• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ, ଶନିବାର। ତିଥି – ୧୧ଶ୍ରୀ ପ୍ରାତଃ ୦୨/୦୪/୪୫ ଗତେ ୧୨ ଶୀ, ଚନ୍ଦ୍ର -  ତୁଳା ଅହୋରାତ୍ର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର - ବୃଷ,ସିଂହ, କନ୍ୟା ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଦିବା ୧ ପାଦ - କୃଷିହାନି- ଭୂମିଦାନ ପ୍ରାତଃ ୦୨/୦୪/୪୫ ଗତେ ୨ ପାଦ - କୃଷି ଓ ପଶୁହାନି ରାତ୍ରି ୦୨/୦୪/୧୨ ଗତେ ୩ ପାଦ - ବଂଶହାନି-  ଅନ୍ନ ତିଳକାଞନ ଦାନ ।

ଶୁଭ ସମୟ- ଦିବା ୧୦/୦୭/୩୦ ରୁ ୧୨/୧୨/୪୨, ଦିବା ୦୩/୦୪/୦୧ ରୁ ୦୩/୪୩/୩୩, ରାତ୍ରି ୦୭/୪୨/୫୨ ରୁ ୦୭/୪୮/୧୭, ରାତ୍ରି ୧୧/୨୪/୪୪ ରୁ ୦୧/୩୪/୩୭, ରାତ୍ରି ୦୩/୦୧/୧୨ ରୁ ୦୩/୪୯/୫୪
ଅଶୁଭ ସମୟ- ରାହୁ କାଳ-  ଦିବା ୦୮/୨୮/୪୦ ରୁ ୧୦/୦୭/୩୦, କାଳ ବେଳା-  ଦିବା ୦୪/୪୨/୫୨ ରୁ ୦୬/୨୧/୪୨, ବାର ବେଳା – ଦିବା ୦୧/୨୫/୧୧ ରୁ ୦୩/୦୪/୦୧, କାଳ ରାତ୍ରି-  ରାତ୍ରି ୦୩/୪୯/୫୪ ରୁ ୦୫/୧୧/୦୪

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ୍ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ...

ଅଶ୍ୱନୀ – ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବେ 
ଦ୍ୱିଜା – ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ 
କୃତିକା – ଆଲୋଚନାରେ ନିଜକୁ ସାମିଲ କରିବେ 

ପ୍ରତିକାର -  ସୂର୍ଯ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ

ବୃଷ...

କୃତିକା- ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ 
ରୋହିଣୀ – ମାଲିମକଦ୍ଦମାର ସମାଧାନ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ
ମୃଗଶିରା – କ୍ରୀଡା କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ 

ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ

ମିଥୁନ...

ମୃଗଶିରା-  ବନ୍ଧୁ ବିଚ୍ଛେଦ ଜନିତ ମନସ୍ଥାପ କରିପାରନ୍ତି
ଆଦ୍ରା- କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ
ପୁନର୍ବସୁ -  ପକେଟ ମାର ଜନିତ ଧନହାନି ଘଟିପାରେ

ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଈକୁ ଖାଇବାକୁ ଦିଅନ୍ତୁ

କର୍କଟ...

ପୁନର୍ବସୁ -  ଦୁଃସାହସିକ ପଦକ୍ଷପ ନେଇ ରାଜନୀତିରେ ସଫଳତା ପାଇବେ 
ପୁଷ୍ୟା – ଘରକୁ ସଜାଇବାରେ ସମୟ କଟାଇବେ 
ଅଶ୍ଳେଷା -  କର୍ମ କରିବା ଶୈଳୀରେ ପରିବର୍ତ୍ତନ ଆଣିବେ
 

ପ୍ରତିକାର –  ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ

ସିଂହ...

ମଘା –  ବନ୍ଧୁଙ୍କ ସହିତ ମିଶି କିଛି ନୂତନ ଯୋଜନା ପାରନ୍ତି
ପୂ , ଫାଲଗୁନୀ -  କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ 
ଉ ,ଫାଲଗୁନୀ – ଜୀବନସାଥୀ ଠାରୁ ଖୁସି ପାଇବେ 

ପ୍ରତିକାର – ଶ୍ରୀ ରାମଙ୍କୁ ପୂଜା କରନ୍ତୁ

କନ୍ୟା...

