• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 05 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ରାଜଧାନୀରେ ଦିନକରେ ୧୦ କଣ୍ଟେନ୍‌ମେଣ୍ଟ ଜୋନ୍‌

ଡରାଇଲାଣି କରୋନା । କେବଳ ରାଜଧାନୀରେ ଦିନକରେ ୧୦ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା । More
  • Satyendu Shekher Mishra
  • 3 years ago

ଡରାଇଲାଣି ଓମିକ୍ରନ୍‌ ! ଦିନକରେ ୩୭ରୁ ୬୧ ସଂକ୍ରମିତ

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୧୬୬, କଟକରେ ୮୦ ଏବଂ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୯୯ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରେ ଦ୍ରୁତ ସଂକ୍ରମଣ ଥିବା ବେଳେ ଭୁବନେଶ୍ୱରର ୫ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ । More
  • Sarbeswar
  • 3 years ago

ରାଜ୍ୟରେ ବଢୁଛି ସାଇବର ଅପରାଧ: କର୍ମଚାରୀ ଅଭାବରୁ ଖସିଯାଉଛନ୍ତି ବଡ଼ ଅପରାଧୀ

ରାଜ୍ୟରେ ବଢିବାରେ ଲାଗିଛି ସାଇବର ଅପରାଧ କିନ୍ତୁ ସାଇବର ଥାନାରେ କର୍ମଚାରୀ ଅଭାବ ହେତୁ ଖସିଯାଉଛନ୍ତି ବଡ଼ ଅପରାଧୀ More
  • Satyendu Shekher Mishra
  • 3 years ago

ନୂଆ ଭୋଟର ତାଲିକାରୁ ୩ ଲକ୍ଷ ୪୪ ହଜାର ୯୪୪ ଜଣଙ୍କୁ ବାଦ୍

ରାଜ୍ୟର ସମୁଦାୟ ଭୋଟର ସଂଖ୍ୟା ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ । ରାଜ୍ୟରେ ପୁରୁଷ ଭୋଟର ସଂଖ୍ୟା ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଥିବାବେଳେ ରାଜ୍ୟରେ ମହିଳା ଭୋଟର ସଂଖ୍ୟା ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫ । More
  • Sarbeswar
  • 3 years ago

ଯୋଜନା ହେଲା କିନ୍ତୁ ପାଣି ନବାହାରିଲେ ହେଲା....ଜଳଦଳ ଦିଶିଲା ସରକାରୀ ଯୋଜନାର ଭବିଷ୍ୟତ

ପୁରୀକୁ ପ୍ରତି ବର୍ଷ ପ୍ରାୟ ୨ କୋଟି ପର୍ଯ୍ୟଟକ ଆସୁଥିବା ବେଳେ ସେମାନେ ପାଣି ବୋତଲ କିଣି ବ୍ୟବହାର କରୁଥିବାରୁ ଟନ୍ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି ହୋଇଥାଏ। ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକୁଳାଇବା ଲକ୍ଷ୍ୟରେ ବଡ଼ଦାଣ୍ଡରେ ଏହି ଟ୍ୟାପ୍ ବ୍ୟବସ୍ଥା କରାଯାଇଥିଲା More
  • Sarbeswar
  • 3 years ago

ଖେଳକୁଦ ବୟସରେ ପରିବାର ସମ୍ଭାଳୁଛି କୁନି ଝିଅ ସନ୍ଧ୍ୟା

ଚଉଦ ବରଷ ଝିଅ ସନ୍ଧ୍ୟା ଖେଳ ମଜାରେ ଦିନ ବିତେଇବା ବୟସରେ ଆଜି ସାଝିଛି ଦିନ ମଜୁରିଆ।ଆଜିକି ତିନି ବର୍ଷ ତଳେ ବାପା ତାର ପ୍ରାଣ ହରାଇଛନ୍ତି। ବାପାଙ୍କ ଦେହାନ୍ତ ପରେ ପରେ ମାଆ ମାନସିକ ରୋଗରେ ଶିକାର ହୋଇ କୁଆଡେ ଚାଲିଯିବା ପରେ ଅନାଥ ହୋଇ ପଡିଲେ ସନ୍ଧ୍ୟା ଓ ତାର କୁନିକୁନି ଦୁଇ ଭାଇ ଭିକି ଓ ଅଭି More
  • Satyendu Shekher Mishra
  • 3 years ago

