ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି- ୬ଷ୍ଠୀ ରାତ୍ରି ୧୧.୩୦ ଗତେ ୭ମୀ । ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ରାତ୍ରି ୧୧.୩୦ ଗତେ ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ ।
Also Read
ଶୁଭ ସମୟ:
ପ୍ରାତଃ-୦୫.୨୪ ରୁ ୦୬.୧୬
ପ୍ରାତଃ-୦୭.୦୭ ରୁ ୦୮.୩୮
ଦିବା -୧୨.୧୯ ରୁ ୦୨.୫୪
ଦିବା-୦୪.୩୮ ରୁ ୦୬.୨୨
ରାତ୍ରି- ୦୭.୫୦ ରୁ ୦୯.୦୭
ରାତ୍ରି- ୦୧.୪୩ ରୁ ୦୩.୫୬
ଅଧିକ ପଢ଼ନ୍ତୁ: ସ୍ୱପ୍ନରେ ମାଛ ଦେଖୁଛନ୍ତି କି ? ମିଳିଥାଏ ଏହି ସଂକେତ
ଅଶୁଭ ସମୟ:
ରାହୁକାଳ- ଦିବା ୧୦.୧୫ ରୁ ୧୧.୫୩
କାଳବେଳା- ଦିବା ୧୦.୧୫ ରୁ ୧୧.୫୩
ବାରବେଳା- ଦିବା ୦୮.୩୮ ରୁ ୧୦.୧୫
କାଳରାତ୍ରି- ରାତ୍ରି ୦୯.୦୭ ରୁ ୧୦.୩୦