• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Saturday, 11 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ପୁରୀ ସମୁଦ୍ରରେ ସ୍ନାନ ବେଳେ ୫ ପର୍ଯ୍ୟଟକ ଆହତ

ପୁରୀ ସମୁଦ୍ରରେ ସ୍ନାନର ମଜା ଉଠାଉଥିବା ୫ ପର୍ଯ୍ୟଟକ ଜେଲି ଫିସ୍ ଦଂଶନରେ ଆହତ ହୋଇଛନ୍ତି। ଆଜି ଏହି ଘଟଣା ଘଟିଛି। ସମସ୍ତେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। More
  • Otv Khabar Bureau
  • 2 years ago

ବଡ଼ପଣ୍ଡୁସ ଦୁର୍ଘଟଣା; କୁସୁମୀ ପୋଲ ତଳ ଧ୍ୱଂସସ୍ତୁପ ବଖାଣୁଛି ବିସ୍ଫୋରଣର ଭୟାବହତା

ନୟାଗଡ଼ ଇଟାମାଟିରେ ଗତକାଲି ମଧ୍ୟରାତ୍ରିରେ ଘଟିଥିବା ଡିଜେଲ ଟ୍ୟାଙ୍କର ଦୁର୍ଘଟଣା ଓ ଭୟଙ୍କର ବିସ୍ଫୋରଣ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ନିଆଁରେ ପୋଡ଼ି ଜଣେ ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ସମସ୍ତ ମୃତାହତଙ୍କ ଘର ସ୍ଥାନୀୟ ଅଞ୍ଚଳରେ । More
  • Otv Khabar Bureau
  • 2 years ago

୨୪ ରେ କିଏ ଫୁଙ୍କିବ ମନ୍ତ୍ର ଆଉ କାହାର ବାଜିବ ବାଜା?

୨୪ ନିର୍ବାଚନ ପାଇଁ ହାତରେ ହାତରେ ଆଉ ମାତ୍ର ଦୁଇ ବର୍ଷ । ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ତେଣୁ ରାଷ୍ଟ୍ରପତି ନିର୍ବାଚନରେ ପରେ ବିଜେପି-ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । More
  • Otv Khabar Bureau
  • 2 years ago

ସୁପର୍‌ ସନଡେ'ରେ ବର୍ଷିବ ଛକା-ଚୌକା, ଝଡ଼ିବ ୱିକେଟ୍, ଫ୍ୟାନ୍ସଙ୍କ ହୋ ହାଲ୍ଲାରେ କମ୍ପିବ ଷ୍ଟାଡିୟମ

ବାରବାଟୀରେ ବିଗ୍ ଫାଇଟ୍ । ବିଶ୍ୱର ଦୁଇଟି ବଡ ଟିମ୍ ମଧ୍ୟରେ ହେବ ବଡ ଲଢେଇ । ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ପ୍ରସ୍ତୁତ ବାରବାଟୀ ଷ୍ଟାଡିୟମ୍ । ମେନ୍ ଇନ୍‌ ବ୍ଲୁ ଏବଂ ପ୍ରୋଟିଆଜ୍ ମଧ୍ୟରେ ହେବ ଟକ୍କର । More
  • Pramod Behera
  • 2 years ago

ଓମାନ ଉପସାଗରରେ ଓଡିଆ ଝିଅର ରେକର୍ଡ, ୭୦ ଫୁଟ ପାଣି ତଳେ ପାଳିଲେ ଜନ୍ମଦିନ

ଜନ୍ମଦିନରେ ନିଆରା ରେକର୍ଡ, ଓଡ଼ିଶାର ସର୍ବ କନିଷ୍ଠ ଜୁନିୟର ଆଡଭାନ୍ସଡ୍ ଓପନ ୱାଟର୍ ସ୍କୁବା ଡାଇଭର ହେଲେ ଓଡ଼ିଆ ଝିଅ ତିସ୍ୟା। ୭୦ ଫୁଟ ପାଣି ଗର୍ଭରେ ସ୍କୁବା ଡାଇଭ୍ କଲେ। More
  • Prangyan Parimita
  • 2 years ago