ଶ୍ରୀମନ୍ଦିର ଜମିବାଡ଼ି ମାଲିକାନାର ହେବ ତୁରନ୍ତ ଫୈସଲା

ଏହି ଅଧ୍ୟାଦେଶ ବଳରେ ଶ୍ରୀମନ୍ଦିର ଆଇନ ୧୯୫୪କୁ ସଂଶୋଧନ କରାଯିବ । ଫଳରେ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଓ ମାଲିକାନା ପରିବର୍ତ୍ତନ ନେଇ ଆଉ ରାଜ୍ୟ ସରକାର ନୁହେଁ ବରଂ ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ମଧ୍ୟ ନିଷ୍ପତ୍ତି ନେଇପାରିବେ । More
  • Satyendu Shekher Mishra
  • 3 years ago

ଝିଅଙ୍କ ବିବାହ ବୟସ ୨୧କୁ ବୃଦ୍ଧି ନେଇ ବଢ଼ୁଛି ବିବାଦ, ସନ୍ଧ୍ୟାବତୀଙ୍କୁ କାଉଣ୍ଟର

ଝିଅଙ୍କ ବିବାହ ବୟସ ବୃଦ୍ଧି ନକରି ବରଂ ପୁଅଙ୍କ ବିବାହ ବୟସକୁ ୨୧ରୁ ୧୮ ବର୍ଷ କମାଇବାକୁ ସେ ଅପିଲ୍ କରିଛନ୍ତି । More
  • Sarbeswar
  • 3 years ago

ସ୍ୱାଭିମାନୀ ଅଟୋ ଚାଳକ : ହଜିଥିବା ଜିନିଷଙ୍କୁ ଯାତ୍ରୀଙ୍କୁ ଫେରାଇ ଦେଲେ

ଜଣେ ଅଟୋ ଚାଳକ ସନ୍ଧ୍ୟାରେ ନିଆଁ ଜାଳିବା ପାଇଁ କାଠ ଖୋଜିବା ସମୟରେ ବ୍ୟାଗଟିକୁ ପାଇଥିଲେ।ତାକୁ ଖୋଲି ଦେଖିବାରୁ ତା ଭିତରେ କିଛି ଟଙ୍କା ଓ ସିଗାରେଟ ଓ ପରିଚୟ ପତ୍ର ଥିବା ଜାଣିବାକୁ ପାଇଥିଲେ... More
  • Sarbeswar
  • 3 years ago

ଗୋଟିଏ ସ୍କୁଲରୁ ୫୩ ଆକ୍ରାନ୍ତ ଚିହ୍ନଟ

ହୁ ହୁ ହୋଇ ବଢୁଛି ସଂକ୍ରମଣ : ଗୋଟିଏ ସ୍କୁଲରୁ ୫୩ ପଜିଟିଭ୍‌ ଚିହ୍ନଟ ହେଲେ More
  • Satyendu Shekher Mishra
  • 3 years ago

ରାଜ୍ୟରେ କରୋନାର ଆଉ ଏକ ଲହର !

ରାଜ୍ୟ ସରକାର କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ କଟକଣା ଲାଗୁ କରିଛନ୍ତି ସରକାର । ସମସ୍ତ କଟକଣା ଜାନୁଆରୀ ୭ରୁ ଫେବ୍ରୁଆରୀ ପହିଲା ଯାଏ ଲାଗୁ । More
  • Satyendu Shekher Mishra
  • 3 years ago

କଡ଼ା କଟକଣା ! ଗହଳି ମନା, ବାହାଘର-ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଆଉ ଶୁଦ୍ଧିକ୍ରିୟାରେ...

