇଁ ୧୨୨୨ କୋଲ୍ଡ ଚେନ୍ ରହିଛି ନିର୍ଦ୍ଦେଶକ କହିଛନ୍ତି। ଟିକା […]

  • Thursday, 15 July 2021