ବାପାଙ୍କ ସ୍ୱପ୍ନକୁ ସାକାର କଲା ଝିଅ, ସୀମା ଜଗିବେ ରଶ୍ମିତା

ରାୟଗଡାରୁ ନେପାଳ ସୀମା । ସଶସ୍ତ୍ର ସୀମା ବଳରେ ଯବାନ ଭାବେ ନିଯୁକ୍ତି ପାଇଛନ୍ତି ରଶ୍ମିତା । More
  • Satyendu Shekher Mishra
  • 2 years ago

ପୁଣି ଆନ୍ଧ୍ରର ଚାଳାକି, କୋଟିଆରେ କରୁଛି ମୃତ୍ତିକା ସର୍ବେକ୍ଷଣ !

କୋରାପୁଟ ଜିଲ୍ଲାପରିଷଦ ସଦସ୍ୟ ଟିକାଈ ଗେମେଲ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି । More
  • Prangyan Parimita
  • 2 years ago

ବାରବାଟୀରେ କଡ଼ା ସୁରକ୍ଷା ବ୍ୟବସ୍ଥା : ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ

ବାରବାଟୀରେ ମ୍ୟାଚ୍‌ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । More
  • Rajalaxmi Sahoo
  • 2 years ago

ବ୍ୟାଙ୍କ୍‌ ଖାତା ଅପଡେଟ୍‌ ବେଳେ ଜଣାପଡ଼ିଲା ଚାଞ୍ଚଲ୍ୟକର ତଥ୍ୟ, ଆକାଉଣ୍ଟରୁ ୭୦ ଲକ୍ଷ ଗାଏବ

ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା। ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ। More
  • Satyendu Shekher Mishra
  • 2 years ago

ସାଂସଦ ହଉ ହଉ ନିରଞ୍ଜନଙ୍କ ପାଇଁ ବଢ଼ିଲା ଅଡ଼ୁଆ, ବିଜେଡି ନେତା କଲେଣି ବିଦ୍ରୋହ

ବଲାଙ୍ଗିର ବିଧାୟକ କହିଛନ୍ତି, ନିରଂଜନ ଲଢୁନଥିଲେ, ନାଟକ କରୁଥିଲେ । ତେବେ ଏନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନି । More
  • Prangyan Parimita
  • 2 years ago

ଗରମ ଗୁଳୁଗୁଳିରୁ ମିଳିବ ମୁକ୍ତି : ରଜରେ ଛୁଇଁବ ମୌସୁମୀ ବାୟୁ

ପାଗ ଧୀରେ ଧୀରେ ଅନୁକୂଳ ହେଉଛି : ଆଞ୍ଚଳିକ ପାଣିପାଗ କେନ୍ଦ୍ର More
  • Prangyan Parimita
  • 2 years ago

ବାପା ଖୋଳିଥିଲେ ବୋରୱେଲ, ପଡ଼ିଗଲା ପୁଅ : ୮୦ ଫୁଟ ଗାତ ଭିତରେ ଫଶିରହିଛି ୧୦ ବର୍ଷର ଶିଶୁ

ଛତିଶଗଡ଼ ଜାନଜଗିର-ଚାମ୍ପାର ମାଲଖାଦାରୁଆ ପୋଲିସ ଷ୍ଟେସନ ଅଧୀନସ୍ଥ ପିରହ୍ରିଡ ଗାଁର ଜଣେ ୧୦ ବର୍ଷର ଶିଶୁ ଗତକାଲି ଠାରୁ ଏକ ବୋରୱେଲ ଗର୍ତ୍ତରେ ପଡ଼ିଯାଇଛି । More
  • Rajalaxmi Sahoo
  • 2 years ago

