ସକାଳ ୭ଟା ରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ରେ ଅନୁଷ୍ଠିତ ହେବ।
ସୁଭଦ୍ରା ଯୋଜନା ସଂପର୍କରେ କୌଣସି ଭ୍ରମିତ ଖବର ଦେଖାନ୍ତୁ ନାହିଁ । କିଛି ପ୍ରମୁଖ ଗଣମାଧ୍ୟମରେ ମିଛ ଖବର ବୁଲୁଛି । ତାହା ଠିକ ନୁହେଁ ।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ।
୨୦୧୮ ରେ ମୁକ୍ତିଲାଭ କରିଥିବା ମ୍ୟାଡକ୍ ଫିଲ୍ମସ୍ର 'ସ୍ତ୍ରୀ' ବକ୍ସ ଅଫିସରେ ଖୁବ ହଙ୍ଗାମା ସୃଷ୍ଟି କରିଥିଲା। ଦର୍ଶକ ଏହି ଫିଲ୍ଲ୍ମକୁ ଏତେ ପସନ୍ଦ କରିଥିଲେ ଯେ ଏହା ରିଲିଜ୍ ହେବା ପରେ ପ୍ରେକ୍ଷାଳୟରେ ଲୋକପ୍ରିୟ ହୋଇଥିଲା। ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।
ଶପଥ ନେଇଛନ୍ତି ଓଡ଼ିଆ ସାଂସଦ । ଲୋକସଭା ସଦସ୍ୟ ଭାବେ ଆଜି ଓଡ଼ିଶାର ୧୯ ଜଣ ସାଂସଦ ଶପଥ ନେଇଛନ୍ତି ।
ଏହି ଯାନ ପୃଥିବୀଠାରୁ ଅନେକ ଦୂରରେ ଥିବା ସ୍ଥାନରୁ ମାଟି ଓ ପଥର ସଂଗ୍ରହ କରି ଏହାକୁ ପୃଥିବୀକୁ ଆଣିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏପରି ସ୍ଥାନରୁ ପୂର୍ବରୁ ନମୂନା ସଂଗ୍ରହ କରାଯାଇନି। ଏହା ଗବେଷଣା କ୍ଷେତ୍ରରେ ସହାୟକ ହେବ।
ଭଙ୍ଗା ଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ସରକାରୀ ଘର ।
୧୮ ତମ ଲୋକସଭା ଅଧିବେଶନ କାଲିଠାରୁ ଆରମ୍ଭ ହେବ। ତେବେ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏନ୍ଡିଏ ପ୍ରାର୍ଥୀ ଓମ୍ ବିର୍ଲା ।
ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଭଙ୍ଗାରୁଜା ଚାଲିଛି । ତେବେ କାହିଁକି ଭଙ୍ଗାରୁଜା ଚାଲିଛି ଏବଂ ଅଣ୍ଡରଗ୍ରାଉଣ୍ଡରେ କ’ଣ ଚାଲିଥିଲା, ସେ ନେଇ ଖୋଳତାଡ଼ ଚାଲିଛି।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ବଡ଼ ବିପର୍ଯ୍ୟୟ । ବାଂଲାଦେଶକୁ ହରାଇ ସେମି ଫାଇନାଲରେ ପହଞ୍ଚିଲା ଆଫଗାନିସ୍ତାନ ।
ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ଗର୍ଭଗୃହରେ ଗଳୁଛି ପାଣି। ବର୍ଷା ହେବା ପରେ ମନ୍ଦିର ଛାତରୁ ପାଣି ଲିକ୍ ହେଉଛି।
ଥାନାରେ ବାହାଘର ହୋଇଛି। ଅତିଥି ସାଜିଛନ୍ତି ଥାନା କର୍ମଚାରୀ। ବର କନିଆକୁ ମଙ୍ଗଳ ସୁତ୍ର ପିନ୍ଧାଇବା ସହ ସାତ ଜନ୍ମର ସାଥୀ ହେବା ନେଇ ପ୍ରତିଶ୍ରୁତି ଦେଇଛି।
ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ। ୪୧ ବଲରେ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୭ ରନ୍ କରିଥିଲେ।
କାର୍ ଚଳେଇବା ବେଳେ ବ୍ରେକ୍ ଫେଲ୍ ହେବା ଅସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ଚାଳକ ବିଚଳିତ ହୋଇଯାଆନ୍ତି। କ’ଣ କରିବେ, କ’ଣ ନ କରିବେ କିଛି ବୁଦ୍ଧି ବାଟ ଦିଶେନି। ଯଦି ଆପଣ କେବେ ଏଭଳି ପରିସ୍ଥିତିର ସାମ୍ନା କରନ୍ତି ତେବେ ବିଚଳିତ ହେବା ଦରକାର ନାହିଁ। ଏଭଳି ସମୟରେ କ’ଣ କରିବା ଦରକାର ସେ ବିଷୟରେ ଆସନ୍ତୁ ଜାଣିନେବା।