ବାହାଘର, ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି । More
  • Prangyan Parimita
  • 3 years ago

୫୦ ପ୍ରତିଶତରେ ଚାଲିବ ସରକାରୀ ଅଫିସ୍ ! ଟ୍ରେନିଂ କାର୍ଯ୍ୟକ୍ରମରେ ରହିପାରିବେ ୧୦୦ ଲୋକ

କରୋନା ବଢ଼ୁଥିବା ବେଳେ ସରକାରୀ ଅଫିସ୍‌ ପାଇଁ ନିୟମ ଆଣିଛନ୍ତି ସରକାର । କେତେ କର୍ମଚାରୀ ଆସିବେ, ସେନେଇ ନିର୍ଦ୍ଦେଶ ଦେଇଛନ୍ତି । More
  • Prangyan Parimita
  • 3 years ago

କରୋନା ପାଇଁ ବଢ଼ିଲା କଟକଣା ! ସ୍କୁଲ କଲେଜ୍‌ ବନ୍ଦ, ବିବାହରେ ୧୦୦ ଜଣଙ୍କୁ ଅନୁମତି

କରୋନା ପାଇଁ ରାଜ୍ୟରେ ବଢ଼ିଲା କଟକଣା । ରାତି ୧୦ଟା ପରିବର୍ତ୍ତେ ୯ଟାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ । More
  • Satyendu Shekher Mishra
  • 3 years ago

ରେକର୍ଡ ସଂଖ୍ୟକ କରୋନା ସଂକ୍ରମଣ, ପୂର୍ବରୁ ଏମିତି ପରିସ୍ଥିତି ଆସିନଥିଲା

ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ସକ୍ରମିତ କେବେ ବି ଚିହ୍ନଟ ହୋଇନଥିଲେ । ଏଭଳି ସଂଖ୍ୟା ଯୋଗୁଁ ସମସ୍ତଙ୍କ ମନରେ ଛନକା ପଶିଛି । କ’ଣ ହେବ ଭବିଷ୍ୟତ ? ପୁଣି ଥରେ ହେବ କି ଲକ୍‌ଡାଉନ୍‌ ? ନା ୱିକେଣ୍ଡ ସଟ୍‌ଡାଉନ୍‌କୁ ଦିଆଯିବ ଗୁରୁତ୍ୱ ? More
  • Sarbeswar
  • 3 years ago

ଜୀବନ ବଂଚାଇବା ପାଇଁ ଗଛ ଉପରକୁ ଚଢିଗଲା ଭାଲୁ

ଜୀବନ ବଂଚାଇବା ପାଇଁ ଗଛ ଉପରକୁ ଚଢିଯାଇଛି ଭାଲୁ, ଶିକାରୀ ଆକ୍ରମଣ କରିଥିବା ସନ୍ଦେହ କରିଛି ବନବିଭାଗ More
  • Satyendu Shekher Mishra
  • 3 years ago

ଓମିକ୍ରନ୍‌ର ଚୌକା-ଛକା, ରାଜ୍ୟରେ ପୁଣି ୨୪ ସଂକ୍ରମିତ

ଓଡ଼ିଶାରେ ବଢ଼ୁଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହୁଛି । ଆଗକୁ ଦିଲ୍ଲୀ ପରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।  More
  • Rajalaxmi Sahoo
  • 3 years ago

 ଭୁବନେଶ୍ୱରର ୫ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ BMC ପକ୍ଷରୁ ଏହା ଘୋଷଣା ହୋଇଛି। More
  • Pallipuspa Samal
  • 3 years ago

ଅଳ୍ପ ଖର୍ଚ୍ଚରେ ବନାନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆପଣ ଲଞ୍ଚ୍‌ରେ କଣ ଖାଇବା ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତେବେ ବିଲ୍‌କୁଲ୍ ବି ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ସୁଆଦିଆ ରେସିପି । ଆଜି ବୁଧବାର ରାନ୍ଧଣାରେ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ‘ଟମାଟୋ ଚିକେନ୍‌’ । More
  • Chandan Shishu
  • 3 years ago

ଦିଲ୍ଲୀ ପରି ଓଡ଼ିଶାରେ ବି ବଢିବ କରୋନା !