ଉ , ଫାଲଗୁନୀ -  ବିନା ସ୍ୱାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ 
ହସ୍ତା -  ପରୀକ୍ଷାରେ ସଫଳତା ଲାଭ କରିବେ
ଚିତ୍ରା – ପଡୋଶୀଙ୍କର ଉଦାରତାରୁ ଆଶ୍ୱସ୍ତି ଲାଭ କରିବ

ପ୍ରତିକାର -  ବୁଧଙ୍କର ମନ୍ତ୍ର ପାଠ କରନ୍ତୁ 

ତୁଳା...

ଚିତ୍ରା – ପରୋକ୍ଷ ଶତ୍ରୁତା ଲାଗି ରହିବ
ସ୍ୱାତୀ –ସୃଜନଶୀଳତା ଓ ଧର୍ମପ୍ରାପ୍ତିରେ ବାଧା ଆସିପାରେ
ବିଶାଖା – ପରିକଳ୍ପିତ କାମରେ ପ୍ରତିବନ୍ଧକଯୁକ୍ତ ରହିବ

ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟୋକୁ ପୂଜା କରନ୍ତୁ

ବିଛା...

ବିଶାଖା -  ଯାନବାହାନ, ଗୃହ, ଭୂମି ଲାଭ ହୋଇପାରେ
ଅନୁରାଧା -   ଖବରଦାତା, ଆଇନଜୀବୀ ବିଶେଷ ଉପକୃତ ହେବେ
ଜ୍ୟେଷ୍ଠା  –  ଯାନ୍ତ୍ରିକ ଶିଳ୍ପରେ ଲାଭବାନ ହେତୁ ଖୁସି ରହିବେ

ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ ।

ଧନୁ...

ମୂଳା – ବିବାଦରେ ବିଜୟ ଲାଭରୁ ମନୋବଳ ବୃଦ୍ଧି  ପାଇବ
ପୂ , ଷାଢା –ମୂଲ୍ୟବାନ ଧାତୁ, ଅଳଙ୍କାର କ୍ରୟ କରି ଖୁସି ରହିବେ
ଉ , ଷାଢା – ନିଜର ଲକ୍ଷ ହାସଲ କରିବାରେ ସମର୍ଥ ହେବେ

ପ୍ରତିକାର –ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ମକର...

ଉ , ଷାଢା -  ସାହାଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ
ଶ୍ରବଣା – ଆଶା ଅଭିଳାଷା ପୂରଣ ହୋଇପାରେ
ଧନିଷ୍ଠା – ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ

ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ...

ଧନିଷ୍ଠା -  ମନୋରଞ୍ଜନ କାର୍ଯ୍ୟରେ ଅଶାନ୍ତି ଉପୁଜିବ
ଶତଭିଷା – ପରିବାର ଭିତରେ ଅଶାନ୍ତି ଓ ଭୁଲ ବୁଝାବଣା ହୋଇପାରେ
ପୂ , ଭାଦ୍ରପଦ  – ସଡକ ଦୁର୍ଘଟଣାର ସମ୍ଭାବନା ରହିଛି

ପ୍ରତିକାର – ୭ଟି ଗୋଲ ମରିଚ ନୀଳ କପଡାରେ ବାନ୍ଧି ଜଳରେ ଭସାଇ  ଦିଅନ୍ତୁ

ମୀନ...

ପୂ , ଭାଦ୍ରପଦ - ନୂତନ ସ୍ଥାନ ପରିଭ୍ରମଣ  କରିପାରନ୍ତି
ଉ , ଭଦ୍ରପଦ - ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ
ରେବତୀ –ସାମାଜିକ ଆଦୃତି ମାଧ୍ୟମରେ ସୁୁଖ ସମ୍ମାନ ପ୍ରଦାନ କରିବ

ପ୍ରତିକାର – ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)