ଆଜିକାଲି ପ୍ରାୟ ଲୋକଙ୍କ ପାଖରେ କ୍ୟାଭିଟି ହେବା ଏକ ସାଧାରଣ କଥା। ଖାଇବା ଅଭ୍ୟାସ ଏବଂ ଅନ୍ୟାନ୍ୟ ଜୀବନଶୈଳୀ ଅଭ୍ୟାସ ହେତୁ ଦାନ୍ତ ହଳଦିଆ ହେବା ସାଧାରଣ ହୋଇଗଲାଣି। ଯଦି ଆପଣ ବି ଏମିତି ହଳଦିଆ ଦାନ୍ତକୁ ନେଇ ଚିନ୍ତାରେ ପଡିଛନ୍ତି ଏବଂ ଏଥିରୁ ରକ୍ଷା ପାଇବାକୁ ଚାହୁଛନ୍ତି ତେବେ ଏହାର ଉପାୟ ଆମେ କହିବୁ।
ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ । ଖଲ୍ଲାରୀ ଥାନା ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ପାଇ ଡିଆରଜି ଟିମ୍ ଚଢାଉ କରିଥିଲା ।
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୧.୪୯ ଗତେ କୁମ୍ଭ । ତିଥି- ୪ର୍ଥୀ ରାତ୍ରି ୧୧.୧୧ ଗତେ ୫ମୀ । ଘାତଚନ୍ଦ୍ର- ସିଂହ ରାଶିର , ରାତ୍ରି -୧.୪୯ ଗତେ ମିଥୁନ ଓ ମୀନ ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ଅନେକ ସାଙ୍ଗ ବହୁ ବିପଦ ହୋଇଥାନ୍ତି। ତେଣୁ ଏମାନଙ୍କୁ ଯଥା ସମ୍ଭବ ନିଜ ଜୀବରୁ ଦୂରେଇ ଦେବା ଉଚିତ। ଯଦି ଆପଣ ପ୍ରାରମ୍ଭିକ ଦିନରେ କିଛି ଜିନିଷ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଆପଣ ସହଜରେ ପ୍ରକୃତ ଏବଂ ନକଲି ବନ୍ଧୁମାନଙ୍କୁ ଚିହ୍ନଟ କରିପାରିବେ ଏବଂ ପ୍ରତାରଣାରୁ ରକ୍ଷା ପାଇପାରିବେ।
ଆସନ୍ତାକାଲି ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଚର୍ଚ୍ଚାରେ ଥିବା ଏହି ୪ ସମ୍ଭାବ୍ୟ ବାଚସ୍ପତି ପ୍ରାର୍ଥୀଙ୍କ ସଂପର୍କରେ।
ଅତ୍ୟଧିକ ଉତ୍ସାହିତ ବା ଖୁସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ମଧ୍ୟ ରିପୋର୍ଟ ଦେଇଛନ୍ତି ।
ଲୋକସଭାରେ ସଂଖ୍ୟା ଶୂନ ପରେ ବିଜେଡିକୁ ଭରସା ରାଜ୍ୟସଭା । ଓଡ଼ିଶା ସ୍ୱାର୍ଥ ଲଢେଇ ପାଇଁ ନବୀନ ନିବାସରେ ରଣନୀତି ।
ଧାନ ବିକ୍ରି ନାଁରେ ଦୁର୍ନୀତି ପାଇଁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ନିଜ ଜିଲ୍ଲା କିମ୍ବା ପଡ଼ୋଶୀ ଜିଲ୍ଲାର ମିଲରଙ୍କ ବଦଳରେ ଦୂର ଜିଲ୍ଲାର ମିଲ୍ ମାଲିକଙ୍କୁ ଧାନ କିଣା ପାଇଁ ଚୁକ୍ତି କରି କୋଟି କୋଟି ଟଙ୍କାର ମହାଘୋଟାଲା ପାଇଁ କରାଯାଉଥିଲା କି ଫନ୍ଦି ?
କିଏ ସାରିଥିଲେ ରେଗୁଲାରାଇଜେସନ ପ୍ରକ୍ରିୟା, ଉଠିଲା ପ୍ରଶ୍ନ । କିସମ ପରିବର୍ତ୍ତନ ପ୍ରକ୍ରିୟାରେ ରୋକ୍ ଲଗାଇଲେ କେନ୍ଦ୍ରମନ୍ତ୍ରୀ ।
ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ । ପ୍ରତିବର୍ଷ ଏଠାକୁ ଆସନ୍ତି ଲକ୍ଷାଧିକ କଇଁଛ ।
ପରିବା କିଣି ଗଲେ ମରିବା ଭଳି ଲାଗୁଛି । ହାଟରେ ଯେଉଁ ପରିବାକୁ ବି ଛୁଇଁଲେ ଦାମ୍ ୫୦, ୬୦ ନହେଲେ ୮୦ରୁ ୧୦୦ ଟଙ୍କା ।