ସଂକ୍ରମଣ କମାଇବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ। ଏହା ସହ ଆମର ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ। ଯେତେବେଳେ ଆବଶ୍ୟକ ହେବ, ସରକାର ଇନପୁଟ ନେଇ ନୂଆ ମାର୍ଗଦର୍ଶିକା ଜାରି କରିବେ। More
  • Prangyan Parimita
  • 3 years ago

ଆର୍ମି ଟ୍ରେନିଂ ଦେଇ ଚର୍ଚ୍ଚାରେ ବ୍ରହ୍ମପୁରର ସୀମାଞ୍ଚଳ ! ସେନାରୁ ଅବସର ପରେ ଦେଶ ସେବା ପାଇଁ ଗଢୁଛନ୍ତି ସୈନିକ

ସେନାରୁ ଅବସର ନେଇ ସେ ଏବେ ଦେଶର ସେବା ପାଇଁ ସୈନିକ ଗଢୁଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ । ବ୍ରହ୍ମପୁରରେ ସୀମାଞ୍ଚଳ ଖୋଲିଛନ୍ତି ଆର୍ମି ଏକାଡେମୀ । ତାଙ୍କ ଟ୍ରେନିଂ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେମିତି ଆର୍ମି ବାରାକ୍ । More
  • Rajalaxmi Sahoo
  • 3 years ago

ବିଧାୟକଙ୍କୁ ଭଦ୍ର ଅପମାନ: ଫେକ୍‌ ମୋବାଇଲ୍‌ ଟାୱାର କରି ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ କଲେ

ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିଧାୟକଙ୍କୁ ହଟହଟା କଲେ ସାଧାରଣ ଲୋକେ। ବାଉଁଶରେ ପ୍ରତୀକାତ୍ମକ ମୋବାଇଲ୍‌ ଟାଓ୍ୱାର କରି ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ କରି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଗାଁ ଲୋକେ। More
  • Rajalaxmi Sahoo
  • 3 years ago

ଅଲୌକିକ ଘଟଣା: ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ

ଠାକୁରାଣୀଙ୍କ ପୀଠରେ ଥିବା ଏକ ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ। ଗତକାଲି ସନ୍ଧ୍ୟାରେ ସାଲେପୁର ସ୍ଥିତ ମା’ ହାନ୍ଦୁଳାଇ ଠାକୁରାଣୀଙ୍କ ପୀଠରେ ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି। More
  • Rajalaxmi Sahoo
  • 3 years ago

ହଠାତ୍‌ ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମଣ, ଦିନକରେ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ

ପୁଣିଥରେ ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ହଜାର ପାର୍‌ କରିଛି। ରାଜ୍ୟରେ ଦିନକରେ ୧,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More
  • Otv Khabar Bureau
  • 3 years ago

Daily Horoscope 05 Jan 2022: ଆସନ୍ତୁ ଜାଣିବା ଆଜିର ରାଶିଫଳ

ଆଜି ୨୦୨୨ ମସିହା ଜାନୁଆରୀ ତା ୫ ତାରିଖ ବୁଧବାର ଧନୁ ୨୧ ଦିନ ପୌଷ ମାସ ଶୁଳ୍କ ପକ୍ଷ । ତୃତୀୟା ତିଥି ଶ୍ରବଣା ନକ୍ଷତ୍ର ସକାଳ ଘ ୮-୪୯ ମିନିଟ୍ ପର୍ଯ୍ୟନ୍ତ, ତାହାପରେ ଧନିଷ୍ଠା ନକ୍ଷତ୍ର ମକରଚନ୍ଦ୍ର ଭୋଗ ହେବ । More
  • Chandan Shishu
  • 3 years ago

