• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ଶୁକ୍ରବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୧୩ଶୀ ଦିବା ୦୩.୨୭ ଗତେ ୧୪ଶୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ଦିବା ୧୦.୫୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

ଶୁଭ ସମୟ

ପ୍ରାତଃ- ୦୫.୨୬ ରୁ ୦୬.୧୮

ପ୍ରାତଃ- ୦୭.୦୯ ରୁ ୦୮.୩୯

ଦିବା- ୧୨.୧୮ ରୁ ୦୨.୫୩

ଦିବା-୦୪.୩୬ ରୁ ୦୬.୧୯

ରାତ୍ରି- ୦୭.୪୮ ରୁ ୦୯.୦୬

ରାତ୍ରି- ୦୧.୪୪ ରୁ ୦୩.୫୭

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭ ସମୟ

ରାହୁକାଳ- ଦିବା ୧୦.୧୬ ରୁ ୧୧.୫୨

କାଳବେଳା- ଦିବା ୧୦.୧୬ ରୁ ୧୧.୫୨

ବାରବେଳା- ଦିବା ୦୮.୩୯ ରୁ ୧୦.୧୬

କାଳରାତ୍ରି- ରାତ୍ରି ୦୯.୦୬ ରୁ ୧୦.୨୯

OTV is now on Whatsapp

Join and get latest news update delivered to you via whatsapp

Join Now