No Mask, No Entry: ମ୍ୟାଚ୍‌ ବେଳେ ବାରବାଟୀ ଷ୍ଟାଡିୟମ ଭିତରକୁ ପାଣି ବୋତଲ, ଖାଦ୍ୟ ମନା

ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏନେଇ ପ୍ରେସ୍‌ମିଟ୍‌ରେ  କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ। More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହୋତ୍ସବ ନୀତି

ଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ପ୍ରତିମାଙ୍କୁ ବିଜେ କରାଇଥାନ୍ତି ସେବକ । More
  • Rajalaxmi Sahoo
  • 2 years ago

ଖରାଛୁଟି ପରେ ସ୍କୁଲ୍‌ରେ କେମିତି ହେବ ପାଠପଢ଼ା ? ଜାରି ହେଲା ନିୟମାବଳୀ...

ଖରାଛୁଟି ସରିବା ପରେ କିଭଳି ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ( OSEPA) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। More
  • Rajalaxmi Sahoo
  • 2 years ago

ମାଲାମାଲ୍‌ କଲା ଜୈବିକ ସାର, ୧ କୋଟିରୁ ଅଧିକ ଟଙ୍କା ରୋଜଗାର

ଜୈବିକ ସାର ବିକି ରୋଜଗାର କରୁଛନ୍ତି ବାର୍ଷିକ କୋଟିଏରୁ ଅଧିକ ଟଙ୍କା। ସାରକୁ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇ ରୋଜଗାର କରୁଛନ୍ତି କୋଟିଏରୁ ଅଧିକ ଟଙ୍କା ।  More
  • Satyendu Shekher Mishra
  • 2 years ago

ରାସ୍ତା ମଝିରେ ହୁତୁହୁତୁ ଜଳିଗଲା ଯାତ୍ରୀବାହି ବସ୍‌, ଅଳ୍ପକେ ବର୍ତ୍ତିଲା ୩୦ ଜୀବନ

ହଠାତ୍‌ ବସ୍‌ ଇଞ୍ଜିନ୍‌ରୁ ଧୁଆଁ ବାହାରିଥିଲା । ଧିରେ ଧିରେ ବସ୍‌ଟି ପୁରା ଜଳି ଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । More
  • Rajalaxmi Sahoo
  • 2 years ago

Daily Horoscope 11th June: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଖୁସି ଖବର

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ, ଶନିବାର। ଘାତ ବାର - ବୃଷ,ସିଂହ, କନ୍ୟା ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ। More
  • Rajalaxmi Sahoo
  • 2 years ago

ପାଚେରୀ ଡେଇଁ ଛୁ’ ମାରିଲେ ଫରେଷ୍ଟର, ଟେର୍‌ ପାଇଲାନି ପୋଲିସ୍‌

ହାତୀ କଙ୍କାଳ ମିଳିବା ଘଟଣାରେ ଜେରା ପାଇଁ ଆସିଥିବା ନିଲମ୍ବିତ ଫରେଷ୍ଟର ପାଚେରୀ ଡେଇଁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗେଟ୍‌ରେ ପୋଲିସ୍‌ ଜଗିଥିଲେ ମଧ୍ୟ ଏନେଇ କୌଣସି ଟେର୍‌ ପାଇ ନଥିଲା।  More
  • Satyendu Shekher Mishra
  • 2 years ago

ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ଆଗୁଆ ଚାଲିଛି ରଥ କାମ, ସ୍ନାନଯାତ୍ରା ପୂର୍ବରୁ ଉଠିଲା ଚାରିନାହାକା

ଏଥର ଚାଲିବ ରଥର ଉପରିଭାଗ କାମ । ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ସରିଲା ବୈଠକ । ଦଇତାପତି ନିଯୋଗ ସହ ବୈଠକ କରିଛି ଶ୍ରୀମନ୍ଦିର ପ୍ରଶାସନ । More
  • Rajalaxmi Sahoo
  • 2 years ago

ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଗରମ ଗୁଳୁଗୁଳିରୁ ନିସ୍ତାର ଆଣିବ ପ୍ରାକ୍ ମୌସୁମୀ ବର୍ଷା। ରାଜ୍ୟରେ ଆସନ୍ତା ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ SRCଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। More
  • Satyendu Shekher Mishra
  • 2 years ago

ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ୪ ମୃତ

ତେଲ ଟ୍ୟାଙ୍କରରେ ୫ ଜଣ ଥିଲେ, ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାମ ଜାରି More
  • Otv Khabar Bureau
  • 2 years ago

ଦେଶରେ ପୁଣି ଫେରୁଛି କରୋନାର ନୂଆ ଲହର !

ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ବଢୁଥିବା ପରିଲକ୍ଷିତ ହୋଇଛି । ଗତକାଲି ୩୧ ଆକ୍ରାନ୍ତ ହୋଇଥିବା ବେଳେ ଆଜି ୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ମହାମାରୀର ଦ୍ରୁତ ସଂକ୍ରମଣକୁ ଦେଖି ତତ୍ପର ହୋଇଛନ୍ତି ଓଡ଼ିଶା ସରକାର । More
  • Satyendu Shekher Mishra
  • 2 years ago

ଡ୍ରଗ୍ସ ସେବନ ପରେ ହିତାହିତ ଜ୍ଞାନ ଭୁଲିଯାଉଛନ୍ତି ନିଶାଡ଼ି, ରାଜଧାନୀରେ ଗଡ଼ିଲାଣି ଅନେକ ମୁଣ୍ଡ

ନିଶା କାରବାର ରୋକିବାକୁ ପୋଲିସ୍‌ର ଭୂମିକାକୁ ନେଇ ପ୍ରଶ୍ନ । ନିଶାରୁ କେମିତି ମିଳିବ ନିସ୍ତାର ବାଟ ବତାଇଲେ ବିଶେଷଜ୍ଞ । More
  • Otv Khabar Bureau
  • 2 years ago

ହୋଟେଲରେ ଖେଳାଳିଙ୍କୁ ଦିଆଯାଉଛି ସୁସ୍ୱାଦୁ ଓଡ଼ିଆ ଖାଦ୍ୟ, ଜାଣନ୍ତୁ କ'ଣ ରହିଛି ମେନ୍ୟୁ..

ପାରମ୍ପରିକ ଯୋଡ଼ି ଶଙ୍ଖ, ଢୋଲ ମହୁରୀ ଓ ଘୋଡ଼ାନାଚ ତାଳେ ତାଳେ ଦିଆଯାଇଥିଲା ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । More
  • Otv Khabar Bureau
  • 2 years ago

୧୨ ରେ ବାରବାଟୀ ଯୁଦ୍ଧ; ଗ୍ରାଉଣ୍ତକୁ ଆକର୍ଷଣୀୟ କରିବା ପାଇଁ ଦିଆଯାଉଛି ଶେଷ ସ୍ପର୍ଶ

ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ବାରବାଟୀ ପଡ଼ିଆ । ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ଏବଂ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ଆକର୍ଷଣୀୟ ରୂପରେ ସଜେଇ ହୋଇଛି ଗ୍ରାଉଣ୍ଡ । More
  • Satyendu Shekher Mishra
  • 2 years ago

ରାଷ୍ଟ୍ରପତି ନିର୍ବାଚନ; ଚର୍ଚ୍ଚାରେ ଓଡ଼ିଶାର ୨ ଆଦିବାସୀ ଚେହେରା ଜୁଏଲ୍ - ଦ୍ରୌପଦୀ

ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ଜୁଏଲ୍ ଓରାମ୍ ଓ ଦ୍ରୌପଦୀ ମୁର୍ମୁ । ନିର୍ବାଚନ ଗଣିତ କହୁଛି ନିର୍ଣ୍ଣାୟକ ସାଜିବ ବିଜେଡି ଓ YSR କଂଗ୍ରେସ ଭୋଟ୍ । More