ଏବର୍ଷ ଚିଲିକାକୁ ଆସିଛନ୍ତି କମ୍ ସଂଖ୍ୟକ ବିଦେଶୀ ପକ୍ଷୀ

ଚିଲିକାର ୫ଟି ରେଂଜ୍ ଯଥା ରମ୍ଭା, ବାଲୁଗାଁ, ଟାଙ୍ଗି, ଚିଲିକା ଓ ସାତପଡାରେ ପକ୍ଷୀଗଣନା କରାଯାଇଛି। More
  • Chandan Shishu
  • 3 years ago

ନିଜ ଜିଦିରେ ଅଟଳ ତପସ୍ୱିନୀ, ଘର ଭିତରକୁ ଗଲେନି

ସୁମିତଙ୍କ ଓକିଲ କହିଛନ୍ତି ଯେ, କୋର୍ଟ କହିଥିଲେ ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ତପସ୍ୱିନୀଙ୍କୁ ରହିବାକୁ ଦିଆଯାଉ। More
  • Chandan Shishu
  • 3 years ago

ଆଜିଠାରୁ ଆରମ୍ଭ ଦଶମ ଶ୍ରେଣୀର ସମେଟିଭ ପରୀକ୍ଷା

ଗତ ବର୍ଷ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଥିଲା। ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦିଆଯାଇଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା। More
  • Satyendu Shekher Mishra
  • 3 years ago

୬ ସପ୍ତାହରେ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ସାରିବାକୁ ନିର୍ଦ୍ଦେଶ

୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା କହିଛନ୍ତି । More
  • Satyendu Shekher Mishra
  • 3 years ago

ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି, ସର୍ବଦଳୀୟ ବୈଠକରେ ହେବ ବଡ଼ ନିଷ୍ପତ୍ତି

ଭୋଟ୍ ପୂର୍ବରୁ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ସରକାର ଭରପୂର ଉଦ୍ୟମ କରୁଥିବା ବେଳେ ଫୋକସ୍‌ରେ ଅଛନ୍ତି  ଶିକ୍ଷକ । ତେବେ ଶିକ୍ଷକଙ୍କୁ ହଠାତ୍ ଏତେ ଗୁରୁତ୍ୱ ଦିଆଯିବା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । More
  • Satyendu Shekher Mishra
  • 3 years ago

ମାଟ୍ରିକ୍ ପିଲାଙ୍କ ପାଇଁ ପ୍ରଥମ ଥର ସମ୍ମେଟିଭ ପରୀକ୍ଷା

ଓମିକ୍ରନ୍‌ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ତିନିଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ । More
  • Sarbeswar
  • 3 years ago

“ଗାଁରେ ସ୍ଥାୟୀ ପିଇବା ପାଣି ବ୍ୟବସ୍ଥା ନହେଲେ ଆମେ ପଂଚାୟତ ନିର୍ବାଚନ ବର୍ଜନ କରିବୁ”

ପିଇବା ପାଣି ପାଇଁ ଆଉ କେତେଦିନ ଅପେକ୍ଷା କରିବେ ବାହୁବନ୍ଧ ପଞ୍ଚାୟତ ଲୋକେ? ଏଥର ପାଣି ନମିଳିଲେ ଭୋଟ୍‌ ଦେବେନି ବୋଲି ଚେତବାନୀ ଦେଲେ ଗାଁ ଲୋକେ More
  • Satyendu Shekher Mishra
  • 3 years ago

ବଢ଼ିଲା ଚିନ୍ତା ‘ଶରୀରରେ କରୋନା ଟିକାର ପ୍ରଭାବ ମାତ୍ର ୬ ମାସ’

ଉଭୟ ଡୋଜ୍ ନେଇଥିବା ୧୧୨ ଜଣଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ୨୮ରୁ ୩୦ ଦିନ ମଧ୍ୟରେ ଦୁଇଟି ଟିକା ନେଇଥିଲେ । ପରେ ତିନିଟି ପର୍ଯ୍ୟାୟରେ ଏମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । More